• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

selfish
ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ ‘ସେଲ୍‌ଫିସ୍‌ ଦିଲ୍‌’

ଭୁବନେଶ୍ୱର: ଓଲିଉଡ୍‌ରେ ଏକ ନୂଆ ସିନେମା ରିଲିଜ୍‌ ହୋଇ ସାରିଛି। ଯାହାର ନାଁ ହେଲା ‘ସେଲ୍‌ଫିସ୍‌ ଦିଲ୍‌’। ଏହି ଫିଲ୍ମରେ ଜଣେ ନୂଆ ନାୟକ ଓଲିଉଡ୍‌ରେ ଏଣ୍ଟ୍ରି କରିଛନ୍ତି। ସେ ଦେଖିବାକୁ ହ୍ୟାଣ୍ଡସମ୍‌ ଏବଂ ଟିକେ ଦୁଷ୍ଟ ମଧ୍ୟ। ତାଙ୍କ ନାଁ ହେଉଛି ଶ୍ରେୟାନ୍‌। ତାଙ୍କ ସହ ଜଣେ...

2
ଷ୍ଟାଫ୍ ନର୍ସଙ୍କ ମନମାନି ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ କିଛିଦିନ ଧରି ଷ୍ଟାଫ୍ ନର୍ସଙ୍କ ମନମାନି ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଗତ ୧୦ ତାରିଖରେ ମେଡିକାଲ୍‌ର ଜଣେ ଷ୍ଟାଫ ନର୍ସ ଡେଲିଭରି ରୋଗୀଙ୍କୁ ହଜାରେ ଟଙ୍କା ମାଗିଥିଲେ। ତେବେ ରୋଗୀଙ୍କ ସଂପର୍କୀୟ ୩ ଶହ ଟଙ୍କା ଦେବାରୁ...

1
କାର୍‌ ଧକ୍କାରେ ୪ ଆହତ; ଡ୍ରାଇଭର ଫେରାର, ମଦ ଜବତ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): କାର୍‌ ଧକ୍କାରେ ୪ଜଣ ଗୁରୁତର। ବୌଦ୍ଧ ଜିଲ୍ଲା ପୁରୁଣା କଟକ ହାଇସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ପୁରୁଣା କଟକ ମେଡିକାଲେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଓଡଗାଁର ରଶ୍ମିତା ବିଷୋୟୀ, ଗୋଧିପଡାର ସୁମନ୍ତ ସାମଲ, ହେମନ୍ତ ଓ ଉଦୟପୁରର ସତ୍ୟସୁନ୍ଦର ପ୍ରଧାନ। ।...

lady teacher
ଟ୍ୟୁସନ ଆସିବାରେ ବିଳମ୍ବ ହେବାରୁ ଲହୁଲୁହାଣ କରିଦେଲେ ଦିଦି

ବାଲେଶ୍ୱର : ଟ୍ୟୁସନକୁ ଆସିବାରେ ବିଳମ୍ବ ହୋଇଗଲା। କୁନି ଝିଅଟିର ଏତିକି ଥିଲା ଅପରାଧ। ୪ର୍ଥ ଶ୍ରେଣୀ ପିଲାଟିକୁ ପିଟି ଲହୁଲୁହାଣ କରିଦେଲେ ଦିଦି। ଏବେ ଝିଅଟି ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ପୋଡ଼ାସୁଳ ଗାଁରେ ଘଟିଛି ଏପରି ଘଟଣା।...

ray-1
ଟିଭି ଅଭିନେତ୍ରୀ ରାଜେଶ୍ୱରୀଙ୍କୁ କ୍ୟାନ୍‌ସର୍‌

ଭୁବନେଶ୍ୱର: ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କୁ କ୍ୟାନ୍‌ସର ହୋଇଛି। ସେ ତାଙ୍କ ଫେସ୍‌ବୁକ୍ ପେଜ୍‌ରେ ଏହି ସୂଚନା ଦେଇଛନ୍ତି। ନିଜର ଦୁଇଟି ଫଟୋ ଶେୟାର କରି ସେ ଫେସ୍‌ବୁକ୍‌ରେ ଲେଖିଛନ୍ତି- “ମୁଁ ବ୍ରେନ୍ (ମସ୍ତିଷ୍କ) ଓ ଲଙ୍ଗ୍ (ଫୁସ୍‌ଫୁସ୍) କ୍ୟାନସର ସହିତ ଲଢ଼େଇ କରୁଛି। ମୁଁ...

gold3
ଝିଅ ବାହାଘର ପାଇଁ ରଖିଥିବା ସୁନା ଲୁଟି ନେଲେ ଚୋର

ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ଅସରଳା ଗାଁରେ ଚୋର ଆତଙ୍କରେ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ସୋମବାର ରାତିରେ ଗାଁର ୫ଟି ଜାଗାରେ କଳାକନା ବୁଲାଇଛି ଚୋର। ଲୁଟି ନେଇଛି ଲକ୍ଷାଧିକ ଟଙ୍କାର ଗହଣା, ଘରକରଣା ଜିନିଷ ଓ ନଗଦ ଟଙ୍କା। ଏହି ଗାଁର ବଂଶୀଧର ସ୍ୱାଇଁ ତାଙ୍କ ଝିଅ ବାହାଘର...

s-11
ବାହାରୁ ତାଲା ପଡ଼ିଥିଲା, ଘର ଭିତରେ ଜଳିଗଲେ ଝିଅ

ମୁମ୍ବାଇ:  ବାପାମା’ ବାହାର ପଟୁ ତାଲା ପକାଇ ବାହାରକୁ ଯାଇଥିଲେ। ଏହି ସମୟରେ ଘରେ ନିଆଁ ଲାଗିଗଲା।  ଜୀବନ୍ତ ଜଳିଗଲେ ଘର ଭିତରେ ଥିବା ଝିଅ ଶ୍ରାବଣୀ ଚଭନ।  ମୁମ୍ବାଇର ଦାଦ୍ରା ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଠାରେ ଥିବା ଏକ ଆପାର୍ଟମେଣ୍ଟରେ ଶ୍ରାବଣୀ ଚଭନ...

www
ଶ୍ରୀଲଙ୍କାରେ ସ୍ଥିତି ଗମ୍ଭୀର, ବିଭିନ୍ନ ସ୍ଥାନରେ ହିଂସା

କଲମ୍ବୋ: ଶ୍ରୀଲଙ୍କାରେ ମୁସଲିମ୍‌ ବିରୋଧୀ ଦଙ୍ଗା ଧୀରେ ଧୀରେ ଅଧିକ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିଥିଲ ହେଁ ଆଜି ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ...

representational image
ନବଜାତକକୁ ଧରି ଘରକୁ ଫେରିବା ବେଳେ ଦୁର୍ଘଟଣା: ପ୍ରସୂତିଙ୍କ ସମେତ ୩ ମୃତ

ସୋନପୁର: ସୋନପୁର-ସମ୍ବଲପୁର ରାସ୍ତାର ଏସ୍-ପତ୍ରାପାଲି ନିକଟରେ ଗତ ସନ୍ଧ୍ୟାରେ ବାଇକ-କାର ମୁହାଁମୁହିଁ ଧକ୍କା ଘଟି ଜଣେ ପ୍ରସୂତିଙ୍କ ସହ ୩ ଜଣଙ୍କର ମୃତ୍ୟୁ ଘଟିଛି।  ମୃତକଙ୍କ ମଧ୍ୟରେ ଥିବା ୨ବାଇକ୍ ଆରୋହୀ ହେଲେ  ଭତ୍ରା ଅଞ୍ଚଳର ପବନ ବାଗ ଏବଂ ନରେଶ ବାଗ। କାରରେ ଥିବା ମୃତ ପ୍ରସୂତି ଜଣକ...

sunny_deol-wife
୩୩ ବର୍ଷ ତଳେ ଲୁଚିଲୁଚି ବାହା ହୋଇଥିଲେ ସନ୍ନି ଦେଓଲ

ମୁମ୍ୱାଇ : ବଲିଉଡ଼ରେ ଲମ୍ୱା ଇନିଂସ ଖେଳିବା ପରେ ୬୨ ବର୍ଷରେ ଭାଗ୍ୟ ପରୀକ୍ଷା କରିବାକୁ ରାଜନୀତିକୁ ଡେଇଁଛନ୍ତି ବ଼ଲିଉଡ଼ର ଘାୟଲ ଷ୍ଟାର ସନ୍ନି ଦେଓଲ। ନିଜ ଫିଲ୍ମ କ୍ୟାରିଅରରେ ବହୁ ହିଟ୍ ଦେଇଥିବା ସନ୍ନିଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ କେବେ ଲାଇମଲାଇଟ୍‌କୁ ଆସିପାରିନି। ମିଡ଼ିଆରେ ସନ୍ନି ଓ...

w-6 (1)
ମମତାଙ୍କୁ କ୍ଷମା ମାଗିବାକୁ ବିଜେପି ନେତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ସୋଶାଲ୍‌ ମିଡିଆରେ ପୋଷ୍ଟ କରିବା ବିଜେପିକୁ ମହଙ୍ଗା ପଡ଼ିଛି। ଏଭଳି ଆଚରଣ ପାଇଁ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବା ଲାଗି ବିଜେପି ଯୁବ ମୋର୍ଚ୍ଚା ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେଟ୍ ଗାଲା ଇଭେଣ୍ଟରେ...