• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

foni
ସୁଦୂର ଫ୍ରାନ୍ସରୁ ଓଡ଼ିଶା ପାଇଁ ସମବେଦନା ଜଣାଇଲେ ବିଦେଶୀ ଓଡ଼ିଶୀ ନୃତ୍ୟାଙ୍ଗନା

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ଏବେ ଓଡ଼ିଶାକୁ ସମସ୍ତେ ସହଯୋଗ ହାତ ବଢାଉଛନ୍ତି। ଏହି ଭୟଙ୍କର ବାତ୍ୟାରେ ବିପନ୍ନ ଓଡ଼ିଶାବାସୀଙ୍କୁ ବିଭିନ୍ନ ଦେଶ ସମବେଦନା ଜଣାଇଛନ୍ତି। ନିକଟରେ ଫ୍ରାନ୍ସର ଜଣେ ଯୁବତୀ ତଥା ଓଡ଼ିଶୀ ନୃତ୍ୟାଙ୍ଗନା ମହିନା ଖାନୁମ୍‌ ଓଡ଼ିଶାବାସୀଙ୍କୁ ସମବେଦନା ଜଣାଉଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।...

824642-00-deepika
‘କାନ୍‌ ଫେଷ୍ଟିଭାଲ୍‌’ରେ ଦୀପିକାଙ୍କୁ ମିଳିଲା ‘ଡ୍ରାମାଟିକ୍‌ ଲୁକ୍‌’ର ଟ୍ୟାଗ୍‌

କାନ୍‌: ବଲିଉଡ଼ର ମୋଷ୍ଟ ଟ୍ୟାଲେଣ୍ଟେଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ୨ ଦିନ ଧରି ‘କାନ୍‌ ଫିଲ୍ମ ଫେଷ୍ଟିଭାଲ’ରେ ନିଜ ଲୁକ୍‌ରେ ସମସ୍ତଙ୍କୁ ଘାଇଲା କରିଛନ୍ତି। ଏହି ୨ ଦିନ ମଧ୍ୟରେ ଦୀପିକା ଭିନ୍ନ ଭିନ୍ନ ଲୁକ୍‌ର ଫଟୋଶୁଟ୍‌ କରାଇଥିବା ବେଳେ ଖୁବ୍ ପ୍ରଶଂସା ମଧ୍ୟ ସାଉଣ୍ଟିଛନ୍ତି। ତାଙ୍କର ଏହି...

3
ବସ୍‌ ଦୁର୍ଘଟଣାରେ ୫ ମୃତ, ୩୦ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ଓ୍ୱେରେ ସଡ଼କ ଦୁର୍ଘଟଣା ହୋଇଛି। ଏକ ଯାତ୍ରୀବାହୀ ବସ ଟ୍ରାକ୍ଟର ସହ ପିଟି ହେବା ଯୋଗୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୩୦ରୁ ଅଧିକ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏହି ଯାତ୍ରୀବାହୀ ବସ୍‌ଟି ଦିଲ୍ଲୀରୁ...

1_5YoDvHF5xngyXjXqfQ7Y8A
ସେନା-ଆତଙ୍କବାଦୀ ଗୁଳି ବିନିମୟ, ୩ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଆଜି ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସେନାର ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲଓ୍ୱାମା ଜିଲ୍ଲା ପଞ୍ଜଗମ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ରାତିରେ ସୂଚନା ମିଳିଥିଲା। ଏହାପରେ ସେନା ଓ ପୁଲିସ ପଞ୍ଜଗମ ଗାଁକୁ...

15
ଏହି ସବୁ ଲକ୍ଷଣ ଥିଲେ ହୋଇପାରେ ବ୍ରେନ୍‌ ଷ୍ଟ୍ରୋକ୍‌ !

ଭୁବନେଶ୍ୱର: ହାର୍ଟ ଷ୍ଟ୍ରୋକ୍, ବ୍ରେନ ଷ୍ଟ୍ରୋକ୍‌ ଏପରି ଘାତକ ରୋଗ ଯାହାକି ସଙ୍ଗେ ସଙ୍ଗେ ହୋଇଥାଏ ଏବଂ ଏଥିରେ ରୋଗୀଙ୍କ ବଞ୍ଚିବା ଆଶା ବହୁତ କ୍ଷୀଣ। ହେଲେ ଯଦି ଆପଣ ଏହା ପୂର୍ବରୁ ଶରୀରରେ ଦେଖାଦେଉଥିବା ପରିବର୍ତ୍ତନ ଓ ଲକ୍ଷଣକୁ ଚିହ୍ନଟ କରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ...

malkangiri
ଗାଡ଼ି ପୂଜା ବେଳେ ପୂଜକଙ୍କ ଉପରେ ଚଢ଼ିଗଲା ଗାଡ଼ି

ମାଲକାନଗିରି: ନୂଆ ଗାଡ଼ି ଆଣିଥିଲେ। ଗାଡ଼ିପୂଜା କରିବା ପାଇଁ ପୂଜକଙ୍କୁ ଡାକିଥିଲେ। ତେବେ ପୂଜକ ଜଣକ ଗାଡ଼ି ଚକା ତଳେ ଲେମ୍ବୁ ରଖୁଥିବା ବେଳେ ତାଙ୍କ ଉପରେ ଚଢ଼ିଗଲା ଗାଡ଼ି । ମାଲକାନଗିରି ଜିଲ୍ଲା ମାଥିଲି କୁଟୁଣିପାଲି ପଞ୍ଚାୟତର ଡୁର୍କାଯୋଡ଼ି ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ସୂଚନା...

bus accident
ପୋଲ ବାଡ଼ରେ ଝୁଲି ରହିଲା ବସ୍‌ ; ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ସୋର: ବାଲେଶ୍ୱର ଜିଲ୍ଲା ଉତ୍ତରେଶ୍ୱର ଛକ ନିକଟ ପୋଲ ଉପରେ ଆଜି ଭୋର ସମୟରେ ଏକ ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌। ଫଳରେ ବସ୍‌ଟି ପୋଲ ବାଡ଼ା ଉପରେ ଚଢ଼ି ଯାଇ ଅଧା ଝୁଲି ରହିଥିଲା। ଏଥିରେ କେହି ମୃତାହତ ହୋଇନାହାନ୍ତି। ତେବେ ଏକ ବଡ଼ଧରଣର ଦୁର୍ଘଟଣାରୁ ୫୦ ଜଣ...

13
ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଦ୍ୟୁତ୍‌ ବିଭାଗର ସହକାରୀ ଯନ୍ତ୍ରୀ ବସନ୍ତ କୁମାର ପଟ୍ଟନାୟକ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଲାଇନ୍‌ମ୍ୟାନ୍‌ଙ୍କ ବଦଳି ପାଇଁ ସେ ଏହି ଟଙ୍କା ନେଉଥିଲେ ବୋଲି ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କେଶପୁର ଅଞ୍ଚଳର...

12
କୃଷ୍ଣପ୍ରସାଦରେ 'ଫୋନି' କ୍ଷୟକ୍ଷତିର ଆକଳନ

ପୁରୀ: ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ରେ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି। ବ୍ଲକ ପ୍ରଶାସନ ପକ୍ଷରୁ ୮୦ ଜଣ କର୍ମଚାରୀଙ୍କୁ ନେଇ ଏକ ୨୧ଟି ଟିମ୍ ଗଠନ କରାଯାଇଛି। ଜିଲ୍ଲାର ଆର୍‌ଆଇ, ଜେଇ ଓ ଅନ୍ୟ ଅଧିକାରୀମାନେ ଏଥିରେ ସାମିଲ ଅଛନ୍ତି। ଗତକାଲି...

attack
ଶାଢ଼ି କିଣିବା ଆଳରେ ଦୋକାନ ମାଲିକ ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ

ଭଦ୍ରକ: ଶାଢ଼ି ଦୋକାନୀଙ୍କୁ ଆକ୍ରମଣ। ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଏକ ଶାଢ଼ି ଦୋକାନର ମାଲିକ ଓ ତାଙ୍କ ସ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁଇ ଜଣ ଯୁବକ ଶାଢ଼ି ଦୋକାନକୁ ଶାଢ଼ି କିଣିବା ଆଳରେ ଆସି ଦୋକାନର ମାଲିକ ନରେନ୍ଦ୍ର ସାହୁ ଓ ତାଙ୍କ ସ୍ତ୍ରୀ ସୁମତି ସାହୁଙ୍କୁ...

dead
କାଜୁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଝାଡ଼ଫୋଖରୀ ଗାଁରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌ । ଗାଁ ନିକଟରେ ଥିବା କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ପଡ଼ି ରହିଥିଲା। ମୃତ ମହିଳା ଜଣଙ୍କ ଘଟଗାଁ ବ୍ଲକ କଟରାବେଡ଼ା ଗ୍ରାମର ସୁରେନ୍ଦ୍ର ବେହେରାଙ୍କ...

11
୧୦୮ ଆମ୍ୱୁଲାନ୍ସରେ ପ୍ରସବ କଲେ ଗର୍ଭବତୀ

ନୟାଗଡ଼: ଗାଁକୁ ରାସ୍ତା ନ ଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ। ଏଥିପାଇଁ ଷ୍ଟ୍ରେଚରରେ ପ୍ରାୟ ୧ କିଲୋମିଟର ବୁହା ହେଲେ ଗର୍ଭବତୀ। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଦୁର୍ଗମ ଅଞ୍ଚଳ କନଡି ଗାଁରେ। ଏହି ଗାଁର ସବିତା ଜାନୀଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆଜି ସକାଳେ...

Tandoor Pamplet in Odia
ଘରେ ପ୍ରସ୍ତୁତ କରନ୍ତୁ ‘ତନ୍ଦୁରୀ ପାମ୍ପଲେଟ୍‌’ | Tandoor Pamplet

ଆବଶ୍ୟକ ସାମଗ୍ରୀ: ପାମ୍ପଲେଟ୍ ମାଛ, ସୋରିଷ ବଟା, ଅଦାରସୁଣ ବଟା, ଲେମ୍ବୁ, ଗରମ ମସଲା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, ଆଚାର, ଖାଇବା ଲାଲ୍‌ ରଙ୍ଗ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାମ୍ପଲେଟ୍ ମାଛରୁ ପିତ୍ତକୁ ବାହାର କରି ଦିଅନ୍ତୁ। ଏହାପରେ ମାଛର ଉପରି...