• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

tanushree
ନାନା ପାଟେକର୍‌ଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ବର୍ଷିୟାନ୍‌ ଅଭିନେତା ନାନା ପାଟେକର୍‌ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ଫିଲ୍ମ ‘ଆଶିକ୍‌ ବନାୟା ଆପ୍‌ନେ’ରୁ କ୍ୟାରିୟର ଆରମ୍ଭ କରିଥିବା ତନୁଶ୍ରୀ, ସୁଟିଂ ସେଟ୍‌ରେ ତାଙ୍କ ସହ ଦୁର୍ବ୍ୟବହାର ହୋଇଥିବା କଥା କହିଛନ୍ତି। ସେ କହିଛନ୍ତି, ୨୦୦୮ ମସିହାରେ ଫିଲ୍ମ ‘ହର୍ଣ୍ଣ...

Aloe-Vera1
ଘିକୁଆଁରୀର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

ଆଲୋବେରା ବା ଘିକୁଆଁରୀରେ ଥିବା ଔଷଧିୟ ଗୁଣ ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ। ଘରେ ସମସ୍ତଙ୍କ ବାଡ଼ି ବଗିଚାରେ ଘିକୁଆଁରୀ ରହିଛି। ଘି କୁଆଁରୀରେ ଆମିନୋଏସିଡ୍‌, ଆଇରନ୍, ପଟାସିୟମ୍‌, କ୍ୟାଲ୍‌ସିୟମ୍‌ ରହିଛି। ଏଥିରେ ଭିଟାମିନ୍‌ B, C, E ଓ ଫଲିକ୍‌ ଏସିଡ୍‌ ମଧ୍ୟ ରହିଛି। ଏହାର ଆନାଲ୍‌ଜେସିକ୍‌...

adultery
ପରକୀୟା ପ୍ରୀତି ଅପରାଧ ନୁହେଁ, ଏ ସଂପର୍କିତ ଆଇନ୍‌ ଅସାମ୍ବିଧାନିକ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଉ ଏକ ଐତିହାସିକ ରାୟ। ୧୫୮ ବର୍ଷର ବ୍ୟଭିଚାର ଆଇନକୁ ଉଚ୍ଛେଦ କରି ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଦେଇ କହିଛନ୍ତି ଯେ, ପରକୀୟା ପ୍ରୀତି ବା ବ୍ୟଭିଚାର ଏକ ଅପରାଧ ନୁହେଁ।...

student death
ହଷ୍ଟେଲ୍ ଛାତରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ନିଉ ହଷ୍ଟେଲ୍‌ ଛାତରୁ ଖସିପଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କୁଶଧର ବାଗ୍। ତାଙ୍କ ଘର ବଲାଙ୍ଗିରରେ ବୋଲି ଜଣାପଡ଼ିଛି। କୁଶଧର ରାଜନୀତି ବିଜ୍ଞାନର ପିଏଚ୍‌ଡି କରୁଥିଲେ। କେମିତି ସେ ଛାତରୁ ପଡ଼ିଗଲେ, ତାହା ସ୍ପଷ୍ଟ ହୋଇପାରିନି। ମାଲଗୋଦାମ ଥାନା ପୁଲିସ୍...

kathare-kathare-mahata-katha-omm
ଏ ହେଉଛି ପ୍ରକୃତ ସଫଳତାର ସୂତ୍ର

ଆପଣ କ’ଣ ଜୀବନରେ ହାରିଯାଇଛନ୍ତି କି ? ଆପଣ ନିଜକୁ ହତଭାଗ୍ୟ ଭାବୁଛନ୍ତି କି? ଆପଣ ଭାବୁଛନ୍ତି କି ସଫଳତା ଆପଣଙ୍କ ଭାଗ୍ୟରେ ନାହିଁ ବୋଲି। ଆପଣ ଯଦି ଜୀବନରେ ସଂଘର୍ଷ କରି ଶିଖିଛନ୍ତି ତେବେ ଏମିତି ଭାବିବା ହିଁ ଭୁଲ୍‌। କାରଣ ଆପଣଙ୍କ ପାଇଁ ଭଲ ଦିନ...

IRS
ଗିରଫ ହେଲେ ନକଲି ଆଇଆର୍‌ଏସ୍‌ ଅଫିସର

ବାରିପଦା: ନକଲି ଆଇଆର୍‌ଏସ୍‌ ଅଫିସର ଗିରଫ। ନିଜକୁ ଭାରତୀୟ ରାଜସ୍ୱ ସେବା ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିବା ବେଳେ ବାରିପଦା ପୁଲିସ୍‌ ହାତରେ ଧରାପଡ଼ିଛନ୍ତି ନକଲି ଆଇଆର୍‌ଏସ୍‌ ଅଫିସର। ତାଙ୍କ ନାଁ ରଜତ କୁମାର ପଣ୍ଡା। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଥାନା...

no work no pay
‘କାମ ନାହିଁ ତ ଦରମା ନାହିଁ’

ଭୁବନେଶ୍ୱର: ଆନ୍ଦୋଳନରତ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ। ‘କାମ ନାହିଁ ତ ଦରମା ନାହିଁ’ ନୀତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପ୍ରାଥମିକ ପର୍ଯ୍ୟାୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିୟମ ଲାଗୁ କରିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ...

retail business
ଅାସନ୍ତାକାଲି ବନ୍ଦ ରହିବ ରିଟେଲ୍‌ ବ୍ୟବସାୟ

ଭୁବନେଶ୍ୱର: ଆସନ୍ତାକାଲି ସର୍ବ ଭାରତୀୟ ସ୍ତରରେ ବ୍ୟବସାୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରିଟେଲର। FDIକୁ ରିଟେଲ୍‌ ଟ୍ରେଡ୍‌ରେ ସମ୍ପୂର୍ଣ୍ଣ ପ୍ରତ୍ୟାହୃତ କରିବା, ବିଦେଶୀ ପୁଞ୍ଜିକୁ ରିଟେଲ୍‌ ବ୍ୟବସାୟରେ ପୁଞ୍ଜିନିବେଶ କରିବାକୁ ଅନୁମତି ନଦେବା ଭଳି ୧୨ଟି ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବେ ବ୍ୟବସାୟୀ। ଯଦି କେନ୍ଦ୍ର ସରକାର...

ac
ବଢ଼ିଲା ଏସି, ଫ୍ରିଜ୍‌, ୱାଶିଂମେସିନ୍‌ ସହ ୧୯ ସାମଗ୍ରୀର ଦାମ୍‌

ନୂଆଦିଲ୍ଲୀ: ପାର୍ବଣ ଋତୁରେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ କରିଛନ୍ତି କେନ୍ଦ୍ର ସରକାର। ଅନାବଶ୍ୟକ ସାମଗ୍ରୀର ଆମଦାନୀ କମାଇବାକୁ ଗତକାଲି କେନ୍ଦ୍ର ସରକାର ୧୯ଟି ସାମଗ୍ରୀର ସୀମା ଶୁଳ୍କ ବୃଦ୍ଧି କରିଛନ୍ତି। ଏହି ୧୯ଟି ସାମଗ୍ରୀ ମଧ୍ୟରେ ଏସି, ଫ୍ରିଜ୍‌, ୱାଶିଂମେସିନ୍‌ ଓ ବିମାନ ତୈଳ ଇତ୍ୟାଦି ରହିଛି।...

BTK-Featured-Pic
ତ୍ରିପୁରାରେ ଓଡ଼ିଆ ଛାତ୍ରଙ୍କୁ ନିର୍ଯାତନା

ଅଗରତାଲା: ତ୍ରିପୁରାରେ ଓଡ଼ିଆ ଛାତ୍ର ଓ ଶିକ୍ଷକଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଅଗରତାଲା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ୯୦ ଜଣ ଓଡ଼ିଆ ଓ ୧୦ଜଣ ଶିକ୍ଷକ ଏଭଳି ଅଭିଯୋଗ ଆଣିଛନ୍ତି। ସ୍ଥାନୀୟ ଲୋକ ନିର୍ଯାତନା ଦେଉଥିବା ନେଇ ଛାତ୍ରମାନେ ଗତ ୨୦ ତାରିଖରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର କୁଳପତିଙ୍କୁ...