ସମ୍ବଲପୁର ସର୍କଲ ଜେଲରେ ସଜା କାଟୁଥିଲା ହାଇଦର ଅସୁସ୍ଥ ହେବାରୁ ବୁର୍ଲା ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ମାର୍ଚ୍ଚ ୨୩ରେ ଚିକିତ୍ସା ପାଇଁ ସମ୍ବଲପୁରରୁ କଟକ ଏସ୍ସିବି ଆସିଥିଲା ଏପ୍ରିଲ ୧୦ରେ ଏସ୍ସିବିରୁ ଫେରାର ହୋଇଯାଇଥିଲା ହାଇଦର୍ ପୂର୍ବରୁ ଜାନୁୟାରୀ ୧୯, ଫେବୃୟାରୀ ୨୩ରେ ଏସ୍ସିବି ଆସିଥିଲା ଏପ୍ରିଲ...
ଭୁବନେଶ୍ୱର: କିଡ୍ନୀ ସମସ୍ୟାର ଚିକିତ୍ସା କରିବା ବାହାନରେ ଜେଲରୁ ଆସି ଏସ୍ସିବିରେ ରହିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଏପ୍ରିଲ ୧୦ରେ ଏସସିବିରୁ ପୋଲିସକୁ ଚକ୍ମା ଦେଇ ଚମ୍ପଟ ମାରିଥିଲା ହାଇଦର। ହେଲେ ଏସ୍ସିବିରୁ କେମିତି ଖସି ପଳାଇଲା ହାଇଦର ? କିଏ ତାକୁ ସହଯୋଗ କରିଥିଲା ? ଏହା...
ନୂଆଦିଲ୍ଲୀ: ଦେଶରେ କରୋନା ତା’ର କରାଳ କାୟା ବିସ୍ତାର କରି ଚାଲିଛି। ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି। ଗତକାଲି ଦେଶରେ୧ ଲକ୍ଷ ୯୯ ହଜାର ୫୬୯ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ୨ ଲକ୍ଷ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪...
ଭୁବନେଶ୍ୱର: ପୋଲିସକୁ ଚକ୍ମା ଦେଇ ଖସି ପଳାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଶେଷରେ ଧରିଛି କମିଶନରେଟ ପୋଲିସ। ୫ ଦିନ ତଳେ କଟକ ବଡ଼ମେଡିକାଲରୁ ଫେରାର ମାରିଥିଲା ସେଖ୍ ହାଇଦର। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ସହାୟତାରେ ତାକୁ ଗତକାଲି ସନ୍ଧ୍ୟାରେ ଗିରଫ କରାଯାଇଛି। ହାଇଦର ଫେରାର ହେବା...
ମାଲକାନଗିରି: ଭାଇରାଲ ଭୋକର ଭୟାନକ୍ କାହାଣୀ ଶେଷରେ ପ୍ରଶାସନ ପାଖରେ ପହଞ୍ଚିଛି। । ଏକଥା ଜାଣିବ ପରେ ତତ୍ପର ହୋଇ ପଡ଼ିଛି ମାଲକାନଗିରି ପ୍ରଶାସନ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ବୃଦ୍ଧା ଫୁଲମତିକୁ ଉଦ୍ଧାର କରିଛନ୍ତି। ଫୁଲମତି ନିଜର ଦୁଃଖ କହିଛି। ଗତକାଲି ଏକ ଭିଡିଓ ଭାଇରାଲ...
କୋଲକାତା: ପଶ୍ଚିମବଂଗରେ ହେବାକୁ ଥିବା ବଳକା ବିଧାନସଭା ଆସନ ଗୁଡିକରେ ଭୋଟଗ୍ରହଣ ଗୋଟିଏ ପର୍ଯ୍ୟାୟରେ କରିବାକୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି। ଆସନ୍ତାକାଲି ପଶ୍ଚିମବଙ୍ଗରେ ୫ମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ତିନିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ...
ପୁରୀ: ପୁରୀରେ ଆଜି ଶତକ ଅତିକ୍ରମ କରିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୧୧୨ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୪୨ରେ ପହଁଚିଛି। ଶ୍ରୀମନ୍ଦିର ସେବାୟତ, ସେବାୟତ ପରିବାର, କର୍ମଚାରୀଙ୍କୁ ମିଶାଇ ୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ସେବାୟତ ୧୦...
ହରିଦ୍ୱାର: ହରିଦ୍ୱାର କୁମ୍ଭ ମେଳାରୁ ପୁଣି ବାହାରିଛନ୍ତି କରୋନା ଆକ୍ରାନ୍ତ। ଗତ ୨୪ ଘଣ୍ଟାରେ ୫୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗତ ଦୁଇ ଦିନରେ ହଜାରେରୁ ଅଧିକ ପଜିଟିଭ୍ ବାହାରିଛନ୍ତି। ଗତ ୧୦ ତାରିଖରୁ ଏଯାଏ କରୋନାରେ ଦୁଇ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ...
ଜୋଧପୁର: କୁହାଯାଏ ବାପା ଥିବା ସନ୍ତାନ କେଉଁଠି ହାରେନି। ମା’ ସ୍ନେହ, ଆଦର ଦେଇ ପାଳିଥାଏ, ଆଉ ବାପା ଢାଲ ପରି ବିପଦ ଆପଦରେ ପିଲାଙ୍କ ସାମ୍ନାରେ ଛିଡ଼ା ହୋଇଥାଏ। ହେଲେ ଆମେ ଏମିତି ଜଣେ ବାପାଙ୍କ କଥା ଜଣାଇବାକୁ ଯାଉଛୁ, ଯିଏ ବାପା ନାମରେ ଥିଲେ ଜଣେ...