କଟକ : ବାତ୍ୟା ଫୋନି ବିଭୀଷିକାକୁ ୧୨ ଦିନ ବିତିଲାଣି। ହେଲେ ଲୋକଙ୍କ ଜୀବନଧାରାରେ ଆସିନାହିଁ ପରିବର୍ତ୍ତନ। ଭଗ୍ନସ୍ତୁପ ତଳୁ ଚିହ୍ନି ହେଉନି ଗାଁର ପରିଚୟ। ତଳିଆ ଅଂଚଳରେ ରହୁଥିବା ଲୋକଙ୍କ ଅବସ୍ଥାରେ କୌଣସି ସୁଧାର ଆସିନାହିଁ। କେଉଁଠୁ ସଜାଡ଼ିବେ ଉଜୁଡ଼ା ଘର ଭାବି ହେଉଛନ୍ତି କଟକ ବୟାଳିଶମୌଜା...
ମୁମ୍ବାଇ: ଆଜିଠୁ ଫ୍ରାନ୍ସରେ ଆରମ୍ଭ ହୋଇଯାଇଛି କାନ୍ସ ଫିଲ୍ମ ଫେଷ୍ଟିଭାଲ୍। ଏହା ହେଉଛି କାନ୍ସର ୭୨ ତମ ସଂସ୍କରଣ । ୧୯୪୬ରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା କାନ୍ସ ପ୍ରତି ବର୍ଷ ଆୟୋଜିତ ହେଉଛି । ଏହି ଫେଷ୍ଟିଭାଲ୍ ୧୧ ଦିନ ଧରି ଅର୍ଥାତ୍ ମେ’ ୨୫...
ସାନ୍ ଫ୍ରାନସିସ୍କୋ: ବର୍ତ୍ତମାନ ଯିଏ ଯେତେବେଳେ ଯାହା ଚାହିଁଲା ନିଜ ଫେସ୍ବୁକ୍ ଆକାଉଣ୍ଟରେ ଲାଇଭ୍ କରିଦେଇ ପାରୁଛି। ରାସ୍ତାଘାଟରେ ଘଟୁଥିବା ଦୁର୍ଘଟଣା ହେଉ ଅବା ଆଉ କିଛି। ଏବେ ଏବେ ଶେଷ ହୋଇଥିବା ନିର୍ବାଚନରେ ହଜାର ହଜାର ଫେସ୍ବୁକ୍ ଲାଇଭ୍ ଭିଡ଼ିଓ ଆମେ ଦେଖିଛେ। ହେଲେ ଆଉ ଏଣିକି...
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଉପରୁ ଗତ ରାତିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରି ପୋଷ୍ଟ ମର୍ଟମ କରିବାକୁ ପଠାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ମହିଳାଙ୍କର ମୃତ୍ୟୁ କିପରି ହେଲା...
ପୁରୀ: ବାତ୍ୟା ଫୋନିର କରାଳ ତାଣ୍ଡବରେ ଛାରଖାର ହୋଇଯାଇଛି ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳ। ସମ୍ପୂର୍ଣ୍ଣ ଇଲାକା ସତେ ଯେମିତି ଭଗ୍ନସ୍ତୁପ ପାଲଟି ଯାଇଛି। ତେବେ ସବୁଠାରୁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ଏଠିକାର ଶିକ୍ଷାନୁଷ୍ଠାନ ସ୍କୁଲ, କଲେଜ। କଲେଜର ଅନେକ ଘର ଭାଙ୍ଗି ଚୁରମାର ହୋଇଯାଇଛି। ବ୍ରହ୍ମଗିରି ବ୍ଲକରେ...
ମୁମ୍ବାଇ: ଫିଲ୍ମି ବ୍ୟାକ୍ ଗ୍ରାଉଣ୍ଡରୁ ନ ଆସି ମଧ୍ୟ ବଲିଉଡ଼ରେ ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହି ବହୁ ହିଟ୍ସ ହେଇଥିବା ହିରୋଇନ ହେଉଛନ୍ତି ମାଧୁରୀ ଦୀକ୍ଷିତ୍ । ଧକ୍ ଧକ୍ ଗାର୍ଲ ନାମରେ ପରିଚିତ ମାଧୁରୀ ଏବେ ବି ବଲିଉଡ୍ ଇଣ୍ଡଷ୍ଟ୍ରୀରେ ବେଶ...
ଜୟପୁର: ପୁଲିସ ଏସକର୍ଟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ଗତକାଲି ରାଜସ୍ଥାନ ଜୟପୁରର ବଗୁରା ଥାନାରେ ଧାରଣାରେ ବସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି। ସେ ଜୟପୁର ଯିବା ପାଇଁ ଆସିଥିଲେ। ସୁରକ୍ଷା ଦୃଷ୍ଟିରୁ ଏହି ଥାନାରୁ ଦୁଇ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ଭାଇକୁ...
ନୂଆଦିଲ୍ଲୀ: ଆସନ୍ତା ମାସ ୧୪ ତାରିଖରେ ଶେଷ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜ୍ୟସଭା କାର୍ଯ୍ୟକାଳ। ୨୦୧୩ରେ ସେ ଆସାମରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ସହିତ ଶାନ୍ତିଉଜ କୁଜୁରଙ୍କ ରାଜ୍ୟସଭା କାର୍ଯ୍ୟକାଳ ମଧ୍ୟ ଜୁନ୍ ୧୪ ତାରିଖରେ ଶେଷ ହେଉଛି। ସେ ବି ଆସାମରୁ ନିର୍ବାଚିତ...