• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Abhijit
ଅଭିଜିତ୍‌ଙ୍କୁ ହାଜର ପାଇଁ ନୋଟିସ୍ ଦେବ ବିଧାନସଭା ଗୃହ କମିଟି

ଭୁବନେଶ୍ୱର: ଅଭିଜିତ୍‌ ଆୟର ମିତ୍ରଙ୍କ ନାଁରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ପ୍ରସଙ୍ଗ ନେଇ ଆଜି ବିଧାନସଭା ଗୃହ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅଭିଜିତ୍‌ଙ୍କୁ ହାଜର ହେବାକୁ ଗୃହ କମିଟି ନୋଟିସ୍‌ ଜାରି କରିବ। ଅକ୍ଟୋବର ୧୧ ତାରିଖ ଦିନ ୧୧ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ...

HC
ହାଇକୋର୍ଟ ମୁଖ୍ୟ ଫାଟକରେ ତାଲା ପକାଇଲେ ଆଇନଜୀବୀ

କଟକ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଓକିଲ ଆନ୍ଦୋଳନ ବନ୍ଦ ହୋଇନି। ବରଂ ଆହୁରି ତେଜିଛି। ଆଜି ହାଇକୋର୍ଟ ମୁଖ୍ୟ ଫାଟକରେ ଆଇନଜୀବୀମାନେ ତାଲା ପକାଇଛନ୍ତି। କୋର୍ଟ ପରିସରକୁ ବିଚାରପତିଙ୍କୁ ଆଇନଜୀବୀ ଛାଡ଼ୁ ନାହାନ୍ତି। ଅଭିଯୁକ୍ତ ପୁଲିସ୍‌ଙ୍କୁ ଗିରଫ ଦାବିରେ ଓକିଲ ସଂଘ ଅଟଳ ରହିଛି। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ...

sabarimala
ସାବରୀମାଳା ମନ୍ଦିରକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଉ ଏକ ଐତିହାସିକ ରାୟ। କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିର ଭିତରକୁ ସବୁ ବୟସର ମହିଳାଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ...

snake
ସାପ କାମୁଡ଼ାରେ ଦୁଇ ଭାଇଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ: ସାପ କାମୁଡ଼ାରେ ଦୁଇ ଭାଇଙ୍କ ମୃତ୍ୟୁ। କେନ୍ଦ୍ରାପଡ଼ା ଜିଲ୍ଲା ମୁଳୁବସନ୍ତ ପଞ୍ଚାୟତର ବନ୍ଧସାହି ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଦୁଇ ଭାଇ ହେଲେ ଉଦୟଭାନୁ ସାହୁ (୧୩) ଓ କୃତିବାସ ସାହୁ (୭)। ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଦୁଇ ଭାଇଙ୍କୁ ସାପ...

cement factory
କଟକରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ

କଟକ: କଟକରେ ପୁଣି ନକଲି କାରଖାନା ଠାବ। ଜଗତପୁର ଶିଳ୍ପାଞ୍ଚଳରୁ ହ୍ୱାଇଟ୍‌ ସିମେଣ୍ଟ ଓ ଘର ରଙ୍ଗ ସାମଗ୍ରୀର ନକଲି କାରଖାନାକୁ ଜଗତପୁର ପୁଲିସ୍‌ ଠାବ କରିଛି। ୭୧୦ରୁ ଅଧିକ ନକଲି ହ୍ୱାଇଟ୍‌ ସିମେଣ୍ଟ ବସ୍ତା ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶଂକୁ ପୁଲିସ୍‌ ଜବତ କରିଛି। ଏହି ଘଟଣାରେ...

smart city
ଭୁବନେଶ୍ୱରକୁ ମିଳିଲା ଶ୍ରେଷ୍ଠ ସ୍ମାର୍ଟ ସିଟି ଆଓ୍ୱାର୍ଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଇଁ ଆଉ ଏକ ଗୌରବର କଥା। ଭୁବନେଶ୍ୱର ନାଁରେ ଯୋଡ଼ି ହେଲା ଆଉ ଏକ ସମ୍ମାନ। ରାଜସ୍ଥାନ ଜୟପୁରର JECCରେ ଆୟୋଜିତ ସ୍ମାର୍ଟ ସିଟି ଏକ୍ସପୋରେ ଭୁବନେଶ୍ୱରକୁ ମିଳିଛି ଶ୍ରେଷ୍ଠ ସ୍ମାର୍ଟ ସିଟି ଆଓ୍ୱାର୍ଡ।  ଏହି ବିଭାଗ ପାଇଁ ଦେଶର ଅନ୍ୟ ସ୍ମାର୍ଟ ସିଟି...

dharma-ghata
ଆଜି ଦେଶବ୍ୟାପୀ ଦୋକାନ ବନ୍ଦ

ଭୁବନେଶ୍ୱର: ଖୁଚୁରା ବଜାରରେ ଆନ୍ତଃରାଷ୍ଟ୍ରୀୟ ବ୍ୟବସାୟୀଙ୍କ ପ୍ରବେଶ ଓ FDIକୁ କ୍ୟାବିନେଟ୍‌ ମଞ୍ଜୁରୀକୁ ବିରୋଧ କରି ଆଜି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ଏହି ଧର୍ମଘଟରେ ସାମିଲ ହୋଇଛି। ଫଳରେ ଆଜି ରାଜ୍ୟର ସମସ୍ତ ଛୋଟ...

daMA
ବିଜୁ ଅାଦର୍ଶକୁ ନେଇ ନୂଅା ଦଳ ଗଠନର ସଙ୍କେତ ଦେଲେ ଦାମ

ଭୁବନେଶ୍ୱର : ଓଡ଼ିଶାରେ ବିଜୁ ଅାଦର୍ଶକୁ ନେଇ ନୂଅା ଦଳ ଗଠନର ସଙ୍କେତ ଦେଲେ ବରିଷ୍ଠ ବିଧାୟକ ଦାମୋଦର ରାଉତ । ଦାମ କହିଛନ୍ତି ବିଜୁଙ୍କ ନୀତି ଅାଦର୍ଶକୁ ମାନୁଥିବା ଲୋକଙ୍କୁ ନେଇ ନୂଅାଦଳ ଗଠନ ହେବାର ସମ୍ଭାବନା ରହିଛି । ତା ସହ ବିଜେଡିରେ ଏବେ ବିଜୁ...

abi
କୋଣାର୍କ ପ୍ରତି ଅାୟରଙ୍କ ମନ୍ତବ୍ୟ ମାମଲା

ନୂଆଦିଲ୍ଲୀ : କୋଣାର୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଅାୟର ମିତ୍ରଙ୍କ ଅନ୍ତରୀଣ ସୁରକ୍ଷା ଅକ୍ଟୋବର ୫ ଯାଏ ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ। ଅାୟର ଯଦି ହାଇକୋର୍ଟ ଯାଅାନ୍ତି, ତେବେ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଜିତ ଅାୟର ମିତ୍ରଙ୍କ ଓକିଲ ୟତିନ୍ଦର...

umesh
ବିଜୁ ଜନତା ଦଳକୁ ବିଗାଡୁଛନ୍ତି କିଛି ଲଫଙ୍ଗା ଟୋକା : ଉମେଶ ସ୍ୱାଇଁ

ଭୁବନେଶ୍ୱର : ବିଜୁ ଜନତା ଦଳକୁ ବିଗାଡୁଛନ୍ତି କିଛି ଲଫଙ୍ଗା ଟୋକା । ନବୀନ ସେମାନଙ୍କ ଠାରୁ ଦୂରେଇ ରହିବା ଉଚିତ୍ । ଦଳକୁ ଭାଙ୍ଗି ନିଜ ଅାଧିପତ୍ୟ ବିସ୍ତାର କରିବାକୁ ସେହି ଲଫଙ୍ଗାମାନେ ଚାହୁଁଛନ୍ତି ବୋଲି ଅାଜି ସାଂଘାତିକ ମନ୍ତବ୍ୟ ରଖିଛନ୍ତି ବିଜେଡି ନେତା ଉମେଶ ସ୍ୱାଇଁ...

jail-up
ଓକିଲ ଅାନ୍ଦୋଳନ ଯୋଗୁଁ ଅାଇନସେବା ବିପର୍ଯ୍ୟସ୍ତ

ସମ୍ବଲପୁର  : ସମ୍ବଲପୁର ସାହୁ କଲୋନୀର ମୀନୁ ଚାଟାର୍ଜୀ । ଏକ ଚୋରୀ ମାମଲାରେ ଗିରଫ ହୋଇ ଦୀର୍ଘ ଦିନ ହେଲା ତାଙ୍କ ପୁଅ ଜେଲ୍‌ରେ ଅଛି। ହେଲେ ଓକିଲଙ୍କ ଅାନ୍ଦୋଳନ ଯୋଗୁ ପୁଅକୁ ମିଳିପାରୁନି ବେଲ୍ । କେବେ  କୋର୍ଟ କାମ ଅାରମ୍ଭ ହେବ ଅାଉ ପୁଅକୁ...

swashta-up
ରାଜରାସ୍ତାରେ ଅାୟୁଷ୍ମାନ ଭାରତ- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଲଢେଇ

ଭୁବନେଶ୍ୱର : ଅାୟୁଷ୍ମାନ ଭାରତ ବନାମ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବା BSKY । କେନ୍ଦ୍ର-ରାଜ୍ୟ ମଧ୍ୟରେ ଚାଲିଥିବା ଏହି ଲଢେଇ ଏବେ ଲୋକଙ୍କ ପାଖକୁ ନେବାକୁ ବିଜେପି ଓ ବିଜେଡିର ତୟାରି । ଗାଁ ଗାଁରେ ହେବ ପ୍ରଚାର । BSKY ଅାରମ୍ଭ ବେଳେ ହିତାଧିକାରୀଙ୍କୁ ଚିଠି...

tripura
ତ୍ରିପୁରାରେ ଓଡ଼ିଆ ଛାତ୍ର ଓ ଶିକ୍ଷକଙ୍କୁ ନିର୍ଯାତନା ପ୍ରସଙ୍ଗ

ଭୁବନେଶ୍ୱର : ତ୍ରିପୁରାରେ ଓଡ଼ିଆ ଛାତ୍ର ଓ ଶିକ୍ଷକଙ୍କୁ ନିର୍ଯାତନା ପ୍ରସଙ୍ଗକୁ ଗୁରୁତର ସହ ନେଲେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ। ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାରର ଅସାମାଜିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ। ଦେଶର କୋଣ ଅନୁକୋଣରୁ ଅାସିଥିବା ଛାତ୍ରଙ୍କ ସୁରକ୍ଷା ଦିଅାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।...

yrf-up
ରିଲିଜ ହେଲା ଅପକମିଙ୍ଗ ମୁଭି ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ଟ୍ରେଲର

ବଲିଉଡର ଅପ୍‌କମିଙ୍ଗ ମୁଭି ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ଟ୍ରେଲର କରିଛି  ଧମାକା। ରିଲିଜ ହେଉ ହେଉ ଫିଲ୍ମର ଟ୍ରେଲରକୁ ମିଳିଛି ସଫଳତା। ବ୍ରିଟିଶ୍‌ ରାଜ ସମୟରେ ଭାରତରେ ଜଳ ଦସ୍ୟୁମାନଙ୍କ କାହାଣୀକୁ ନେଇ ନିର୍ମିତ ହୋଇଛି ଫିଲ୍ମଟି । ଟ୍ରେଲରରେ ଦେଖିବାକୁ ମିଳିଛି ଜବରଦସ୍ତ ଅାକ୍ସନ ସିନ୍ ସହ...

bhasei
ନଦୀରେ ଭାସିଗଲେ ୨ ନାବାଳକ

ଯାଜପୁର  : ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବାଙ୍କିପାଳ ଗ୍ରାମରେ ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୨ ନାବାଳକ। ୪ ଜଣ ନାବାଳକ ଗାଧୋଉଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ, ତେବେ ଅନ୍ୟ ୨ ନାବାଳକ ସୋମନାଥ ବାରିକ ଓ ସ୍ମୃତି ସ୍ୱାଇଁ...

champata
ସୁରକ୍ଷା କର୍ମୀଙ୍କୁ ଧକ୍କା ଦେଇ ଚମ୍ପଟ ମାରିଲା କଏଦୀ

ଗଞ୍ଜାମ  : ଗଞ୍ଜାମ ଜିଲ୍ଲାରେ ପୁଣିଥରେ ଜେଲରୁ ଚମ୍ପଟ ମାରିଲା ବିଚାରଧୀନ କଏଦୀ। ଜିଲ୍ଲାର କୋଦଳା ସବ୍‌ଜେଲରୁ ସନ୍ତୋଷ ବେହେରା ନାମକ ବିଚାରଧୀନ କଏଦୀ ଚମ୍ପଟ୍ ମାରିଥିବା ଜଣାପଡ଼ିଛି। ଜେଲର ଗେଟ୍ ଜଗିଥିବା ଜଣେ କର୍ମଚାରୀଙ୍କୁ ଧକ୍କାଦେଇ ସେ ଚମ୍ପଟ ମାରିଥିବା ଅଭଯୋଗ ହୋଇଛି। ଗତ ସେପ୍ଟେମ୍ବର ମାସ...

puri
ସାର୍ବଜନୀନ ହେବ ନାହିଁ ବହୁ ଚର୍ଚ୍ଚିତ ବ୍ରହ୍ମବିଭ୍ରାଟ ରିପୋର୍ଟ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନିଅାଯାଇଛି । ସାର୍ବଜନୀନ ହେବ ନାହିଁ ବହୁ ଚର୍ଚ୍ଚିତ ବ୍ରହ୍ମବିଭ୍ରାଟ ରିପୋର୍ଟ। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

army-surjical-up
ସର୍ଜିକାଲ ଷ୍ଟ୍ରାଇକର ନୂଅା ଭିଡିଓ ଜାରି

ନୂଆଦିଲ୍ଲୀ : ଦୁଇ ବର୍ଷ ତଳେ ଭାରତୀୟ ସେନା ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ନୂଅା ଭିଡିଓ ଜାରି ହୋଇଛି । ଏଥିରେ ପାକ୍ ଅଧିକୃତ କାଶ୍ମୀରରେ କିପରି ସେନା ପକ୍ଷରୁ ଅାକ୍ରମଣ କରାଯାଉଛି ତାହା ସ୍ପଷ୍ଟ ଭାବେ ଦର୍ଶାଯାଇଛି। ୨୦୧୬ ସେପ୍ଟେମ୍ବର ୨୯ରେ  ଭାରତୀୟ ସେନା ପକ୍ଷରୁ...

shreemandir-up
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଜାରି ରହିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅାଲୋଚନା କରାଯାଉଛି । ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ସେବାୟତ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଅଛନ୍ତି । ଅାମିକସ କ୍ୟୁରୀଙ୍କ ଶ୍ରୀମନ୍ଦିର...

sc
ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲା

ନୂଆଦିଲ୍ଲୀ : ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ୩ ଜଣିଅା ଖଣ୍ଡପୀଠ ହିଁ ଏହି ମାମଲାର ଶୁଣାଣି କରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୫ ଜଣିଅା ବୃହତ ବେଞ୍ଚକୁ ମାମଲା ପଠାଇବା ଅନାବଶ୍ୟକ ବୋଲି କହିଛନ୍ତି କୋର୍ଟ। ଅାସନ୍ତା ଅକ୍ଟୋବର ୨୯ରୁ ଅାରମ୍ଭ ହେବ...