ମୁମ୍ବାଇ: କଳାକାରମାନେ ବିଭିନ୍ନ ସମୟରେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସୋଶାଲ ମିଡିଆରେ ଟ୍ରୋଲିଂର ଶିକାର ହୋଇଥାନ୍ତି। ତେବେ କଳାକାରମାନଙ୍କୁ ସେମାନଙ୍କର ସମାଲୋଚକମାନେ ହିଁ ଟ୍ରୋଲ୍ କରିଥାନ୍ତି। ବିଶେଷ କରି କିଛି କଳାକାର ଅଛନ୍ତି ସେମାନେ କୌଣସି ପୋଷ୍ଟ କରିବା ମାତ୍ରେ ହିଁ ଟ୍ରୋଲିଂର ଶିକାର ହୋଇଥାନ୍ତି। ସେମିତ...
ସୁଦାମା ଓ କୃଷ୍ଣ ବାଲ୍ୟବନ୍ଧୁ ଥିଲେ। ହେଲେ ସୁଦାମା କୃଷ୍ଣଙ୍କୁ କେବେ ବି କିଛି ମାଗି ନ ଥିଲେ। ସୁଦାମାଙ୍କ ପାଇଁ କୃଷ୍ଣ ଥିଲେ ଭଗବାନ ବି ଆଉ ବନ୍ଧୁ ବି। ଯେତେବେଳେ ସୁଦାମା କୃଷ୍ଣଙ୍କୁ ଦେଖା କରିବାକୁ ଦ୍ୱାରକା ଯାଉଥିଲେ ସେତେବେଳେ ତାଙ୍କୁ ବହୁ ପଥକଷ୍ଟ ହେଉଥିଲା।...
– ଓମ୍ପ୍ରକାଶ ସାହୁ ଲଙ୍କାପତି ରାବଣ ପ୍ରଭୁ ରାମଚନ୍ଦ୍ରଙ୍କ ଶରାଘାତରେ ଭୂମିରେ ପଡ଼ି ଛଟପଟ ହେଉଥିଲା। ସେତିକିବେଳେ ପ୍ରଭୁ ରାମଚନ୍ଦ୍ର ଭ୍ରାତା ଲକ୍ଷ୍ମଣଙ୍କୁ ତାଙ୍କ ନିକଟକୁ ପଠାଇଥିଲେ। କହିଲେ, ‘ଜଣେ ମହାଜ୍ଞାନୀଙ୍କର ମହାପ୍ରୟାଣ ହେବାକୁ ଯାଉଛି। ଯଦି କିଛି ରାଜଧର୍ମ ଶିଖିବାର ଅଛି ତେବେ ତାଙ୍କ ପାଖକୁ ଯାଅ...
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଜଣେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ମାଓବାଦୀମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ବିଶାଖାପାଟଣା ଜିଲ୍ଲାର ଆରାକୁ ଅଞ୍ଚଳରେ ଟିଡିପି ବିଧାୟକ କିଦାରି ସର୍ବେଶ୍ୱର ରାଓଙ୍କୁ ହତ୍ୟା କରାଯାଇଛି। ଏଥି ସହ ତାଙ୍କ ସାଥୀରେ ଥିବା ପୂର୍ବତନ ବିଧାୟକ ଶିବେରି ସୁମାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି।...
ଝାଡ଼ଖଣ୍ଡ : ଶୁଭାରମ୍ଭ ହୋଇଛି ଅାୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଅାରୋଗ୍ୟ ଯୋଜନା। ଝାଡ଼ଖଣ୍ଡ ରାଞ୍ଚିରୁ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନା ମାଧ୍ୟମରେ ଗରିବ ଶ୍ରେଣୀର ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ବୀମା ସହାୟତା ଦେବାକୁ ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାରଙ୍କ...
ନୁଆଦିଲ୍ଲୀ: ନୌସେନାର କମାଣ୍ଡର ଅଭିଲାଶ ଟୋମିଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ ଚାଲିଛି। ଏନେଇ ସେନାପକ୍ଷରୁ ଦୁଇଟି ଯୁଦ୍ଧ ଜାହାଜ ସହ ଚପର ଓ ଏୟାରକ୍ରାଫ୍ଟ ପଠାଯାଇଛି। ନୌସେନାର କମାଣ୍ଡର ଅଭିଲାଶ ଏକାକୀ ବିଶ୍ୱ ପରିକ୍ରମା କରୁଥିବା ବେଳେ ନିଖୋଜ ସମ୍ପର୍କରେ ସୂଚନା ଦେଇଥିଲେ। ପାଖାପାଖି ୧୪ମିଟର ଉଚ୍ଚର...
ନୂଆଦିଲ୍ଲୀ : ଅତ୍ୟାଧୁନିକ ଯୁ୍ଦ୍ଧ ବିମାନ ରାଫେଲକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନକୋଇ ଓଲାନ୍ଦେଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଭିଯୋଗ କରିଛନ୍ତି। ଉଭୟ ଫ୍ରାନ୍ସ ଓ ଭାରତର...
ନୂଆଦିଲ୍ଲୀ: କୌଣସି ମହିଳା କମ୍ ବୟସରୁ ବିଧବା ହୋଇଯିବାର ଦୁଃଖ କେବଳ ସେହି ମହିଳାଙ୍କୁ ହିଁ ଜଣା । କେମିତି ବିତେଇବାକୁ ହୁଏ ଏକାକୀ ଜୀବନ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ସ୍ୱାମୀ ସେନା ବାହିନୀରେ ଥିଲେ । ୨୦୧୫ ମସିହାରେ ସେ...
ଭୁବନେଶ୍ୱର : ଏଣିକି ରାଜ୍ୟରେ ପାଗ ଶୁଖିଲା ରହିବ । କାଁ ଭାଁ ଅଳ୍ପ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଅାଞ୍ଚଳିକ ପାଣିପାଗ ବିଭାଗ । ଉପକୂଳ ଏବଂ ଉତ୍ତର ଓଡ଼ିଶାର ଗୋଟିଏ, ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଅାସନ୍ତା...
କଟକ: ଦୁର୍ଗାପୂଜା ପାଇଁ କଟକ ସହିଦ ଭବନଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଶାନ୍ତିଶୃଙ୍ଖଳାର ସହ ପୂଜା, ଟ୍ରାଫିକ ବ୍ୟବସ୍ଥା, ପୂଜା ମଣ୍ଡପରେ ପ୍ଲାଷ୍ଟିକ କଟକଣା ସହ ନିଶାମୁକ୍ତ ଶୋଭାଯାତ୍ରା ଭଳି ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଏଥିସହ ଷଷ୍ଠୀରୁ ଦଶମୀ ଯାଏ...
ଦୁବାଇ : ଏସିଅା କପ୍ ସୁପର ଫୋର ପର୍ଯ୍ୟାୟରେ ଅାଜି ହାଇଭୋଲଟେଜ୍ ମୁକାବିଲା। ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହେବ ଟିମ୍ ଇଣ୍ଡିଅାର ଟକ୍କର। ଦୁବାଇରେ ଖେଳାଯିବ ଏହି ମ୍ୟାଚ । ଏସିଅା କପ୍ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିବା ପରେ ଭାରତର...
ପୁରୀ : ଶ୍ରୀମନ୍ଦିରରରେ କେମିତି କାର୍ଯ୍ୟକାରୀ ହେବ ସୁପ୍ରିମ୍କୋର୍ଟଙ୍କ ସଂସ୍କାର ମୂଳକ ପ୍ରସ୍ତାବ? ଗଜପତି ମହାରାଜଙ୍କଠୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି, ରାଜସ୍ୱମନ୍ତ୍ରୀ, ଅାଡ୍ଭୋକେଟ୍ ଜେନେରାଲ୍, ଛତିଶା ନିଯୋଗ , ଗସ୍ତର ଶେଷ ଦିନରେ ଏମିତି ସବୁ ପକ୍ଷଙ୍କ ସହ ଅାଜି ମାରାଥନ୍ ଅାଲୋଚନା କରିଛନ୍ତି ଅାମିକସ୍କ୍ୟୁରୀ ଗୋପାଳ...
କନ୍ଧମାଳ : କନ୍ଧମାଳ ଜିଲ୍ଲା କୋଟଗଡ଼ରେ ବୀଭତ୍ସ କାଣ୍ଡ। ଜଙ୍ଗଲରୁ ଜଣେ ନାବାଳିକାର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅାଜି ସକାଳେ ସ୍କୁଲରୁ ଫେରି ଶୌଚ ହେବାକୁ ଯାଇଥିଲା ନାବାଳିକା । ତେବେ ଦୀର୍ଘ ସମୟ ଧରି...