• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Doctor Doctor | How To Cure Stress
Doctor Doctor | How To Cure Stress

Doctor Doctor | How To Cure Stress OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus

News Fuse | Laugh Contains Vitamin A,B,C & D
News Fuse | Laugh Contains Vitamin A,B,C & D

News Fuse | Laugh Contains Vitamin A,B,C & D OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries

Bear Rescue
ଆ଼ହତ ଭାଲୁକୁ ଉଦ୍ଧାର କଲା ବନବିଭାଗ

୬ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ଭାଲୁ । ସଂଧ୍ୟା ହେବା ପରେ ବନବିଭାଗର ଟିମ୍ ପ୍ରଥମେ ଭାଲୁ ଚଢିଥିବା ଗଛର ଚାରି ପଟେ ଜାଲ ବିଛାଇ ଥିଲେ । ପରେ ଗଛଟିକୁ ହଲାଇବାରୁ ଭାଲୁଟି ତଳକୁ ଆସିଥିଲା । ଏହାପରେ ତୁରନ୍ତ ଭାଲୁଟିକୁ କାବୁ କରିନେଇଥିଲା...

With 1,897 Covid-19 Cases In A Day, Odisha Sees Biggest Spike In 2022
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୮୯୭ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୮୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୧୦୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୭୯୧ ରହିଛି। ସେହିପରି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ଖୋର୍ଦ୍ଧା ଜିଲ୍ଲାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ...

Teenagers Vaccination
ସାରା ଦେଶରେ କିଶୋର ମାନଙ୍କୁ ଭ୍ୟାକ୍ସିନ ଦିଆଯାଉଥିବାର କିଛି ଚିତ୍ର

ଦେଶରେ ୧୫ରୁ ୧୮ ବର୍ଷର କିଶୋରଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଦେଶରେ ୪୦ ଲକ୍ଷରୁ ଅଧିକ ପିଲା ଟିକା ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି। ଟିକା ନେଇଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଦେଇଛନ୍ତି।

covid19
ଲକ୍ଷେ ମୁହାଁ ହେଲାଣି ସଂକ୍ରମଣ: ଦିନକରେ ୯୦ ହଜାର ୯୨୮ ପଜିଟିଭ

ଦେଶରେ କରୋନା ସ୍ଥିତି ସାଂଘାତିକ ହେଲାଣି । ଲକ୍ଷେ ମୁହାଁ ଆଡକୁ ଗଲାଣି ଦୈନିକ ସଂକ୍ରମଣ । ଗତକାଲିଠାରୁ ପ୍ରାୟ ଆଜି ପ୍ରାୟ ଦେଢ଼ଗୁଣା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୯୦ ହଜାର ୯୨୮ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ଗତକାଲି ଅପେକ୍ଷା ପ୍ରାୟ...

Tapaswini
"ଘର ସଫା ହେଲେ ନିଶ୍ଚୟ ଭିତରକୁ ଯିବି"

ଦୁଇଦିନ ପରେ ଘର ଭିତରକୁ ପସିଲେ ତପସ୍ୱିନୀ । ଘର ଅପରିଷ୍କାର ରହିଛି ବୋଲି କହିଛନ୍ତି। କହିଲେ କି ବାଥରୁମ୍ ଓ ରୋଷେଇ ଘର ସଫା ହେଲେ ହିଁ ମୁଁ ଘର ଭିତରକୁ ଯିବି

Sonepur Boy Loses Hand
ଦିନେ ହାତ ନାହିଁ ବୋଲି କାନ୍ଦୁଥିଲା, ଏବେ ହାତ ଦେଖି ହସୁଛି ପ୍ରଶାନ୍ତ

ରାତି ହେଉ କି ଦିନ ଆଖିରୁ ଝରୁଥିଲା ଧାର ଧାର ଲୁହ। ଓଟିଭିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଆପଣ ଏକା ନୁହଁନ୍ତି’ରେ ଖବର ପ୍ରସାର ପରେ ଛୁଟିଲା ସହାୟତାର ସୁଅ। ହାତ ନଥିବା ହାତ ଲାଗିଲା। ଏବେ ପ୍ରଶାନ୍ତ ଓ ତାଙ୍କ ପରିବାର ମୁହଁରେ ଫୁଟିଛି ହସ...

Laugh Contains Vitamin A,B,C  D
କେବେ କେଉଁଠି ହସର ମୃତ୍ୟୁ ହୋଇନାହିଁ କି’ ହେବ ନାହିଁ

ଆପଣ ଖୁସିରେ ଥାଆନ୍ତୁ କି ଦୁଃଖରେ, ହସିବା କେବେ ହେଲେ ଛାଡନ୍ତୁ ନାହିଁ। କାରଣ ହସରେ ରହିଛି ଭରପୂର ଭିଟାମିନ୍ A B C D...

Cremation
କେହି ଶୁଣିଲେନି ମୁକ ବଧିର ଯୁବକଙ୍କ ନେହୁରା… ମାଲ୍ ବୁହା ଲୋରିରେ ୭ କିମି ଟାଣି ଟାଣି ନେଲେ ମାଆର ଶବ

ହୃଦୟ ବିଦାରକ ଦୃଶ୍ୟ। କେହି ବୁଝି ପାରିଲେନି ମୁକବଧିର ଯୁବକଙ୍କ ଅନୁରୋଧ। ଉପାୟଶୂନ୍ୟ ହୋଇ, ନିଜ ମୃତ ମାଆର ଶବକୁ ଏକ ମାଲ୍ ବୁହା କାଠ ଲୋରିରେ ପକେଇ, ଦୀର୍ଘ ୭ କିଲୋମିଟର ଟାଣିଟାଣି ନେଲେ ସତ୍କାର ପାଇଁ। ଏହି ହୃଦୟ ବିଦାରକ ଦୃଶ୍ୟ ସୋସିଆଲ୍ ମିଡିଆକୁ ଆସିବା...

Flower Cultivation
ଘଡ଼େଇ ମଉସା ଫୁଟେଇଛନ୍ତି ପ୍ରବଳ ଗେଣ୍ଡୁ

ମଉସାଙ୍କ ନାଁ ବାବୁରାମ ଘଡ଼େଇ। ଆଗରୁ ପନିପରିବା ଚାଷ କରି ଭଲ ଫସଲ ଫଳେଇଥିଲେ। ଆଉ ଏବେ ଶୀତ ଦିନେ ବିଲ ସାରା ଫୁଟାଇ ଦେଇଛନ୍ତି ରଙ୍ଗିନ୍ ରଙ୍ଗିନ୍ ଗେଣ୍ଡୁଫୁଲ। ବେପାର ଏତେ ଯେ ଫୁରସତ୍ ନାହିଁ। ମଉସାଙ୍କ ସାହାଯ୍ୟ କରୁଛନ୍ତି ଘର ଲୋକେ। ସ୍ଥାନୀୟ କିଛି ଯୁବକ...

Odisha Courier Man
ଭିନ୍ନ ମଣିଷ, ଶ୍ୟାମସୁନ୍ଦର, କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନିଇତି ପ୍ରାୟ ୨୦୦ କିମି ସାଇକେଲ୍ ଛୁଟାନ୍ତି ଶ୍ୟାମସୁନ୍ଦର। ତାଙ୍କ ସାଇକେଲ୍ ଗଡ଼ିଲେ ମୋଟର ଗାଡ଼ି ବି ପଛରେ ପଡ଼ିଯାଏ। ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ୟାମସୁନ୍ଦର ବିଏ ପାସ୍ କରିଛନ୍ତି। ଇଏ ଏମିତି ଜଣେ ନିଆରା ମଣିଷ ଯିଏ ତାଙ୍କ କଥା ଶୁଣିବ ଆଉ ତାଙ୍କ ଜୀବନଶୈଳୀ ଦେଖିବ...

Omicron Death
ଦେଶରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜସ୍ଥାନ ଉଦୟପୁରରେ ଏହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଜ ଜଣକ ଜଣେ ୭୩ ବର୍ଷୀୟ ବୃଦ୍ଧ । ତେବେ ସେ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍...

Gangster Politician
ଗ୍ୟାଙ୍ଗଷ୍ଚର ବିଧାୟକ : ୨ ଜଣଙ୍କୁ ଜିଅନ୍ତା ପୋଡ଼ିଲେ...ଦୁଇଥର ବିଧାୟକ ଓ ଏମପି ହେଲେ...

ଗ୍ୟାଙ୍ଗଷ୍ଟର ବିଧାୟକ। ଦୁଇ ଜଣଙ୍କୁ ଜିଅନ୍ତା ଜାଳିଲେ, ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରି କମ୍ୟୁନିଷ୍ଟ ନେତାଙ୍କୁ ଅପହରଣ କଲେ। ଚଢାଉ ବେଳେ ବାହାରିଥିଲା ପାକିସ୍ତାନୀ ଅସ୍ତ୍ରଶସ୍ତ୍ର....”ଶହାବୁ”ଙ୍କୁ ନେଇ ଏବେ ଭାରି ଚର୍ଚ୍ଚା...ଦେଖନ୍ତୁ ଏହି ଭିଡ଼ିଓ

Uber
ମାତ୍ର ୧୭ କିମି ରାସ୍ତାକୁ ଉବର ଭଡ଼ା ନେଲା ୧୦ ହଜାର ଟଙ୍କା, ଆଉ ତା’ପରେ ହେଲା କ’ଣ?

ପୁଣି ବିବାଦରେ ଉବର। ମାତ୍ର ୧୭ କିମି ରାସ୍ତାକୁ ଭଡ଼ା ନେଲା ୧୦ ହଜାର ଟଙ୍କା। ଅଭିଯୋଗ ପରେ ସଫେଇ ଦେଇ କହିଲା ଗ୍ରାହକଙ୍କୁ ପଡ଼ିଥିଲା ଓଭର ଚାର୍ଜିଂ...

Daily Horoscope
Daily Horoscope 06 Jan 2022: ଆସନ୍ତୁ ଜାଣିବା ଆଜିର ରାଶିଫଳ

ଆଜି ୨୦୨୨ ମସିହା ଜାନୁଆରୀ ତା ୬ ତାରିଖ ଗୁରୁବାର ଧନୁ ୨୨ ଦିନ ପୌଷ ମାସ ଶୁଳ୍କ ପକ୍ଷ ଚତୁର୍ଥୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟରେ କଣ ରହିଛି । ତେବେ ଆସନ୍ତୁ ଜାଣିବା ମେଷ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 06 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

News Fuse 05 January 2022
News Fuse 05 January 2022

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Ekalavya Puraskar 2021
ଇମ୍ଫା ପକ୍ଷରୁ ଆୟୋଜିତ ହେଲା ଏକଲବ୍ୟ ପୁରସ୍କାର କାର୍ଯ୍ୟକ୍ରମ

ଇମ୍ଫା ଗ୍ରୁପ ଦ୍ୱାରା ପରିଚାଳିତ IMPACT ପକ୍ଷରୁ ଗତ ୨୮ବର୍ଷ ହେଲା ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡା କ୍ଷେତ୍ରରେ ସୁନାମ ଆଣିଥିବା ଓଡିଶାର ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସମ୍ମାନୀତ ଅତିଥି ଭାବେ ହକି ଅଲିମ୍ପିଆନ...

 Single Father Begs
ଜୀବନ ହୋଇଛି ଦୁର୍ବିସହ, ଘାଣ୍ଟି ହୋଇ ଗଲେଣି ଲଇବାନ

ତିନି ଛୁଆଙ୍କୁ ଛାଡି ମାଆ ଆରପାରିରେ। ଛୁଆଙ୍କ ଯତ୍ନ ନେଉଛନ୍ତି ବାପା ଲଇବାନ। ପିଲାଙ୍କ ପାଇଁ ଘର ଛାଡି ବାହାରକୁ କାମ ଧନ୍ଦା କରି ଯାଇ ପାରୁ ନାହାନ୍ତି। ପିଲାଙ୍କ ଲାଳନପାଳନ ପାଇଁ ସେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି। ଲଇବାନଙ୍କ ଦୁଃଖ କାହାଣୀର ଅନ୍ତ କେବେ?