• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

vlcsnap-error623
ଟିଟୋର ୪ ସହଯୋଗୀ ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋର ୪ ଜଣ ସହଯୋଗୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ୪ ସହଯୋଗୀ ହେଲେ ଗୋଲ୍ଡେନ୍ ପପୁ, ଇମ୍‌ତିଆଜ ଖାଁ ଓ ଜାହାଙ୍ଗିର ଖାଁ। ଦିନକ ତଳେ ଟିଟୋ ସହଯୋଗୀ ସନ୍ଦେହରେ ଉଠାଇ ନିଆଯାଇଥିବା ୮ ଜଣଙ୍କ ମଧ୍ୟରେ ଏମାନେ ମଧ୍ୟ ଥିଲେ। କଟକର ବିଭିନ୍ନ...

Moulana
ଲାଇଭ ଟିଭି କାର୍ଯ୍ୟକ୍ରମରେ ମହିଳା ଓକିଲଙ୍କୁ ହାତ ଉଠାଇଲେ ମୌଲାନା

ନୂଆଦିଲ୍ଲୀ: ପୁଣି ଥରେ ଲାଇଭ କାର୍ଯ୍ୟକ୍ରମରେ ଦେଖିବାକୁ ମଳିଛି ଅଭାବନୀୟ ଦୃଶ୍ୟ। ଜାତୀୟ ଗଣମାଧ୍ୟମ ଜୀ ହିନ୍ଦୁସ୍ତାନୀରେ ଟ୍ରିପଲ୍‌ ତଲାକ୍‌ ଉପରେ ଚାଲିଥିଲା ଏକ ଲାଇଭ କାର୍ଯ୍ୟକ୍ରମ । ବିତର୍କ ବେଳେ ଉତ୍ତ୍ୟକ୍ତ ହୋଇ ମହିଳା ଓକିଲଙ୍କୁ ହାତ ଉଠାଇଲେ ମୌଲାନା ଇଜାଜ୍ ଆର୍ଶଦ କାଜମୀ। ତେବେ ଏହାକୁ...

Sonal and Raghunath
ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ରଘୁନାଥ ଓ ସୋନାଲ

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି ବିଶିଷ୍ଟ ନୃତ୍ୟଶିଳ୍ପୀ ସୋନାଲ ମାନସିଂ ଓ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ର ପଥରରେ ବିଭିନ୍ନ କାରୁକାର୍ଯ୍ୟ କରି ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି। ନୃତ୍ୟଶିଳ୍ପୀ ସୋନାଲ ମାନସିଂହ ଓଡିଶୀ ଓ...

BJ panda odia tweet
ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କଲେ ବୈଜୟନ୍ତ

ନୂଆଦିଲ୍ଲୀ: କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡା ବାଚସ୍ପତିଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ୧୮ ବର୍ଷ ୩ ମାସ ୨ ସପ୍ତାହ ଓ ଗୋଟିଏ ଦିନ ପରେ ସେ ସଂସଦରୁ ବିଦାୟ ନେଉଥିବା ଟ୍ୱିଟ୍‌ ଜରିଆରେ ଜଣାଇଛନ୍ତି। ନିଜର ପୂର୍ବ ଦଳରୁ ଏବେ...

vlcsnap-error062
ରାସ୍ତା ନଥିଲା, ଆମ୍ବୁଲାନ୍ସ ଆସିପାରିଲାନି, ଚାଲିଗଲା ରୋଗୀର ଜୀବନ

ମାଲକାନଗିରି: ରାସ୍ତାରେ ଚାଲିଗଲା ରୋଗୀର ଜୀବନ। ଗାଁକୁ ରାସ୍ତା ନ ଥିବାରୁ ରୋଗୀକୁ ଆଣିବାକୁ ଆସି ପାରିଲାନି ଆମ୍ବୁଲାନ୍ସ। ଫଳରେ ରୋଗୀକୁ ଖଟିଆରେ ୪ କିଲୋମିଟର ଆଣିବା ବାଟରେ ରୋଗୀର ମୃତ୍ୟୁ ହୋଇଥିଲା। ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରିରେ। ସୂଚନା ଅନୁସାରେ, ଖଇରପୁଟ କାଦଗୁଡ଼ା ଗାଁର ଜମ୍ବତି...

vlcsnap-error924
ଆଜୀବନ ବନ୍ଦୀଙ୍କ ମୃତ୍ୟୁ

ପୁରୀ: ଜିଲ୍ଲା କାରାଗାରରେ ଜଣେ ଆଜୀବନ ବନ୍ଦୀର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ତ୍ରିଲୋଚନ ମଲ୍ଲିକ। ତାଙ୍କ ଘର କାକଟପୁର ଅଂଚଳରେ। ତ୍ରିଲୋଚନ ଆଜି ସକାଳୁ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତ୍ରିଲୋଚନ ୨୦୦୬...

କଟକରୁ ଧରାପଡ଼ିଲା ବ୍ରାଉନ୍‌ସୁଗାର
କଟକ ଜଗତପୁରରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର୍‌ ଜବତ

କଟକ: ପାର୍ଟନରସିପ୍‌ରେ ଚାଲିଥିଲା ବ୍ରାଉନସୁଗାର ବେପାର। କଟକ ଜଗତପୁରରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହେବା ପରେ ଏହାର ପର୍ଦ୍ଦାଫାସ ହୋଇଛି। ସ୍କର୍ପିଓରେ ଚାଲାଣ ହେଉଥିଲା ଏହି ଧଳା ଜହର, ଆଉ ଏହି ଚୋରା ଚାଲାଣ ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କଟକର ଖପୁରିଆ...

vlcsnap-error309
କଟକର ବିଭିନ୍ନ ମାଛ ଗୋଦାମରେ ଚଢ଼ଉ

କଟକ: ଆନ୍ଧ୍ର ମାଛରେ ଫର୍ମାଲିନ୍ ମିଶା ଯାଉଥିବା ଅଭିଯୋଗ ପରେ କଟକରେ ବିଭିନ୍ନ ମାଛ ଗୋଦାମ ଉପରେ ଚଢ଼ଉ ହୋଇଛି। କଟକ ପ୍ରେସ୍ ଛକରେ ଥ‍ବା ମାଛ ଗୋଦାମରେ CMC ପକ୍ଷରୁ ଚଢ଼ଉ କରାଯାଇଛି। ଗୋଦାମରେ ମହଜୁଦ ଥିବା ମାଛକୁ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରୁଛି CMC।...

vlcsnap-error605
କାମ ମିଳୁନି, ପେଟ ପୂରୁନି; ଦଲାଲ କବଳରୁ ଉଦ୍ଧାର ପରେ ଜୀବନ ଆହୁରି ଦୁର୍ବିସହ

କେନ୍ଦୁଝର/ତେଲକୋଇ : କର୍ମ ସଂସ୍ଥାନ ନ ମିଳିବାରୁ ବାଧ୍ୟ ହୋଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ଆଦିବାସୀ ଅଚଂଳର ଯୁବକ ଯୁବତୀ। ତାପରେ ଦଲାଲ୍‌ର ପ୍ରଲୋଭନରେ ପଡି ଠକାମୀର ଶିକାର ହୋଇ ପୁଣି ଗାଁକୁ ଫେରୁଛନ୍ତି। ଖବର ପ୍ରଚାରିତ ହେବା ମାତ୍ରେ ତାଙ୍କୁ ଉଦ୍ଧାର କରାଯାଉଛି ଏବଂ କାମ...

vlcsnap-error984
ବଣ୍ଡା ପିଲାଙ୍କ ସ୍କୁଲ୍‌: ଉଡ଼ିଯାଇଛି ଆଜବେଷ୍ଟସ୍‌,ହଷ୍ଟେଲ୍‌ ରୁମ୍‌ରେ ଚାଲିଛି ପାଠପଢ଼ା

ମାଲକାନଗିରି: ଆଦିମ ଜନଜାତି ବଣ୍ଡାମାନଙ୍କୁ ମୁଖ୍ୟସ୍ରୋତ ସହ ସମକକ୍ଷ କରିବାକୁ ସରକାର ଅନେକ ଯୋଜନା କରିଛନ୍ତି। ବଣ୍ଡା ପିଲାଙ୍କ ଶିକ୍ଷା ପାଇଁ ଗଢ଼ାଯାଇଛି ସ୍କୁଲ, ହେଲେ ମାଲକନଗିରି ମୁଦୁଲିପଡାରେ ବଣ୍ଡା ପିଲାଙ୍କ ପାଇଁ ଥିବା ସ୍କୁଲର ଅବସ୍ଥା ଦେଖି ସେମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଉଡ଼ିଯାଇଛି ସ୍କୁଲ...

noida-3
ନିର୍ମାଣାଧୀନ କୋଠା ଭୁଶୁଡ଼ି ତିନି ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗ୍ରେଟର୍‌ ନୋଏଡ଼ାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି । ନୋଏଡ଼ାର ସାହାବେରି ଭିଲେଜ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଗତକାଲି ରାତି ୮ଟାରେ ଗ୍ରେଟର୍‌ ନୋଇଡାରେ ଥିବା ୪ ମହଲା...

puri
ଆଜି ହେରା ପଞ୍ଚମୀ; ନନ୍ଦିଘୋଷ ରଥର କାଠ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ: ଆଜି ପବିତ୍ର ହେରା ପଞ୍ଚମୀ। ଏହି ଅବସରରେ ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ। ମହାଲକ୍ଷ୍ମୀଙ୍କୁ ଛାଡ଼ି ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଆଣିଥିବାରୁ ଏଥିରେ ଅଭିମାନ କରି ମହାଲକ୍ଷ୍ମୀ ରଥ କାଠ ଭାଙ୍ଗିଥା’ନ୍ତି। ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ...

indian-parliament
ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି। ଚାଷୀ ସମସ୍ୟା, ପିଏନ୍‌ବି ସ୍କାମ୍‌ ଠାରୁ ଆରମ୍ଭ କରି ଦଳିତଙ୍କ ଉପରେ ଆକ୍ରମଣ ଆଦି ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରକୁ କାଠଗଡ଼ାରେ...

vlcsnap-error125
୧୪ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ୧୪ଟି ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢେଙ୍କାନାଳ...

cricket-england-
ଇଂଲଣ୍ଡକୁ ୨୫୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଟିମ୍‌ ଇଣ୍ଡିଆ

ହେଡ଼ିଙ୍ଗ୍‌ଲେ: ଇଂଲଣ୍ଡକୁ୨୫୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଟିମ୍‌ ଇଣ୍ଡିଆ। ଶେଷ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ୍‌ ହରାଇ ସଂଗ୍ରହ କରିଛି ୨୫୬ ରନ୍‌। ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଡ଼ିଙ୍ଗ୍‌ଲେ ଠାରେ ତୃତୀୟ ତଥା ଶେଷ ଦିନିକିଆ...

ଆଇପିଏସ୍
ଆଇପିଏସ୍ ଅଫିସରଙ୍କ ସହ ବିବାହିତ ମହିଳାଙ୍କ ଅନ୍ତରଂଗ କ୍ଷଣର ଭିଡିଓ ଭାଇରାଲ

ବେଙ୍ଗାଲୁରୁ: ସୋଶାଲ ମିଡିଆରେ ଜଣେ ଆଇପିଏସ୍ ଅଫିସର ଓ ଜଣେ ବିବାହିତ ମହିଳାଙ୍କ ଅନ୍ତରଂଗ କ୍ଷଣର ଭିଡିଓ ଭାଇରାଲ ହୋଇଛି। ରିପୋର୍ଟ ମୁତାବକ, ଏହି ଭିଡିଓ ଆଇପିଏସ୍ ଭୀମଶଂକର ଗୁଲ୍‌ଡଙ୍କର । ଭୀମଶଂକର କର୍ଣ୍ଣାଟକ କ୍ୟାଡର ୨୦୧୨ ବ୍ୟାଚ୍‌ର ଆଇପିଏସ୍‌ । ସବୁଠୁ ବଡ଼ କଥା ହେଉଛି ଆଇପିଏସ୍ ଭୀମଶଂକର...

home
ସରକାରଙ୍କ ବିଜୁ ପକ୍କା ଘର ଭେଳିକ

ଭୁବନେଶ୍ୱର: ସରକାର ଗରିବ ବୋଲି ମାନ୍ୟତା ଦେଲେ ସତ। ହେଲେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ବିଜୁ ପକ୍କାଘର ଯୋଜନାରେ ଘରଟିଏ ଦେଉନାହାଁନ୍ତି। ଯାହାକି ସାଲେପୁର ରଟିଲୋ ଗାଁର ସୁବାସ ମଣ୍ଡଳଙ୍କ କ୍ଷେତ୍ରରେ ହୋଇଛି। ବାରମ୍ବାର ଅାବେଦନ କରି ବି ପକ୍କାଘରଟିଏ ପାଇପାରୁନାହାଁନ୍ତି ସୁବାସ। ସେହିପରି କୁରୁଳି ଗାଁର ପଙ୍କଜ...

fish possion
ବିକ୍ରି ହେଉଛି ବିଷାକ୍ତ ଫର୍ମାଲିନ୍ ମିଶା ମାଛ, ଚାଲିଛି ଘନ ଘନ ରେଡ୍

ଭୁବନେଶ୍ୱର: ଖାଲି ଭୁବନେଶ୍ୱର ନା ରାଜ୍ୟର ଅନ୍ୟ ସ୍ଥାନରେ ବି ବିକ୍ରି ହେଉଛି ବିଷାକ୍ତ ଫର୍ମାଲିନ୍ ମିଶା ମାଛ। ଜାଣିବାକୁ ଚାଲିଛି ଘନ ଘନ ରେଡ୍। ସେଥିପାଇଁ ଆଜି ପଶ୍ଚିମ ଓଡ଼ିଶାର ଦୁଇ ପ୍ରମୁଖ ସହର ବଲାଙ୍ଗିର ଓ ସମ୍ବଲପୁରର ବିଭିନ୍ନ ମାଛ ମାର୍କେଟରେ ଚଢ଼ଉ କରାଯାଇଛି। ଏହା...

good book
ପାଓ୍ୱାର୍‌ କରିଡର୍‌ରେ ବିଷମ ବଣ୍ଟନ; ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍‌

ଭୁବନେଶ୍ୱର: ହେମନ୍ତ ଶର୍ମା, ବିଶାଳ ଦେବ, ଜି. ମାଥିଭାଥନନ୍, ଅଶୋକ ମୀନା, କିଶନ୍ କୁମାର। ଜଣେ ଜଣେ ଅାଇଏଏସ୍ ଅଫିସରଙ୍କୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏଭଳି ତାଲିକା ଏଇଠି ସରିନି, ଅାଗକୁ ବି ବଢ଼ିଛି। ସେପଟେ ଏମିତି ଅନେକ ଅାଇଏଏସ୍ ଅଧିକାରୀ ଅଛନ୍ତି ଯେଉଁମାନଙ୍କୁ କି ମିଳିଛି ଅପେକ୍ଷାକୃତ...

vlcsnap-error409
ସାଧାରଣ ନିର୍ବାଚନ ବହୁ ପୂର୍ବରୁ ପ୍ରସ୍ତୁତି, ଫୋକସ୍‌ରେ ବୁଥ୍ ପରିଚାଳନା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଖୋର୍ଦ୍ଧା, ନୟାଗଡ଼, କୋରାପୁଟ, ରାୟଗଡ଼ା ଜିଲ୍ଲାର ସରକାରୀ ଅଧିକାରୀଙ୍କୁ ନେଇ ସିଇଓଙ୍କ ଅଫିସ୍‌ରେ ହୋଇଛି ଅାଲୋଚନା। ସାଧାରଣ ନିର୍ବାଚନର ପ୍ରାୟ ୯ ମାସ ପୂର୍ବରୁ ପ୍ରସ୍ତୁତ ହେଉଛନ୍ତି ନିର୍ବାଚନ ଅାୟୋଗ। ଫୋକସ୍‌ରେ ଅଛି ବୁଥ୍ ପରିଚାଳନା। ଅାୟୋଗଙ୍କ ଗାଇଡ୍‌ଲାଇନ୍...