• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

begunia
ଏନଏସି ଦାବିରେ ବେଗୁନିଆ ବନ୍ଦ

ଖୋର୍ଦ୍ଧା: NAC ମାନ୍ୟତା ଦାବିରେ ଖୋର୍ଦ୍ଧା ବେଗୁନିଆରେ ବନ୍ଦ ପାଳନ। ବେଗୁନିଆ ସଚେତନ ମଞ୍ଚ ପକ୍ଷରୁ ଆଜି ବେଗୁନିଆ ବନ୍ଦ ଡାକରା ଦିଆଯାଇଛି। ବେଗୁନିଆକୁ NAC ମାନ୍ୟତା ସହ ୩ ଦଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନ ଯୋଗୁଁ ବେଗୁନିଆ ସହରର ସମସ୍ତ ସରକାରୀ,...

chariot
ନନ୍ଦିଘୋଷ ପରେ ଏବେ ପୁଣି ଦେବଦଳନ ରଥ ନିର୍ମାଣରେ ତ୍ରୁଟି

ପୁରୀ: ନନ୍ଦିଘୋଷ ରଥ ପରେ ଏବେ ପୁଣି ସାମ୍ନାକୁ ଆସିଛି ଦେବଦଳନ ରଥ ନିର୍ମାଣରେ ତ୍ରୁଟି। ଏହି ରଥ ଚକର ତୁମ୍ଭ ଏବଂ ପହିରେ ଫାଟ ଜଣାପଡ଼ିଥିବାରୁ ଏହାକୁ ଫେରାଇ ଦେଇଛନ୍ତି ରଥ ନିର୍ମାଣ କମିଟିର ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ପି.କେ.ଦାସ। ରଥଖଳାକୁ ଆସି ସେ ତିନି ରଥର...

private hospital
୨୫ରେ ରାଜ୍ୟର ସମସ୍ତ ଘରୋଇ ମେଡିକାଲ୍ ବନ୍ଦ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ଘରୋଇ ମେଡିକାଲ୍‌। ଭୁବନେଶ୍ୱରରେ ଆଇଏମଏ ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନେଇଛି ଅଲ୍ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଫୋରମ। ଫୋରମର ଅଭିଯୋଗ, ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଆଇନ ଅନୁଯାୟୀ ନା ହୋଇପାରୁଛି ପଞ୍ଜିକରଣ...

naveen patnaik
ଆଜି ସରୁଛି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ

ଭୁବନେଶ୍ୱର: ଆଜି ନବୀନ ସରକାରଙ୍କ ଚତୁର୍ଥ ଇନିଂସ୍‌ର ଚତୁର୍ଥ ବର୍ଷ ଶେଷ ହେଉଛି। ଏନେଇ ଆଜି ବସୁଛି ବିଜେଡ଼ି ମନ୍ତ୍ରୀ ପରିଷଦ ବୈଠକ। ନିର୍ବାଚନ ବର୍ଷ ହୋଇଥିବାରୁ ଫୋକସ୍‌ରେ ରହିପାରେ ୨୦୧୪ରେ ବିଜେଡ଼ିର ନିର୍ବାଚନୀ ଇସ୍ତାହାର। ଭୋଟରଙ୍କ ପାଖକୁ ଯିବା ପୂର୍ବରୁ ଇସ୍ତାହାର ମୁତାବାକ କେତେ କାମ ହୋଇଛି...

encounter
କଟକରେ ଏନ୍‌କାଉଣ୍ଟର

କଟକ: କଟକରେ ପୁଣି ଏନ୍‌କାଉଣ୍ଟର। କଟକ ସଦର ଥାନା ଅଞ୍ଚଳରେ ଏନ୍‌କାଉଣ୍ଟର କରିଛି ପୋଲିସ। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଉତ୍ତମ ସିଂ ଓରଫ କାବୁଆ ଆହତ ହୋଇଛି। କାବୁଆର ବାମ ଗୋଡ଼ରେ ଗୁଳି ବାଜିଛି। ଫଳରେ ତାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତା ନିକଟରୁ ପୋଲିସ...

shadow
ଛୁ ମାରିବ ଛାଇ

ଭୁବନେଶ୍ୱର : ଆସନ୍ତାକାଲି କିଛି ସମୟ ପାଇଁ ହଜିଯିବ ଛାଇ। ଭୁବନେଶ୍ୱରରେ ଦିନ ୧୧ଟା ୪୩ରେ ଛାଇ ଉଭେଇଯିବ। ଏହି ସମୟରେ ସୂର୍ଯ୍ୟ ଠିକ ମୁଣ୍ଡ ଉପରେ ରହିବ ଏବଂ ଯେକୌଣସି ଲମ୍ବ ଆକାରର ବସ୍ତୁର ବିଲକୁଲ ଛାଇ ଦେଖାଯିବ ନାହିଁ। ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀ ମାନେ ଶୂନ୍ୟ...

crocodile
ଗାଁରେ ଜଳାଭାବ, ନଈକୁ ଗୋଡ଼ କାଢ଼ିଲେ କୁମ୍ଭୀର ଭୟ

କେନ୍ଦ୍ରାପଡ଼ା : ବିଶ୍ୱପ୍ରସିଦ୍ଧ ଭିତରକନିକା ଆଖପାଖ ନଈକୂଳିଆ ଲୋକଙ୍କୁ କୁମ୍ଭୀର ଆତଙ୍କ। ଏବେ ପ୍ରଜନନ ଋତୁ ପାଇଁ ବ୍ରାହ୍ମଣୀ ଓ ଏହାର ଶାଖା ନଦୀଗୁଡ଼ିକରେ କୁମ୍ଭୀରଙ୍କୁ ନେଇ ସବୁ ସମୟରେ ବିପଦ। ଗତ ଏପ୍ରିଲ୍ ୨୧ ତାରିଖରେ ରାଜନଗର ଡିଆପାରୀ ଗାଁ ପାଖ ହଂସୁଆ ନଈରେ ଭାଇ ସାଙ୍ଗରେ...

ଦଗତ
ସର୍ବକାଳୀନ ରେକର୍ଡ ଛୁଇଁଲା ତୈଳଦର

ଭୁବନେଶ୍ୱର : ମୁମ୍ବାଇରେ ୮୪, ଦିଲ୍ଲୀରେ ୭୬। ସର୍ବକାଳୀନ ରେକର୍ଡ କରିଛି ତୈଳ ଦର। କର୍ଣ୍ଣାଟକ ନିର୍ବାଚନ ସରିବା ପରଠାରୁ ଗତ ୧୪ ତାରିଖରୁ କ୍ରମାଗତ ୭ ଦିନ ହେଲା ଦୈନିକ ବଢିଛି ଦର। ଏହା ପୂର୍ବରୁ ୧୯ ଦିନ ଧରି ତେଲ ଦର ଅପରିବର୍ତ୍ତିତ ରହିଥିଲା। ଅନ୍ତର୍ଜାତୀୟ...

BJP-1
କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର : ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀରେ ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ ହୋଇଛି। ଆଇନ ଶୃଙ୍ଖଳା, ଦୁର୍ନୀତି, ମହିଳା ନିର୍ଯାତନା, ମହାନଦୀ,ଜଳସେଚନ ଆଦି ପ୍ରସଙ୍ଗରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି କଡ଼ା ସମାଲୋଚନା କରିଛି ବିଜେପି। ଦଳ ଅଭିଯୋଗ କରିଛି,...

police
ଗୁଜରାଟ ଅଞ୍ଚଳର ଦୁଇ ନାବାଳିକା ସୋରରୁ ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ସୋର ଅଞ୍ଚଳରରୁ ଗୁଜରାଟର ଦୁଇ ନାବାଳିକା ଉଦ୍ଧାର। ଗୁଜରାଟ ପୋଲିସର ୧୨ ଜଣିଆ ଟିମ୍ ସହାୟତାରେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଛି ସୋର ପୋଲିସ। ମାମଲାରେ ରାହୁଲ ମୋତିଭାଇ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଛି।...

sebayat
ଦକ୍ଷିଣା ଦାବି କରି ସେବାୟତ ଆକ୍ରମଣ କରିଥିବା ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସେବାୟତଙ୍କ ଆକ୍ରମଣରେ ଭକ୍ତ ଲହୁ ଲୁହାଣ ଅଭିଯୋଗ। ମନ୍ଦିର ଭିତରେ ନିୟୋଜିତ ଜଣେ ସେବାୟତଙ୍କ ଆକ୍ରମଣରେ ମହାରାଷ୍ଟ୍ରରୁ ଆସିଥିବା ଜଣେ ଭକ୍ତ ଆହତ ହୋଇଛନ୍ତି। ଏ ନେଇ ସଂପୃକ୍ତ ଭକ୍ତ ଜଣକ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ଏହି ଭକ୍ତଙ୍କ...

mao poster
କାନ୍ଥରେ ମାଓ ବିରୋଧୀ ପୋଷ୍ଟର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ବ୍ଲକ୍‌ର ଉଚ୍ଚ ବିଦ୍ୟାଳୟ ଓ ଜଗନ୍ନାଥ ମନ୍ଦିର କାନ୍ଥରେ ୪ଟି ମାଓ ବିରୋଧୀ ପୋଷ୍ଟର ଲାଗିଛି। ଅନିୟମଗିରିର ଆଦିବାସୀ, ଦଳିତଙ୍କୁ ହତ୍ୟା କରନ୍ତୁ ନାହିଁ, ରାସ୍ତାରେ ବୋମା ଓ ଲ୍ୟାଣ୍ଡ ମାଇନ ଖଞ୍ଜନ୍ତୁ ନାହିଁ, ଲୋକଙ୍କୁ ଡରାଇବାକୁ ପ୍ରଜା କୋର୍ଟ କରନ୍ତୁ...

truck
ଡ୍ରାଇଭରକୁ ମାଡ଼ ମାରି ପୋଡ଼ି ଦେଲେ ଗାଡ଼ି

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁ ଗାଁ ଥାନା ଟିକରପଡ଼ା ଗାଁ ନିକଟରେ ଏକ ଟିପ୍ପରକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ଗତକାଲି ଆନ୍ଧ୍ରରୁ ମେଟାଲ୍‌ ନେଇ ଟିକରପଡ଼ା ଅଞ୍ଚଳକୁ ଆସିଥିଲା ଏହି ଗାଡ଼ି। ଡ୍ରାଇଭରଙ୍କ କହିବା ଅନୁସାରେ ମେଟାଲ୍ ଅନ୍‌ଲୋଡ଼୍‌ କରି ଫେରୁଥିବା ବେଳେ ରାତି ସାଢ଼େ ୧୦ଟାରେ କେତେକ...