ପୁରୀ: ପୁରୀ ଶ୍ରୀମନ୍ଦିରରେ CCTV ଜଗିବ ଭିତରକାଠ। ଶ୍ରୀମନ୍ଦିର ଭିତରକାଠରେ CCTV ଲଗାଇବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀଜିଉଙ୍କ ଦର୍ଶନ ବେଳେ ସ୍ଥିତି ଜାଣିବାକୁ CCTV ଲଗାଯିବ। ଶ୍ରୀଜିଉଙ୍କ ନୀତି ବେଳେ CCTV ବନ୍ଦ ରହିବ। ସାଧାରଣ ଦର୍ଶନ ବେଳେ ଏହି ସିସିଟିଭିକୁ ଚାଲୁ କରାଯିବ। ଭିତରକାଠରେ...
ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ପିଲାଚୋର ଆତଙ୍କ ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ। ବିଭିନ୍ନ ଅଞ୍ଚଳରେ ଉଠିଥିବା ପିଲା ଚୋରି ଅଭିଯୋଗ ପରେ ପୋଲିସ ୫ ଜଣଙ୍କୁ ଅଟକ ରଖି ସେମାନଙ୍କ ସମ୍ପର୍କରେ ତଦନ୍ତ କରୁଛି। ତେବେ କୌଣସି ଅଟକ ଥିବା ବ୍ୟକ୍ତି କୌଣସି ଗ୍ୟାଙ୍ଗ୍ ସହ...
କଟକ: କଟକରେ ପୁଣି ଏନ୍କାଉଣ୍ଟର। ସଦର ଥାନା ବ୍ରାହ୍ମଣଝରିଲୋରେ ପୋଲିସର ଏନ୍କାଉଣ୍ଟରରେ ଯୁଗ ଓରଫ୍ ବସିର ଖାନ୍ ଆହତ। ବସିରର ଡାହାଣ ଗୋଡ଼ରେ ଗୁଳି ବାଜିଛି, ଚିକିତ୍ସା ଲାଗି ତାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଯୁଗଙ୍କୁ ଧରିବା ଲାଗି ସଦର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ଼୍...
ନୂଆ ଦିଲ୍ଲୀ : ରେଲୱେରେ ପ୍ରତିଦିନ ୨କୋଟିରୁ ଅଧିକ ଲୋକ ଯାତ୍ରା କରନ୍ତି। ଲକ୍ଷ ଲକ୍ଷ ଲୋକ ରେଲୱେ ଷ୍ଟେସନ ଓ ଟ୍ରେନ୍ରେ ଦିଆ ଯାଉଥିବା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି, ଯାହାର ମାନକୁ ନେଇ ବାରମ୍ବାର ଅଭିଯୋଗ ଆସେ। ଆଉ ମଧ୍ୟ ଲୋକେ କ୍ୟାଟରିଂ ଷ୍ଟାଫ୍ଙ୍କ ବ୍ୟବହାରକୁ...
ଭୁବନେଶ୍ୱର: ଦେଶରେ ପ୍ରଥମ ଥର କ୍ୟାମେରାରେ କଏଦ୍ ହୋଇଛି ବ୍ଲାକ୍ ପାନ୍ଥର ଫଟୋ । ସୁନ୍ଦରଗଡ଼ ହେମଗିରି ବନାଞ୍ଚଳ ଗର୍ଜନପାହାଡ଼ ରେଞ୍ଜରେ କଳାବାଘଟି ମାଆ ସହ ବୁଲୁଥିବା ନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେବା ପରେ ବନବିଭାଗ ବାଘକୁ ଠାବ କରିବାକୁ ଉଦ୍ୟମ କରିଥିଲା। ୨୦୧୫ରେ...
ମେଲବର୍ନ: ଅଷ୍ଟ୍ରେଲିଆରେ ସେଲ୍ଫି ନେବା ବେଳେ ଜଣେ ଭାରତୀୟ ଛାତ୍ର ସମୁଦ୍ର ସଂଲଗ୍ନ ଏକ ଛୋଟ ପାହାଡ ଉପରୁ ଖସି ପ୍ରାଣ ହରାଇଛନ୍ତି। ମୃତ ଛାତ୍ରଙ୍କ ନାମ ଅଙ୍କିତ। ସେ ପର୍ଥରେ ପଢୁଥିଲେ ବୋଲି ଜଣାପଡିଛି। ସୂଚନା ମୁତାବକ,ଅଙ୍କିତ ତାଙ୍କର କିଛି ବନ୍ଧୁଙ୍କ ସହ ପଶ୍ଚିମ ଅଷ୍ଟ୍ରେଲିଆରେ ଥିବା ଐତିହାସିକ...
ଗୋଆ : ବିଶ୍ୱ ପରିକ୍ରମା ପରେ ଭାରତ ଫେରିଛି ଆଇଏନଏସଭି ତାରିଣୀ। କେବଳ ମହିଳା ଅଧିକାରୀ ମାନଙ୍କୁ ନେଇ ଯାଇଥିବା ଏହି ଜାହାଜ ଆଠ ମାସରୁ ଅଧିକ ସାରା ବିଶ୍ୱରେ ପରିକ୍ରମା କରିଥିଲା। ଆଜି ଏହି ଟିମ୍ ଗୋଆର ପାଣାଜୀରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।...
#WelcomeHomeTarini Salute to skipper Lieutenant Commander Vartika Joshi and her crew – Lieutenant Commanders Pratibha Jamwal, Swati P and Lieutenants Aishwarya Boddapati, S Vijaya Devi and Payal Gupta on their return from expedition – Navika...
କେନ୍ଦ୍ରାପଡ଼ା : କେରଳରେ ଓଡ଼ିଆ ଠିକାଦାରଙ୍କୁ ହତ୍ୟା ଅଭିଯୋଗ। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ପେଣ୍ଠ ଗାଁର ପ୍ରଭାକାର ଦାସ ୧୦ ବର୍ଷ ହେବ କେରଳର କନ୍ନୁର ଜିଲ୍ଲାରେ ପରିବାର ସହ ରହି ଆସୁଥିଲେ। ସେଠାରେ...
ସମ୍ବଲପୁର : ସମ୍ବଲପୁରରେ ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ। ଜଳେଇପଡ଼ା ସ୍ଥିତ ଜଣଙ୍କ ଘରୁ ୫ଟି ଚୋରା ବନ୍ଧୁକ ସହ ୧୨ଟି ଜୀବନ୍ତ ଗୁଳି ଓ ୨ଟି ଖୋକା ଜବତ କରିଛି ପୋଲିସ। ଏହି ମାମଲାରେ ଚୋରା ବନ୍ଧୁକ ବେପାରୀ ମହମ୍ମଦ ଜାହିନ ଖାନକୁ ପୋଲିସ ଗିରଫ କରିଛିା...
ନୂଆଦିଲ୍ଲୀ: ଏଚ୍ଆଇଭି, H1N1 ଓ ଇବୋଲା ପରେ ଆଉ ଏକ ଭୁତାଣୁ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ହେବାକୁ ଯାଉଛି। ଏହି ଭୁତାଣୁର ନାମ ହେଉଛି ନିପା ବା ଏନ୍ଆଇଭି( NIV)। କେରଳର କୋଝିକୋଡ ଓ ମାଲ୍ଲପୁରମ୍ରେ ଏହି ଭୁତାଣୁରେ ସଂକ୍ରମିତ ହୋଇ ୧୩ ଜଣ ପ୍ରାଣ ହରାଇଛନ୍ତି ବୋଲି...
ଭୁବନେଶ୍ୱର: ଆଜି ରାଜ୍ୟରେ କାଳବୈଶାଖୀ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଅପରାହ୍ନ ସାଢ଼େ ୪ଟା ଯାଏଁ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ। ଏହି ସମୟରେ...
ଭୁବନେଶ୍ୱର: ଓଡ଼ିଶାରେ ଠାବ ହେଲା ବ୍ଲାକ୍ ପାନ୍ଥର ବା କଳା ବାଘ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଜଙ୍ଗଲରେ ଏକ କଳା ବାଘକୁ ଠାବ କଲା ବନ ବିଭାଗ। କଲରାପତ୍ରିଆ ପ୍ରଜାତିର ଏହି ବାଘର ରଙ୍ଗ ସମ୍ପୂର୍ଣ୍ଣ କଳା ରହିଛି। ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ କଳା ବାଘ...