ଭୁବନେଶ୍ୱର : ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ୍ ଓ ବୀମା ସେବାକୁ ପୁଣିଥରେ ସ୍ୱାଭାବିକ କରିବାକୁ ସରକାରଙ୍କ ସମୀକ୍ଷା ବୈଠକ। ଏଥିରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡାଙ୍କ ସହ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ମୁଖ୍ୟ ସଚିବ ଅଶୋକ ମୀନା ଯୋଗ ଦେଇଥିଲେ। ବୈଠକରେ...
ଲକ୍ଷ୍ନୌ: ପଶ୍ଚିମବଙ୍ଗରେ ନିର୍ଦ୍ଧାରିତ ଦିନର ଗୋଟିଏ ଦିନ ପୂର୍ବରୁ ପ୍ରଚାର ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। ଏହାକୁ ତୃଣମୂଳ କଂଗ୍ରେସ, କଂଗ୍ରେସ ସମାଲୋଚନା କରିବା ପରେ ଏବେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀଙ୍କର...
ପୁରୀ: ବାତ୍ୟା ବିତିଯିବାର ୧୩ ଦିନ ହୋଇଗଲାଣି। ହେଲେ ହଜିଯାଇଥିବା ପୁରୀର ସୌନ୍ଦର୍ଯ୍ୟ ଫେରିନି। ଆଜି ବି ଫୋନି ଲ୍ୟାଣ୍ଡଫଲ୍ କରିଥିବା ପୁରୀରେ ଧ୍ୱସ୍ତବିଧ୍ୱସ୍ତର ଚିତ୍ର ଦେଖିବାକୁ ମିଳିଛି। ସହର ହେଉ କିମ୍ବା ବେଳାଭୂମି, ସବୁଠି ବିପର୍ଯ୍ୟୟର ପଦଚିହ୍ନ । ଉପୁଡି ଯାଇଛି ଗଛ, ବିବର୍ଣ୍ଣ ହୋଇଯାଇଛି ଏହାର...
ଲକ୍ଷ୍ନୌ: ସାଧାରଣ ନିର୍ବାଚନ ଫଳାଫଳ ପରେ ଉତ୍ତର ପ୍ରଦେଶରେ ଓଲଟିଯିବ ମେଣ୍ଟ ଚିତ୍ର। ଗତ କିଛି ଦିନ ତଳେ ଏକ ସର୍ଭେ ରିପୋର୍ଟ ଏହା ପ୍ରକାଶ କରିଥିଲା। ଏବେ ସମାନ କଥା ଦୋହରାଇଛନ୍ତି ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀଙ୍କ ସରକାରରେ ଥିବା ମନ୍ତ୍ରୀ ନସିମୁଦ୍ଦିନ ସିଦ୍ଦିକି। ଏବେ...
ଭଦ୍ରକ : ରାସ୍ତାକାମରେ ଅନିୟମିତତା ଅଭିଯୋଗ ଆଣି ଲୋକେ କାମ ବନ୍ଦ କରିଛନ୍ତି। ଏହି ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଲିଡିହି ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ବ୍ରାହ୍ମଣସାହିଠାରୁ ବାସନ୍ତିପଡିଆ ପର୍ଯ୍ୟନ୍ତ ଚାଲିଥିବା କାମକୁ ଲୋକମାନେ ବନ୍ଦ କରି ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି...
ଚେନ୍ନାଇ: ବରିଷ୍ଠ ଅଭିନେତା ତଥା ମକ୍କଲ ନିଧି ମଇୟମ୍ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନଙ୍କ ଉପରକୁ ଚପଲ ମାଡ଼ ହୋଇଛି। ଗତକାଲି ସଂଧ୍ୟାରେ ତାମିଲନାଡୁର ମଦୁରାଇ ନିକଟସ୍ଥ ତିରୁପରନକୁନ୍ଦ୍ରମ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବାବେଳେ ତାଙ୍କ ଉପରକୁ ଚପଲ ମାଡ଼ ହୋଇଥିଲା। ହେଲେ ଚପଲଟି ତାଙ୍କ ଦେହରେ ବାଜି...
ଜମ୍ମୁ-କଶ୍ମୀର : ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ-ସୁରକ୍ଷାବଳୟ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ସେନାର ପାଲଟା କାର୍ଯ୍ୟାନୁଷ୍ଠାନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଗୁଳିବିନିମୟ ବେଳେ ଅନ୍ୟ ଦୁଇ ଯବାନ ଆହତ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକ ମଧ୍ୟ...
ଭୁବନେଶ୍ୱର : ବାତ୍ୟା ଫୋନିରେ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ହୋଟେଲ ଶିଳ୍ପ। ପୁରୀ ଓ ଭୁବନେଶ୍ୱରରେ ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ଘଟିଛି। ରାଜ୍ୟରେ ହୋଟେଲ ଶିଳ୍ପରେ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ଘଟିଛି। ପୁରୀ ସହରର ପ୍ରାୟ ୮୦ ପ୍ରତିଶତରୁ ଅଧିକ ହୋଟେଲ...
ବାରିପଦା : ବାରିପଦା ଏମ୍ପିସି କଲେଜରେ ମୋବାଇଲ ଲାଇଟ୍ରେ ଖାତାଦେଖା ଘଟଣା ପରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କୁ ଏକ୍ସପ୍ଲାନେସନ ମଗାଯିବ ବୋଲି CHSE ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାସ କହିଛନ୍ତି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବା ବାରଣ ଥିଲେ ବି କେମିତି ନିଆଯାଇଥିଲା ଏବଂ ଅପରାହ୍ନ ସାଢେ ୫ଟାରେ...
ଭୁବନେଶ୍ୱର: ଗରମ ଦିନ ଆସିବା ମାତ୍ରେ ଆମ ଶରୀରରେ ପାଣିର ମାତ୍ରା ଖୁବ୍ ଅଧିକ ପରିମାଣରେ ଆବଶ୍ୟକ ଥାଏ। ଅଧିକରୁ ଅଧିକ ପାନୀୟ ପଦାର୍ଥ ସେବନ କରିବା ନିମନ୍ତେ ଆମେ ଚେଷ୍ଟା କରୁ। ଆପଣ ଜାଣିଛନ୍ତି, ଏମିତି କିଛି ଫଳମୂଳ ବି ଅଛି ଯାହା ଶରୀର ପାଇଁ ଖୁବ୍...
ବ୍ରହ୍ମଗିରି: ଫୋନି ମାଡ଼ରେ ଶ୍ରୀହୀନ ହୋଇଯାଇଛି ବ୍ରହ୍ମଗିରିର ତଳମାଳ ଗ୍ରାମ। ଫୋନିର ତାଣ୍ଡବ ଯୋଗୁ ମାଟିରେ ମିଶିଛି ଶହ ଶହ ଚାଳ ଛପର ଘର। ଲୋକଙ୍କ ଘରର ଆଜବେଷ୍ଟସ୍ ଉଡ଼ିଯିବା ସହିତ ସମସ୍ତ ଆସବାବ ପତ୍ର ଉଡାଇ ଦେଇଛି ବାତ୍ୟା। ବାତ୍ୟାର ୧୩ ଦିନ ପରେ ବି ଶତାଧିକ...
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ ଭାରତର ସରକାରଙ୍କ ପକ୍ଷରୁ ପାଇଥିବା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଚାହୁଁଥିଲେ। ତାଙ୍କୁ ୨୦୧୦ରେ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ମିଳିଥିଲା। ହେଲେ ତାଙ୍କ ବାପା ଦିବଂଗତ ମନସୁର ଅଲୀ ଖାନ୍ ପଟୌଦିଙ୍କ ଆପତ୍ତି ଯୋଗୁ...
ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତକୁ କେବେ ପ୍ରବେଶ କରିବ, ତା’କୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି। ମଙ୍ଗଳବାର ମୌସୁମୀ ଜୁନ୍ ୪ରେ କେରଳ ଛୁଇଁବ ବୋଲି ଘରୋଇ ପାଣିପାଗ ସଂସ୍ଥା ପୂର୍ବାନୁମାନ କରିଥିଲା। ହେଲେ ଆଜି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ମୌସୁମୀ ଚଳିତ ବର୍ଷ ଧାର୍ଯ୍ୟ...
ଯାଜପୁର : ବାତ୍ୟା ଫୋନି ଖାଲି ଗରିବ, ଅସହାୟ ମଣିଷର ଅଣ୍ଟା ଭାଙ୍ଗି ଦେଇନି। ପଶୁ ସଂପଦକୁ ମଧ୍ୟ ଦେଇଛି ନିର୍ଘାତ ପ୍ରହାର। ଫୋନି ମାଡ଼ରେ ଶହଶହ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଛି। ଫୋନି ପରେ ମଧ୍ୟ ପଶୁପକ୍ଷୀଙ୍କ ଦୁର୍ଦ୍ଦଶା କମିନି। ଫୋନି ଯିବା ପରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ...
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହଁଙ୍କୁ ବିକୃତ ଭାବେ ଉପସ୍ଥାପନ କରି ଗିରଫ ହୋଇଥିବା ବିଜେପି ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କ ଜେଲରୁ ମୁକ୍ତ କରିବା ଘଟଣାରେ ବିଳମ୍ବ ହୋଇଥିବାରୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି ମଧ୍ୟାହ୍ନରେ ସୁପ୍ରିମକୋର୍ଟ ପ୍ରିୟଙ୍କାଙ୍କୁ ଜେଲ୍ରୁ ଖଲାସ କରିବାକୁ ନିର୍ଦ୍ଦେଶ...