ଢେଙ୍କାନାଳ: ଢେଙ୍କାନାଳ ମୋଟଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୋଟିଏ ପରିବାରର ୩ ସଦସ୍ୟଙ୍କ ଅକାଳ ବିୟୋଗ। ଆଜି ଭୋରରୁ ୫୫ ନମ୍ବର ଜାତୀୟ ରାଜପଥର ମୋଟଙ୍ଗା ନବଭାରତ ଛକରେ ଏହି ଦୁର୍ଘଟଣା ଘଟିଛି। କାର ଉପରେ ଏକ ଟ୍ରକ୍ ମାଡି ଯିବାରୁ ଘଟଣାସ୍ଥଳରେ ଗୋଟିଏ ପରିବାରର ୩ ଜଣଙ୍କ...
ଗୋଲ୍ଡକୋଷ୍ଟ: ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ୧୨ ଦିନ ଧରି ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହୋତ୍ସବ ରବିବାର ଉଦ୍ଯାପିତ ହୋଇଛି। ଆଜି ଉଦ୍ଯାପନୀ ଦିବସରେ ଗୋଲ୍ଡକୋଷ୍ଟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ଆଜିର କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିୟା ସଂସ୍କୃତିର ଝଲକ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା। ରଙ୍ଗାରଙ୍ଗ ଆଲୋକ ସଜା ସାଙ୍ଗକୁ...
ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଆସନ୍ତା ୨୨ ତାରିଖରେ ଭୁବନେଶ୍ୱରରେ ମହାସମ୍ମିଳନୀର ଆହ୍ୱାନ ଦେଇଛି ବିଜେଡି। ଏହା ପୂର୍ବରୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଏକ ପ୍ରସ୍ତୁତି ବୈଠକ। ଏହି ବୈଠକରେ ସାଂସଦ ପ୍ରଶନ୍ନ...
ନୂଆଦିଲ୍ଲୀ: ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଓଡ଼ିଶା ଦୁଇଟ ନୂଆ ସ୍ଥାନକୁ ବିମାନ ସେବା ଯୋଗାଇ ଦେବାକୁ ଘୋଷଣା କରିଛି। ଏପ୍ରିଲ ୧୬ ତାରିଖଠାରୁ ଏହି ଦୁଇ ନୂଆ ସ୍ଥାନକୁ ବିମାନ ଉଡ଼ାଣ ଆରମ୍ଭ କରିବ। ଅହମ୍ମଦାବାଦଠାରୁ ଭବନଗର ଏବଂ ସେଠାରୁ ସୁରତ ପର୍ଯ୍ୟନ୍ତ ବିମାନ ଯାତ୍ରା...
ସୁରଟ: କାଠୁଆ ଓ ଉନ୍ନାଓ ଗଣଦୁଷ୍କର୍ମ ମାମଲାକୁ ନେଇ ଦେଶବ୍ୟାପୀ ପ୍ରତିବାଦର ନିଆଁ ଜଳୁଥିବା ବେଳେ ଗୁଜରାଟର ସୁରଟ ସହରରେ ମଧ୍ୟ ଅନୁରୁପ ଘଟଣା ସାମ୍ନାକୁ ଆସିଛି। ଜଣେ ୯ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୁରଟର ପାଣ୍ଡେସରାରେ ଘଟିଛି ଏହି ଲୋମଟାଙ୍କୁରା...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦୋଷିଆ ଗାଁରେ ଅମାନବୀୟ ଘଟଣା। ଲୁଟ୍ ବେଳେ ଜଣେ ୭ମାସର ଗର୍ଭବତୀଙ୍କୁ ଡକାୟତମାନେ ଗୋଇଠା ମାରିବାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗର୍ଭବତୀ ଜଣକ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏକ ମୃତ ଶିଶୁକୁ...
ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷର ପ୍ରେମ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ୨୦୧୫ ଆଇଏଏସ୍ ଟପ୍ପର ଟୀନା ଡାବି ଓ ତାଙ୍କ ସ୍ୱାମୀ ଅତହର ଅମିର ଉଲ୍ ଶଫି ଖାନ୍, ଯିଏକି ୨୦୧୫ର ଦ୍ୱିତୀୟ ଆଇଏଏସ୍ ଟପ୍ପର ଗତକାଲି ଦିଲ୍ଲୀରେ ଏକ ଗ୍ରାଣ୍ଡ୍ ରିସେପ୍ସନ୍ ପାର୍ଟି ରଖିଥିଲେ।...
ବାଲେଶ୍ୱର: ବାଲେଶ୍ୱର ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଞ୍ଚଳରେ ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନାବାଳିକାକୁ ଚକୋଲେଟ୍ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୀଡିତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଭିଯୁକ୍ତ...
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ମହେଶ ବାବୁ ଏବେ ପ୍ରଶଂସକଙ୍କୁ ଖୁସି କରିବାରେ ବ୍ୟସ୍ତ। ଏପରିକି ସୁଟିଂ ଅଧାରୁ ସମୟ ବାହାର କରି ପ୍ରଶଂସକଙ୍କୁ ସାକ୍ଷାତ କରିବାକୁ ଆସୁଛନ୍ତି ମହେଶ। ପ୍ରଶଂସକମାନେ କିଭଳି ତାଙ୍କ ଉପରେ ଖୁସି ରହିବେ ସେ ନେଇ କିଛି କାମ ମଧ୍ୟ କରୁଛନ୍ତି। ଜଣେ ଏତେ...
ସୋର: ପୁଣି ବିନା ଇଞ୍ଜିନ୍ରେ ୨ କି.ମି ଗଡ଼ିଲା ଟ୍ରେନ୍। ଇଞ୍ଜିନ୍ରୁ ବାହାରି ଅଧାବାଟରେ ରହିଗଲା ମାଲବାହୀ ରେଳ ଗାଡି ୱାଗନ୍। ୬୦ ୱାଗନ୍ ବିଶିଷ୍ଟ ଏକ ମାଲବାହୀ ଟ୍ରେନ୍ ଭଦ୍ରକ ଧାମରାରୁ ଟାଟା ଅଭିମୁଖେ ଯାଉଥିଲା। ବାଲେଶ୍ୱର ପଣପଣା ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଯାଉଥିବା ବେଳେ...
ଭୁବନେଶ୍ୱର: ସରିଲା ଦୁଇମାସର ଡେଡ଼୍ ଲାଇନ। ତଥାପି ରାଜଧାନୀର ବିଭିନ୍ନ ମଲ୍ ଓ ହୋଟେଲ ମାଲିକ ଗାଇଡ ଲାଇନ ଅନୁଯାୟୀ ଅଗ୍ନି ନର୍ବାପକ ବ୍ୟବସ୍ଥା ପୁରଣ କରିବାରେ ବିଫଳ ହୋଇଛନ୍ତି। କିଛି ମଲ୍ ଓ ହୋଟେଲ ମାଲିକ କେତେଗୁଡିଏ ସର୍ତ୍ତ ପୁରଣ କରିଥିବାବେଳେ ଆଉ କିଛି ଟେକ୍ନିକାଲ ବିଫଳତା...
ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ସହ ଓଡ଼ିଆ ନବବର୍ଷ ଅବସରରେ ପ୍ରଚଳନ ହୋଇଛି ନୂତନ ଓଡ଼ିଆ ପଞ୍ଜିକା। ଚଳିତ ବର୍ଷ ଓଡ଼ିଶାରେ ଶାସନତନ୍ତ୍ର ସ୍ଥିର ରହିବା ସତ୍ୱେ ପରସ୍ପର ଦ୍ୱନ୍ଦ୍ୱ ଉପୁଜିବ ବୋଲି ଜ୍ୟୋତିର୍ବିଦମାନେ ଭବିଷ୍ୟବାଣୀ କରିଛନ୍ତି। ଫସଲ ଉତ୍ପାଦନ ଭଲ ହେବ, ହେଲେ ବନ୍ୟା ବାତ୍ୟା ଭଳି ସଂଙ୍କଟ...
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ। ଗତ ଶନିବାର ସଂଧ୍ୟାରେ ପ୍ରବଳ ପବନ ସହ ବର୍ଷା ଯୋଗୁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। କିଛି ସ୍ଥାନରେ ପଲିଥିନ୍ ଛପର ଉଡ଼ିଯିବା ସହ ଗଛଲତା ଭାଙ୍ଗିଯାଇଛି।ସେହିପରି ଚାନ୍ଦିପୁର ଥାନା ପଦ୍ମପୁର ପଞ୍ଚାୟତର ମଝିକିଆ ଗାଁରେ ଗଛପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ...
ନ୍ୟୁୟର୍କ: ସିରିୟା ଉପରେ ଆମେରିକାର ଆକ୍ରମଣ ପରେ ଜାତିସଂଘ ନିରାପତ୍ତା ପରିଷଦର ତତ୍କାଳ ବୈଠକ ବସିଛି। ଘଟଣାକୁ ଗମ୍ଭୀରତା ସହ ନେଇଛି ଜାତିସଂଘ। ବିଶ୍ୱ ପାଇଁ ବିପଦ ସୃଷ୍ଟି ହେଲା ଭଳି କାର୍ଯ୍ୟରୁ ମିତ୍ର ରାଷ୍ଟ୍ର ମାନେ ନିବୃତ୍ତ ରଖିବାକୁ ଜାତିସଂଘ ସଫା ସଫା ଚେତାବନୀ ଦେଇଛି। ସେପଟେ...
ନୂଆଦିଲ୍ଲୀ : ପ୍ରେମ କୌଣସି ବାଧା କି ବନ୍ଧନ ମାନି ନଥାଏ। ଏହା କୌଣସି ସ୍ଥାନ କାଳ ପାତ୍ର ମଧ୍ୟ ଦେଖିନଥାଏ। ପ୍ରେମ ଚିର ଶ୍ୱାଶ୍ୱତ ଓ ସତ୍ୟ। ପ୍ରେମ ହେଉଛି ଏକ ଶକ୍ତିଶାଳୀ ଭାବପ୍ରବଣତା। କେତେବେଳେ କାହାକୁ ପ୍ରେମ ହୋଇଯାଏ, ଏହାକେହି ଜାଣିପାରନ୍ତି ନାହିଁ। ଏହା କଳ...
ନୂଆଦିଲ୍ଲୀ : ଏଣିକି ଆପଣ ଘରେ ବସି ଟିଭିରେ କ’ଣ ସବୁ ଦେଖୁଛନ୍ତି ତା’ ଉପରେ କଡ଼ା ନଜର ରଖିବେ ସରକାର। ଏଥିପାଇଁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ସ୍ୟାଟେଲାଇଟ୍ ସର୍ଭିସ ପ୍ରୋଭାଇଡର ଦ୍ୱାରା ସେଟ୍ଅପ୍ ବକ୍ସରେ ଏକ ଚିପ୍ ଖଞ୍ଜିବାକୁ ଯାଉଛି। ଯାହା ସରକାରଙ୍କୁ ଆପଣ ଦେଖୁଥିବା ଚ୍ୟାନେଲ୍...