• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

covid
ଦେଶରେ ଅଣାୟତ୍ତ କରୋନା; ଦିନକରେ ଆକ୍ରାନ୍ତ ହେଲେ ୩.୩୨ ଲକ୍ଷ

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ବଢ଼ିବାରେ ଲାଗିଛି। ଗତକାଲି ୩ ଲକ୍ଷ ୧୪ ହଜାର ୮୩୫ ଆକ୍ରାନ୍ତ ହୋଇଥିବାବେଳେ ୨୧୦୪ ଜଣ ପ୍ରାଣ ନେଇଥିଲା କରୋନା। ହେଲେ ଆଜି ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାର ୭୩୦...

music director shravan
କରୋନାରେ ଆଖି ବୁଜିଲେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ

ମୁମ୍ବାଇ: କରୋନାରେ ପ୍ରାଣ ହରାଇଲେ ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । କୋଭିଡ୍ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗୁରୁବାର ବିଳମ୍ବିତ ରାତିରେ ସେ କରୋନା ଯୁଦ୍ଧରେ ହାରିଯାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି...

marc
ମଙ୍ଗଳରେ ମିଳିବ ଅମ୍ଳଜାନ

ନୂଆଦିଲ୍ଲୀ: ମଙ୍ଗଳରେ ଗଢି ଉଠିବ କି ଜୀବଜଗତ ! ଏହାକୁ ନେଇ ଦିନକୁ ଦିନ ଆଶା ଉଜ୍ଜ୍ୱଳ ହେବାରେ ଲାଗିଛି। କାରଣ ଏକଦା ମଙ୍ଗଳଗ୍ରହରେ ହ୍ରଦ ଓ ସମୁଦ୍ର ଥିବାର ପ୍ରମାଣ ପାଇଥିଲେ ବୈଜ୍ଞାନିକମାନେ। ଯଦିଓ ଏହି ଜଳ ଲୋହିତ ଗ୍ରହରେ ଏବେ ନିଖୋଜ ହୋଇ ଯାଇଛି, ତେବେ...

Ravi-snkr
ଚଳଚ୍ଚିତ୍ର ସମ୍ପାଦକ ରବି ଶଙ୍କର ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଚଳଚ୍ଚିତ୍ର ସମ୍ପାଦକ ରବି ଶଙ୍କର ପଟ୍ଟନାୟକଙ୍କ ଆଜି ପରଲୋକ ହୋଇ ଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ତାଙ୍କର ପରଲୋକ ଘଟିଥିବା ଖବର ମିଳିଛି।  ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କିଛିଦିନ ତଳେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ...

Capture
ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ୨୪ରୁ ଆରମ୍ଭ ହେବ ପଞ୍ଜୀକରଣ

ଭୁବନେଶ୍ୱର: ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ’ ପହିଲାରୁ ଆରମ୍ଭ ହେବ । ଏଥିରେ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏଥିପାଇଁ ଆସନ୍ତା ୨୪ ତାରିଖରୁ ପଂଜୀକରଣ ହେବ । ଟିକା ନେବାକୁ ଇଚ୍ଛୁକ ବ୍ୟକ୍ତିମାନେ କୋ ୱିନ୍ ପୋର୍ଟାଲରେ ପଂଜୀକରଣ କରିପାରିବେ।...

samir das
ପ୍ଲସ୍‌ ଟୁ ପରୀକ୍ଷା ବାତିଲ୍ ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ, ମନ୍ତ୍ରୀ କହିଲେ.....

ଭୁବନେଶ୍ୱର: ମାଟ୍ରିକ୍ ପରେ ଏବେ ପ୍ଲସ୍‌ ଟୁ ପରୀକ୍ଷା ବାତିଲ୍ ଦାବି ଜୋର ଧରିଲା। ପରୀକ୍ଷା ବାତିଲ୍‌ ଦାବି ନେଇ ଯୁକ୍ତ ଦୁଇ  ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଛନ୍ତି।  ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ  ଆନ୍ଦୋଳନ କରିଛନ୍ତି । ପୂର୍ବରୁ ମାଟ୍ରିକ୍ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ପରେ...

Capture
ପିପିଲି ଉପନିର୍ବାଚନ: ଲଢ଼ିବେନି ଅଜିତ୍‌ଙ୍କ ପରିବାର

ପିପିଲି: କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ କିଏ ହେବ ପ୍ରାର୍ଥୀ ? ଏ ନେଇ ଦଳରେ ଚାଲିଥିବା ହିସାବ ନିକାଷ ସରିନି। ତେବେ ଆଜି ସଂନ୍ଧ୍ୟା ସୁଦ୍ଧା ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ  ତାର ପ୍ରାର୍ଥୀ ଘୋଷଣା କରିବ। ଏ ନେଇ  ସୂଚନା...

covid-19
କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ବିଏମ୍‌ସି; ନେଲା ଏମିତି ପଦକ୍ଷେପ

ଭୁବନେଶ୍ୱର:‌ ରାଜ୍ୟରେ  କରୋନା ସ୍ଥିତି ସାଂଘାତିକ ରୂପ ନେଲାଣି। ଗତକାଲି କରୋନା ସଂକ୍ରମିତଙ୍କ ସଂଖ୍ୟା  ୪,୮୫୧ ଥିବାବେଳେ ୫ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା। ଆଜି ସଂକ୍ରମିତ ଏବଂ ମୃତ୍ୟୁ ହାର ପୁଣି ବୃଦ୍ଧି ପାଇଛି। ଆଜି ଦିନକରେ ରାଜ୍ୟରୁ ୬ହଜାର୧୬୪ ଜଣ ରୋଗୀ ବାହାରିଛନ୍ତି। ରାଜ୍ୟରେ କରୋନାରେ ଗତ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।