• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

school
ଶିକ୍ଷକ ପଦବୀ ପୂରଣ ଦାବିରେ ହଷ୍ଟେଲ୍ ଛାଡ଼ିଲେ ଛାତ୍ରୀ

ଗଜପତି : ଖାଲି ଥିବା ଶିକ୍ଷକ ପଦବୀକୁ ନେଇ ଛାତ୍ରୀଙ୍କ ଅସନ୍ତୋଷ । ଶିକ୍ଷକ ପଦବୀ ପୂରଣ ଦାବିରେ ହଷ୍ଟେଲ ଛାଡ଼ିଲେ ପିଲା । ମୋହନା ଜିରାଙ୍ଗ ଉନ୍ନିତ ଉଚ୍ଚ ବିଦ୍ୟାଳୟର ୬୧ ଜଣ ଛାତ୍ରୀ ହଷ୍ଟେଲ୍ ଛାଡ଼ିଛନ୍ତି । ଏହାସହ ହଷ୍ଟେଲ୍‌ରେ ବିଦ୍ୟୁତ୍, ପାଣି ବ୍ୟବସ୍ଥା ଠିକ୍...

farmer death
ଚାଷୀ ଅାତ୍ମହତ୍ୟା ଅଭିଯୋଗ

ଯାଜପୁର  : ଚାଷୀ ଅାତ୍ମହତ୍ୟା ଅଭିଯୋଗ। ଏହି ଅଭିଯୋଗ ଅାସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମଙ୍ଗରାଜପୁରରୁ।  ମୃତକ ହେଲେ ଗୌରାଙ୍ଗ ବଳ। ପରିବାର ଲୋକଙ୍କ କହିବା ଅନୁସାରେ ଗୌରାଙ୍ଗ ଚାଷ ପାଇଁ ବ୍ୟାଙ୍କ ଓ ବିଭିନ୍ନ ସଂସ୍ଥାରୁ କରଜ ଅାଣିଥିଲେ। ତେବେ ଋଣ ଚିନ୍ତାରେ ସେ ଘର...

mahanadi tribunal
ମହାନଦୀ ଜଳ ବିବାଦ ମାମଲା

ଭୁବନେଶ୍ୱର : ଅକ୍ଟୋବର ୧୩ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି । ଅାସନ୍ତା ୨୯ ତାରିଖରେ ଟ୍ରିବ୍ୟୁନାଲରେ ହେବାକୁ ଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଅକ୍ଟୋବର ୧୩ ତାରିଖକୁ ଘୁଂଚାଇ ଦିଅାଯାଇଛି। ଏନେଇ ଟ୍ରିବ୍ୟୁନାଲ ପକ୍ଷରୁ ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ...

mao letter
ଗଣମାଧ୍ୟମକୁ ମାଓବାଦୀଙ୍କ ଚିଠି

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡାର ଗୁରୁପ୍ରିୟା ସେତୁକୁ ମାଓବାଦୀଙ୍କ ବିରୋଧ। ଏ ସଂପର୍କରେ ଗଣମାଧ୍ୟମକୁ ଚିଠି ଲେଖି MKVBD ପକ୍ଷରୁ କୁହାଯାଇଛି ଯେ, ଅାଦିବାସୀଙ୍କୁ ବିକାଶ ନୁହେଁ, ବରଂ ବିନାଶ ପାଇଁ କରାଯାଇଛି ଗୁରୁପ୍ରିୟା ସେତୁ। ପ୍ରାକୃତିକ ସଂପଦ ଚୋରି ପାଇଁ ଏହି ବ୍ରିଜ ନିର୍ମାଣ କରାଯାଇଛି। ମାଓବାଦୀଙ୍କ...

adhara
ଅାଧାର କାର୍ଡ ଲିଙ୍କ୍ ବାଧ୍ୟତାମୂଳକ ମାମଲା

ନୂଆଦିଲ୍ଲୀ : ଅାଧାର ବାଧ୍ୟତାମୂଳକ ମାମଲାରେ ଅାଜି ଅାସିବ ରାୟ । ସୁପ୍ରିମକୋର୍ଟଙ୍କ ଗଠିତ ସାମ୍ୱିଧାନିକ ଖଣ୍ଡପୀଠ ଏନେଇ ଚୂଡ଼ାନ୍ତ ରାୟ ଶୁଣାଇବେ । ବିିଭିନ୍ନ ସରକାରୀ ଓ ଲୋକାଭିମୁଖୀ ଯୋଜନାରେ ଅାଧାର ବାଧ୍ୟତାମୂଳକକୁ ନେଇ ରାୟ ଶୁଣାଇବେ ଅଦାଲତ । କେନ୍ଦ୍ର ସରକାର ଅାଧାରକୁ ବାଧ୍ୟତାମୂଳକ କରିଥିବାବେଳେ...

murder2
ମାତ୍ର ୪୦ ଟଙ୍କା ପାଇଁ ହତ୍ୟାକାଣ୍ଡ

ମୟୁରଭଂଜ : ମାତ୍ର ୪୦ ଟଙ୍କା ପାଇଁ ହତ୍ୟାକାଣ୍ଡ। ମୟୁରଭଂଜ ଜିଲ୍ଲା କପ୍ତିପଦା ଥାନା ବିଦ୍ୟାଧର ନଗର ପଠାଣପକ୍କା ଗାଁରୁ ଅାସିଛି ଏଭଳି ଅଭିଯୋଗ। ମୃତକ ହେଲେ ଚାମା ସିଜୋଇ। ଗତ ୧୭ ତାରିଖରେ ସେ ହାଟକୁ ବ୍ୟବସାୟ ପାଇଁ ଅାସିଥିଲେ। ତା ପରଠାରୁ ସେ ଘରକୁ ଫେରିନଥିଲେ।...

ind
ଭାରତ ଓ ଆଫ୍‌ଗାନିସ୍ତାନ୍ ମଧ୍ୟରେ ମ୍ୟାଚ୍ ଡ୍ର

ଦୁବାଇ: ଚଳିତ ଏସିଆ କପ୍‌ର ସବୁଠୁ ରୋମାଞ୍ଚଭରା ମ୍ୟାଚ୍‌ ଗତକାଲି ଦେଖିଛନ୍ତି ଦର୍ଶକ। ଏହି ମ୍ୟାଚ୍ ହୋଇଥିଲା ଭାରତ ଓ ଆଫ୍‌ଗାନିସ୍ତାନ୍ ମଧ୍ୟରେ। ଏହି ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ଆଉ ଏହା ସହିତ ପୁଣି ସମସ୍ତଙ୍କ ହୃଦୟ ଜିତିଛି ଆଫ୍‌ଗାନିସ୍ତାନ୍।ପ୍ରଥମେ ବ୍ୟାଟିଂ କରି ଆଫ୍‌ଗାନିସ୍ତାନ୍ ୨୫୨ରନ୍ କରିଥିବା...

5
 ଦୁର୍ନୀତି ଓ ଅଫିସର୍‌ ରାଜ୍ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି

ଭୁବନେଶ୍ୱର: ନବୀନଙ୍କୁ ମୋଦି ଓ ଶାହାଙ୍କ ଶାଣିତ ଆକ୍ରମଣ ତିନି ଦିନ ଭିତରେ ଅନେକ କିଛି ଇଙ୍ଗିତ କରିଛି। ମୋଦି-ଶାହା ଯୋଡ଼ି ଉଠାଇଥିବା ପ୍ରସଙ୍ଗ ଆଗାମୀ ନିର୍ବାଚନରେ ରାଜ୍ୟ ବିଜେପିର ବଡ଼ ଅସ୍ତ୍ର ହେବାକୁ ଯାଉଛି। ନବୀନଙ୍କ ବିରୋଧରେ ମୋଦିଙ୍କ ମୁହଁରୁ ବାହାରିଥିବା ଦୁର୍ନୀତି କଥାକୁ ବିଜେପି ଘରେ...

Karna
କର୍ଣ୍ଣ ଏତେ ମହାନ୍‌ ଧନୁର୍ଦ୍ଧର ହୋଇ ବି ଅର୍ଜୁନଙ୍କ ହାତରେ ବଧ ହେଲେ କାହିଁକି?

-ତାପସ ରଂଜନ ବେହେରା ମହାଭାରତ ଯୁଦ୍ଧର ଦୁଇ ମହାନ୍‌ ଯୋଦ୍ଧା ହେଉଛନ୍ତି କର୍ଣ୍ଣ ଏବଂ ଅର୍ଜୁନ। ଉଭୟ ଥିଲେ କୌନ୍ତେୟ, ଉଭୟ ବେଶ୍‌ ପରାକ୍ରମୀ ଥିଲେ। କର୍ଣ୍ଣ କୌରବଙ୍କ ପକ୍ଷରେ ଥିଲା ବେଳେ ଅର୍ଜୁନ ପାଣ୍ଡବଙ୍କ ପକ୍ଷରେ ଥିଲେ। ତେବେ ଏମାନଙ୍କ ମଧ୍ୟରୁ କିଏ ସବୁଠୁ ଅଧିକ ପାରଙ୍ଗମ ଥିଲେ,...

4
ମହିଳାଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ଅଡୁଆରେ ମହାରଥୀ: ଭିଡ଼ିଓ ଭାଇରାଲ୍

ଭୁବନେଶ୍ୱର: ମହିଳାଙ୍କ ବିରୋଧରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଏବଂ କଂଗ୍ରେସ ଆପତ୍ତି ଉଠାଇଛି। ଗତ ଦୁଇ ଦିନ ହେଲା ମହିଳାଙ୍କ ବିରୋଧରେ ମହାରଥୀଙ୍କ ଏକ ଅରୁଚିକର ମନ୍ତବ୍ୟ ଥିବା ଭିଡ଼ିଓ ସୋଶାଲ୍‌ ମିଡିଆରେ ଭାଇରାଲ୍...

nian
ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ: ପୋଡ଼ିଗଲା ଘର, ଚାଲିଗଲା ଜୀବନ, ଆସିଲେନି ଫାୟାର୍‌ ମ୍ୟାନ୍‌

ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଫଳରେ ଦୁଇଦିନ ହେବ ସାରା ରାଜ୍ୟରେ ଫାୟାର୍‌ ସର୍ଭିସ୍ ଅଚଳ ହୋଇପଡ଼ିଛି। ଅନ୍ୟପଟେ ଆନ୍ଦୋଳନ ଯୋଗୁଁ ନୟାଗଡ଼ରେ ୫ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମ ହୋଇଯାଇଛି। ମୟୂରଭଞ୍ଜ ମୋରଡ଼ାରେ ମଧ୍ୟ କୂଅରୁ ଉଦ୍ଧାର ହୋଇ...

ଜାଣନ୍ତି କି Colgate ଦାନ୍ତ ସଫା କରିବା ସହ ଆଉ କ’ଣ କରିଥାଏ?

ଆମେ ସକାଳୁ ଉଠି ପ୍ରଥମେ ବ୍ରଶ୍‌ କରିଥାଉ। କିନ୍ତୁ ଆପଣ ଜାଣି ନଥିବେ ଏହି କୋଲ୍‌ଗେଟ୍‌ ଆମର ଦାନ୍ତ ସଫା କରିବା ସହ ଆଉ କଣ କଣ ସଫା କରିବାରେ ସାହାଯ୍ୟ କରେ। ତେବେ ପଢ଼ନ୍ତୁ କୋଲଗେଟ୍‌କୁ କିପରି ଆପଣ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବେ ୧.ଆପଣଙ୍କ ନଖ...