• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Secretariat-718x430
ରାଜ୍ୟରେ ୬୫ ପୌର ସଂସ୍ଥା ପାଇଁ ନିଯୁକ୍ତ ହେଲେ ପ୍ରଶାସକ

ଭୁବନେଶ୍ୱର : ରାଜ୍ୟରେ ୬୫ ପୌରପାଳିକା ଓ ଗୋଟିଏ ମହାନଗର ନିଗମ ପରିଚାଳନା ପାଇଁ ନିଯୁକ୍ତ ହେଲେ ପ୍ରଶାସକ । କାର୍ଯ୍ୟକାଳ ଶେଷ ହୋଇଥିବା ଏହିସବୁ ପୌରସଂସ୍ଥାରେ ଅାସନ୍ତାକାଲି ଠାରୁ ନବ ନିଯୁକ୍ତ ପ୍ରଶାସକମାନେ ପରିଚାଳନା ଦାୟିତ୍ୱ ତୁଲାଇବେ ବୋଲି ଅାଜି ଗୃହ ଓ ନଗର ଉନ୍ନୟନ ବିଭାଗ...

sushama-up
ପାକ୍ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ

ନୂଆଦିଲ୍ଲୀ : ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ପାକିସ୍ତାନର ଅନ୍ତର୍ଘାତୀ କାର୍ଯ୍ୟ ପାଇଁ ଭାରତ-ପାକ୍ ମଧ୍ୟରେ କଥାବାର୍ତ୍ତା ଅାଗକୁ ବଢିପାରୁନି। ପାକିସ୍ତାନର ବ୍ୟବହାରରେ ପରିବର୍ତ୍ତନ ହେଉନଥିବାରୁ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଅାଗକୁ ବଢି ପାରୁନଥିବା କହିଛନ୍ତି ସୁଷମା। ଅାମ ପଡୋଶୀ ଦେଶ...

india-today-up
'ନବୀନଙ୍କ ପ୍ରଦର୍ଶନ ଅପେକ୍ଷା ଓଡ଼ିଶାରେ ଲୋକପ୍ରିୟ ମୋଦିଙ୍କ ଶାସନ'

ଭୁବନେଶ୍ୱର : ମୋଦି ବନାମ୍ ନବୀନ । ୨୦୧୯ ଲଢେଇରେ ହେବ ଟକ୍କର । ଇଣ୍ଡିଅା ଟୁଡେର ପଲିଟିକାଲ୍ ଷ୍ଟକ ଏକ୍ସଚେଞ୍ଜର ସର୍ଭେର ଏଭଳି ରେଜଲ୍ଟକୁ ନେଇ ଏବେ ଚର୍ଚ୍ଚା। ଏହା ଅନୁଯାୟୀ ୫୯ ପ୍ରତିଶତ ଭୋଟ୍ ସହ ମୁଖ୍ୟମନ୍ତ୍ରିତ୍ୱ ଦୌଡ଼ରେ ଏକ ନମ୍ବରରେ ଅଛନ୍ତି ନବୀନ ପଟ୍ଟନାୟକ।...

iic-up
ମୁହଁ ଖୋଲିଲେ ଗିରଫ ଜଟଣୀ ଅାଇଅାଇସି ସଂଜୀବ ମହାନ୍ତି

ଖୋର୍ଦ୍ଧା : ମୁହଁ ଖୋଲିଲେ ଲାଞ୍ଚ ନେଇ ଗିରଫ ହୋଇଥିବା ଜଟଣୀ ଅାଇଅାଇସି ସଂଜିବ ମହାନ୍ତି। କହିଲେ, ଗୋଅା ଯାଇନି, ଟାଙ୍ଗୀ ମହିଳା ଏସଅାଇଙ୍କ ସହ  ଅର୍ଥ କାରବାରର କୌଣସି ଲିଙ୍କ୍‌ ନାହିଁ। ଟିଟୋ ସହ କେଉଁ ପୁଲିସ ବାବୁଙ୍କର ଲିଙ୍କ୍‌ ଅଛି ତାର ଖୋଳତାଡ ହେଉ ବୋଲି...

petrol pump2
ପୁଲିସ୍ ଲାଠିଚାର୍ଜ ପ୍ରତିବାଦରେ ପୁରୀରେ ଉତ୍ତେଜନା

ପୁରୀ : ପୁରୀରେ ପୁଲିସ ଲାଠି ଚାର୍ଜର ପ୍ରତିବାଦ। ଶୁକ୍ରବାର ପୁଲିସର ଅମାନୁଷିକ ଲାଠି ମାଡ଼ ପ୍ରତିବାଦରେ ଶନିବାର ଦେଖାଦେଇଥିଲା ଉତ୍ତେଜନା । ଗଣମାଧ୍ୟମ ପ୍ରତିନିଧିମାନେ ଏସପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାଛଡ଼ା ପୁଲିସର ମାଡ଼ ପ୍ରତିବାଦରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ କୁମ୍ଭାରପଡ଼ା ଥାନାରେ ଏତଲା...

vivek-up
ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା। ପୁଲିସ ଗୁଳିରେ ଜଣେ ୩୮ ବର୍ଷିୟ ଇଂଜିନିୟରଙ୍କ ମୃତ୍ୟୁ। ଏଭଳି ଅଭିଯୋଗ ଅାସିଛି ଉତ୍ତରପ୍ରଦେଶ ରାଜଧାନୀ ଲ‍କ୍ଷ୍ନୌ ସହରରେ। ଗାଡ଼ିରେ ଯାଉଥିବା ବେଳେ ପୁଲିସ ଗୁଳିରେ ଅାହତ ହୋଇ ମେଡିକାଲରେ ଜଣେ ଯୁବ ଇଞ୍ଜିନିୟରଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ବିବେକ...

pm
ଦିଲ୍ଲୀ ବିଜ୍ଞାନ ଭବନରେ ଶିକ୍ଷା ସମ୍ପର୍କିତ ସମ୍ମିଳନୀ

ନୂଆଦିଲ୍ଲୀ : ଜ୍ଞାନ ଏବଂ ଶିକ୍ଷାକୁ କେବଳ ବହି ଭିତରେ ସୀମିତ ରଖାଯିବା କଥା ନୁହେଁ । ଭାରତର ଶିକ୍ଷା ବ୍ୟବସ୍ଥାକୁ ଅଧିକ ଉଚ୍ଚକୁ ନେବାକୁ ପ୍ରୟାସ କରାଯିବ। ବର୍ତ୍ତମାନ ସମୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଅାସିଥିବା ବେଳେ ଏହାକୁ ଅାହୁରି ଅାଗକୁ ନେବାକୁ ପଡିବ। ଦେଶ ବାହାରେ...

surgical
ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ପୂରିଛି ଦୁଇ ବର୍ଷ

ନୂଆଦିଲ୍ଲୀ : ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ପୂରିଛି ଦୁଇ ବର୍ଷ । ଏହି ଅବସରରେ ଅାଜି ଦେଶ ପାଳନ କରୁଛି ପରାକ୍ରମ ପର୍ବ । ରାଜଧାନୀ ଦିଲ୍ଲୀ ସମେତ ୫୧ଟି ସହରରେ ଅାୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପରାକ୍ରମ ପର୍ବ ପାଳନ ପାଇଁ ଦିଲ୍ଲୀ ଇଣ୍ଡିଅା ଗେଟ୍ ସମ୍ମୁଖରେ...

tiger4
ରାଜ୍ୟର ୩ଟି ସ୍ଥାନରେ ମିଳିଲା ମହାବଳ ବାଘ ସନ୍ଧାନ

ଭୁବନେଶ୍ୱର : ରାଜ୍ୟର ୩ଟି ସ୍ଥାନରେ ମିଳିଲା ମହାବଳ ବାଘ ସନ୍ଧାନ। ସୁନ୍ଦରଗଡ଼ ହେମଗିରି ଜଙ୍ଗଲ, ହୀରାକୁଦ ନିକଟବର୍ତ୍ତୀ ଦେବ୍ରିଗଡ଼ ଅଭୟାରଣ୍ୟ, ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳରେ ବି ମହାବଳ ବାଘ ସନ୍ଧାନ ମିଳିଛି। ଏସବୁ ସ୍ଥାନରେ ଲାଗିଥିବା କ୍ୟାମେରାରେ ବାଘ ଫଟୋ ମିଳିଥିବା ନେଇ ଜଙ୍ଗଲ ଓ...

maharathi8
ବିଜେପି ମହିଳା ମୋର୍ଚ୍ଚା ଟାର୍ଗେଟ୍‌ରେ ମନ୍ତ୍ରୀ ପ୍ରଦୀପ ମହାରଥୀ

ଭୁବନେଶ୍ୱର : ଭାଇରାଲ୍ ହୋଇଥିବା ଭିଡ଼ିଓରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅରୁଚିକର ମନ୍ତବ୍ୟ ଥିବା ଅଭିଯୋଗ କରି ଅାଜି ବି ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି ମହିଳା ମୋର୍ଚ୍ଚା । ମହିଳାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ପ୍ରଦୀପ ମହାରଥୀ...

dkl fire
ଢେଙ୍କାନାଳ ହସ୍ପିଟାଲରେ ନିଆଁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପଞ୍ଚମ ମହଲାରେ ନିଆଁ। ହସ୍ପିଟାଲର ପଞ୍ଚମ ମହଲାରେ ଥିବା କ୍ୟାଣ୍ଟିନରେ ନିଆଁ ଲାଗିଥିଲା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଅାୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ତେବେ ହସ୍ପିଟାଲରେ ନିଆଁ ଲାଗିଥିବା ଶୁଣି...

Tara Fares
ପ୍ରସିଦ୍ଧ ମଡେଲ୍‌ଙ୍କୁ ଗୁଳି କରି ହତ୍ୟା

ବାଗ୍‌ଦାଦ୍‌: ଇରାକ୍‌ର ପ୍ରସିଦ୍ଧ ମଡେଲ୍‌ ତଥା ଇନ୍‌ଷ୍ଟାଗ୍ରାମ୍‌ରେ କ୍ରେଜ୍‌ ସୃଷ୍ଟି କରିଥିବା ତାରା ଫାରିସ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତ ଗୁରୁବାର ଦିନ ଇରାକ୍‌ ରାଜଧାନୀ ବାଗ୍‌ଦାଦ୍‌ରେ ୨୨ବର୍ଷିୟ ତାରାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ କାର୍‌ରେ ବସିଥିବା ବେଳେ ତାଙ୍କ ଉପରକୁ ଗୁଳି କରାଯାଇଥିଲା।...

4
ଭାଲୁ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର

ଅନୁଗୁଳ: ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଅନୁଗୁଳ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ସୁଚନା ଅନୁସାରେ, ଆଜି ସକାଳେ ଭୋଇପଡ଼ା ନିକଟବର୍ତ୍ତୀ ଗାଁର କିଛି ଲୋକ ଜଙ୍ଗଲକୁ ଛତୁ...

facebook
ଫେସ୍‌ବୁକ୍‌ର ୫୦ମିଲିୟନ୍‌ ଆକାଉଣ୍ଟ୍‌ସ୍‌ ହ୍ୟାକ୍‌

କାଲିଫର୍ଣ୍ଣିଆ: ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌। ବିଶ୍ୱବ୍ୟାପୀ ପ୍ରାୟ ୫୦ ମିଲିୟନ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଖବରକୁ ଗତକାଲି ଫେସ୍‌ବୁକ୍‌ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ହ୍ୟାକର୍ସମାନେ ଏପରି ଏକ ଫିଚର୍‌ ବ୍ୟବହାର କରି ହ୍ୟାକ୍ କରିଥିଲେ, ଯାହାକି ସେମାନଙ୍କୁ ବହୁ ସଂଖ୍ୟକ ଫେସ୍‌ବୁକ୍‌ ୟୁଜର୍ସ ଆକାଉଣ୍ଟ୍‌କୁ ଟେକ୍‌ ଓଭର...

2
ପୁଅକୁ ବଞ୍ଚାଇବାକୁ ଯାଇ ମାଆ ବି ନଦୀରେ ବୁଡ଼ିଗଲେ

ବ୍ରହ୍ମପୁର: ନଦୀରେ ବୁଡ଼ି ମାଆ ପୁଅଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପନାଡ଼ ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଘୋଡ଼ାହାଡ଼ ନଦୀରେ ବୁଡ଼ି ଯାଇ ମାଆ ଓ ପୁଅଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ସୁଷମା ମହାରଣା (୩୫) ଓ ତାଙ୍କ ପୁଅ ସୁଧାଂଶୁ...

two sister die
କୂଅ ଭିତରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ

ମୋହନା: କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତଦେହ ଠାବ। ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଗାଁରେ କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତଦେହ ଠାବ କରାଯାଇଛି। ନିଜ ଘର ସାମ୍ନାରେ ଥିବା କୂଅରେ ସେମାନଙ୍କ ମୃତଦେହ ପଡ଼ିଥିଲା। ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ସେମାନଙ୍କ...

1
ପେଟ୍ରୋଲ ପମ୍ପରେ ଉତ୍ତେଜନା

ପୁରୀ: ପେଟ୍ରୋଲ ପମ୍ପରେ ଉତ୍ତେଜନା। ପୁରୀ ଡାକ୍ତରଖାନା ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ପେଟ୍ରୋଲ କମ୍‌ ପରିମାଣର ବାହାରିବାକୁ ନେଇ ଜଣେ ଗ୍ରାହକ ପ୍ରତିବାଦ କରିଥିଲେ। ଯାହାକୁ...