ପୁରୀ: ଆଜି ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ। ଏଥିପାଇଁ ଗତକାଲି ରାତିରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପନ୍ନ କରାଯାଇଛି। ରାତି ୧୦. ୫୦ ମିନିଟ୍ରେ ମହାପ୍ରଭୁଙ୍କ ରୋସ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରାପାଳ ପୂଜା, ଗୋପାଳ ବଲ୍ଲଭ ନୀତି କରାଯାଇଥିଲା। ରାତି ୧.୨୦...
ଗଜପତି: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗାରାବନ୍ଧ ଗାଁରେ ଅଭାବନୀୟ ଘଟଣା। ଗାଁ ପୋଖରୀରେ ବୁଡ଼ି ମା’ ସହ ୨ ଶିଶୁପୁତ୍ରଙ୍କ ମୃତ୍ୟୁ। ମୃତକ ହେଲେ ମାବାଣିତ୍ରୀ ସାହୁକାର ଏବଂ ତାଙ୍କ ୧୨ ବର୍ଷ ବୟସର ଶିଶୁପୁତ୍ର ସୁବନ ଏବଂ ୧୦ ବର୍ଷର ଓମ୍। ଶବ ବ୍ୟବଚ୍ଛେଦ ପାଇଁ...
ପୁରୀ: ୨ ଦିନ ଧରି ଉପବାସ ରହିବା ପରେ ଶେଷରେ ଶ୍ରୀଜିଉଙ୍କଙ୍କ ଠାରେ ଲାଗି ହେଲା ଭୋଗ। ଗତକାଲି ରାତିରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପର୍ଣ୍ଣ କରାଯାଇଛି। ରାତି ୧୦. ୫୦ ମିନିଟ୍ରେ ମହାପ୍ରଭୁଙ୍କ ରୋସ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରାପାଳ ପୂଜା, ଗୋପାଳ ବଲ୍ଲଭ ନୀତି କରାଯାଇଥିଲା।...
ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ଚଳଚଞ୍ଚଳ ଚଷା ପୁଅ। ଆଜିଠୁ ଆରମ୍ଭ ଚାଷ କାମ। ଅଖି ମୁଠି ବୁଣି ଚାଷ କାମର ଶୁଭାରମ୍ଭ କରିବ ଚାଷୀ। କୃଷି ଭିତ୍ତିକ ଏ ପର୍ବରେ ଲାଗି ଉତ୍ସବମୁଖର ହୋଇଛି ଗାଁ ପରିବେଶ। ବିଶ୍ୱାସ ରହିଛି ଆଜି ଭଳି ପବିତ୍ର ଦିନରେ...
ଭୁବନେଶ୍ୱର : ଭୁବନେଶ୍ୱରର ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷଙ୍କୁ ବ୍ଲାକମେଲିଂ ଘଟଣାରେ ଟୁଇଷ୍ଟ। ପୂର୍ବରୁ ଘଟଣା ପଛରେ ଜଣେ ଯୁବତୀଙ୍କ ହାତ ଥିବା କୁହାଯାଉଥିବାବେଳେ, ଘଟଣା ନେଇ ମୁହଁ ଖୋଲିଛନ୍ତି ସଂପୃକ୍ତ ଯୁବତୀ। ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଯୁବତୀ ଜଣଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ...
କେରଳ : ମା ପାଇଁ ଅଲୋଡା ହେଲା ଶିଶୁକନ୍ୟା। ତାକୁ ମାରି ପାଇଖାନାରେ ଫିଙ୍ଗି ଦେଲା ମା। ଏଭଳି ଏକ ହୃଦୟବିଦାରକ ଓ ଅବିଶ୍ୱସନୀୟ ଘଟଣା କେରଳରେ ଦେଖିବାକୁ ମିଳିଛି। ଏ ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କେମିତି ଘଟିଲା ଏଭଳି ଏକ ଅମାନବୀୟ ଘଟଣା ?...
ଯୋଧପୁର : ବିଦେଶ ଗସ୍ତରେ ଯିବା ପାଇଁ ଅଭିନେତା ସଲମାନ ଖାନଙ୍କୁ ଯୋଧପୁର ଜିଲ୍ଲା ଓ ସେସନସ କୋର୍ଟ ଅନୁମତି ଦେଇଛନ୍ତି। ୧୯୯୮ କୃଷ୍ଣସାର ମୃଗ ଶିକାର ଘଟଣାରେ ସଲମାନଙ୍କୁ ଏପ୍ରିଲ ୭ରେ ଜାମିନ ମିଳିଥିଲା। କିନ୍ତୁ ଏଥିପାଇଁ କୋର୍ଟ କିଛି ସର୍ତ୍ତ ରଖିଥିଲେ। ସଲମାନଙ୍କୁ ଦେଶ ଛାଡିବା...
ବୌଦ୍ଧ : ବୌଦ୍ଧରେ ଜାଲ୍ ନୋଟ୍ ରାକେଟ୍ର ପର୍ଦ୍ଦାଫାସ୍। ଜାଲ ନୋଟ୍ କାରବାର କରୁଥିବା ଅଭିଯୋଗରେ ପୋଲିସ ୪ ଜଣକୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ ୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ପୋଲିସ। ଏଥିସହ ପ୍ରିଣ୍ଟର, ଲାପଟପ୍ ଓ ଏକ କାର...
The Government of India with the Reserve Bank of India have taken all steps to meet this unusual demand. We had adequate reserves of currency notes which have been used to meet fully the extraordinary...
ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ଏଟିଏମ୍ ଆଗରେ ଦେଖିବାକୁ ମିଳୁଥିଲା ଲମ୍ବା ଲାଇନ୍। ଏବେବି ସେହି ବିମୁଦ୍ରାକରଣ ଭଳି ଅନୁରୂପ ପରିସ୍ଥିତି ସୃଷ୍ଚି ହୋଇଛି। ଘଣ୍ଟା ଘଣ୍ଟା ଧରି ଛିଡା ହେଲେ ମଧ୍ୟ ଗ୍ରାହକଙ୍କୁ ଖାଲି ହାତରେ ଫେରିବାକୁ ପଡୁଛି। ସାରା ଦେଶରେ ଦେଖାଦେଇଛି ଏବେ ଟଙ୍କାର ଅଭାବ। ବିଭିନ୍ନ...
ଅନୁଗୁଳ: ଅନୁଗୁଳରେ ଜଘନ୍ୟ କାଣ୍ଡ। ନାଲକୋ ଥାନା ବଳରାମପ୍ରସାଦ ସ୍ଥିତ ବନବାସପୁରରେ ଘର ସହ ଜଣେ ବୃଦ୍ଧାଙ୍କୁ ଜୀବନ୍ତ ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ଦ୍ରୌପଦୀ ପ୍ରଧାନ। ସେ ହିନ୍ଦୋଳ ଅଞ୍ଚଳର ହୋଇଥିବା ବେଳେ ବନବାସପୁରରେ ଏକ କୁଡ଼ିଆ ଘରେ ରହି ମୂଲ ଲାଗି...
ନୂଆଦିଲ୍ଲୀ: ବିବାହିତ ହୋଇ ଓ ଗୋଟିଏ ସନ୍ତାନର ଜନନୀ ହେଲାପରେ ମଧ୍ୟ ପୁଣିଥରେ ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ଼ ଅଭିନେତ୍ରୀ କରୀନା କପୁର। ଏମିତିକି ବିବାହ ପାଇଁ ସେ ଅନେକ ସ୍ୱପ୍ନ ଦେଖିବା ମଧ୍ୟ ଆରମ୍ଭ କରିଦେଲେଣି। ଆପଣମାନଙ୍କୁ କଥାଟା ଶୁଣି ନିଶ୍ଚୟ ଅଡ଼ୁଆ ଲାଗୁଥିବ। ନିଶ୍ଚୟ ଭାବୁଥିବେ...
ଅନୁଗୁଳ: ପ୍ରେମ ପାଇଁ ଛାଡ଼ିଲେ ମାଓ ସଂଗଠନ। ୨ ମାଓବାଦୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ସଂଗଠନ ବିରୋଧ କରିବାରୁ ସେମାନେ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଅନୁଗୁଳ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨ କ୍ୟାଡର ମାଓବାଦୀ ଦୟାନନ୍ଦ ଓ ଜଲି ଦେହୁରୀ । ସେମାନେ ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର ଡିଭିଜନ...
ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୨୧ତମ ଶ୍ରାଦ୍ଧ ଦିବସ। ଏନେଇ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଏବଂ ସ୍ମୃତି ଚାରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଫରେଷ୍ଟ ପାର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ସେହିପରି...
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଖରାର ପ୍ରଭାବ ଜାରି ରହିବ। କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତକାଲି ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ସ୍ଥାନ ପାଇଥିଲା। ଭୁବନେଶ୍ୱରର ତାପମାତ୍ରା ୪୧. ୨ ଡିଗ୍ରୀ ସେଲସିୟସ...
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବାଙ୍ଗୁରିସିଂ ଗାଁର ବରଜୁ ସାହୁ(୬୦)। ଆଜି ସକାଳେ ବରଜୁ ବାଇଗଣ ତୋଳିବାକୁ କ୍ଷେତକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଏହି ଅଘଟଣ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା...
ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମାର୍ଚ୍ଚ ମାସର ଦରମା ପ୍ରଦାନ ନେଇ ପ୍ରତିବନ୍ଧକ ଦୂର କରିବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର। ଏନେଇ ଅର୍ଥ ବିଭାଗ ସମସ୍ତ ବିଭାଗୀୟ ମୁଖ୍ୟ, ପ୍ରମୁଖ ସଚିବ, ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ୨୦୧୭-୧୮ ବର୍ଷ ପାଇଁ ଆନୁଆଲ...
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସାରବର ଅପରାଧ। ୨୦୧୬ ମସିହା ଅପେକ୍ଷା ୨୦୧୭ରେ ପ୍ରାୟ ଦୁଇଗଣ ସାଇବର ଅପରାଧ ବଢ଼ିଛି। ବିଧାନସଭାରେ ବିଧାୟକ ଭୁଜବଳ ମାଝୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରିପୋର୍ଟ ଅନୁସାରେ ୨୦୧୬ ମସିହାରେ ରାଜ୍ୟରେ ୩୧୭ଟି ସାଇବର...