ଭୁବନେଶ୍ୱର: ଚାରା ଘୋଟାଲା, ସମବାୟ ସ୍କାମ୍, ଓମ୍ଫେଡ୍ ପଲିଥିନ୍ ଭଳି ଅନେକ ଦୁର୍ନୀତିକୁ ନେଇ ଉଠୁଛି ପଡୁଛି ରାଜ୍ୟ। ବରିଷ୍ଠ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଦପ୍ତର ପର୍ଯ୍ୟନ୍ତ ଦୁର୍ନୀତିରେ ସଂପୃକ୍ତି ଥିବା ଅଭିଯୋଗ ଆସୁଛି। ଏସବୁର ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଥିବା ବେଳେ ରାଜ୍ୟରେ...
ଭୁବନେଶ୍ୱର: ଅମାନିଆ ତୁଣ୍ଡକୁ ନେଇ ପୁଣି ଅଡୁଆରେ ପଡ଼ିଯାଇଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ। ବିଜେପି ବିଧାୟିକାଙ୍କ ବିରୁଦ୍ଧରେ ଅପମାନସୂଚକ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡ଼ିଥିବା ମହାରଥୀ ଏଥର ପିପିଲି ଅଞ୍ଚଳର ମହିଳାଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଆଉ ଏହାକୁ ନେଇ ଆରମ୍ଭ ହୋଇଯାଇଛି...
କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ। ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ବୁର୍ଦୁଗୁଡ଼ା ଗାଁର ଜଶ୍ମିନ୍ ଦଳବେହରା ନାମକ ଜଣେ ନାବାଳିକା ସେହି ଗାଁର ରମେଶ ରଇତ ନାମକ ଜଣେ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ପରିବାର ଲୋକେ ଏହାକୁ ବିରୋଧ କରୁଥିବାରୁ ଉଭୟ କୀଟନାଶକ...
ବାରିପଦା: ପର୍ଯ୍ୟଟକଙ୍କୁ ଆକ୍ରମଣ ଭଳି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକେ ୧୮ ଜଣ ପର୍ଯ୍ୟଟକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଖବର ଅନୁସାରେ, ପଶ୍ଚିମବଙ୍ଗ ଦିଘାରୁ କିଛି ପର୍ଯ୍ୟଟକ ଶିମିଳିପାଳ ସୀତାକୁଣ୍ଡ ବୁଲିବାକୁ ଆସିଥିଲେ। ତେବେ ସ୍ଥାନୀୟ କିଛି ଯୁବକ ପର୍ଯ୍ୟଟକଙ୍କୁ ଅଶ୍ଲୀଳ ଇଙ୍ଗିତ କରିବାରୁ...
ଭୁବନେଶ୍ୱର: ମୋଦି କେୟାର୍ ପାଇଁ ଜନଜାଗରଣ ସୃଷ୍ଟି କରାଯିବ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ବିଜେପି ଲୋକଙ୍କ ପାଖକୁ ଯିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏହି ସୂଚନା ଦେଇଛନ୍ତି। ଜନଜାଗରଣ ପାଇଁ ଆସନ୍ତା ୩୦ରୁ...
ଚେନ୍ନାଇ: ଚେନ୍ନାଇରେ ଆୟୋଜିତ ହୋଇଛି ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍’। ରାଜ୍ୟକୁ ଅଧିକରୁ ଅଧିକ ପୁଞ୍ଜୀ ନିବେଶ ଏବଂ ଶିଳ୍ପ କ୍ଷେତ୍ର ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ଆୟୋଜିତ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖିଛନ୍ତି। ରାଜ୍ୟରେ...
ଚେନ୍ନାଇ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଉଥ ସୁପରଷ୍ଟାର୍ କମଲ ହାସନ ଭେଟିଛନ୍ତି। ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭର ରୋଡ୍ ସୋ ପାଇଁ ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ଅଛନ୍ତି। ଏହି ସମୟରେ କମଲ ହାସନ ତାଙ୍କୁ ଭେଟିଛନ୍ତି। ସାକ୍ଷାତ ପରେ ଅଭିନେତାରୁ ନେତା ପାଲଟିଥିବା କମଲ ହାସନ କହିଛନ୍ତି, ରାଜନୀତିରେ ନୂଆ...
ଭୁବନେଶ୍ୱର : ଅସରାଏ ବର୍ଷାରେ ରାଜଧାନୀ ବେହାଲ । ପାଣିରେ ବୁଡ଼ିଲା ଭୁବନେଶ୍ୱରର ରାଜରାସ୍ତା । ଅାଜି ସକାଳେ ୟୁନିଟ୍ ୪, ଶାସ୍ତ୍ରୀନଗର ଅଞ୍ଚଳରେ କିଛି ସମୟ ଧରି ମୂଷଳ ଧାରାରେ ବର୍ଷା ହୋଇଥିଲା । ଏଥିରେ ରାଜଭବନ ଅଞ୍ଚଳରେ କିଛି ସମୟ ଧରି ଟ୍ରାଫିକ ଚଳାଚଳ ବାଧାପ୍ରାପ୍ତ...
ନୂଆଦିଲ୍ଲୀ : ପଦୋନ୍ନତିରେ ସଂରକ୍ଷଣ ମନା। ସରକାରୀ ଚାକିରିରେ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ମାମଲାର ଶୁଣାଣି କରି ୨୦୦୬ ମସିହାର ନିଜ ରାୟ କାଏମ ରଖିଲେ ସୁପ୍ରିମକୋର୍ଟ। ସଂରକ୍ଷଣ ଭିତ୍ତିରେ ସରକାରୀ ଚାକିରୀରେ ହେଉଥିବା ପଦୋନ୍ନତି ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି। ଏଥିସହ ଏହି ମାମଲାକୁ ୭ ଜଣିଅା...
ମୁମ୍ବାଇ: କିଛି ଦିନ ପୂର୍ବରୁ କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଡେଙ୍ଗୁ ଜ୍ୱରରେ ପୀଡ଼ିତ ଥିବାରୁ ତାଙ୍କୁ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ସମୟରେ ସେ ତାଙ୍କ ଫ୍ୟାନ୍ ମାନଙ୍କୁ ଧନ୍ୟବାଦ ଦେଇ ଏକ ଭିଡିଓ ସେୟାର କରିଛନ୍ତି। ସେ ତାଙ୍କ...
ମୟୁରଭଞ୍ଜ : କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ, ବିଶୃଙ୍ଖଳିତ ଅାଚରଣ ଏବଂ କର୍ତ୍ତବ୍ୟରୁ ଅନଧିକାର ଭାବେ ଓହରି ଯାଇଥିବା ଅଭିଯୋଗରେ ରାଜ୍ୟର ୬ ଅଗ୍ନିଶମ କର୍ମଚାରୀ ନିଲମ୍ବିତ । ମୟୁରଭଞ୍ଜ ଚିତ୍ରଡା ଦମକଳ କେନ୍ଦ୍ରର ୨, ନୟାଗଡ଼ ଦଶପଲ୍ଲାର ୨ ଏବଂ ବାଲିଅାପାଳର ୨ ଜଣ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଥିବା...
ଜଗତସିଂହପୁର : ଗାଁରୁ ବର୍ଷା ଜଳ ନିଷ୍କାସନ ଦାବିରେ ତାତିଲେ ଲୋକେ । ଦାବି ପୂରଣ ନେଇ ପାରାଦୀପ IOCLର ମୁଖ୍ୟ ରାସ୍ତା ଅବରୋଧ। ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିଲା । ରଙ୍ଗିଅାଗଡ଼, ସିଜୁ, ବଗଦିଅା, ପାରାଦୀପ ଗଡ଼, ଫତେପୁର...
ନୂଆଦିଲ୍ଲୀ : ଅାଧାରକାର୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅାଧାର ସାମ୍ବିଧାନିକ ଭାବେ ବୈଧ ବୋଲି ଦର୍ଶାଇଛନ୍ତି ସବୋର୍ଚ୍ଚ ଅଦାଲତ । ସ୍କୁଲ ଅାଡମିଶନ୍, ବ୍ୟାଙ୍କ, ମୋବାଇଲ୍ ନମ୍ବର ପାଇଁ ଅାଧାର ନମ୍ବର ଅାବଶ୍ୟକତା ନାହିଁ ବୋଲି କହିଛନ୍ତି ସବୋର୍ଚ୍ଚ ଅଦାଲତ । ବାୟୋମେଟ୍ରିକ୍ ଡାଟା କୌଣସି...
ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ଏବେ ବି ଜାରି ରହିଛି ବନ୍ୟାର ତାଣ୍ଡବ । ବିଭିନ୍ନ ଅଞ୍ଚଳରେ ଭୁସ୍ଖଳନ ହୋଇଥିବା ଯୋଗୁଁ ଧନଜୀବନ କ୍ଷୟକ୍ଷତି ହୋଇଛି । ପ୍ରବଳ ବରଫପାତ ଯୋଗୁଁ ଥଣ୍ଡାର ପ୍ରଭାବ ବଢ଼ିଛି । ଫଳରେ ଲାହୁଲା-ସ୍ପିତି ଜିଲ୍ଲାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।...
ବାଲେଶ୍ୱର : ନିଶା ମୁକ୍ତ ଓଡ଼ିଶା ପାଇଁ ପ୍ରୟାସ । ପାଦରେ ଚାଲି ଚାଲି ବାଲେଶ୍ୱରରୁ ଭୁବନେଶ୍ୱର ପହଞ୍ଚିବେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ । ମାଅା ଘର ଫାଉଣ୍ଡେସନ୍ ପକ୍ଷରୁ ଅାରମ୍ଭ ହୋଇଛି ଏହି ପଦଯାତ୍ରା । ଅାଜିଠୁ ଅାରମ୍ଭ ହୋଇଥିବା ପଦଯାତ୍ରା ଗାନ୍ଧୀ ଜୟନ୍ତୀ ଦିନ ଭୁବନେଶ୍ୱରରେ...