• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

usha padhi
ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଜୟପୁରରେ ଉଷା ପାଢ଼ୀ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ।ଜୟପୁର ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ସେ ଜୟପୁର ଆସିଛନ୍ତି। ଜୟପୁରକୁ ଉଡ଼ାଣ ଯୋଜନାରେ ସାମିଲ କରାଯାଇଛି।  ୨୦୧୬ରୁ କାମ ଆରମ୍ଭ ହୋଇଥିଲେ ମଧ୍ୟ, ଏ ଯାଏ ତାହା ଶେଷ...

monsoon
ମେ ୨୪ ଯାଏ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ମେ ୨୪ ଯାଏ ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଜାରି ରହିବ କାଳବୈଶାଖୀ। ଘଣ୍ଟା ପ୍ରତି ୫୦ରୁ ୬୦କି.ମି. ବେଗରେ ପବନ ବହିବା ସହିତ ବର୍ଷା ହେବାର ସମ୍ଭାବନା ଅଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।  ପଶ୍ଚିମ...

puri
ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କଲେ ହାଇକୋର୍ଟ ପ୍ରତିନିଧି

ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ଛାତରୁ ଚୂନ ପଥର ଖସିବା ଘଟଣାର ଅନୁଧ୍ୟାନ ହୋଇଛି।  ଗତକାଲି ହାଇକୋର୍ଟଙ୍କ ପକ୍ଷରୁ ଶ୍ରୀମନ୍ଦିର ମରାମତି ତଦାରଖ ଦାୟିତ୍ୱରେ ଥିବା ଆଇନଜୀବୀ ଏନ୍.କେ ମହାନ୍ତି ପୁରୀ ଗସ୍ତରେ ଆସି ନାଟମଣ୍ଡପର ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ ସ୍ଥାନରୁ ଏବଂ କିପରି ଖସିଲା ଚୂନ ପଥର...

bhadrak
ଅଖା ଭିତରୁ ଉଦ୍ଧାର ହେଲେ ନିଖୋଜ ନାବାଳିକା

ଭଦ୍ରକ: ଅଖା ଭିତରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର ହେଲେ ଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡି ଥାନା ଗୁଆମାଳ ପଞ୍ଚାୟତ ଗଣ୍ଡପଡା ଗାଁରେ। ସୂଚନା ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟାରେ ନାବାଳିକା ଛାତ୍ରୀ ଜଣକ ନିଖୋଜ ହୋଇଯାଇଥିଲେ। ଏନେଇ ଥାନାରେ ଏକ ମାମଲା...

jee advanced
ଆଜି ଜେଇଇ ଆଡଭାନ୍ସଡ଼୍‌

ନୂଆଦିଲ୍ଲୀ/ଭୁବନେଶ୍ୱର: ସାରା ଦେଶରେ ଆଜି ଅନୁଷ୍ଠିତ ହେଉଛି ଜେଇଇ ଆଡଭାନ୍ସଡ଼୍‌।  ଆଇଆଇଟି ଓ ଏନ୍‌ଆଇଟି ଭଳି ଦେଶର ପ୍ରତିଷ୍ଠିତ ବୈଷୟିକ ଅନୁଷ୍ଠାନରେ ନାମଲେଖା ପାଇଁ ଆଜି ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି। ଜେଇଇ ମେନ୍‌ରୁ ସର୍ବଭାରତୀୟ ସ୍ତରରେ ମୋଟ୍ ୨ଲକ୍ଷ ୩୧ହଜାର ୨୪ ଜଣ ଜେଇଇ ଆଡଭାନ୍ସଡ଼୍‌...

676
ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ

ବେଙ୍ଗାଲୁରୁ : ଆସନ୍ତା ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିଏସ୍‌ ନେତା ଏଚ୍‌.ଡି.କୁମାର ସ୍ୱାମୀ। ଶନିବାର ଅପରାହ୍ନରେ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମିଳିତ ସରକାର ଗଠନ ହେବାକୁ ପଥ ପରିଷ୍କାର ହୋଇଯାଇଥିଲା। ଜେଡିଏସ୍‌ ନେତା କୁମାର ସ୍ୱାମୀଙ୍କୁ ସରକାର ଗଠନ ପାଇଁ କର୍ଣ୍ଣାଟକ...

result-1
ମାଟ୍ରିକ୍ ଭଳି ଯୁକ୍ତ ଦୁଇ ବିଜ୍ଞାନରେ ବି କମିଲା ପାସ୍ ହାର

ଭୁବନେଶ୍ୱର : ସରକାର ଓ ଶିକ୍ଷକଙ୍କ ମଧ୍ୟରେ ବାଦବିବାଦ ଭିତରେ ଶେଷରେ ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍‌ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବା ସହ ଫଳ ଘୋଷଣା କରିଥିଲେ। ଉଦ୍‌ବେଗର ବିଷୟ ହେଲା,...

suicide
ଆତ୍ମହତ୍ୟା କରିଥିବା ଛାତ୍ର ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ

ବ୍ରହ୍ମପୁର : ପରୀକ୍ଷାରେ ଫେଲ୍ ହେବା ଆଶଙ୍କା କରି ଆତ୍ମହତ୍ୟା କରିଥିବା ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗାୟତ୍ରୀନଗରର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ରାଜେଶ ପଣ୍ଡା ,ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଆଜି ରେଜଲ୍ଟ ପ୍ରକାଶ ପାଇବା ପରେ ଏହା ଜଣାପଡ଼ିଛି। ଗତ ଗୁରୁବାର ରାତିରେ ସେ...

nayagargh BJD
ମହାନଦୀ ସୁରକ୍ଷା ଅଭିଯାନ ବେଳେ ବିଜେଡିରେ ପିଟାପିଟି

ନୟାଗଡ଼: ମହାନଦୀ ସୁରକ୍ଷା ଅଭିଯାନ ବେଳେ ବିଜେଡିରେ ପିଟାପିଟି। ନୟାଗଡ଼ ଦଶପଲ୍ଲାରେ ଆଜି ମହାନଦୀ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ ବିଜେଡିର ଦୁଇ ଗୋଷ୍ଠୀ ପିଟାପିଟି ହୋଇଥିବା ଦେଖିବାକୁ ମିଳିଛି। ଦଳର ବରିଷ୍ଠ ନେତାଙ୍କୁ ନେଇ ମହାନଦୀ ସୁରକ୍ଷା ଶୋଭାଯାତ୍ରା ଚାଲିଥିବା ବେଳେ ହାଟଛକଠାରେ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର...

yedi -1
ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା

ବେଙ୍ଗାଲୁରୁ : ଫେଲ୍ ମାରିଲା ୟେଦିଙ୍କ ସବୁ ଦମ୍ଭ, ଦୃଢ଼ୋକ୍ତି। ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା। ଆସ୍ଥା ହରାଇବା ଭୟରେ ଫ୍ଲୋର ଟେଷ୍ଟକୁ ସାମ୍ନା କରିବା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି.ଏସ୍. ୟେଦ୍ୟୁରପ୍ପା। ଗୁରୁବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ...

yamaha
ୟାମାହା ଲଞ୍ଚ କଲା ତିନି ଚକିଆ ବାଇକ୍‌, ଦର ଶୁଣିଲେ ଉଡ଼ିଯିବ ହୋସ୍

ଆପଣ ଦୁଇ ଚକିଆ ବାଇକ୍‌ ଦେଖିଥିବେ ଏବଂ ଚଳାଇଥିବେ ମଧ୍ୟ। କେବେ ତିନି ଚକିଆ ବାଇକ୍‌ ଦେଖିଛନ୍ତି ? ଏବେ ଏହାକୁ ବାସ୍ତବିକ୍‌ ରୂପ ଦେଇଛି ୟାମାହା। ବଜାରକୁ ତିନି  ଚକା ବିଶିଷ୍ଟ ବାଇକ୍‌ ଲଞ୍ଚ କରିଛି ୟାମାହା। ୟାମାହା ସେହି କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ, ଯିଏ...

yedu
କର୍ଣ୍ଣାଟକ ହାଇଡ୍ରାମାର ନାଟକୀୟ ଯବନିକା ; ଇସ୍ତଫା ଦେଲେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇଡ୍ରାମାରେ ନାଟକୀୟ ଯବନିକା ପଡ଼ିଛି। ଶପଥ ନେବାର ଦୁଇ ଦିନ ପରେ ଇସ୍ତଫା ଦେଇଛନ୍ତି ୟେଦ୍ୟୁରପ୍ପା I ଆସ୍ଥା ଭୋଟ୍ ପୂର୍ବରୁ ଗୃହରେ ଇସ୍ତଫା ଘୋଷଣା କରିଛନ୍ତି ୟେଦ୍ୟୁରପ୍ପା। ସେ ରାଜ୍ୟପାଳଙ୍କୁ ଯାଇ ତାଙ୍କର ଇସ୍ତଫା ପତ୍ର ଦେବେ ବୋଲି ଗୃହରେ ପ୍ରକାଶ କରିଥିଲେ।...

୫୫
ଅଣ୍ଡା,ପଥର, ଗୁଳି ମାରିଲେ ବି କେନ୍ଦ୍ରାପଡ଼ା ଏବଂ ଓଡ଼ିଶାର ବିକାଶ ପାଇଁ କାମ କରିବି: ବୈଜୟନ୍ତ

କେନ୍ଦ୍ରାପଡ଼ା: ଅଣ୍ଡା,ପଥର, ଗୁଳି ମାରିଲେ ବି କେନ୍ଦ୍ରାପଡ଼ା ଏବଂ ଓଡ଼ିଶାର ବିକାଶ ପାଇଁ କାମ କରିବି ବୋଲି କହିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ାରେ ଆଉ ଏକ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ ଅବସରରେ ସାଂସଦ ବୈଜୟନ୍ତ ଏ କଥା କହିଛନ୍ତି । ବୈଜୟନ୍ତ ଆହୁରି କହିଛନ୍ତି,...

result up
କମିଲା ଯୁକ୍ତ ୨ ବିଜ୍ଞାନ ପାସ୍ ହାର

ଭୁବନେଶ୍ୱର: ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପାସ୍ ହାର କମ୍ ରହିଛି।  ଗତ ବର୍ଷ ପାସ୍ ହାର ୮୧ ଦଶମିକ ୧୧ ପ୍ରତିଶତ ରହିଥିବା ବେଳେ ଏ ବର୍ଷ ପାସ୍ ରହିଛି ୭୬ ଦଶମିକ ୯୮ ପ୍ରତିଶତ ।  ଏ ବର୍ଷ ୯୫...