• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

murderer
ପତ୍ନୀଙ୍କୁ ଚାକିରି ଛାଡ଼ିବାକୁ କହିଲେ, ନ ଶୁଣିବାରୁ ରାସ୍ତା ମଝିରେ ଗୋଡ଼ାଇ ଗୋଡ଼ାଇ ଛୁରି ଭୁସିଲେ

ନୂଆଦିଲ୍ଲୀ:ଝିଅଟିଏ ଜନ୍ମହେଲେ ଉଦାସ ହୋଇଯାଏ ମା’ର ମନ । ସମସ୍ତଙ୍କ ଅଗୋଚରରେ ଆଖିରୁ ଝରିପଡେ ଲୁହ । ହେଲେ କାହିଁକି ? ସତରେ କ’ଣ ମା’ କୋଳ ପୁଅଟିଏ ଖୋଜୁଥାଏ ବୋଲି ? ପୁଅଟଏ ନ ହେଲେ କିଏ ତାକୁ ବାର୍ଦ୍ଧକ୍ୟରେ ଆଶ୍ରୟ ଦେବ ଏମିତି କିଛି ଭାବି...

jhrarphula
ଝରାଫୁଲ ମୃତ୍ୟୁ ରହସ୍ୟରୁ ପରଦା ହଟାଇଲେ ଯାଜପୁର ଏସ୍‌ପି, ଦେଲେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରୁ ପରଦା ହଟିଛି। ଝରାଫୁଲଙ୍କ ମୃତ୍ୟୁ ଅପମୃତ୍ୟୁ  ନୁହେଁ, ବରଂ ଏହା ଏକ ହତ୍ୟାକାଣ୍ଡ । ଝରାଫୁଲକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ଯାଜପୁର ଏସପି ରାହୁଲ ପିଆର । ଯାଜପୁର ଏସ୍‌ପି ରାହୁଲ ପିଆର ଏ ସମ୍ପର୍କିତ ତଥ୍ୟ ଦେଇ...

emami-positive
ଇମାମି ପେପର ମିଲ୍‌ରୁ ବାହାରିଲେ ୧୦୧ କରୋନା ପଜିଟିଭ

ବାଲେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେଲାଣି। ଆଜି ଦିନକରେ ରାଜ୍ୟରେ ୧୭୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱର, କଳାହାଣ୍ଡି, ଖୋର୍ଦ୍ଧା, ସମ୍ବଲପୁର, ସୁନ୍ଦରଗଡର ରୋଗୀ ସଂଖ୍ୟା ୧୦୦ ଟପିଛି। ତେବେ ବାଲେଶ୍ୱର ଆଜି କରୋନାର ହଟସ୍ପଟ ପାଲଟିଛି।  ଆଜି ବାଲେଶ୍ୱରର ଇମାମୀ ପେପର...

ସୁପ୍ରିମକୋର୍ଟର ୫୦ ପ୍ରତିଶତ କର୍ମଚାରୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେଉଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ଇତିମଧ୍ୟରେ ସୁପ୍ରିମ୍‌ କୋଟରୁ ଏକ ବଡ ଖବର ସାମ୍ନାକୁ ଆସିଛି। ମିଳିଥିବା ଖବର ଅନୁଯାୟୀ, ସୁପ୍ରିମକୋର୍ଟର ୫୦ ପ୍ରତିଶତ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣକୁ ରୋକିବା...

corona positive
ଦେଶରେ ଦିନକରେ ଚିହ୍ନଟ ହେଲେ ଏକ ଲକ୍ଷ ୬୮ ହଜାର କରୋନା ରୋଗୀ

ନୂଆଦିଲ୍ଲୀ: ଡରେଇଲାଣି କରୋନା । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୬୮ ହଜାର ୯୧୨ ଜଣ କରୋନା ରୋଗୀ ଚିହ୍ନଟ  ହୋଇଛନ୍ତି। ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହେବା  ପ୍ରଥମ। ଏହା ପୂର୍ବରୁ ଏପ୍ରିଲ...

coronavirus
ରାଜ୍ୟରେ ପୁଣି ୨ କରୋନା ରୋଗୀ ଆଖି ବୁଜିଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବେଲଗାମ ହେଲାଣି। ଦୈନିକ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ବି ଧୀରେ ଧୀରେ ବଢୁଛି। ଆଜି କରୋନାରେ ପୁଣି ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...

scb nursing
ବନ୍ଦ ହେଲା କଟକ ବଡ଼ ମେଡିକାଲ ନର୍ସିଂ କଲେଜ

କଟକ: ବନ୍ଦ ହେଲା କଟକ ବଡ଼ ମେଡିକାଲର ନର୍ସିଂ କଲେଜ। ACS ଙ୍କ ନିର୍ଦ୍ଦେଶ କ୍ରମେ ନର୍ସିଂ କଲେଜକୁ ବନ୍ଦ କରାଯାଇଥିବା ଅନୁଷ୍ଠାନର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସଂଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିବା ପାଇଁ ଅନ୍ତେବାସୀଙ୍କୁ କୁହାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ SCB ନର୍ସିଂ...

west bengle
ପଶ୍ଚିମବଙ୍ଗ ମତଦାନ କେନ୍ଦ୍ରରେ ହିଂସା; ଧାଡ଼ିରେ ଠିଆ ହୋଇଥିବା ୪ ଭୋଟରଙ୍କୁ ଗୁଳିକରି ହତ୍ୟା

କୋଲକାତା:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ୪ର୍ଥ ପର୍ଯ୍ୟାୟ ମତଦାନ। ଆଜି । ହୁଗୁଳି, ହାଓଡା, ଦକ୍ଷିଣ ୨୪ ପ୍ରଗଣା, ଅଲିପୁରଦ୍ୱାର, କୁଚ ବିହାର ଆଦି ଆସନ ସମେତ  ୪୪ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେଉଛି।   ମତଦାନ ସମୟରେ କୁଚ ବିହାର ଜିଲ୍ଲା ସ୍ଥିତ ସିତାକୁଲ୍‌ଚି...

corona nationa
ଦେଶରେ ଦୈନିକ ରେକର୍ଡ ଭାଙ୍ଗୁଛି କରୋନା, ଆଜି ବାହାରିଲେ ୧ ଲକ୍ଷ ୪୫ ହଜାର ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନ ଧରି ୧ ଲକ୍ଷ ଉପରେ ରହିଛି। ଶନିବାର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାରରୁ ଅଧିକ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୭୦୦ରୁ ଅଧିକ ରହିଛି।...

corona
ଡରେଇଲା କରୋନା; ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୧୩୭୪ ଆକ୍ରାନ୍ତ

ଭୁବନେଶ୍ୱର:ରାଜ୍ୟରେ  ଉପର ମୁହାଁ କରୋନା ଗ୍ରାଫରେ କିଛି ବି ପରିବର୍ତ୍ତନ ଆସିନି। କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଶୁକ୍ରବାର ରାଜ୍ୟରୁ ୧୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୧୩୭୪ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ଥିଲେ ୮୧୨ ଏବଂ...

mangal-pandey
କାହିଁକି ଗୋଟିଏ ଦିନ ଘୁଞ୍ଚିଥିଲା ସହିଦ ମଙ୍ଗଳ ପାଣ୍ଡେଙ୍କ ଫାଶୀ ତାରିଖ

ନୂଆଦିଲ୍ଲୀ: ଭାରତ ସ୍ୱାଧୀନତା଼ ଇତିହାସର ଏକ ସ୍ୱର୍ଣ୍ଣିମ ନାମ ସହିତ ମଙ୍ଗଳ ପାଣ୍ଡେ। ଏପ୍ରିଲ ୮ ତାରିଖ ଥିଲା ମଙ୍ଗଳ ପାଣ୍ଡେଙ୍କ ଜୀବନର ଶେଷ ଦିନ। ଏହି ଦିନ ତାଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା। ହେଲେ ମଙ୍ଗଳ ପାଣ୍ଡେଙ୍କୁ ଏପ୍ରିଲ ୭ ତାରିଖ ଅର୍ଥାତ୍‌ ଗୋଟିଏ ଦିନ ପୂର୍ବରୁ...

tree-man
ନରୋତ୍ତମ ସାର୍‌‌ଙ୍କ ପାଇଁ ଖାଲି ପଡ଼ିଆ ଆଜି ସବୁଜିମାରେ ହସୁଛି

ଟ୍ରି ମ୍ୟାନ ନରୋତ୍ତମ ଦାସ। ଘର ମୟୂରଭଞ୍ଜି ଜିଲ୍ଲା ନାବରା ଗ୍ରାମରେ । ଗଛ ଲଗାଇବା ସହ ଜଙ୍ଗଲର ସୁରକ୍ଷା ପାଇଁ ବ୍ରତୀ ନରୋତ୍ତମ ସାର। ତାଙ୍କ ପ୍ରଚେଷ୍ଟାରେ ଖାଲି ପଡିଥିବା ଟାଙ୍ଗରା ପଡିଆ ଆଜି ସବୁଜିମାରେ ହସୁଛି।    

HEALTH MINISTER
ନିଜ ଅପାରଗତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଦୋଷ ଦେଉଛନ୍ତି-ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମୁକାବିଲା କ୍ଷେତ୍ରରେ ନିଜର ଅପାରଗତାରୁ ଧ୍ୟାନ ହଟାଇବାକୁ ନିନ୍ଦନୀୟ ପ୍ରୟାସ କରୁଛନ୍ତି କିଛି ରାଜ୍ୟ ।କୋଭିଡ୍ ଭ୍ୟାକ୍ସିନ ସଙ୍କଟ ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜ୍ୟ ପ୍ରଶ୍ନ ଉଠାଇବା ପରେ ଏଭଳି କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଟୁଇଟ୍‌ କରି ସ୍ୱାସ୍ଥ୍ୟମନ୍ତ୍ରୀ...

rosis kitchen
ଅଜୟ-କାଜୋଲଙ୍କ ପାଇଁ ବିମାନରେ ଓଡ଼ିଶାରୁ ଗଲା କଙ୍କଡ଼ା ଝୋଳ, ବାମ୍ବୋ ଚିକେନ...

ଭୁବନେଶ୍ୱର: ଲାଲ ଟହ ଟହ କଙ୍କଡ଼ା ଝୋଳ…  ବାମ୍ବୋ ଚିକେନ୍ .. ନାରିୟଲ ଚିକେନ୍। ଆଃ ! ଦେଖୁ ଦେଖୁ ଜିଭ ବୁଲିଲାଣି ଯିଏ ଖାଇଛି ସେ ପାଇଛି ଏହାର ମଜା। ଓଡ଼ିଆ ଷ୍ଟାଇଲର ସେଇ ପାଟି ସୁଆଦିଆ ଡିସ୍‌କୁ ଏବେ ଅର୍ଡର କରିଛନ୍ତି ଖୋଦ୍ ବଲିଉଡ୍ ଷ୍ଟାର...

marriage
ଯେଉଁ କନ୍ୟାକୁ ବାହା ହେଉଥିଲେ ବର, ସେ ଥିଲେ ନିଜ ଭଉଣୀ, ବୋହୂକୁ ଦେଖି କାନ୍ଦି ଉଠିଲେ ମା’

ବେଜିଂ:ଏକ ବିବାହ ଭୋଜିରେ ମସ୍‌ଗୁଲ ଥିଲେ ସମସ୍ତେ। ବନ୍ଧୁବାନ୍ଧବଙ୍କ ଗହଣରେ ଚାଲିଥିଲା ବାହାଘର। ବରକନ୍ୟା ବସିଥାନ୍ତି । ପାରମ୍ପରିକ ରୀତିରେ ଚାଲିଥାଏ ବାହାଘର। ହଠାତ୍‌ ଶାଶୂମା’ଙ୍କ ନଜର ଭାବି ବୋହୂ ଉପରେ ପଡ଼ିଲା। ବୋହୂର ହାତକୁ ଦେଖିବା କ୍ଷଣି ଶାଶୂମା’ଙ୍କ ହୋସ ଉଡ଼ିଗଲା। ଭୋ ଭୋ କାନ୍ଦି ଉଠିଲେ...

corona
ରାଜ୍ୟରେ କରୋନା ମୃତ୍ୟୁ: ଆଖି ବୁଜିଲେ ୨୮ ବର୍ଷର ଯୁବକ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଚିନ୍ତା ବଢାଇଛି। ଦୈନିକ ସଂକ୍ରମଣ ରେକର୍ଡ ସଂଖ୍ୟକ ବୃଦ୍ଧି ପାଉଥିବାବେଳେ ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତ ଜଣକ ପୁରୀ ଜିଲ୍ଲାର ବୋଲି ଜଣାପଡ଼ିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି...

କରୋନାର ବିସ୍ଫୋରକ ରୂପ..ଦେଶରେ ଦିନକରେ ବାହାରିଲେ ଲକ୍ଷେ ୧୫ ହଜାର ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଆଜି ସବୁ ରେକର୍ଡ ଭାଙ୍ଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୧୫ ହଜାର ୭୩୬ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ଦେଶରେ ୫୯, ୮୫୬ ଜଣ ସୁସ୍ଥ ହୋଇ...

corona
ରେକର୍ଡ ଭାଙ୍ଗିଲା କରୋନା; ଓଡ଼ିଶାରେ ଦିନକରେ ଚିହ୍ନଟ ହେଲେ ୭୯୧

ଭୁବନେଶ୍ୱର: କରୋନା ସଂକ୍ରମଣ ଆଜି ରାଜ୍ୟରେ ବିସ୍ଫୋରକ ରୂପ ନେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୫୯ କରୋନା କ୍ୱାରେଣ୍ଟିନରେ ଥିବାବେଳେ ୩୩୨ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ...

america
ଆମେରିକାରେ ଏପ୍ରିଲ ୧୯ରୁ ସବୁ ପ୍ରାପ୍ତ ବୟସ୍କଙ୍କୁ ମିଳିବ କରୋନା ଟିକା

ୱାଶିଂଟନ:ଆମେରିକାର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ କରୋନା ଟିକା ଦିଆଯିବ। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିଛନ୍ତି । ଏପ୍ରିଲ ୧୯ରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ। ପୂର୍ବରୁ ମେ’ ପହିଲାରୁ ପ୍ରାପ୍ତ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଆମେରିକା ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।