କେନ୍ଦୁଝର : କେନ୍ଦୁଝର କନ୍ଧମାର୍ଦ୍ଦନ ଜଙ୍ଗଲରେ ରକେଟ୍ ବୋମା ଠାବ। ସଦର ଥାନା ଶୁଅାକାଠିସ୍ଥିତ ଗୋପାଳ ସାହି ନିକଟ ଜଙ୍ଗଲରେ ଏହି ରକେଟ୍ ବୋମା ଠାବ ହୋଇଛି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ। ନକ୍ସଲମାନେ ଏହି ବୋମା ନେଇ ଯାଉଥିବା ବେଳେ ପଡ଼ି ଯାଇଥିବା ସନ୍ଦେହ କରାଯାଉଛି।
ଭବାନୀପାଟଣା/ମାଲକାନଗିରି/ରାୟଗଡ଼ା/କନ୍ଧମାଳ: ପାଣି ଘେରରେ କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ। ଏଇ ଚାରି ଜିଲ୍ଲାରେ ଏକ ପ୍ରକାର ଠପ୍ ହୋଇଯାଇଛି ସାଧାରଣ ଜୀବନଯାତ୍ରା। ରାୟଗଡ଼ା ଜିଲ୍ଲା ଭାଲୁମାସ୍କାରେ ରେଳ ଧାରଣା ଉପରେ ପ୍ରବଳ ବେଗରେ ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ଷ୍ଟେସନ୍ ନିକଟରେ...
ଭୁବନେଶ୍ୱର : ବର୍ଷାରେ ଭାସିଲା ଭୁବନେଶ୍ୱର। କୃତ୍ରିମ ବନ୍ୟାରେ ଉବୁଟୁବୁ ରାଜଧାନୀ। ଗତ ରାତିରୁ ଲଗାଣ ବର୍ଷାରେ ଘରେ ପାଣି, ବାହାରେ ପାଣି, ସାରା ସହରରେ ପାଣି ଭର୍ତ୍ତି। ସ୍ମାର୍ଟସିଟିର ଅଦ୍ଭୂତ ବିବର୍ଣ୍ଣ ଚେହେରା। ଗାଡ଼ି ବଦଳରେ ଡଙ୍ଗା ଚାଲିଲା, କାର୍କୁ ନୌକା କରି ଭସେଇଲା ପାଣିର ପ୍ରଖର...
ଜୟପୁର: ଘରକୁ ଦୁଇଟି ଗାଈ ନେଇ ଯାଉଥିଲେ। କିନ୍ତୁ ଲୋକଙ୍କ ନଜର ଥିଲା ଅଲଗା। ଭାବିନେଲେ ଗୋଚାଲାଣକାରୀ, ଆଉ ପିଟି ପିଟି ମାରିଦେଲେ। ସୌଭାଗ୍ୟବଶତଃ ଅନ୍ୟ ଜଣେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇ ନିଜ ଜୀବନ ବଞ୍ଚାଇ ପାରିଛନ୍ତି। ସୂଚନା ମୁତାବକ, ରାଜସ୍ଥାନ ଅଲଓ୍ୱର ଜିଲ୍ଲା କୋଲ୍ଗାଁରେ...
ପୁରୀ : ଅାସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ୯ ଦିନର ଲୀଳାଖେଲା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ତିନି ଠାକୁର। ତା ପୂର୍ବରୁ ଅାଜି ଗୁଣ୍ଡିଚା ମନ୍ଦିରରେ ଅାଡ଼ପ ମଣ୍ଡପରେ ଚାଲିଛି ମହାପ୍ରଭୁଙ୍କ ସନ୍ଧ୍ୟାଦର୍ଶନ। ନୀତି ତ୍ୱରାନ୍ୱିତ ପାଇଁ ସନ୍ଧ୍ୟାଦର୍ଶନ ସନ୍ଧ୍ୟା ୭ଟା ଭିତରେ ବନ୍ଦ ରଖାଯିବ ବୋଲି କହିଛନ୍ତି...
କୋଲକତା : ବିଜେପି ଛାଡ଼ିବା ପରେ ତୃଣମୂଳ କଂଗ୍ରେସରେ ମିଶିଲେ ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ର। କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ସେହି ଦିନରୁ ହିଁ ଚର୍ଚ୍ଚା ହୋଇଥିଲା ଯେ, ଚନ୍ଦନ ଟିଏମ୍ସିରେ ମିଶିବେ। ଅାଜି ଏକ କାର୍ଯ୍ୟକ୍ରମରେ ସେ ମମତା ବାନାର୍ଜୀଙ୍କ ଉପସ୍ଥିତିରେ...
ନୂଆଦିଲ୍ଲୀ : ଜିଏସ୍ଟି କାଉନ୍ସିଲ ବୈଠକରେ ବଡ଼ ନିଷ୍ପତ୍ତି। ସାନିଟାରି ନ୍ୟାପ୍କିନ୍ରୁ ଜିଏସ୍ଟି ଛାଡ଼ କରାଯାଇଛି। ଏଥିପାଇଁ ଅାଗରୁ ଅନେକ ଦାବି ହେଉଥିଲା। କିଶୋରୀ ଓ ଯୁବତୀଙ୍କ ମଧ୍ୟରେ ସାନିଟାରି ନ୍ୟାପ୍କିନ୍ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ଓ ଏ ସଂପର୍କରେ ସଚେତନତା ସୃଷ୍ଟି ଲାଗି ଏହି ପଦକ୍ଷେପ ନିଅାଯାଇଛି।...
ବେଙ୍ଗାଲୁରୁ: ଭାଇରାଲ ହେବାରେ ଲାଗିଛି ରଣବୀର ସିଂଙ୍କ ଏକ ଭିଡିଓ। ଏହି ଭିଡିଓରେ ସଦ୍ଗୁରୁ ଜାଗି ବାସୁଦେବଙ୍କ ସହିତ ରଣବୀର ସିଂ ଡ୍ୟାନ୍ସ କରୁଥିବାର ଦେଖାଯାଇଛି। ବେଙ୍ଗାଲୁରୁ ସ୍ଥିତ ଆଇଆଇଏମ୍ରେ ଏହି ଭିଡିଓ ସୁଟ୍ କରାଯାଇଥିବା ଜଣାପଡ଼ିଛି। ଏହି ଭିଡିଓକୁ ରଣବୀର ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ...
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପୁଣି ଲଜ୍ଜା। ନାବାଳିକାକୁ ଅସଦାଚରଣ କରି ଗିରଫ ହୋଇଛି ଜାଗୁଲାଇପଡ଼ାର ଦିଲୀପ ବେହେରା ନାମକ ଜଣେ ବ୍ୟକ୍ତି। ବଳଭଦ୍ର ଜୀଉଙ୍କ ରଥ ଦାଣ୍ଡରୁ ସାସ୍କୃତିକ କାର୍ଯ୍ୟକ୍ରମ ଦେଖି ଫେରୁଥିବା ବେଳେ ସେହିଗ୍ରାମର ଜଣେ ନାବାଳିକାକୁ ଅସଦାଚରଣ କରିଥିଲା ଦିଲ୍ଲୀପ। ଏ ନେଇ ନାବାଳିକା ଜଣକ...
ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାର ସବୁ ସରକାରୀ ଅଫିସ୍ ଖୋଲା ରହିବ। ରବିବାର ସତ୍ତ୍ୱେ ସବୁ ଅଫିସ୍ ଖୋଲା ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପାଇଁ ରାଜ୍ୟ ସରକାର ରବିବାର ଛୁଟିକୁ ବାତିଲ୍ କରିଛନ୍ତି। ଜିଲ୍ଲାର ସଦରମହକୁମା ଓ ଉପଖଣ୍ଡରେ ସବୁ ଅଫିସ୍ ଖୋଲା...
ମାଲକାନଗିରି : ଲଘୁଚାପ ବର୍ଷାରେ ମାଲକାନଗିରିରେ ବେହାଲ ଜନଜୀବନ। ଗତକାଲି ରାତି ଠାରୁ ବର୍ଷାର ପରିମାଣ କମିଛି। ତେବେ ଏବେବି ସାବେରୀ ନଦୀ ପୋଲ ଉପରେ ୭ଫୁଟ୍ ଉଚ୍ଚରେ ପାଣି ଯାଉଛି। ଫଳରେ ମାଲକାନଗିରିରୁ ଛତିଶଗଡର ସୁକମା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେପଟେ ବଣ୍ଡା ଘାଟିରେ ମାଟି...
ଫୁଲବାଣୀ: ନଈ ଅାଁରୁ ଫେରିଲା ଜୀବନ। ଫୁଲବାଣୀରେ ବଢ଼ିଲା ନଈରୁ ଉଦ୍ଧାର ହେଲେ ମାଅା ଝିଅ।ସୂଚନା ମୁତାବକ, ମାର୍ଦେଜୁ ଗାଁର ସୁଲୋଚନା କହଁର ଏବଂ ଝିଅ ପଦ୍ମିନୀ କହଁର କୌଣସି କାମରେ ଫୁଲବାଣୀ ଅାସିଥିଲେ। ତେବେ ସାଲୁଙ୍କି ନଦୀ ବାଟ ଦେଇ ନିଜ ଗାଁକୁ ଫେରୁଥିବାବେଳେ ହଠାତ ବନ୍ୟାଜଳ...
କୋଣାର୍କ : ଜଳବନ୍ଦୀ କୋଣାର୍କ ସୂର୍ଯ୍ୟ ମନ୍ଦିର। ମନ୍ଦିର ପରିସରରେ ଜମି ରହିଛି ୩ ଫୁଟରୁ ଅଧିକ ଉଚ୍ଚର ପାଣି। ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ଏହି ବିଶ୍ୱ ଐତିହ୍ୟ ଜଳାର୍ଣ୍ଣବ ହୋଇପଡିଛି। ଜଳ ନିଷ୍କାସନ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ୪ଟି ପମ୍ପ ଲଗାଯାଇଥିଲେ ହେଁ ...