• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

virta
ଦେଶର ସର୍ବଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ପାଇଲେ ବିରାଟ ଓ ମୀରାବାଈ ଚାନୁ

ନୂଆଦିଲ୍ଲୀ: ଦେଶର ସର୍ବଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ପାଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି। ଆଜି ରାଷ୍ଟ୍ରପତି ଭବନରେ ବିରାଟ କୋହିଲିଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ମହିଳା ଭାରତ୍ତୋଳନକାରୀ ମୀରାବାଈ ଚାନୁଙ୍କୁ ବି ମିଳିଛି ରାଜୀବ ଗାନ୍ଧି ଖେଳ ରତ୍ନ...

trump
ମୁଁ ଭାରତୀୟଙ୍କୁ ଭଲ ପାଏ: ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ‘ମୁଁ ଭାରତକୁ ଭଲ ପାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋ ଶୁଭେଚ୍ଛା ଜଣାଇବେ’। ଆଜି ଏପରି କିଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱାରାଜଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଜାତିସଂଘର ୭୩ତମ ସାଧାରଣ ପରିଷଦ ବୈଠକ ପୂର୍ବରୁ ମୋଦିଙ୍କୁ ଏପରି ଶୁଭେଚ୍ଛା...

ac
ଆଧାର ବାଧ୍ୟତାମୂଳକ ପ୍ରସଙ୍ଗ: ଆସନ୍ତାକାଲି ଚୁଡ଼ାନ୍ତ ରାୟ

ନୂଆଦିଲ୍ଲୀ: ଆଧାରକାର୍ଡର ବାଧ୍ୟତାମୂଳକ ମାମଲାରେ ଆସନ୍ତାକାଲି ରାୟ ପ୍ରକାଶ ପାଇବ। ସୁପ୍ରିମକୋର୍ଟଙ୍କ ଗଠିତ ସାମ୍ବାଧାନିକ ଖଣ୍ଡପୀଠ ଏନେଇ ଚୂଡ଼ାନ୍ତ ରାୟ ଶୁଣାଇବେ। ବିଭିନ୍ନ ସରକାରୀ ଏବଂ ଲୋକାଭିମୁଖୀ  ଯୋଜନାରେ ଆଧାର ଲିଙ୍କ୍ ବାଧ୍ୟତାମୂଳକକୁ ନେଇ ଅଦାଲତ ରାୟ ଶୁଣାଇବେ। କେନ୍ଦ୍ର ସରକାର ଆଧାରକୁ ବାଧ୍ୟତାମୂଳକ କରିଛନ୍ତି। ଏହା ସହିତ...

gandhi
୧୫୦ ତମ ଗାନ୍ଧି ଜୟନ୍ତୀ ପାଇଁ ରାଜ୍ୟସ୍ତରୀୟ କମିଟି ବୈଠକ

ଭୁବନେଶ୍ୱର: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ଏହି କ୍ରମରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ କମିଟି ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ୨ ବର୍ଷ ପାଇଁ...

Untitled-1-Recovered
ପୁଣି ବାଣ ମାରିଲେ ଦାମ, କହିଲେ ପାଣ୍ଡିଆନ୍‌ ଏମିତି ବି କରିଥିଲେ

ଭୁବନେଶ୍ୱର: ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ ପୁଣିଥରେ ବାଣ ମାରିଛନ୍ତି। ଏଥର ଦାମ ବାଣ ମାରି ପ୍ରସ୍ତାବିତ ଭାଗଚାଷୀ ଆଇନର ଗୁମର ଖୋଲିଛନ୍ତି। ପାଣ୍ଡିଆନ୍‌ଙ୍କ ଯୋଗୁଁ ପ୍ରସ୍ତାବିତ ଭାଗଚାଷୀ ଆଇନ କାର୍ଯ୍ୟକାରୀ ହୋଇପାରି ନଥିବା ସେ କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦାମ କହିଛନ୍ତି ଯେ ଭାଗଚାଷୀ...

girl stabbed
ମଝି ରାସ୍ତାରେ ଛାତ୍ରୀଙ୍କୁ ଛୁରାମାଡ଼

କଟକ: ଅଡ଼ଶପୁର ଉଦୟନାଥ କଲେଜ ଛାତ୍ରୀଙ୍କୁ ମଝି ରାସ୍ତାରେ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି।  କ୍ୟାମ୍ପସ୍‌ ବାହାରେ ଛାତ୍ରୀଙ୍କ ସହପାଠୀ ତାଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି। ଏଥିରେ ଛାତ୍ରୀଙ୍କ ଅଣ୍ଟା ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।...

o
ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍‌ ବାଗୁଳି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ପ୍ରଧାନଶିକ୍ଷକଙ୍କ ବାରିପଦା ବାସଭବନ, ଶ୍ୱଶୁର ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ରଘୁନାଥପୁର ଠାରେ ୨ଟି ଘର, ୭ଟି ପ୍ଲଟ୍‌, ଚାରି ଚକିଆ...

neta
ଦାଗୀ ନେତାଙ୍କ ସମ୍ପର୍କରେ ଏମିତି କହିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦାଗୀ ନେତା ନିର୍ବାଚନ ଲଢ଼ି ପାରିବେ କି ନାହିଁ, ଏନେଇ ସୁପ୍ରିମ୍‌କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି। ଏ ସମ୍ପର୍କରେ ପାର୍ଲାମେଣ୍ଟ ନିଷ୍ପତ୍ତି ନେଉ ବୋଲି କୋର୍ଟ...

loot
ଅଧ ରାତିରେ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଭଦ୍ରକ: ଡାକ୍ତରାଣୀଙ୍କ ଘରେ ପଶି ଲୁଟ୍‌। ଭଦ୍ରକ ଟାଉନଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ନିୟୁ କଲୋନୀରେ ଏକ ଭଡ଼ା ଘରେ ରହୁଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସସ୍ମିତା ଖିଲାରଙ୍କ ଘରେ ଏହି ଚୋରି ହୋଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଘରେ...

kajol
କାଜୋଲ୍‌ଙ୍କ ଫୋନ୍‌ ନମ୍ବର ଶେୟାର୍‌ କଲେ ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ପତ୍ନୀ କାଜୋଲ୍‌ଙ୍କ ଫୋନ୍‌ ନମ୍ବର ସୋଶାଲ୍‌ ମିଡିଆରେ ଶେୟାର କଲେ ଅଭିନେତା ଅଜୟ ଦେବ୍‌ଗନ୍। ତେବେ ଏମିତି କିଛି ଘଟଣାକୁ ନେଇ ସମସ୍ତେ ଆଚମ୍ବିତ ହେବା ସହ କେହି ବି ଏତେ ଶୀଘ୍ର ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି। ଗତକାଲି ଅଜୟ ତାଙ୍କ...

missing
ଟ୍ରେକିଂ ପାଇଁ ଯାଇଥିବା ଆଇଆଇଟି ଛାତ୍ରଛାତ୍ରୀଙ୍କ ସମେତ ୪୫ଜଣ ନିଖୋଜ

ନୂଆଦିଲ୍ଲୀ: ଟ୍ରେକିଂ ପାଇଁ ଯାଇଥିବା ବେଳେ ଆଇଆଇଟି ଛାତ୍ରଛାତ୍ରୀ ନିଖୋଜ । ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ଲାହୁଲ୍‌ ଓ ସ୍ପିତି ଜିଲ୍ଲାର ପାର୍ବତ୍ୟାଞ୍ଚଳକୁ ଟ୍ରେକିଂ ପାଇ ଯାଇଥିବା ବେଳେ ରୁର୍‌କିର ୩୫ଜଣ ଆଇଆଇଟି ଛାତ୍ରଛାତ୍ରୀଙ୍କ ସମେତ ୪୫ଜଣ ଲୋକ ନିଖୋଜ ହୋଇଛନ୍ତି। ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ...

bharti ...
ମୋଦିଙ୍କ ପରେ ଶାହାଙ୍କ ଟାର୍ଗେଟ୍, ଭୟରେ ଲାଗୁ କଲେନି ଆୟୁଷ୍ମାନ ଯୋଜନା

ପୁରୀ: ମୋଦିଙ୍କ ପରେ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ବି ନବୀନଙ୍କୁ ଟାର୍ଗେଟ୍‌ କରିଛନ୍ତି। ପୁରୀରେ ଆୟୋଜିତ ବିଜେପି ମହିଳା ସମାବେଶରେ ଯୋଗ ଦେଇ ଶାହା ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଅମିତ କହିଛନ୍ତି, ନବୀନ ସରକାର ପାଇଁ ଓଡ଼ିଶାର ଭାଇ ଭଉଣୀ ଗରିବ...