ଭୁବନେଶ୍ୱର: ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଉଠିବ ଉଚ୍ଚ ଜୁଆର। ପ୍ରାୟ ୨ରୁ ୩ ମିଟର ଉଚ୍ଚର ଜୁଆର ଉଠିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଜୁଆରର ଅଧିକ ପ୍ରଭାବ କେରଳ ଓ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ...
ପାଟଣାଗଡ଼: ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା। ଏହି ଘଟଣାରେ ଜଣେ ଅଧ୍ୟାପକଙ୍କୁ ଘରୁ ଉଠାଇ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ୍। ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କୁ ପଚରାଉଚୁରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଆଜି ସକାଳୁ ମେହେରପଡ଼ାସ୍ଥିତ ଘରୁ ଅଧ୍ୟାପକ ପୁଞ୍ଜିଲାଲଙ୍କୁ...
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ କଲେଜ ହଷ୍ଟେଲରୁ ଜଣେ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନୀହାର ରଞ୍ଜନ ରାଉତ। ସେ MBBS ତୃତୀୟ ବର୍ଷର ଛାତ୍ର। ନିହାରଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବୋଲି ସୂଚନା ମିଳିଛି। କଲେଜ ହଷ୍ଟେଲରେ ଝୁଲନ୍ତା...
କଟକ: ସାଲେପୁରରେ ଲଜ୍ଜା। ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ। ନାବାଳିକାଙ୍କୁ ଗତକାଲି ମୁମୂର୍ଷୁ ଅବସ୍ଥାରେ ଏକ ସ୍କୁଲ ବାରଣ୍ଡାରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ପୋଲିସ ତନାଘନା ଜାରି ରଖିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିକୁ ଅଟକ ରଖି ପୋଲିସ...
ଭୁବନେଶ୍ୱର: କଂଗ୍ରେସ ଉଠିଲେ, ଓଡ଼ିଶା ହସିବ। ଅତୀତର ଭୁଲ୍କୁ ସୁଧାରିଲେ କଂଗ୍ରେସ ସୁଦୃଢ଼ ହେବ। ମୁଖିଆ ମୁକୁଟ ପିନ୍ଧି ନୂଆଦିଲ୍ଲୀରୁ ଫେରିବା ପରେ ଗତକାଲି ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏଭଳି ଉଦ୍ବୋଧନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହାସହ ନିଜ ଉଦ୍ବୋଧନରେ ଆଗାମୀ ୨୦୧୯...
ନୂଆଦିଲ୍ଲୀ: ଆଉ କୌଣସି ଆଣବିକ ପରୀକ୍ଷା କିମ୍ବା ଅନ୍ତର୍ମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା ନ କରିବାକୁ ଘୋଷଣା କରିଛି ଉତ୍ତର କୋରିଆ। ଏଥିସହିତ ଆଣବିକ ପରୀକ୍ଷଣର ଏକ ସ୍ଥାନକୁ ମଧ୍ୟ ବନ୍ଦ କରାଯିବ। ଯେଉଁ ଅସ୍ତ୍ର ଦରକାର ଥିଲା, ତାହା ନିର୍ମିତ ହୋଇଛି। ତେଣୁ ଆଉ ଆଣବିକ ପରୀକ୍ଷା...
ନୂଆଦିଲ୍ଲୀ: ଋଣ ଖିଲାପି କରି ଦେଶରୁ ଚମ୍ପଟ ମାରୁଥିବା ବ୍ୟକ୍ତିଙ୍କ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଠକେଇ କରି ଦେଶରୁ ପଳାୟନ କରୁଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ଏକ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛି।...
ଭୁବନେଶ୍ୱର: ରାଜଧାନୀରେ ବିଚ୍ ରାସ୍ତାରେ ଟ୍ରାଫିକ କନେଷ୍ଟବଳଙ୍କୁ ମାଡ଼। ବେଲ୍ଟ କାଢ଼ି ସର୍ବ ସାଧାରଣରେ ଟ୍ରାଫିକ କନେଷ୍ଟବଲଙ୍କୁ ପିଟିଲେ ଜଣେ ବ୍ୟକ୍ତି। ଏହି ଘଟଣା ଘଟିଛି ଭୁବନେଶ୍ୱର ରବି ଟକିଜ ଛକରେ। ସାଧାରଣ କଥାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଛନ୍ତି। ରବି ଟକିଜ୍ ଛକରେ...
ବରଗଡ଼: ସୋହେଲା ଜେଲ୍ରେ ଥିବା ବିଜେପି ନେତା ଜୟନାରାୟଣ ମିଶ୍ର ହଠାତ୍ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲରେ ଭର୍ତ୍ତି କରାଯାଇଛି। ଛାତି ଯନ୍ତ୍ରଣା ହେଉଥିବା କହିବା ପରେ ତାଙ୍କୁ ଥାନାରେ ଚିକିତ୍ସା କରାଯାଇଥିଲା। କିନ୍ତୁ ଅବସ୍ଥାରେ...
ଗାନ୍ଧିନଗର: ବହୁ ଚର୍ଚ୍ଚିତ ସୁରତ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତମାନେ ଶନିବାର ଗିରଫ ହୋଇଛନ୍ତି। ରାଜସ୍ଥାନ ଗାଙ୍ଗପୁରରୁ ମୁଖ୍ୟ ଅଭିଯୁକ୍ତ ହର୍ଷ ଗୁଜ୍ଜର ସମେତ ତିନି ଜଣକୁ ଗିରଫ କରିଛି ସୁରତ ପୋଲିସ। ମୁଖ୍ୟ ଅଭିଯୁକ୍ତ ହର୍ଷ ଗୁଜ୍ଜର ରାଜସ୍ଥାନ ଗାଙ୍ଗପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି...
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟର ଜାମିନ ଖାରଜ ପାଇଁ ଆବେଦନ କରିବ କମିଶନରେଟ୍ ପୋଲିସ। ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ୱାଇ. ବି. ଖୁରାନିଆ। ଏନେଇ ଆଇନ ବିଶାରଦଙ୍କ ପରାମର୍ଶ ଲୋଡ଼ାଯିବ। ହାଇକୋର୍ଟରୁ ସବୁ ତଥ୍ୟ ମିଳିବା ପରେ ଆବେଦନ ହେବ ବୋଲି କମିଶନର କହିଛନ୍ତି। ଗତକାଲି...
ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଦୁଷ୍କର୍ମ ଘଟଣା ଉପରେ ରୋକ ଲଗାଇବାକୁ କଡ଼ା ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ୧୨ ବର୍ଷରୁ କମ ବୟସର ନାବାଳିକାଙ୍କ ସହିତ ଦୁଷ୍କର୍ମ କଲେ ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର ଦେଇଛି। ଶନିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ...
ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଶେଷରେ ବିଜେପି ଛାଡ଼ିଲେ ଦଳର ବରିଷ୍ଠ ନେତା ଯଶବନ୍ତ ସିହ୍ନା। ଶନିବାର ପାଟନାରେ ଏକ ବୈଠକ କରି ସେ ଏହି ସୂଚନା ଦେଇଛନ୍ତି। ଏହି ବୈଠକରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ଯଶୱନ୍ତ...
ଭୁବନେଶ୍ୱର : ସାରା ଦେଶରେ ନୋଟ୍ ଅଭାବ ସମସ୍ୟା ପ୍ରତିବାଦରେ ଆଜି ସାରା ରାଜ୍ୟରେ ବିଜେଡି ଶାନ୍ତିପୂର୍ଣ୍ଣ ଭାବେ ୨ ଘଣ୍ଟିଆ ପ୍ରତିବାଦ କରୁଛି। ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ଆଗରେ ଦଳ ପକ୍ଷରୁ ପ୍ରତିବାଦ କରାଯାଉଛି। ଏଥିସହ ସବୁ ସବ୍ଡିଭିଜନ ଓ...
ବେଳେବେଳେ ଏପରି କିଛି ଘଟଣା ଘଟେ,ଯାହା ଆଶ୍ଚର୍ଯ୍ୟଜନକ ମନେହୁଏ। ମଣିପୁରର ଏମିତି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୪୦ ବର୍ଷ ହେଲା ନିଖୋଜ ଥିବା ଜଣେ ୬୬ ବର୍ଷିୟ ବ୍ୟକ୍ତି ନିଜ ପରିବାରକୁ ଫେରିପାଇଛନ୍ତି। ଆଉ ଏହା କେବଳ ୟୁଟ୍ୟୁବ୍ ଯୋଗୁଁ ସମ୍ଭବ ହୋଇଛି। ଏକଥା...
ଢେଙ୍କାନାଳ : ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କାଉଁରିଆପାଳ ଗାଁରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସତ୍ୟବତୀ ସ୍ୱାଇଁ। ଆଜି ସକାଳୁ ସତ୍ୟବତୀ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଏକ ହାତୀ ହାବୁଡରେ ପଡିଥିଲେ। ହାତୀଟି ପାଦରେ ଦଳି...