• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

tigerUP
ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଖୁସି ଖବର

ଭୁବନେଶ୍ୱର : ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଖୁସି ଖବର । ପୁଣି ନନ୍ଦନକାନନରେ ଜନ୍ମ ନେଲା ଧଳାବାଘ । ଶନିବାର ସକାଳ ୭ଟା ୫ ମିନିଟ୍ ଓ ୮ ଟାରେ ଧଳା ବାଘୁଣୀ ବିଜୟା ଗର୍ଭରୁ ଦୁଇଟି ବାଘ ଛୁଆ ଜନ୍ମ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ...

deal-up
ରାଫେଲ୍ ଚୁକ୍ତି ନେଇ ‘ଦାସୋ’ର ସ୍ପଷ୍ଟୀକରଣ, ରିଲାଏନ୍ସକୁ ନିଜେ ବାଛିଥିଲା କଂପାନି

ନୂଆଦିଲ୍ଲୀ : ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲର ଭାରତୀୟ ପାର୍ଟନର ଚୟନକୁ ନେଇ ଚାଲିଥିବା ବିବାଦରେ ନୂଅା ମୋଡ଼। ରାଫେଲର ପାର୍ଟନର ହେବା ଲାଗି ଅନିଲ ଅମ୍ବାନିଙ୍କ ରିଲାଏନସ ଡିଫେନ୍ସ ନାଁ ଭାରତ ସରକାର ସୁପାରିଶ କରିଥିବା ନେଇ ଗତକାଲି ବୟାନ ଦେଇଥିଲେ ପୂର୍ବତନ ଫ୍ରାନ୍‌ସ ରାଷ୍ଟ୍ରପତି ଫ୍ରାନସୁଅା...

suicide-up
ସେଲୁନରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭଞ୍ଜନଗର  : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଭଞ୍ଜମାର୍ଗର ଏକ ସେଲୁନରେ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସେଲୁନର ମାଲିକ ବାବୁ ରାଓ। ପାରିବାରିକ କଳହକୁ କେନ୍ଦ୍ରକରି ବାବୁ ଅାତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଦୀର୍ଘ ତିନି ବର୍ଷ ହେବ...

doctor-up
ଡାକ୍ତର ଓ କର୍ମଚାରୀ ମାତାଲ ହୋଇ ନାଚୁ ଥିବା ଭିଡିଓ ଭାଇରାଲ

କନ୍ଧମାଳ  : କନ୍ଧମାଳ ଜିଲ୍ଲା କ.ନୂଅା ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ମେଡିକାଲ ଅଫିସର ଓ କର୍ମଚାରୀ ମାତାଲ ହୋଇ ନାଚୁଥିବା ଭିଡିଓ ଭାଇରାଲ । ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି ସଂପୃକ୍ତ ଅଫିସର। କିଏ ଓ କାହିଁକି ଭିଡିଓ ଭାଇରାଲ କରିଛି ତାହା ସେ ଜାଣି ନାହାନ୍ତି ।...

students
ପାପଡ଼ାହାଣ୍ଡି ଅାଦର୍ଶ ବିଦ୍ୟାଳୟରେ ତାଲା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ଥିବା ଅାଦର୍ଶ ବିଦ୍ୟାଳୟରୁ ଇଂରାଜୀ ଶିକ୍ଷକଙ୍କ ବଦଳିକୁ ନେଇ ତାତିଲେ ଛାତ୍ରଛାତ୍ରୀ। ଇଂରାଜୀ ମିଡ଼ିଅମ ସ୍କୁଲରେ ବିନା ଇଂରାଜୀ ଶିକ୍ଷକରେ କିଭଳି ଶିକ୍ଷାଦାନ ହେବ ସେନେଇ ଛାତ୍ରଛାତ୍ରୀ ସ୍କୁଲ ଗେଟ୍‌ରେ ତାଲା ପକାଇ ଅାନ୍ଦୋଳନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିବାବକ...

fidher-man
ଘୂର୍ଣ୍ଣିଝଡ଼ ‘ଡାଏ’ର ପ୍ରଭାବରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପାରାଦୀପ : ଘୂର୍ଣ୍ଣିଝଡ଼ ‘ଡାଏ’ର ପ୍ରଭାବ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ସମୁଦ୍ର ଭିତରେ ଫଶିଥିବା ସମସ୍ତ ୧୪ ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ଏମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗତ ୨୦ ତାରିଖରୁ ଏମାନେ ପାରାଦୀପ ଉପକୂଳରୁ ଗଭୀର ସମୁଦ୍ର ଭିତରେ...

navven
ପରିବର୍ତ୍ତନର ବିଗୁଲ ବଜାଇଲେ ମୋଦି

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପରିବର୍ତ୍ତନର ବିଗୁଲ ବଜାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡା ବିମାନବନ୍ଦରକୁ ଲୋକାର୍ପଣ କରିବା ପରେ ଅମ୍ଲିପାଲିରେ ଅାୟୋଜିତ ସାଧାରଣ ସଭାରେ ମୋଦି ନବୀନ ସରକାରକୁ ଜୋରଦାର ଟାର୍ଗେଟ କରିଥିଲେ । ସେ କହିଛନ୍ତି, ପିସି ଯୋଗୁଁ ପେସି...

Biman
ଲୋକାର୍ପିତ ହେଲା ଝାରସୁଗୁଡ଼ା ବିମାନବନ୍ଦର

ଝାରସୁଗୁଡ଼ା : ଲୋକାର୍ପିତ ହୋଇଛି ଝାରସୁଗୁଡ଼ା ବିମାନବନ୍ଦର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଲୋକାର୍ପଣ କରିଛନ୍ତି। ଏହା ସହିତ ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯାଇଥିବା ନେଇ ମୋଦି ଘୋଷଣା କରିଛନ୍ତି। ଭୁବନେଶ୍ୱର ପରେ ଝାରସୁଗୁଡ଼ା ରାଜ୍ୟର ଦ୍ୱିତୀୟ ବ୍ୟାବସାୟିକ ବିମାନବନ୍ଦରରେ ପରିଣତ...

accident
ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଗାଡ଼ି; ୧୦ ମୃତ, ୩ ଆହତ

ଶିମ୍‌ଲା: ହିମାଚଳ ପ୍ରଦେଶ ଶିମ୍‌ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଏକ ଗାଡ଼ି ଓଲଟି ଯିବା ଫଳରେ ୧୦ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଆହତ ହୋଇଛନ୍ତି। କୁଡ୍ଡୁରୁ ୩ କି.ମି. ଦୂରରେ ଅବସ୍ଥିତ ସ୍ନେଲ୍‌ ନିକଟରେ ଆଜି ଏହି ଦୁର୍ଘଟଣା ଘଟିଛି।...

pm modi
ତାଳଚେର ସାର କାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମେୟର ଅନନ୍ତ ନାରାୟଣ ଜେନା, ମୁଖ୍ୟ ଶାସନ ସଚିବ...

director
ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ

କଟକ: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ ହୋଇଯାଇଛି। ଆଜି ଭୋର୍‌ରେ କଟକର ଛତ୍ରବଜାର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି କ୍ୟାନ୍‌ସରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ଭୋର୍ ପ୍ରାୟ...

malkangiri
ଘୂର୍ଣ୍ଣିବାତ୍ୟା ‘ଡାଏ’ ପ୍ରଭାବରେ ମାଲକାନଗିରିରେ ବ୍ୟାପକ କ୍ଷୟକ୍ଷତି

ମାଲକାନଗିରି/ବାଲେଶ୍ୱର: ଘୂର୍ଣ୍ଣିବାତ୍ୟା ‘ଡାଏ’ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା ହେବା ଫଳରେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତା, ଚାଷ ଜମି, ଡାକ୍ତରଖାନା ସବୁ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ସତୀଗୁଡ଼ା କେନାଲ୍‌ରେ ଏକ ଘାଇ ସୃଷ୍ଟି ହେବା ଫଳରେ...

bus accident
ଓଲଟି ପଡ଼ିଲା ବସ୍‌; ଅଳ୍ପକେ ବର୍ତ୍ତିଲେ ୪୦ଯାତ୍ରୀ

ଜୟପୁର: ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ୍‌ ପର୍ଲିଠାରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ତେବେ ବସ୍‌ରେ ଥିବା ୪୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।...

pm modi
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତରେ ସେ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟନ କରିବା ସହ ଅନେକ ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆଜି ସକାଳ ୮ଟା ୫୫ରେ ଭୁବନେଶ୍ୱରରେ...

asia cup--up
ଭାରତ ଅାଗରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗଲାଦେଶ

ଦୁବାଇ : ଅାଜି ଠାରୁ ଅାରମ୍ଭ ହୋଇଛି ଏସିଅା କପ୍ ସୁପର ଫୋର ପର୍ଯ୍ୟାୟ। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଭାରତ-ବାଂଲାଦେଶ । ଭାରତ ଅାଗରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗଲାଦେଶ । ସମସ୍ତ ୱିକେଟ ହରାଇ ବାଙ୍ଗଲାଦେଶ ୧୭୩ ରନ୍ କରିଥିଲା । ଭାରତ...

dfo
ବଦଳିଲେ ସାତକୋଶିଅା ଡିଏଫ୍ଓ

ଅନୁଗୁଳ : ବଦଳିଲେ ସାତକୋଶିଅା ଡିଏଫ୍ଓ । ସାତକୋଶିଅା ଡିଏଫ୍ଓ ଏମ୍.ଏମ୍. ଟି ରେହମାନଙ୍କୁ କଟକ ବଦଳି କରିଛନ୍ତି ରାଜ୍ୟ ସରକାର । ବାଘୁଣୀ ସୁନ୍ଦରୀକୁ ନେଇ ଲଙ୍କାକାଣ୍ଡ କାରଣରୁ ତାଙ୍କ ବଦଳି ହୋଇଥିବା ଚର୍ଚ୍ଚା ହେଉଛି । ରେହମାନଙ୍କ ସ୍ଥାନରେ ଅାଉ କାହାକୁ ସେଠାକୁ ପଠାଯିବ, ସେ...

temple-up
ଶ୍ରୀମନ୍ଦିର ସଂସ୍କାର ନେଇ ୧୨ ସୂତ୍ରୀ ପ୍ରସ୍ତାବରେ କାହିଁକି ଅସହମତି

ପୁରୀ : ସୁପ୍ରିମକୋର୍ଟଙ୍କ ୧୨ ସୂତ୍ରୀ ସଂସ୍କାର ମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ କେଉଁଠି ରହୁଛି ଅସୁବିଧା ? କାହିଁକି ୧, ୨ ଓ ୧୨ ନମ୍ବର ପ୍ରସ୍ତାବ ଉପରେ ହୋଇପାରୁନି ସହମତି ? ଜାଣିବାକୁ ଅାଜି ଦିନ ତମାମ ମାରାଥନ୍ ଅାଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି...

rain-up
ଓଡ଼ିଶା ଛାଡ଼ିଲା ଘୂର୍ଣ୍ଣିବାତ୍ୟା ‘ଡାଏ’ : ହେଲେ ରାତିକରେ ରଚିଲା ତାଣ୍ଡବ

ଭୁବନେଶ୍ୱର : ଓଡ଼ିଶା ଛାଡ଼ି ଛତିଶଗଡ଼ ଓ ମଧ୍ୟପ୍ରଦେଶ ମୁହାଁ ବାତ୍ୟା ‘ଡାଏ’ । ଓଡ଼ିଶା ଉପରେ ଅାଉ କୌଣସି ଭୟ ନାହିଁ। ହେଲେ ଯିବା ପୂର୍ବରୁ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ନିଜର ପ୍ରଭାବ ଦେଖାଇଛି ‘ଡାଏ’ । ବାତ୍ୟାର ପ୍ରଭାବରେ ବିଶେଷ କରି ମାଲକାନଗିରି ଏବଂ...

୨୯ ତାରିଖରେ ପାଳନ ହେବ ସର୍ଜିକାଲ୍ ଷ୍ଟ୍ରାଇକ୍ ଡେ'

ନୁଆଦିଲ୍ଲୀ: ଆସନ୍ତା ୨୯ ତାରିଖ ପାଳନ ହେବ ସର୍ଜିକାଲ୍ ଷ୍ଟ୍ରାଇକ୍ ଡେ। ଦେଶର ସମସ୍ତ ବିଶ୍ୱବିଦ୍ୟାଳୟରେ ଏହାକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-UGC ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତି କରିଛି। ଭାରତୀୟ ସେନାର ସବୁଠୁ ବଡ଼ ସଫଳତାକୁ ଏହି ଅବସରରେ ପାଳନ କରିବାକୁ ଯୋଜନା ହୋଇଛି। ଏନେଇ ୟୁଜିସି ପକ୍ଷରୁ...

yuva-bahini-up
ବିଜୁ ଯୁବ ବାହିନୀ ଅାକାଉଣ୍ଟ ଅଡିଟ୍‌କୁ ନେଇ ଏଜିଙ୍କ ଛାଟ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଫ୍ଲାଗ୍‌ସିପ୍ କାର୍ଯ୍ୟକ୍ରମ କୁହାଯାଉଥିବା ବିଜୁ ଯୁବ ବାହିନୀକୁ ଅାକାଉଣ୍ଟାଣ୍ଟ ଜେନେରାଲଙ୍କ ରେଡ୍ ସିଗ୍‌ନାଲ। ଡେପୁଟି ଏଜି, କ୍ରୀଡ଼ା ଓ ଯୁବ ବ୍ୟାପାର ସିବଙ୍କୁ ଲେଖିଥିବା ଚିଠିରେ ଦର୍ଶାଯାଇଛି, ଯଦି ବିଜୁ ଯୁବ ବାହିନୀ ଯୋଜନା ବାବଦରେ ହିସାବ ଦେବାକୁ ସମୟ...