• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

999
ଖରାଦିନ ପାଇଁ ଉପକାରୀ ପୁଦିନା

ଭୁବନେଶ୍ୱର: ଆମେ ଖାଦ୍ୟରେ ପୁଦିନା ବ୍ୟବହାର କରିଥାଉ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ଆପଣମାନେ ପ୍ରାୟ ଜାଣିଥିବେ। ଏହାର ତାଜା ସ୍ୱାଦ ମସ୍ତିସ୍କକୁ ମଧ୍ୟ ତାଜା କରିଥାଏ। ଏହାକୁ ଖାଦ୍ୟ ରୂପେ ବ୍ୟବହାର କଲେ ଆପଣଙ୍କୁ ବହୁତ ଅନାବଶ୍ୟକ ଔଷଧ ଖାଇବାକୁ ପଡ଼ିବ ନାହିଁ। ତେବେ ଜାଣି...

10
ବଢ଼ୁଛି ମାଟି ପାଣି ବୋତଲର ଚାହିଦା

କୋରାପୁଟ: ଖରା, ଗରମରେ ଲୋକେ କଲବଲ ହେଉଛନ୍ତି। ପ୍ଲାଷ୍ଟିକ ବୋତଲରେ ପାଣି ଗରମ ହୋଇଯାଉଥିବାରୁ ଲୋକେ ମାଟି ବୋତଲ କିଣୁଛନ୍ତି। ତେଣୁ କୋରାପୁଟର କୁମ୍ଭକାର କାର୍ତ୍ତିକଙ୍କ ଦୋକାନରେ ଲୋକଙ୍କ ଭିଡ଼ ଜମୁଛି। ପାଣି ବୋତଲ ନ ଧରିଲେ ଘରୁ ବାହାରୁବା ମୁସ୍କିଲ ହୋଇପଡୁଛି। ପ୍ଲାଷ୍ଟିକ ବୋତଲରେ ପାଣି ରଖିଲେ...

99
ଟ୍ରେନ୍‌ରୁ ଖସି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ସରକାରୀ ଆଇଟିଆଇ କଲେଜ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ଭାସ୍କର ସାହୁ ନାମକ ଜଣେ ଆଇଟିଆଇ ଛାତ୍ର ବିଦ୍ୟୁତ୍‌ ମରାମତି ପାଇଁ ଭୁବନେଶ୍ୱର ଆସିଥିଲେ। କିନ୍ତୁ ରାଉରକେଲା ଫେରିବା ବାଟରେ ବୁଧବାର ରାତିରେ ଟ୍ରେନ୍‌ରୁ ଖସି ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଆଜି ରାଉରକେଲା ଆଇଟିଆଇ...

hina
'କାନ୍‌ ଫେଷ୍ଟିଭାଲ୍‌'ରେ ଟେଲି ଅଭିନେତ୍ରୀ ହିନା ଖାନ୍‌

ମୁମ୍ବାଇ: ଭାରତର ଟେଲି ଅଭିନେତ୍ରୀ ହିନା ଖାନ୍‌ କୋଉ ଡିଭାଠୁ କମ୍‌ ନୁହେଁ ବୋଲି ନିଜେ ପ୍ରମାଣ କରିସାରିଛନ୍ତି। ସେ ବୁଧବାର ‘କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌’ ୨୦୧୯ରେ ଡେବ୍ୟୁ କରିଛନ୍ତି। ‘କସୌଟି’ ସିରିଏଲର ଏହି ଅଭିନେତ୍ରୀ ରେଡ୍‌ କାର୍ପେଟ୍‌ରେ ଚାଲି ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛନ୍ତି। ସେ ଏକ...

1
‘ଫୋନି’ର ୧୪ ଦିନ ପରେ ବି ଜଗତସିଂହପୁରରେ ବିଦ୍ୟୁତ୍‌ ସେବା ଅପହଞ୍ଚ

ଜଗତସିଂହପୁର: ‘ଫୋନି’ ଝଡ଼ର ୧୪ ଦିନ ପରେ ବି ଜଗତସିଂହପୁର ଜିଲ୍ଲାର ଅନେକ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ହୋଇପାରି ନାହିଁ। ଏଥିଯୋଗୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି। ବିଦ୍ୟୁତ୍‌...

modi
ସେଦିନ ମେ' ୧୬ ବିଜେପିକୁ ଦେଇଥିଲା ସଫଳତା, କ’ଣ ଦେବ ଏଥର ମେ' ୨୩ ?

ନୂଆଦିଲ୍ଲୀ: ସମୟ ବଦଳିବା ସହିତ ବଦଳିଛି ରାଜନୀତିର ଚିତ୍ର। ଆଜିଠୁ ଠିକ୍ ୫ ବର୍ଷ ତଳେ ଅର୍ଥାତ ୧୬ ମେ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପାଇଁ ନିଜର ସ୍ଥାନ ପକ୍କା କରିଥିଲେ ମୋଦି। ହେଲେ ଚଳିତ ବର୍ଷ ଆଜିର ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦବୀକୁ ଫେରିବା ପାଇଁ...

thequint_2018-05_d6f4ed10-4a59-4cec-b6f4-20fd4ef48592_7a5fc5a5_ebda_4029_be30_bbd2ec24e3b9
କ୍ଷମତା ପାଇଁ ପ୍ରାକ୍‌ ପସ୍ତୁତି: ବିରୋଧୀଙ୍କୁ ଏକାଠି କରିବାରେ ଲାଗିଛନ୍ତି ସୋନିଆ

ନୂଆଦିଲ୍ଲୀ: ଆସନ୍ତା ମେ’ ୨୩ରେ ଭୋଟ ଗଣତି ହେବାକୁ ଥିବା ବେଳେ ସେହି ଦିନ ସମସ୍ତ ଅଣ ବିଜେପି ଦଳଗୁଡ଼ିକୁ ଏକାଠି କରିବା ପାଇଁ ଜାତୀୟ ସ୍ତରରେ ହେଉଥିବା କସରତର ନେତୃତ୍ୱ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ନେଇଛନ୍ତି। ନିର୍ବାଚନ ପ୍ରଚାର ଠାରୁ ଦୂରେଇ ରହିଥିବା ସୋନିଆ କିନ୍ତୁ...

prime_minister_narendra_modi_on_tuesday_attacked_the_congress_citing_raids_by_the_income_tax_officia_1554801840
ବିଦ୍ୟାସାଗରଙ୍କ ଅଷ୍ଟଧାତୁ ମୂର୍ତ୍ତି ନିର୍ମାଣ କରିବ ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଥିବା ଉନବିଂଶ ଶତାବ୍ଦୀର ମହାନ ସଂସ୍କାରକ ଓ ଶିକ୍ଷାବିତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ବିଜେପି ଓ ଶାସକ ଟିଏମସି ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ବିଜେପି ସଭାପତି ଅମିତ ଶାହଙ୍କ କୋଲକାତା ରୋଡ୍‌ ଶୋ’ରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳ...

rajeev-kumar
ନୂଆ କାର୍ଯ୍ୟରେ ଯୋଗ ଦେଲେନି ଆଇପିଏସ୍‌ ରାଜୀବ କୁମାର

ନୂଆଦିଲ୍ଲୀ: ଚିଟ୍‌ଫଣ୍ଡ ସ୍କାମରେ ଛନ୍ଦି ହୋଇଥିବା କୋଲକାତାର ଆଇପିଏସ ଅଫିସର ରାଜୀବ କୁମାର ଆଜି ତାଙ୍କ ନୂଆ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ୧୪ ତାରିଖ ବିଜେପି ସଭାପତି ଅମିତ ଶାହଙ୍କ ରୋଡ ଶୋ’ ବେଳେ ହୋଇଥିବା ହିଂସା କାଣ୍ଡ ଘଟଣାରେ ସିଆଇଡି ପୂର୍ବ ସୂଚନା ପାଇନଥିବା ଦର୍ଶାଇ...

166
ମଧ୍ୟପ୍ରଦେଶର ଧର୍‌ ଜିଲ୍ଲାରେ ବର୍ବରତା

ଲକ୍ଷ୍ନୌ: ମଧ୍ୟପ୍ରଦେଶର ଧର୍‌ ଜିଲ୍ଲାରେ ବର୍ବରତା ଦେଖିବାକୁ ମିଳିଛି। ଜଣେ ଯୁବକ ବିବାହିତା ମହିଳାଙ୍କୁ ନେଇ ଫେରାର ହୋଇଯିବା ଓ ଧରାପଡ଼ିବା ପରେ ତାଙ୍କର ଦୁଇ ସଂପର୍କୀୟଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଗାଁ ଲୋକେ। ଅର୍ଜୁନ କଲୋନି ଅଞ୍ଚଳର ଜଣେ ଯୁବକ ଏବଂ ତାଙ୍କର ୨ ସଂପର୍କୀୟ...

aa2
ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ

ନୂଆଦିଲ୍ଲୀ: ଯବାନଙ୍କୁ ଉତ୍ସାହିତ ଓ ସେମାନଙ୍କ ବୀରତ୍ୱକୁ ପ୍ରୋତ୍ସାହନ ଦେବାକୁ ବାୟୁସେନା ପଦକ୍ଷେପ ନେଇଛି। ଫେବ୍ରୁଆରୀ ୨୭ରେ ପାକିସ୍ତାନର ଲଢୁଆ ବିମାନ F-16କୁ ଖସାଇବାରେ ସଫଳ ହୋଇଥିବା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ କରାଯାଇଛି। ଅଭିନନ୍ଦନଙ୍କ ୫୧ ନମ୍ବର ମିଗ୍-୨୧ ବାଇସନ ସ୍କ୍ବାଡ୍ରନର...

133
ରାଜ୍ୟରେ ବ୍ୟାଙ୍କ ଓ ବୀମା ସେବା ସ୍ୱାଭାବିକ ପାଇଁ ସମୀକ୍ଷା ବୈଠକ

ଭୁବନେଶ୍ୱର : ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ୍‌ ଓ ବୀମା ସେବାକୁ ପୁଣିଥରେ ସ୍ୱାଭାବିକ କରିବାକୁ ସରକାରଙ୍କ ସମୀକ୍ଷା ବୈଠକ। ଏଥିରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡାଙ୍କ ସହ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ମୁଖ୍ୟ ସଚିବ ଅଶୋକ ମୀନା ଯୋଗ ଦେଇଥିଲେ। ବୈଠକରେ...