ପୁରୀ: ଅନିଦ୍ରାରେ ମହାପ୍ରଭୁ। ଶ୍ରୀମନ୍ଦିର ନୀତିକାନ୍ତିରେ ଗୁରୁତର ବିଭ୍ରାଟ ଯୋଗୁ କାଲି ରାତିରେ ପହୁଡ ପଡିନଥିବା ସୂଚନା ମିଳିଛି। ପହୁଡ଼ ନ ପଡ଼ିବାରୁ ରାତି ସାରା ଅନିଦ୍ରା ରହିଲେ ମହାପ୍ରଭୁ। ଗତକାଲି ଭୋଗମଣ୍ଡପ ବିଳମ୍ବ ଯୋଗୁଁ ବାହାରି ପାରି ନଥିଲା ମହାପ୍ରସାଦ। ଫଳରେ ଶ୍ରୀମନ୍ଦିର ରୋଷ ଘର ଭିତରେ...
ପୁରୀ : ଖୋଲିଲା ଶ୍ରୀମନ୍ଦିର ଜଗମୋହନ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୀର୍ଘ ଦୁଇ ବର୍ଷ ଦୁଇ ମାସ ପରେ ଆଜିଠୁ ଭିତର କାଠ ପାଖରୁ ଦିଅଁ ଦର୍ଶନ ସୁଯୋଗ ପାଇଛନ୍ତି ଭକ୍ତ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସକାଳ ଧୂପ ପରେ ଆଜି ଭକ୍ତଙ୍କୁ ଜଗମୋହନକୁ ଛଡ଼ାଯାଇଥିଲା। ହେଲେ ଆରମ୍ଭରୁ...
ଭୁବନେଶ୍ୱର : ଆର୍ଥିକ ବର୍ଷ ଆରମ୍ଭରୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦରମା ଝଟ୍କା। ମାର୍ଚ୍ଚ ସରି ଏପ୍ରିଲ ହେଲାଣି, ନା ମିଳୁଛି ଦରମା ନା ମୋବାଇଲ୍କୁ ଆସୁଛି କୌଣସି ମେସେଜ୍। ସାଧାରଣତଃ ମାସର ୩୦ କିମ୍ବା ୩୧ ନଚେତ୍ ପ୍ରଥମ ସପ୍ତାହ ସୁଦ୍ଧା ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ...
ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର(IMD)। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଏଥର ବର୍ଷା ପରିମାଣ ପ୍ରାୟ ୯୭ ପ୍ରତିଶତ ରହିବା ସମ୍ଭାବନା ରହିଛି। କ୍ରମାଗତ ତୃତୀୟ ବର୍ଷ...
ନୂଆଦିଲ୍ଲୀ: ନକଲି ପରିଚୟ ଦେଇ କୌଣସି ଏକ ପେଶା ଆପଣେଇବା ଓ ଲୋକଙ୍କୁ ଭୁଆଁ ବୁଲେଇ ବିଶ୍ୱାସଭାଜନ ହେବାର ଅନେକ ନଜିର ଦେଖିବାକୁ ମିଳେ। ହେଲେ ଦିଲ୍ଲୀ ଏମ୍ସ୍ରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ୱାସ କରିପାରିବେନି ଯେ ଏମ୍ସ୍ ଭଳି...
ମୟୂରଭଞ୍ଜ : ସ୍ତ୍ରୀକୁ ପଥରରେ ଛେଚି ହତ୍ୟା। ମୟୂରଭଞ୍ଜ ଜିଲ୍ଲା କେନ୍ଦୁଘୁଟ ଗାଁରେ ଘଟିଛି ଏଭଳି ଅମାନବୀୟ ଘଟଣା। ମୃତକ ମହିଳା ଜଣକ ହେଲେ ପୂର୍ଣ୍ଣମୀ ଧିର। ପାରିବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ସ୍ୱାମୀ କୁଆଡେ ଫେରାର ହୋଇଯାଇଛି। ସୂଚନା...
ନୂଆଦିଲ୍ଲୀ: ଏପ୍ରିଲ ୨୮କୁ ଘୁଞ୍ଚିଲା କାଠୁଆ ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି। ଆଜିଠାରୁ କାଠୁଆ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଚାର୍ଜସିଟ୍ର ନକଲ ସମସ୍ତ ୮ ଅଭିଯୁକ୍ତଙ୍କୁ ଦେବା ଲାଗି କୋର୍ଟ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ...
କେନ୍ଦୁଝର: ଘରୋଇ କଳହରୁ ପୁତୁରାକୁ ଦାଦାର ତୀରମାଡ଼। ଏହି ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଭଗାମୁଣ୍ଡା ପଞ୍ଚାୟତ ଚାନ୍ଦପଶି ଗାଁରେ ଘଟିଛି। ଅଭିଯୋଗ ଅନୁସାରେ, ଗତକାଲି ସକାଳେ ବିଞ୍ଜାର ମାଝୀ ଓ ତାଙ୍କ ଭାଇ ବୀର ମାଝୀଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା। ସନ୍ଧ୍ୟାରେ ବୀର...
ମସ୍କୋ: ସିରିୟା ବିରୋଧରେ ଯଦି ପାଶ୍ଚାତ୍ୟଦେଶ ମାନେ ପୁଣି ଥରେ ଆକ୍ରମଣ କରନ୍ତି ତେବେ ସାରା ବିଶ୍ୱରେ ବିସ୍ଫୋରକ ପରିସ୍ଥିତି ଦେଖାଦେବ ବୋଲି ଆମେରିକାକୁ ଋଷ୍ ଖୋଲାଖୋଲି ଧମକ ଦେଇଛି । ଜାତିସଂଘର ଚାର୍ଟରର ଅବମାନନା କରି ସିରିୟା ଉପରେ ଆକ୍ରମଣ ହୋଇଥିବାରୁ ଏହାର ରାଜନୈତିକ ସମାଧାନ ନେଇ...
ମୁମ୍ବାଇ: ବିବାହ ପରେ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କ କ୍ୟାରିୟର ଶେଷ ହୋଇଯାଏ ବୋଲି ଆମେ ଭାବିଥାଉ। ମାତ୍ର ଏଭଳି ଧାରଣାକୁ କିଛି ଅଭିନେତ୍ରୀ ବଦଳାଇବା ସହ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଟେଲିଭିଜନ୍ ଦୁନିଆର ଛୋଟ ପରଦାରେ ଅଭିନୟ କରୁଥିବା ଏହି ଅଭିନେତ୍ରୀମାନେ ବିବାହ ପରେ ମଧ୍ୟ ଇଣ୍ଡଷ୍ଟ୍ରିରେ...
କଟକ: କଟକ ବଜ୍ରକବାଟିସ୍ଥିତ ଏର ଘରୋଇ ନର୍ସିଂହୋମ୍ରୁ ଜଣେ କ୍ୟାନସର ପୀଡ଼ିତ ରୋଗୀଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି। ମୃତ ରୋଗୀ ଭଦ୍ରକ ତିହିଡ଼ିର ରଙ୍ଗାଧର ବଇତି। ସେ ଦୀର୍ଘ ଦିନ ହେବ କ୍ୟାନସର ରୋଗରେ ପୀଡ଼ିତ ହୋଇ ନର୍ସିଂହୋମ୍ରେ ଚିକିତ୍ସିତ ହେଉଥିଲେ। ଆଜି ସକାଳୁ ତାଙ୍କର...
କନ୍ଧମାଳ: ଦାରିଙ୍ଗବାଡ଼ିରେ ୧୨ ଘଣ୍ଟିଆ ବନ୍ଦ ପାଳନ। ଦୁର୍ଗାମଣ୍ଡପ ଉଚ୍ଛେଦ ପ୍ରତିବାଦରେ ଗ୍ରାମ୍ୟ ହିନ୍ଦୁ ଦେବୋତ୍ତର କମିଟି ଆହ୍ୱାନ କ୍ରମେ ଆଜି ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ପ୍ରଶାସନର ଦାରିଙ୍ଗବାଡ଼ି ଚାରି ଛକଠାରେ ଥିବା ଦୁର୍ଗା...
ଝାରସୁଗୁଡ଼ା: ଟ୍ରେନରେ କଟିଗଲେ ୪ ହାତୀ। ଝାରସୁଗୁଡ଼ା ବାଗଡିହି ରେଞ୍ଜରେ ଘଟିଛି ଏହି ଦୁର୍ଘଟଣା। ଆଜି ଭୋରରୁ ଚେଲିଡିହି ଫାଟକ ନିକଟରେ ରେଳ ଲାଇନ୍ ଅତିକ୍ରମ ବେଳେ ୪ଟି ହାତୀଙ୍କୁ ଧକ୍କା ଦେଇଥିଲା ଟ୍ରେନ୍। ଫଳରେ ଘଟଣାସ୍ଥଳରେ ହିଁ ସମସ୍ତ ୪ଟି ହାତୀଙ୍କ ମୃତ୍ୟୁ ହୋଇଛି। ଭୋର ପ୍ରାୟ...
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା। ରାଜ୍ୟର ୫୬ଟି କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାୟନ ହେଉଛି। ପ୍ରଥମ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୪ରୁ ଆରମ୍ଭ ହୋଇ ଏପ୍ରିଲ ୧୪ରେ ଶେଷ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆଜିଠାରୁ...