• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

cyclonic storm
ବିଳମ୍ବିତ ରାତିରେ ସ୍ଥଳଭାଗ ଛୁଇଁଲା ‘ଡାଏ’; ୯ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଝଡ଼ ବାତ୍ୟାର ରୂପ ନେଇଥିବା ବେଳେ ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାରୁ ୧ଟା ୩୦ ମିନିଟ୍‌ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହା ସ୍ଥଳ ଭାଗକୁ ଅତିକ୍ରମ କରିଛି। ଝଡ଼ ବାତ୍ୟା ‘ଡାଏ’ ବର୍ତ୍ତମାନ...

debaduta
ଦେବଦୂତ ସାଜିଲେ ଜିଆର୍‌ପି କନଷ୍ଟେବଲ୍‌

ଭୁବନେଶ୍ୱର : ଜଣେ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ଜିଆର୍‌ପି କନେଷ୍ଟବଳ ବଳରାମ ସିଂହ। ଉପସ୍ଥିତ ବୁଦ୍ଧି ସହ ପୁଲିସ୍‌ ଟ୍ରେନିଂ ବେଳେ ଆହରଣ କରିଥିବା ଜ୍ଞାନକୁ କାମରେ ଲଗାଇ ବଳରାମ ଜଣେ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି। ଭୁବନେଶ୍ୱର ରେଳଷ୍ଟେସନ୍‌ରେ ଜଣେ ଯାତ୍ରୀ ଟ୍ରେନ୍‌ରେ ଯିବା ପାଇଁ ଅପେକ୍ଷା...

teacher-up
ଶିକ୍ଷକ ସମସ୍ୟା ସମାଧାନ ନେଇ ଅାଲୋଚନା ବିଫଳ

ଭୁବନେଶ୍ୱର : ଶିକ୍ଷକ ସମସ୍ୟା ସମାଧାନ ନେଇ ଅାଲୋଚନା ବିଫଳ । ୩ ମନ୍ତ୍ରୀଙ୍କ ସହ ଶିକ୍ଷକ ସଂଘ ଅାଲୋଚନା ବିଫଳ ହୋଇଥିବା ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସୂଚନା ଦେଇଛି। ସରକାର ସେମାନଙ୍କର କୌଣସି ଦାବି ମାନିବାକୁ ରାଜି ହେଲେନି ବୋଲି କହିଛି ମଞ୍ଚ । ଅର୍ଥମନ୍ତ୍ରୀଙ୍କ...

plan-up
ମିଶନ ୧୨୦ ପ୍ଲସ୍‌କୁ କାର୍ଯ୍ୟକାରୀ କରିବାକୁ ବିଜେପିର ନୂଅା ପ୍ଲାନ

ଭୁବନେଶ୍ୱର : ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ, ରାଜ୍ୟ ରାଜନୀତିରେ ନୂଅା ସମୀକରଣ ସୃଷ୍ଟି ହେବାର ସଙ୍କେତ ଦେଉଛି। ତେବେ ବିଜେପିର ଏଭଳି ନୂଅା ପ୍ଲାନ କାହିଁକି? ମିଶନ୍ ୧୨୦ ପାଇଁ ବିଜେପି କଷୁ ଥିବା ନୂଅା ଅଙ୍କରେ କେଉଁ କେଉଁ ଦଳ ଅଛନ୍ତି? ଛୋଟ ଛୋଟ ଅାଞ୍ଚଳିକ ଦଳ...

cyclone-up
ଲଘୁଚାପ ସଂପର୍କରେ ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା

ଭୁବନେଶ୍ୱର : ମାଡ଼ି ଅାସୁଛି ଝଡ଼ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍, ସାଇକ୍ଳୋନିକ୍ ଷ୍ଟ୍ରମ୍ ବା ଝଡ଼ ବାତ୍ୟାର ରୂପ ନେବାକୁ ଯାଉଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୬୦ରୁ ୭୦ କି.ମି ବେଗରେ ପବନ ବହିବାର ଅାଶଙ୍କା ରହିଛି। ଏଥିଯୋଗୁଁ...

cag-up
ଅାସିଲା ୨୦୧୭ ସାଧାରଣ ଓ ସାମାଜିକ କ୍ଷେତ୍ରର ସିଏଜି ରିପୋର୍ଟ

ଭୁବନେଶ୍ୱର : ୨୦୧୭ ଅାର୍ଥିକ ବର୍ଷର ସାଧାରଣ ଓ ସାମାଜିକ କ୍ଷେତ୍ର ସମ୍ପର୍କିତ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି । ଅନିୟମିତତା ନେଇ ସିଏଜି ରିପୋର୍ଟରେ ବହୁ ସାଂଘାତିକ ତଥ୍ୟ ଲୋକଲୋଚନକୁ ଅାଣିଛି । ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଅାନ ଯାଇ କିଣାଯାଇଛି ଦାମୀ ଅତ୍ୟାଧୁନିକ ମେସିନ୍। ରଖିବାକୁ...

cyclone
ସରକାରୀ ଛୁଟି ବାତିଲ

ଖୋର୍ଦ୍ଧା  : ଅାସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ପାଇଁ ସରକାରୀ ଛୁଟି ବାତିଲ । ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ଛୁଟି ବାତିଲ କଲେ ଜିଲ୍ଲାପାଳ। କୌଣସି ପରିସ୍ଥିତିରେ ବି ଅନୁପସ୍ଥିତ ନରହିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍, ସାଇକ୍ଳୋନିକ୍ ଷ୍ଟ୍ରମ୍ ବା ଝଡ଼ ବାତ୍ୟାର...

small saving
ବିଭିନ୍ନ ଡିପୋଜିଟ୍ ସ୍କିମରେ ସୁଧ ହାର ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ ଜମାକାରୀଙ୍କ ପାଇଁ ଭଲ ଖବର। ସ୍ୱଳ୍ପ ସଞ୍ଚୟକାରୀଙ୍କ ସୁଧ ହାରରେ ୦.୪ ପ୍ରତିଶତ ବୃଦ୍ଧି  କରିଛନ୍ତି ସରକାର। ଚଳିତ ଅାର୍ଥିକ ବର୍ଷର ପରବର୍ତ୍ତୀ ତ୍ରୟ ମାସିକ ଅବଧି ପାଇଁ ଏହି ସୁଧ ହାର ବୃଦ୍ଧି ଘୋଷଣା କରାଯାଇଛି। ତେଣୁ...

cyclone
ପ୍ରବଳ ବର୍ଷା ସହ ଝଡ଼ବାତ୍ୟା ସମ୍ଭାବନା

ଭୁବନେଶ୍ୱର : ଅାସନ୍ନ ଝଡ଼ବାତ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ଡିପ୍ ଡିପ୍ରେସନ ଝଡ଼ବାତ୍ୟାରେ ରୂପାନ୍ତରିତ ହେବ । ଅାଜି ମଧ୍ୟରାତ୍ରରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବ । ସଂଧ୍ୟା ୫ଟା ପରେ ପବନ ବେଗ ବଢ଼ି ୬୦ରୁ ୮୦ କି.ମି ହେବ। ଗଂଜାମ, ଗଜପତି,...

dkl
ପୋଲିଓ ଓ ଇଞ୍ଜେକ୍ସନ ନେଇ ଶିଶୁର ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ  : ପୋଲିଓ ବୁନ୍ଦା ଓ ଇଞ୍ଜେକ୍ସନ ନେଇ ଶିଶୁର ମୃତ୍ୟୁ ଅଭିଯୋଗ। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଅା ଥାନା କମଳାଙ୍ଗ ଗାଁର ଏକ ଶିଶୁପୁତ୍ରର ମୃତ୍ୟୁ ପାଇଁ ପରିବାର ଲୋକେ ଅାଶାକର୍ମୀଙ୍କୁ ଦାୟୀ କରିଛନ୍ତି । ଏହି ଗାଁର ଦୁଷ୍ମନ୍ତ ପେଣ୍ଠେଇଙ୍କ ଦୁଇ ମାସର ଶିଶୁପୁତ୍ରକୁ ଗତ ମଙ୍ଗଳବାର...

Abhijit Iyer Mitra
ମହଙ୍ଗା ପଡ଼ିଲା ଓଡ଼ିଶା ବିରୋଧୀ ମନ୍ତବ୍ୟ: ଅଭିଜିତ୍ ଆୟାର ମିତ୍ର ଗିରଫ

ଭୁବନେଶ୍ୱର: ଓଡ଼ିଶା ସମ୍ପର୍କରେ ଅରୁଚିକର ଓ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟାର ମିତ୍ରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। କେବଳ ଓଡ଼ିଶା ନୁହେଁ, ଅଭିଜିତ୍‌ ବିଧାୟକମାନଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ। ଅଭିଜିତ୍‌ଙ୍କୁ ଦିଲ୍ଲୀର ନିଜାମୁଦ୍ଦିନ ଥାନା ପୁଲିସ୍‌ ହେପାଜତକୁ ନେଇ ପଚରା ଉଚରା...

small savings scheme
ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧ ହାର ବୃଦ୍ଧି

ନୂଆଦିଲ୍ଲୀ: ସ୍ୱଳ୍ପ ସଞ୍ଚୟ ଯୋଜନାରେ ନିବେଶ କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର। କାହିଁକି ନା ଏହି ଯୋଜନା ଉପରେ ମିଳୁଥିବା ସୁଧ ହାରକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଜାତୀୟ ସଞ୍ଚୟ ସାର୍ଟିଫିକେଟ (ଏନ୍‌ଏସ୍‌ସି) ଓ ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ (ପିପିଏଫ୍‌) ଭଳି ସ୍ୱଳ୍ପ ସଞ୍ଚୟ  ଯୋଜନାର...

dead
ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ବଲାଙ୍ଗିର: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ। ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ମୁଣ୍ଡୋଦହି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ବୈଦେହୀ ଚିରାଗୁନ। ତାଙ୍କ ସ୍ୱାମୀ ନାଁ ଧବଳେଶ୍ୱର ଚିରାଗୁନ। ସୂଚନା ଅନୁସାରେ, ସ୍ତ୍ରୀକୁ ହତ୍ୟା କରିବା ପରେ ଧବଳେଶ୍ୱର...