• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

baji rout
ଫିଲ୍ମରେ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ କାହାଣୀ

ଭୁବନେଶ୍ୱର : ଫିଲ୍ମରେ ବାଜି ରାଉତଙ୍କ କାହାଣୀ । ତାଙ୍କ ବଳିଦାନ ଓ ଜୀବନୀଙ୍କୁ ନେଇ ଚଳଚ୍ଚିତ୍ର ମାଧ୍ୟମରେ ଚିତ୍ରଣ କରିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ୧୯୩୮ ମସିହାର ପ୍ରଜାମଣ୍ଡଳ ଅାନ୍ଦୋଳନ, ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସହ ବିଟ୍ରିଶ ଶାସନର କିଛି ଚିତ୍ରକୁ ମଧ୍ୟ ସ୍ଥାନ ଦିଅାଯାଇଛି...

pak
ଧରାପଡ଼ିଲା ପାକିସ୍ତାନର ମିଛ

ନୂଆଦିଲ୍ଲୀ : ଧରାପଡ଼ିଛି ପାକିସ୍ତାନର ମିଛ । ସାରା ବିଶ୍ୱ ସମ୍ମୁଖରେ ମିଛି କହିଛନ୍ତି ପାକିସ୍ତାନ ବୈଦେଶିକ ବ୍ୟାପର ମନ୍ତ୍ରୀ ଶାହା ମେହେମୁଦ୍ କୁରେଶୀ । ୨୦୧୪ ପେଶାୱର୍ ହମଲା ପଛରେ ଥିବା ଅାତଙ୍କବାଦୀଙ୍କୁ ପ୍ରୋତ୍ସାହନ ଭାରତ ଯୋଗାଇ ଥିବା ଭଳି ସାଂଘାତିକ ମିଛି କହିଛନ୍ତି ପାକ୍ ମନ୍ତ୍ରୀ...

suicide
ଟାହି ଟାପରା ସହି ନପାରି ଅାତ୍ମହତ୍ୟା କଲେ ନାବାଳିକା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଅା ଥାନାରେ ସାହି ଲୋକଙ୍କ ଟାହି ଟାପରା ସହି ନପାରି ଅାତ୍ମହତ୍ୟା କରିଛନ୍ତି ଜଣେ ନାବାଳିକା । ୨୩ ତାରିଖ ରାତିରେ ଦୋକାନରୁ ଜିନିଷ ନେଇ ଫେରିବା ବେଳେ ଜଣେ ଯୁବକ ନାବାଳିକାଙ୍କୁ ଜୋର ଜବରଦସ୍ତ ନେଇ ଦୁଷ୍କର୍ମ କରିଥିଲେ। ଏହି ଘଟଣା...

seva kendra up
ଏସ୍‌ ରାମପୁର ଗ୍ରାହକ ସେବା କେନ୍ଦ୍ରରେ ଠକେଇ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଏସ୍‌ ରାମପୁର ଗ୍ରାହକ ସେବା କେନ୍ଦ୍ରରେ ଠକେଇ ଅଭିଯୋଗ। ଏଠାରେ ଦୀର୍ଘ ୫ବର୍ଷ ହେବ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ସିଂଘିଯୁବା ଶାଖା ଦ୍ୱାରା ଅନୁମୋଦିତ ଗ୍ରାହକ ସେବା କେନ୍ଦ୍ର ଖୋଲାଯାଇଥିଲା। ବିରାଜିନୀ ପ୍ରଧାନ ନାମକ ଜଣେ ମହିଳାଙ୍କ ଠିକଣାରେ ଏକ...

pregnant---1
ଖଟିଅାରେ ବୁହାହେଲେ ପ୍ରସୂତି

ମୟୂରଭଂଜ  : ପୁଣି ଖଟିଅାରେ ବୁହାହେଲେ ପ୍ରସୂତି। ଆମ୍ବୁଲାନ୍ସ ଗାଁକୁ ଅାସି ନପାରିବାରୁ ପ୍ରସୂତିଙ୍କୁ ଖଟିଅାରେ ଦୋଳା କରି ବୋହି ନେଇଛନ୍ତି ଗ୍ରାମବାସୀ। ମୟୂରଭଂଜ ବାଙ୍ଗିରିପୋଷୀ ଚାଉଳଡୋରୀ ଗାଁର ଏ ଘଟଣା। ସୁକୁମଣି ନାମକ ମହିଳାଙ୍କ ପ୍ରସବ ବେଦନା ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ। ତେବେ ଗାଁକୁ...

oil price
ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି

ଭୁବନେଶ୍ୱର : ଅାଜି ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ପ୍ରାୟ ୧୦ ପଇସା ଲେଖାଏଁ ବୃଦ୍ଧି ହୋଇଛି। ଫଳରେ ମୁମ୍ବାଇରେ ୯୦ ଟଙ୍କା ପାର କରିଛି ପେଟ୍ରୋଲ। ମୁମ୍ବାଇରେ ୯ ପଇସା...

dharmendra--pradhan
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ଼ୋକ୍ତି, ଲୋକେ ବିଜେପିକୁ ଜିତାଇବେ

ଭୁବନେଶ୍ୱର: ୨୦୧୯ରେ ଓଡ଼ିଶାରେ ସରକାର ଗଢ଼ିବ ବିଜେପି। ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଣ୍ଡିଅା ଟୁଡେ ସର୍ଭେକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି, ଯଦିଓ ବିଧାନସଭା ନିର୍ବାଚନରେ ବିଜେଡି ଓ ଲୋକସଭା ନିର୍ବାଚନରେ ବିଜେପି ଅଧିକ ସିଟ୍  ଜିତିବ ବୋଲି ଅାକଳନ...

dama
ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଦାମ ରାଉତଙ୍କ ଟାର୍ଗେଟ୍

ଭୁବନେଶ୍ୱର : ଅାଜି ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଦାମ ରାଉତ। ସେ କହିଛନ୍ତି, ନବୀନ ସ୍ଥିତି ବଦଳାଇବାକୁ ଦୁର୍ନୀତିକୁ ନୀତି କରି ସାରିଛନ୍ତି। ସିସୋର ଚିଟଫଣ୍ଡର STV ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଯିବା ଏବଂ ବ୍ଲାକ୍‌ରୋଜରେ ସଂପୃକ୍ତ ଲୋକଙ୍କ...

snake
କାର୍‌ ଭିତରୁ ସାପ ଉଦ୍ଧାର

ଭୁବନେଶ୍ୱର: କାର୍‌ ଭିତରୁ ଉଦ୍ଧାର ହେଲା ସାପ। ଭୁବନେଶ୍ୱର ଭିଏସ୍‌ଏସ୍‌ ନଗର ସ୍ଥିତ ଏକ କାର୍‌ ଭିତରୁ ଢମଣା ସାପକୁ ଉଦ୍ଧାର କରାଯାଇଛି। ଏହି ସାପର ଲମ୍ବ ୪ ଫୁଟ୍‌ ବୋଲି ଜଣାପଡ଼ିଛି। କିଶୋର ଜେନା ନାମକ ଜଣେ ବ୍ୟକ୍ତି ଆଜି ତାଙ୍କ କାର୍‌ ଡିକି ଖୋଲିବା ପରେ...

bsnl
ଗ୍ରାହକଙ୍କ ପାଇଁ ନୂଆ ଅଫର ଆଣିଲା BSNL: ୧୮ଟଙ୍କାରେ ଅନ୍‌ଲିମିଟେଡ୍‌ ପ୍ୟାକ୍‌

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଏହାର ୧୮ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ୧୮ ଟଙ୍କିଆ ଟାରିଫ୍ ଭାଉଚର୍‌ ଘୋଷଣା କରିଛି। ଏହି ସ୍ୱତନ୍ତ୍ର ପ୍ଲାନ୍‌ରେ BSNL ଗ୍ରାହକ ୨ ଦିନ ପାଇଁ ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍‌, ଅନ୍‌ଲିମିଟେଡ୍‌ ଭିଡିଓ କଲ୍‌ ଏବଂ ଅନ୍‌ଲିମିଟେଡ୍‌ ଡାଟା ଉପଲବ୍ଧ...

puri
ଆସନ୍ତା କାଲିଠୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ପୁରୀ: ଆସନ୍ତା କାଲିଠାରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଆରମ୍ଭ ହେବ। ସିଂହଦ୍ୱାର ଦେଇ ସମସ୍ତ ଭକ୍ତ ଧାଡ଼ିରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ନିକଟରେ ପରିଚାଳନା କମିଟି ବୈଠକରେ ଏହା ଉପରେ ମୋହର ଲାଗିଥିଲା।...

truck
ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସ୍‌ ଏକ ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହି ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ପୁଲିସ୍‌ କାହାରିକୁ...

cow
ଗୋରୁ ଚାଲାଣକୁ ନେଇ ଉତ୍ତେଜନା

ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଅସୁରାଳି ଠାରେ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ୭ଟି ଗୋରୁ ବୋଝେଇ ପିକଅପ୍‌ ଭ୍ୟାନକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ଏଥିସହ ଭ୍ୟାନ୍‌ ଗୁଡ଼ିକରୁ ୧୫୦ଟି ଗାଈକୁ ଉଦ୍ଧାର କରାଯାଇଛି। ଏହି ଗୋରୁଗୁଡ଼ିକୁ ପନ୍ଦରବାଟିଆ ଅଞ୍ଚଳରୁ ରାଜ୍ୟ ବାହାରକୁ ଚାଲାଣ...

gas cylinder explosion
ଗ୍ୟାସ୍‌ ସିଲିଣ୍ଡର ଫାଟି ୩ ଆହତ

ରାଉରକେଲା: ରାଉରକେଲା ମଧୁସୂଦନପାଲି ନିକଟ ତେଲୁଗୁ ବସ୍ତିରେ ପୁଣି ଅଘଟଣ। ଗ୍ୟାସ୍‌ ସିଲିଣ୍ଡର ଫାଟି ୩ଜଣ ଆହତ ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ ଘରର ଛାତ ଭାଙ୍ଗି ଯାଇଛି। ନିଆଁରେ ପୋଡ଼ି ହୋଇ ଜଣେ ଗୁରୁତର ଥିବା ବେଳେ ଛାତ ପଡ଼ିବାରୁ ଆଉ ୨ଜଣ...

utakal university
ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ୍‌

ଭୁବନେଶ୍ୱର: ଚଳିତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ। କ୍ୟାମ୍ପସରେ ଶାନ୍ତିପୂର୍ଣ୍ଣ ବାତାବରଣ ନଥିବାରୁ ଚଳିତବର୍ଷ ନିର୍ବାଚନ ବନ୍ଦ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ପିଜି କାଉନସିଲ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନ ହେବା ପାଇଁ...

plastic ban
ଅକ୍ଟୋବର ୨ରୁ ୬ଟି ସହରରେ ନିଷେଧ ହେବ ପ୍ଲାଷ୍ଟିକ୍‌ ବ୍ୟବହାର

ଭୁବନେଶ୍ୱର: ଅକ୍ଟୋବର ୨ରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ ହେବ। ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ଭଳି ମହାନଗର ନିଗମ ସମେତ ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନିଷେଧ ହେବ। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ...