ଭୁବନେଶ୍ୱର: ଏୟାର ଓଡ଼ିଶା ମୁଖ୍ୟଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଛି। କୋଲକାତାର ଜଣେ ଯୁବତୀ ଏୟାର ଓଡ଼ିଶା ମୁଖ୍ୟ ସନ୍ତୋଷ ପାଣିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏହି ଯୁବତୀ ଆଗରୁ ଏୟାର ଓଡ଼ିଶାରେ କାମ କରୁଥିଲେ। ଏବେ ସେ ଏୟାର୍ ଡେକାନରେ କାମ କରୁଛନ୍ତି। ଯୁବତୀ ଜଣକ...
ଗୋଅା : ଗୋଅାରେ ରାଜନୈତିକ ସ୍ଥିତିର ମୁକାବିଲା ଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅାଜି ଦଳର ବରିଷ୍ଠ ନେତାଙ୍କ ସହ ଅାଲୋଚନା କରିବେ। ଗତ କିଛି ମାସ ହେଲା ଚିକିତ୍ସା ଲାଗି ଗୋଅା ମୁଖ୍ୟମନ୍ତ୍ରୀ ମନୋହର ପାରିକର ଛୁଟିରେ ଅଛନ୍ତି। ତେଣୁ ବିଜେପି ନେତୃତ୍ୱାଧୀନ ସରକାରକୁ...
କୋଚି : କେରଳ ନନ୍ ଦୁଷ୍କର୍ମ ଅଭିଯୋଗରେ ଜଳନ୍ଧରର ବିଶପ୍ ଫ୍ରାନକୋ ମୁଲ୍ଲାକଲଙ୍କୁ ଅାଜି ପଚରାଉଚରା କରିବ କେରଳ ପୁଲିସ। ଘଟଣା ସମ୍ପର୍କରେ ଜେରା କରିବ କ୍ରାଇମବ୍ରାଞ୍ଚର ୫ଜଣିଅା ଟିମ୍ । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ପଟୋ ଉଠାଇବା ପାଇଁ...
ନୂଆଦିଲ୍ଲୀ: ଟ୍ରିପଲ ତଲାକକୁ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ। ଏ ସମ୍ପର୍କିତ ଏକ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହା ମୁସଲିମ ମହିଳାମାନଙ୍କ ଅଧିକାର ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପୂର୍ବରୁ ସଂସଦର ଉଭୟ ଗୃହରେ ଟ୍ରିପଲ ତଲାକ ବିଲକୁ ପାରିତ କରିବା...
ଜଗତସିଂହପୁର : ଜଗତସିଂହପୁର କୁଜଙ୍ଗ JMFC କୋର୍ଟରେ ଅାତ୍ମସମର୍ପଣ କଲେ ମହିମା ମିଶ୍ର। ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ତାଙ୍କର ଜାମିନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ। ଏହା ପରେ ସେ କୁଜଙ୍ଗ କୋର୍ଟରେ ହାଜର ହୋଇ ଅାତ୍ମସମର୍ପଣ କରିଛନ୍ତି। ଷ୍ଟିଭେଡର ବିବାଦକୁ ନେଇ ପାରାଦୀପରେ ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା...
ଭୁବନେଶ୍ୱର : କଂଗ୍ରେସର ହାତ ଧରିଛନ୍ତି ବୀରମିତ୍ରପୁର ସ୍ୱାଧୀନ ବିଧାୟକ ଜର୍ଜ ତିର୍କି। ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଜର୍ଜ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ଏହାସହ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ପରାମର୍ଶଦାତା ଲଳିତ ମୋହନ ପଟ୍ଟନାୟକ ପ୍ରମୁଖ...
ଅନୁଗୁଳ : ସାତକୋଶିଅାରେ ଓ୍ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟର ୪ ଜଣିଅା ଟିମ୍। ଏହି ଟିମ୍ ବାଘୁଣୀ ସୁନ୍ଦରୀର ଗତିବିଧି ଉପରେ ନଜର ରଖିବ। ଜଙ୍ଗଲରେ ସୁନ୍ଦରୀ କିପରି ବ୍ୟବହାର କରୁଛି ? ତାର ଗତିବିଧି କଣ ରହିଛି ତାକୁ ଅନୁଧ୍ୟାନ କରିବ ଟିମ୍ । ଯଦି ସୁନ୍ଦରୀର ବ୍ୟବହାର...
ପୁରୀ : ଚିଲିକା ଉପରେ ହେଲିକପ୍ଟର ଉଡ଼ିବା ଅଭିଯୋଗ ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେଲେ ଇମ୍ଫା ଅଧିକାରୀ। ପୁରୀରେ ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ନିକଟରେ ହାଜର ହୋଇଛନ୍ତି ଇମ୍ଫା ଅଧିକାରୀ। ପୁରୀ ଯାଇ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ନୋଟିସ୍ କ୍ରମେ ହାଜର ହୋଇଥିବା ଜଣାପଡିଛି। ଚିଲିକା...
ନୂଆଦିଲ୍ଲୀ : ଏସିଆ କପ୍ରେ ଆଜି ଇଣ୍ଡିଆ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ ଦେଖିବାକୁ ମିଳିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ଆଶା କରାଯାଉଛି। ପ୍ରାୟ ଦେଢ଼ ବର୍ଷ ପରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି। ଗତ ବର୍ଷ ଜୁନ୍ରେ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ଭାରତକୁ ୧୮୦...
କନ୍ଧମାଳ : ଶିକ୍ଷକ ଅଭାବକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । କନ୍ଧମାଳ ବାଲିଗୁଡ଼ା ପରମପାଙ୍ଗା ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ପ୍ରତିବାଦ କରିଛନ୍ତି ଅଭିଭାବକ ଏବଂ ସ୍ଥାନୀୟଲୋକେ । ପରମପାଙ୍ଗା ଓ ଦଡ଼କଙ୍ଗିଅା ପଞ୍ଚାୟତବାସୀ ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ରାୟଗଡ଼ା ଓ...
ଯାଜପୁର : ଝିଅାରିକୁ ଅପହରଣ ଅଭିଯୋଗରେ ପିଉସା ଗିରଫ । ଏଭଳି ଘଟଣା ଘଟିଛି ଯାଜପୁର ଜିିଲ୍ଲା କୁଅାଖିଅା ଥାନା ଅଞ୍ଚଳରେ। ଗତ ମାସ ୨୨ ତରିଖରେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗର ୨୮ ଦିନ ପରେ ଯାଜପୁର ରୋଡ...
ପୁରୀ: ପୁରୀ ପୁଲିସ୍ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। ଇମ୍ପାକୁ ଦିଆଯାଇଥିବା ସମନରେ ଉଡାଣ ସମୟ ବଦଳିଛି। ଗତ ୧୫ ତାରିଖ ଅପରାହ୍ନ ଗୋଟାଏ ୩୦ ମିନିଟ୍ରେ ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡିଥିବା ଏଫ୍ଆଇଆରରେ କୁହାଯାଇଥିବା ବେଳେ ସମନରେ ରହିଛି ଆଉ ଗୋଟିଏ ସମୟ। ୧୫ ତାରିଖ...