• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

india-pak -1
ଭାରତ-ପାକ୍ ଅାଲୋଚନା ରଦ୍ଦ

ନୂଆଦିଲ୍ଲୀ : ହେବନି ଭାରତ ସହ ପାକିସ୍ତାନର ଅାଲୋଚନା । ନ୍ୟୁୟର୍କରେ ହେବାକୁ ଥିବା ଉଭୟ ଦେଶର ଅାଲୋଚନା ରଦ୍ଦ । ଅାଜି ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର । ଜମ୍ମୁ ଓ କାଶ୍ମୀରରେ ପୁଲିସ କର୍ମୀଙ୍କୁ ହତ୍ୟା...

cancer patient
ସ୍ୱାମୀଙ୍କୁ ପକ୍ଷାଘାତ ,ସ୍ତ୍ରୀଙ୍କୁ ହୋଇଛି କର୍କଟ ରୋଗ

କଟକ : ରୋଗଶଯ୍ୟାରେ ଦିନ କାଟୁଛନ୍ତି ପତିପତ୍ନୀ । ସ୍ୱାମୀ ପକ୍ଷାଘାତ ରୋଗରେ ପୀଡିତ ଥିବାବେଳେ ସ୍ତ୍ରୀ କର୍କଟରେ ଅାକ୍ରାନ୍ତ । ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ। ସେପଟେ ସରକାରଙ୍କ ସବୁ ଯୋଜନା ଯେମିତି ଏମାନଙ୍କ ପାଇଁ ସାତସପନ ପାଲଟିଛି  ନାଁ ଅଛି ଇନ୍ଦିରା ଅାବାସ...

migrant
ଦଲାଲଙ୍କ କବଳରୁ ଖସି ଅାସିଲେ ୧୦ ଦାଦନ ଶ୍ରମିକ

ଅାନନ୍ଦପୁର  : ଦଲାଲଙ୍କ କବଳରୁ ଖସିଅାସିଲେ ବିକ୍ରି ହୋଇଥିବା ୧୦ ଜଣ ମହିଳା ଓ ପୁରୁଷ ଦାଦନ। ଅାନନ୍ଦପୁର ସୋସ  ଥାନା ଅଞ୍ଚଳରୁ ୪ ଜଣ ଦଲାଲଙ୍କ ମାଧ୍ୟମରେ ୧୦ ଜଣ ପୁରୁଷ ଓ ମହିଳା ଶ୍ରମିକ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। ବାହାରେ କାମ କରି ଭଲ...

maharam
ଅାଜି ପବିତ୍ର ମହରମ୍‌

ଭୁବନେଶ୍ୱର : ଅାଜି ପବିତ୍ର ମହରମ୍‌। ଏହା ହେଉଛି ମୁସଲମାନଙ୍କ ଏକ ପ୍ରମୁଖ ପର୍ବ। କର୍‌ବଲା ଯୁଦ୍ଧକୁ ମନେପକାଇ ମହରମ୍ ପାଳନ କରାଯାଏ। ଏହି ଯୁଦ୍ଧରେ ମହାପୁରୁଷ ମହମ୍ମଦଙ୍କ ନାତି ଇମାମ ହୁସେନ ଅଲିଙ୍କ ମୃତ୍ୟୁ ହୋଇଥିଲା। ଇରାକ ରାଜଧାନୀ ବାଗଦାଦ୍‌ ନିକଟରେ ଏହି ଯୁଦ୍ଧ ହୋଇଥିଲା।  ହୁସେନ...

Baijayant Panda
ବିଭ୍ରାନ୍ତି ସୃଷ୍ଟି କରୁଛି ଓଡ଼ିଶା ପୁଲିସ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ଚିଲିକା ଉପରେ ହେଲିକପ୍ଟର ଉଡ଼ାଇବା ଅଭିଯୋଗର ତଦନ୍ତ ଅାଳରେ ଓଡ଼ିଶା ପୁଲିସ ବିଭ୍ରାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ହାଜର ହେବା ଲାଗି ତାଙ୍କୁ ପୁଲିସ କରିଥିବା ସମନ ବିଭ୍ରାନ୍ତିକର ଓ  ବିରୋଧାତ୍ମକ ଥିବା ସେ ଟୁଇଟ୍ କରି...

image
ଏହି ସବୁ ଦେଶାତ୍ମବୋଧକ ଗୀତକୁ କପି କରିଛି ପାକିସ୍ତାନ

-ରୋଜାଲିନ୍‌ ରଥ ଭାରତ-ପାକ୍‌ ବିଭାଜନ ହେବା ଦିନଠାରୁ ପାକିସ୍ତାନ ସହ ଭାରତର ସମ୍ପର୍କ ତିକ୍ତ ହୋଇ ରହିଛି। କ୍ରିକେଟ୍‌ ମଇଦାନ ହେଉ କି  ସିନେମା ଭାରତକୁ କୌଣସି କ୍ଷେତ୍ରରେ ମଧ୍ୟ ପାକିସ୍ତାନ ସହିପାରେ ନାହିଁ। ପାକିସ୍ତାନ ଭାରତକୁ କେବେ ବି ଭଲ ନଜରରେ ଦେଖିପାରେ ନାହିଁ। କିନ୍ତୁ ଭାରତ...

ଗୁଜରାଟ ଗିର୍ ଜଙ୍ଗଲରେ ସିଂହ ମଡ଼କ, କାରଣ ଅସ୍ପଷ୍ଟ

ଗାନ୍ଧିନଗର: ଗୁଜରାଟ ଗିର୍ ଜଙ୍ଗଲରେ ଗତ କିଛି ଦିନ ମଧ୍ୟରେ ୧୧ଟି ସିଂହଙ୍କର ମୃତ୍ୟୁ ଘଟିଥିବା ବନ ବିଭାଗ ସୂଚନା ଦେଇଛି। ବିଶେଷକରି ଗିର୍ ଜଙ୍ଗଲର ପୂର୍ବ ଡିଭିଜନ ଡାଲଖାନିଆଁ ରେଞ୍ଜ ଅଂଚଳରେ ହିଁ ସିଂହ ପ୍ରାଣ ହରାଉଥିବା ବନ ବିଭାଗ ସୂଚନା ଦେଇଛି। ବୁଧବାର ରାଜୁଲା ଅଞ୍ଚଳରୁ...

puri
ଅବଢ଼ା ରାଜନୀତି: ଘଡ଼ିକେ ଛୁଟୁଛି ଘୋଡ଼ା

ପୁରୀ: ଶ୍ରୀମନ୍ଦିର ପରିସରରେ ଲାଗିଥିବା ଅବଢ଼ା ରେଟ୍ ଚାର୍ଟକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଏ ସଂପର୍କରେ ସେ କିଛି ଜାଣି ନାହାନ୍ତି। ଏପରିକି ସେ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ରେଟ୍ ଚାର୍ଟ ଲାଗି ନାହିଁଁ, କିଏ...

representational image
ବିବାହ ପ୍ରଲୋଭନ ଦେଖାଇ ଅଭିନେତ୍ରୀଙ୍କୁ ଦୁଷ୍କର୍ମ

ଅଲୱାର: ମଡେଲ୍‌ରୁ ଟେଲିଭିଜନ୍‌ ଦୁନିଆରେ ପାଦ ଥାପି ଥିବା ମୁମ୍ବାଇର ଜଣେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ। ବିବାହ ଲୋଭ ଦେଖାଇ ଜଣେ ୨୫ ବର୍ଷୀୟ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଅଲ୍‌ୱାର ପୁଲିସ୍‌ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି। ଅଭିନେତ୍ରୀଙ୍କ...

2
ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିଯୁକ୍ତ ଆମିକସ୍‌କ୍ୟୁରିଙ୍କ ଅାଲୋଚନା

ପୁରୀ: ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିଯୁକ୍ତ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କ ଅାଲୋଚନା। ଗତକାଲି ରାତିରେ ପୁରୀରେ ପହଞ୍ଚିଥିବା ଗୋପାଳ ସୁବ୍ରମଣ୍ୟମ୍ ଅାଜି ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ବିଭିନ୍ନ ପକ୍ଷଙ୍କ ସହ ବୈଠକ ଅାରମ୍ଭ କରିଛନ୍ତି। ପ୍ରଥମେ ସେ ଶ୍ରୀମନ୍ଦିର ପ୍ରଶାସନ...

FIR against CM
ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ୪ ନେତାଙ୍କ ନାଁରେ ଏତଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା। ପୁରୀ ସଚେତନ ନାଗରିକ ମଞ୍ଚର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅରଖକୁଦା ମେରାଇନ୍‌ ଥାନାରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଇଛନ୍ତି। ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସେ ଥାନାରେ ଏତଲା ଦେଇଛନ୍ତି। ପୂର୍ବରୁ...

rainfall
ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେଲା ‘ଡାଏ’; ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷିବ

ଭୁବନେଶ୍ୱର: ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେଲା ଝଡ଼ ବାତ୍ୟା ‘ଡାଏ’। ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତିକରି ଏହି ଝଡ଼ ଏବେ ଦକ୍ଷିଣ ଓଡ଼ିଶାର ଟିଟିଲାଗଡ଼ଠାରୁ ୬୫ କିଲେମିଟର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି।  ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା...

jammu and kashmir
ପୁଲିସ୍‌ ଅଧିକାରୀଙ୍କୁ ଅପହରଣ ପରେ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଆତଙ୍କବାଦୀଙ୍କ ଟାଗେର୍ଟରେ ପୁଲିସ୍‌ ଅଧିକାରୀ। ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ ହୋଇଥିବା ୪ ପୁଲିସ୍‌ ଅଧିକାରୀଙ୍କ ମଧ୍ୟରୁ ୩ଜଣଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। ତେବେ ଗାଁ ଲୋକଙ୍କ ସହାୟତାରେ ଜଣେ ପୁଲିସ୍‌ ଅଧିକାରୀ ମୁକୁଳି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳେ ଆତଙ୍କବାଦୀମାନେ ଜମ୍ମୁ...

jalaka river
ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନି ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଆଜି ସକାଳ ୬ଟା ରେ ୫.୮୦...