• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

representational image
ଅଟୋ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର: ଅଟୋ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ। ବାଲେଶ୍ୱର ଜିଲ୍ଲାରେ ଏହି ଘଟଣା ଘଟିଛି। ବାଲେଶ୍ୱର ଟାଉନ୍‌ଥାନା ତେଲଙ୍ଗାସାହିର ଜଣେ ଅଟୋ ଡ୍ରାଇଭରଙ୍କ ମତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଡ୍ରାଇଭର ଜଣକ ଷ୍ଟେସନ୍‌ରୁ ଯାତ୍ରୀଙ୍କୁ ନେଇ DRDO ଯାଇଥିଲେ। ଆଜି...

chadakhai
ଆଜି ଛାଡ଼ଖାଇ; ଆମିଷ ଦୋକାନରେ ପ୍ରବଳ ଭିଡ଼

ଭୁବନେଶ୍ୱର: ସରିଲା କାର୍ତ୍ତିକ ମାସ। ସମ୍ପୂର୍ଣ୍ଣ ଗୋଟିଏ ମାସ ଧରି ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା’ନ୍ତି। ଏଥିପାଇଁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ରାଜଧାନୀର ବିଭିନ୍ନ ମାଛ ମାର୍କେଟ ସହ ମାଂସ ଦୋକନରେ...

vishal dev
କ୍ରୀଡ଼ା ସଚିବ ବିଶାଲ ଦେବଙ୍କୁ ଯୁବ ଓ ଛାତ୍ର କଂଗ୍ରେସର ବିରୋଧ ପ୍ରଦର୍ଶନ

ଭୁବନେଶ୍ୱର: ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଦୁର୍ବ୍ୟବହାର ଘଟଣାରେ ତେଜିଲା ପ୍ରତିବାଦର ସ୍ୱର। ବିଶାଲଙ୍କୁ ବହିଷ୍କାର ଦାବିରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଯୁବ ଓ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି। ଭୁବନେଶ୍ୱର ରୁପାଲି ଛକରେ ବିଶାଳଙ୍କ କୁଶପୁତ୍ତଳିକା ଦାହ କରିବା ସହ ଯୁବ ଓ...

former mp
ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡ଼ାଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ରାଜନେତା ବୈଷ୍ଣବ ଚରଣ ପରିଡ଼ା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ...

atm loot
ଏଟିଏମ୍ ଲୁଟ୍ ଉଦ୍ୟମ ବେଳେ ଧରାପଡିଲା ଲୁଟେରା

ଭଦ୍ରକ: ଏଟିଏମ୍‌ ଲୁଟ୍ ଉଦ୍ୟମ ବେଳେ ଲୋକଙ୍କ ହାତରେ ଧରାପଡ଼ି ନିର୍ଧୂମ୍ ଛେଚା ଖାଇଲା ଲୁଟେରା। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ମାଳଦାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରାତିରେ ମାଳଦା ବଜାରରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌କୁ ଜଣେ ଲୁଟେରା ଭାଙ୍ଗିବା ସହ...

sagaria
କୃଷ୍ଣଚନ୍ଦ୍ର ସଗରିଆଙ୍କ ଅଭିଯୋଗ ପରେ କଂଗ୍ରେସରେ କମ୍ପନ

ଭୁବନେଶ୍ୱର: ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଅଭିଯୋଗ ପରେ ବର୍ତ୍ତମାନ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି। କୃଷ୍ଣଙ୍କ ବକ୍ତବ୍ୟକୁ ନେଇ ବିଧାନସଭାରେ ହଇଚଇ ହେବା ପରେ ପିସିସି ଶୃଙ୍ଖଳା କମିଟି ବୈଠକ ବସିଛି। ଏ ସଂକ୍ରାନ୍ତରେ ଏଆଇସିସିକୁ କମିଟିର ନିଷ୍ପତ୍ତି ପଠାଇ ଦିଆଯିବ ବୋଲି ଆବାହକ ଅନନ୍ତ ସେଠୀ...

encounter
ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସ୍‌ର ଏନ୍‌କାଉଣ୍ଟର

ଅନୁଗୁଳ: ତାଳଚେରରେ ପୁଲିସ୍‌ର ଏନ୍‌କାଉଣ୍ଟର। ଏନ୍‌କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ବାଦଲ ରାଉତ ଆହତ ହୋଇଛି। ବାଦଲର ଡାହାଣ ଜଙ୍ଘରେ ଗୁଳି ବାଜିଛି। ତାକୁ ପ୍ରଥମେ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶେଷରେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର  କରାଯାଇଛି। ଅନୁଗୁଳ ଜିଲ୍ଲା...

firing
ମେଲୋଡି ନାଇଟ୍‌ସ୍‌ରେ ମର୍ଡର

କଟକ: ମେଲୋଡି ନାଇଟ୍‌ସ୍‌ରେ ମର୍ଡର। କଟକ ଜିଲ୍ଲା ସାଲେପୁର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ମେଲୋଡି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତ ଯୁବକ ହେଲେ ପାଟସାଇଲ ଗାଁର ସେକ୍‌ ଇମ୍ରାନ ଓ ବନମାଳିପୁରର...

dama 4
ଝିଙ୍କରଗଡ଼ି ଜଙ୍ଗଲରେ ଚାରା ପୋତିଲେ ଦାମ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଗଡ଼ି ଜଙ୍ଗଲରେ ଚାରା ପୋତିଲେ ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଡକ୍ଟର ଦାମୋଦର ରାଉତ। ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଝିଙ୍କରଗଡ଼ି ଜଙ୍ଗଲକୁ ବୁଲି ଦେଖିବା ପରେ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି ଦାମୋଦର ରାଉତ। ସରକାରଙ୍କୁ ଅନ୍ଧ କହି...

fire breaks out
କଟକ ବଡ଼ ଡାକ୍ତରଖାନାର ଅଗ୍ନିକାଣ୍ଡ

କଟକ: କଟକ ବଡ଼ ଡାକ୍ତରଖାନାର ଆଜି ଅଗ୍ନିକାଣ୍ଡ ଘଟିଛି। ଡାକ୍ତରଖାନାର ହେପାଟୋଲୋଜି ବିଭାଗରେ ନିଆଁ ଲାଗି ଯାଇଥିଲା। ଏସିରୁ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିଲା ବୋଲି ଜଣାପଡ଼ିଛି। ତେବେ ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ କାହାର କିଛି ହୋଇନି। ସବୁ ରୋଗୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା।

vishal dev
ଓଟିଭିକୁ ଖବର ସଂଗ୍ରହରୁ ବାରଣ କଲେ କ୍ରୀଡ଼ା ସଚିବ ବିଶାଲ ଦେବ

ଭୁବନେଶ୍ୱର: ହକି ବିଶ୍ୱକପ୍ ଟିକେଟ୍‌ ବିକ୍ରିରେ ଅବ୍ୟବସ୍ଥା ନେଇ ଖବର ପ୍ରସାରଣ ପରେ ଓଟିଭି ଉପରେ ଖଡ୍‌ଗହସ୍ତ କ୍ରୀଡ଼ା ସଚିବ ବିଶାଲ ଦେବ। ଆଜି ଖବର ସଂଗ୍ରହ ଲାଗି ଯାଇଥିବା ଓଟିଭି ଟିମ୍‌କୁ ନିଜ ଚାମ୍ବରୁ ତଡି ଦେଲେ କ୍ରୀଡ଼ା ସଚିବ। ସାମ୍ବାଦିକ ସମ୍ମିଳନୀକୁ ତମକୁ ଡକାଯାଇନଥିଲା, ତମେ...

representational image
କଲଭର୍ଟରେ ପିଟି ହୋଇ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

ବଣାଇ: କଲଭର୍ଟରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲ୍ଲି ଥାନ୍ତା ଅନ୍ତର୍ଗତ ଭାଲୁପାଣିରେ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଉଭୟ ଗୋଟିଏ ବାଇକ୍‌ରେ ଯାଉଥିବା ବେଳେ ଏକ କଲଭର୍ଟରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।...

bus
ମହାନଦୀ ପୋଲ ଉପରୁ ବସ୍‌ ଖସି ପଡ଼ିବା ଘଟଣା: ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କଟକ: ମହାନଦୀ ପୋଲରୁ ବସ୍ ଖସି ପଡ଼ିବା ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏମାନେ ସମସ୍ତେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ୭ ଜଣ ପୁରୁଷ ଅଛନ୍ତି। ଏସ୍‌ସିବିରେ ଚିକିତ୍ସିତ...

accident 1
ସ୍କର୍ପିଓକୁ ପିଟିଲା ଟ୍ରକ୍‌

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ହଳଦୀପଦା ବାଇପାସ୍‌ ନିକଟରେ ଏକ ସ୍କର୍ପିଓକୁ ଟ୍ରକ୍‌ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଅଘଟଣ ଘଟିଛି। ମୃତକ ଜଣଙ୍କ ହେଲେ ନୀର ଭରା। ମୃତାହତମାନେ କୋଲକାତାର ବୋଲି ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରୁ...

tiger death
ମହାବଳ ବାଘର ମୃତ୍ୟୁକୁ ନେଇ ଖୁଲାସା ହେଲା ଏମିତି କିଛି

ଭୁବନେଶ୍ୱର: ସାତକୋଶିଆରେ ମୃତ ମହାବଳ ବାଘର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଆପତ୍ତି ଉଠିଛି। କୌଣସି ଧାରୁଆ ଅସ୍ତ୍ରରେ ବାଘ ବେକରେ କ୍ଷତ ଯୋଗୁଁ  ହିଁ ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଦର୍ଶାଯିବା ପରେ ଏବେ ପ୍ରଶ୍ନ କ୍ଷତ ହେଲା କେମିତି ? ଏ ନେଇ...

pm modi
ମହାନଦୀ ପୋଲ ଉପରୁ ବସ୍‌ ଖସି ପଡ଼ିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

କଟକ/ନୂଆଦିଲ୍ଲୀ: ମହାନଦୀ ପୋଲ ଉପରୁ ବସ୍‌ ଖସି ପଡ଼ିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। Condolences to those who lost their...

dhabaleswar
ଆଜି ବଡ଼ଓଷା

କଟକ: ଆଜି ବଡ଼ଓଷା। ଏଥିପାଇଁ ଆଠଗଡ଼ର ଧବଳେଶ୍ୱରଙ୍କ ପୀଠ ଉତ୍ସବମୁଖର। ବଡ଼ଓଷା ଅବସରରେ ଆଜି ଗଜଭୋଗ ଓ ତରଣ ଲାଗି ହେବ। ଅାଜି ସକାଳରୁ ଦ୍ୱାର ଫିଟା ଯାଇ ମଙ୍ଗଳ ଅାଳତୀ, ମଇଲମ ପରେ ଭକ୍ତମାନେ ଦର୍ଶନ କରିଥିଲେ। ବଡ଼ଓଷାରେ ଧବଳେଶ୍ୱରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି...

bus accident
ମହାନଦୀ ପୋଲ ଉପରୁ ବସ୍‌ ଖସି ପଡ଼ିବା ଘଟଣା: SCBରେ ଚାଲିଛି ଆହତଙ୍କ ଚିକିତ୍ସା

କଟକ: ମହାନଦୀ ପୋଲ ଉପରୁ ବସ୍‌ ଖସି ପଡ଼ିବା ଘଟଣାରେ ମତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ କରାଯାଉଛି। ସେପଟେ ଦୁର୍ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଗତକାଲି ସନ୍ଧ୍ୟାରେ...

assembly
ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ! ‘ଓଟିଭି’ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍

ଭୁବନେଶ୍ୱର: ଓଟିଭି ବିରୋଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆସିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ନୋଟିସ୍ ଆଣିଛନ୍ତି। ସୋମବାର ଓଟିଭିରେ ବିଧାନସଭା ସଂପର୍କିତ ଏକ ଖବର ପ୍ରସାରଣକୁ ନେଇ ତାରା ଏହି ନୋଟିସ୍ ଆଣିଛନ୍ତି। ଯେଉଁଥିରେ ଗୃହକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ...

kalinga stadium
ହକିପ୍ରେମୀ ନିରାଶ! ଖୋଲୁନି ୱେବ୍‌ସାଇଟ୍, ମିଳୁନି ଟିକେଟ୍‌

ଭୁବନେଶ୍ୱର: ଆଜିଠୁ ଅନ୍‌ଲାଇନ୍‌ରେ ବିକ୍ରି ହେଉଛି ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବର ଟିକେଟ୍। ମଧ୍ୟାହ୍ନ ୧୨ଟାରୁ ticketgenie.in ରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା। ତେବେ ଟିକଟ୍ ବିକ୍ରି ଅାରମ୍ଭ ହେବା କ୍ଷଣି ୱେବସାଇଟ୍ କାମ କରୁନଥିବା ନଜର ଅାସିଛି। ଫଳରେ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବହୁ ସଂଖ୍ୟକ ହକିପ୍ରେମୀଙ୍କୁ...