ଭବାନୀପାଟଣା: ଭବାନୀପାଟଣାରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏନଏଚ୍ ୨୬ ଲାଲପୋଲିଆ ପୋଲରୁ ରୁ ପ୍ରାୟ ୩୦ ଫୁଟ ତଳକୁ ଏକ ବସ୍ ଖସି ପଡିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବସ୍ କଣ୍ଡକ୍ଟରଙ୍କ ସହ ଜଣେ ଶିଶୁ ଅଛନ୍ତି। ଦୁର୍ଘଟଣାରେ ୩୪ଜଣ ଆହତ ହୋଇଛନ୍ତି।...
ନୂଆଦିଲ୍ଲୀ: ଚୀନରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ଘଟଣାଟି ଅଜବ ଲାଗୁଥିଲେ ବି ସତ। ମୃତ୍ୟୁର ଚାରି ବର୍ଷ ପରେ ଚୀନ୍ ଦମ୍ପତିଙ୍କ ଭ୍ରୁଣରୁ ଜନ୍ମ ନେଇଛି ଏକ ଶିଶୁ, ନାଁ ତିଏନ୍ତିଆନ୍ । ତିଏନ୍ତିଆନର ମାତା-ପିତା ୪ବର୍ଷ ପୂର୍ବେ ଏକ...
ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ପ୍ରବଳ ବର୍ଷା ସହ ଘଡ଼ଘଡି ମାରିବାର ସମ୍ଭାବନା। ପ୍ରବଳ ବେଗରେ ପବନ ମଧ୍ୟ ବହିବ। ଏନେଇ ଆଜି ରାତି ୧୦ଟା ୩୦ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...
ଦେବଗଡ଼ : ଦେବଗଡ଼ ରିଆମାଳ ଅଞ୍ଚଳର ଜଣେ ଯୁବତୀଙ୍କ ଚୁମ୍ବନ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ଘଟଣାରେ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକ ହୃଷୀକେଶ ବିଶ୍ୱାଳ ଓ ତାର ଘର କୁମାଳ ଗାଁରେ ବୋଲି ଜଣାପଡ଼ିଛି। ଘଟଣାରେ ଏକାଧିକ ମୋବାଇଲ୍ ଫୋନ୍ ଜବତ କରି...
କୁହାଯାଏ ନିଜର ରୁଚି ଓ ଇଚ୍ଛା ଅନୁଯାୟୀ କାମ କଲେ ସଫଳତା ନିଶ୍ଚୟ ମିଳିଥାଏ। ଏମିତି ଏକ ଉଦାହରଣ ହେଉଛନ୍ତି ତ୍ରିଶନୀତ ଅରୋରା। ଆଜି ସାରା ବିଶ୍ୱରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଯାଇଛନ୍ତି ସେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସ୍କୁଲ୍ ଡ୍ରପ୍ ଆଉଟ୍ ତ୍ରିଶନୀତ ଆଜି ଜଣେ...
ଭୁବନେଶ୍ୱର : ଖଣ୍ଡଗିରି ଛକରୁ ଏକ ଟନ୍ ଗଞ୍ଜେଇ ଜବତ ହୋଇଛି। ଟ୍ରକ୍ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଁ ରାଜସ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ ଚଢଉ କରାଯାଇଥିଲା। ଏନେଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଗଞ୍ଜେଇ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମରୁ ବିହାରକୁ ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି।
ଗୋଲ୍ଡ କୋଷ୍ଟ : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନରେ ଚମକିଲେ ଭାରତୀୟ ରେସଲର୍। ଆଜି ଭାରତ ପାଇଁ ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା। ଷ୍ଟାର୍ ରେସଲର୍ ସୁଶିଲ କୁମାର ୭୪ କିଲୋଗ୍ରାମ ବର୍ଗରେ ଦକ୍ଷିଣ ଆଫ୍ରିକା...
ଭୁବନେଶ୍ୱର : କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ରାଜ୍ୟର ୪ଟି କୋଇଲା ଖଣିକୁ ୱେଷ୍ଟର୍ଣ୍ଣ କୋଲଫିଲଡ ଲିମିଟେଡ୍ ବା WCL ବଦଳରେ ମହାନଦୀ କୋଲ କୋଲଫିଲଡକୁ ଦେବାକୁ ଚିଠିରେ ଦାବି କରିଛନ୍ତି ନବୀନ। କୋଇଲା ଖଣି କାର୍ଯ୍ୟକ୍ଷମ ଜମି ଅଧିଗ୍ରହଣ,ଥଇଥାନ ଏବଂ...
ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ସଡ଼କ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ ବହୁ ଯାତ୍ରୀ। ସୋନପୁର-ସମ୍ବଲପୁର ରାସ୍ତାର ଅଇଁଲାଛାଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଆହତ ମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସଟି ଭାରସାମ୍ୟ ହରାଇ ଗଛରେ...
ସିରିୟା: ସିରିୟାରେ ରାସାୟନିକ ଅସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଋଷ୍ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ମୁହାଁମୁହିଁ ହେବାକୁ ଯାଉଛନ୍ତି। ସିରିୟାକୁ ସମର୍ଥନ କରୁଥିବା ଋଷ୍ ଓ ଇରାନ୍ ଉପରେ କ୍ଷୁବ୍ଧ ହୋଇଛି ଆମେରିକା। ଏହି ତିନି ଦେଶକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ...
ମୁମ୍ବାଇ: ନିଜ ବିବାହ ବାର୍ଷିକୀରେ ସୋସିଆଲ ମିଡ଼ିଆରେ ଏକ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ବଲିଉଡ଼ ଅଭିନେତ୍ରୀ ସନ୍ନି ଲିଓନୀ। ଏଭଳି ଏକ ଖୁସି ମୁହୂର୍ତ୍ତରେ ପ୍ରଥମଥର ଥର ପାଇଁ ସନ୍ନି ଏପରି ଏକ ଫଟୋ ସୋସିଆଲ୍ ମିଡ଼ିଆରେ ସେୟାର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବା...
ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ଲାଗି ରହିଥିବା ଅଚଳାବସ୍ଥାକୁ ନେଇ ପ୍ରତିବାଦ। ଆଜି ଦିନକ ପାଇଁ ଉପବାସ ରହି ପ୍ରତିବାଦ ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ହୋଇପାରି ନ ଥିଲା। ତେଣୁ ବିରୋଧୀ ଦଳଙ୍କ ଏପରି କାର୍ଯ୍ୟକୁ ଗଣତନ୍ତ୍ର ପ୍ରତି ବିପଦ...
ସୋର: ସୋରରେ ସିରିଜ୍ ମନ୍ଦିର ଚୋରି। ସୋର ଥାନାର ସାବିରା ଗାଁରେ ଥିବା ୫ଟି ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଗହଣା ଚୋରି କରି ନେଇଛନ୍ତି। ପତ୍ରାଶୁଣି ମନ୍ଦିର ଓ ଜାଗୁଳେଇ ମନ୍ଦିରରୁ ଦୁର୍ବୃତ୍ତମାନେ ସୁନାଚିତା, ହାର, ରୂପା ସହ...
ଢେଙ୍କାନାଳ: ଢେଙ୍କାନାଳରେ ଦୁଇ ଜଣଙ୍କୁ ଦଳି ଦେଲା ହାତୀ। ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ଆଜି ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଗଁଦିଆ ଥାନା ଦାମଦରନାଳି ଗାଁରେ ନିରଞ୍ଜନ ମହାନ୍ତି ଶୌଚ ହେବାକୁ ବାହାରକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ତାଙ୍କୁ ହାତୀ...
ଭୁବନେଶ୍ୱର: ସେବାହିଁ ପରମ ଧର୍ମ। ଏଇ କଥାକୁ ଚରିତାର୍ଥ କରିଛି କମିଶନରେଟ ପୋଲିସର ଦୁଇ ଜଣ କର୍ମଚାରୀ। ରୋଗୀଙ୍କ ଚିକିତ୍ସା ପାଇଁ କର୍ତ୍ତବ୍ୟରତ ଅବସ୍ଥାରେ ରକ୍ତଦାନ କରି ଜଣେ ହାବିଲଦାର ଓ ଜଣେ କନଷ୍ଟେବଳ ଉଦାହରଣ ସୃଷ୍ଟି କରିଛନ୍ତି। ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଦୁଇ ଜଣ ରୋଗୀଙ୍କୁ ...
ଭୁବନେଶ୍ୱର: ଯୁକ୍ତ ଦୁଇ ଖାତା ମୂଲ୍ୟାୟନକୁ ଆସୁନଥିବା ଅଧ୍ୟାପକଙ୍କୁ ନିଲମ୍ବନ କର। ଯୁକ୍ତ ଦୁଇ ଖାତା ଦେଖିବାକୁ ଆସୁନଥିବା ପରୀକ୍ଷକଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି କଠୋର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଅନୁଦାନପ୍ରାପ୍ତ କଲେଜ ପରିଚାଳନା କମିଟିକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ...