• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

journalist attack
ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ୱର: ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଛକରେ ଆଜି ଜଣେ ସାମ୍ବାଦିକଙ୍କୁ ୨ଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଆକ୍ରମଣରେ ସାମ୍ବାଦିକ ରାଧାକୃଷ୍ଣ ସାହୁ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଜି ସକାଳେ ବ୍ଲକ୍ ଛକ ନିକଟରେ ରାଧାକୃଷ୍ଣ ହକର୍‌ଙ୍କୁ ପେପର...

bombing
ବିସ୍ଫୋରଣରେ ଭୁଶୁଡ଼ିଲା ଘର; ୨ମୃତ, ଜଣେ ଗୁରୁତର

ବାଙ୍କି: ବିସ୍ଫୋରଣରେ ଭୁଶୁଡ଼ି ପଡ଼ିଲା କୋଠା ଘର। କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଘୋଡ଼ାବର ଗାଁରେ ଗତକାଲି ରାତିରେ ବିସ୍ଫୋରଣ ପରେ ଏକ କୋଠଘର ଭୁଶୁଡ଼ି ପଡ଼ିଛି। ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି...

india win
ବାଂଲାଦେଶକୁ ହରାଇ ୭ମ ଥର ପାଇଁ ଟାଇଟଲ୍‌ ଜିତିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଶେଷ ବଲ୍‌ରେ ବାଂଲାଦେଶଠୁ ମ୍ୟାଚ୍‌କୁ ଛଡ଼ାଇ ଆଣିଲା ଟିମ୍ ଇଣ୍ଡିଆ। ସପ୍ତମ ଥର ପାଇଁ ଏସିଆ କପ୍‌କୁ ନିଜ ନାଁରେ କରିଛି ଭାରତ। ବାଂଲାଦେଶ ବିପକ୍ଷ ଏସିଆ କପ୍‌ ଫାଇନାଲ୍ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ବାଂଲାଦେଶକୁ ରୋମାଞ୍ଚକର ମ୍ୟାଚ୍‌ରେ ୩ ୱିକେଟ୍‌ରେ ହରାଇ ଚମ୍ପିଅନ୍‌...

cow
ରାସ୍ତା ଦୁର୍ଘଟଣା କମାଇବାକୁ ଅଭିନବ ପ୍ରୟାସ

ପାରାଦୀପ : ପାରାଦୀପରେ ରାସ୍ତା ଦୁର୍ଘଟଣା କମାଇବାକୁ ନେଚର୍ ଡ୍ରାଇଭ୍ ଟ୍ରଷ୍ଟର ଅଭିନବ ପ୍ରୟାସ। ରାତିରେ ବୁଲୁଥିବା ଗାଈ ଗୋରୁ ଏବଂ ବୁଲା କୁକୁରଙ୍କ ବେକରେ ରେଡିଅମ୍ ପଟି ଗୁଡାଇବା ସହ ସେମାନଙ୍କ ଶିଙ୍ଗରେ ରେଡିୟମ୍ ଷ୍ଟିକର୍ ଲଗା ଯାଇଛି । ଯାହାଫଳରେ ଦୁର୍ଘଟଣାକୁ କିଛି ମାତ୍ରାରେ ରୋକା...

election
ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଅାସନ୍ତା ୧୧ ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ । ଏନେଇ ଅାଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅାସନ୍ତା ୩ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ଅାଶାୟୀ ପ୍ରାର୍ଥୀ । ପୂର୍ବାହ୍ନ ୯ଟାରୁ...

otv
ବିଶାଳ ଗଛରେ ଭାଇଙ୍କ ଖବର ପାଇଲେ ଭଉଣୀ

ନୂଆଦିଲ୍ଲୀ : ୪୦ ବର୍ଷ ପୂର୍ବେ ତାଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ତାଙ୍କ ପେଟରେ ରହିଯାଇଥିଲା ଏକ ଡିମିରି ଫଳର ମଞ୍ଜି। ଯାହା ପର ମୁହୂର୍ତ୍ତରେ ଏକ ବିଶାଳ ଗଛର ରୂପ ନେଇଛି। ଏଇ ଦୁଇଧାଡ଼ି ପଢ଼ିସାରିବା ପରେ କଥାଟା ଆପଣଙ୍କୁ ଅଜବ ଲାଗୁଥିବ ନିଶ୍ଚୟ। କିନ୍ତୁ କାହାଣୀଟି...

sui dhaga
ଅାଜି ରିଲିଜ୍ ହୋଇଛି ହିନ୍ଦୀ ଫିଲ୍ମ ‘ସୁଇ ଧାଗା’

ଅାଜି ରିଲିଜ୍ ହୋଇଛି ହିନ୍ଦୀ ଫିଲ୍ମ ‘ସୁଇ ଧାଗା’ । ପ୍ରଥମ ଥର ପାଇଁ ଅନ୍ ସ୍କ୍ରିନ ସେୟାର କରିଛନ୍ତି ବରୁଣ ଧୱନ ଏବଂ ଅନୁଷ୍କା ଶର୍ମା । ଦରଜୀ ଭୂମିକାରେ ନଜର ଅାସିଥିବା ବରୁଣ ଏକ ଭିନ୍ନ ସ୍ୱାଦର ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ସ୍ୱାମୀ,...

vima
୫ଜଣ ସାମାଜିକ କର୍ମୀଙ୍କ ଗିରଫଦାରି ପ୍ରସଙ୍ଗ

ନୂଆଦିଲ୍ଲୀ : ଭୀମା କୋରେଗାଁ ମାମଲା । ଗିରଫ ୫ଜଣ ସାମାଜିକ କର୍ମୀଙ୍କ ଗିରଫଦାରି ଉପରେ ହସ୍ତକ୍ଷେପ କରିବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରତିବନ୍ଧିତ ସଙ୍ଗଠନ ସିପିଅାଇ-ମାଓବାଦୀ ସହ ସେମାନଙ୍କ ଲିଙ୍କ୍ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିବା ଅାଧାରରେ ଗିରଫ କରାଯାଇଛି ବୋଲି କୋର୍ଟ କହିଛନ୍ତି।...

koraput--2
ନିଖୋଜ ହେବାର ୨୪ ଘଣ୍ଟା ପରେ ମିଳିଲେ ଛାତ୍ରୀ

କୋରାପୁଟ  : ସ୍କୁଲରୁ ନିଖୋଜ ହେବାର ୨୪ ଘଣ୍ଟା ପରେ ମିଳିଲା ଛାତ୍ରୀ। କୋରାପୁଟ ସହରର ଏକ ପ୍ରାଥମିକ ସ୍କୁଲରୁ ନିଖୋଜ ଥିବା ଛାତ୍ରୀଙ୍କୁ ଉଦ୍ଧାର କରି ପୁଲିସର ଜିମା ଦେଇଛନ୍ତି ଜଣେ ଅାଦିବାସୀ ମହିଳା। ପିଲାଟି ସ୍କୁଲରେ ଝାଡ଼ା କରିଦେବାରୁ ତାକୁ ଘରକୁ ଯିବାକୁ ସ୍କୁଲ କର୍ତ୍ତୃପକ୍ଷ...

koraput
ଗାଁକୁ ନାହିଁ ରାସ୍ତା ; ଅାସିପାରିଲାନି ଅାମ୍ବୁଲାନ୍ସ

କୋରାପୁଟ  : ଦୁର୍ଗମ ପାହାଡ ମଝିରେ ଥିବା ଗାଁ କୁ ନାହିଁ ରାସ୍ତା। ଫଳରେ ଅାସିପାରିଲାନି ଅାମ୍ବୁଲାନ୍ସ। ଦୀର୍ଘ ୩ କି.ମି ପାହାଡିଅା ରାସ୍ତାରେ ବୁହା ହୋଇ ଅାସିଲେ ପ୍ରସୂତି। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ମୁଣ୍ଡଗଡତି ଅଞ୍ଚଳରେ। ଗାଁରେ ନୀଳୁ ଜାନିଙ୍କ...

temple-up
କାହିଁକି ସାର୍ବଜନୀନ କରାଯିବ ନାହିଁ ବ୍ରହ୍ମବିଭ୍ରାଟ ରିପୋର୍ଟ ?

ଭୁବନେଶ୍ୱର : ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ କରାନଯିବା ନିଷ୍ପତ୍ତିକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେପି । ପ୍ରଶାସନର ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ, ଭୁଲ୍ ବୋଲି ବିରୋଧୀ ଦଳର ନେତା ନରସିଂହ ମିଶ୍ର କହିଛନ୍ତି। ସେପଟେ ଏହାକୁ ମୌଳିକ ଅଧିକାରର ଉଲ୍ଲଂଘନ ବୋଲି କହିଛନ୍ତି...

lata
ଆଜି ଲତା ମଙ୍ଗେସ୍‌କରଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ସୁପ୍ରସିଦ୍ଧ ଗାୟିକା ଭାରତରତ୍ନ ଲତା ମଙ୍ଗେସ୍‌ଙ୍କର ଆଜି ୮୯ତମ ଜନ୍ମ ଦିବସ। ଏଥିପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବୟସର ସାୟାହ୍ନରେ ପହଞ୍ଚିଥିଲେ ବି ଲତାଙ୍କ କଣ୍ଠସ୍ୱରକୁ ନେଇ ଏବେବି ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ସେଥିପାଇଁ ପାଖାପାଖି ୪ଟି ପିଢ଼ିରେ ତାଙ୍କର ଫ୍ୟାନ୍ ରହିଛନ୍ତି।...