• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

covid-19
କରୋନା ବିସ୍ଫୋରଣ: ଦେଶରେ ଦୈନିକ ୨ ଲକ୍ଷ ଛୁଇଁଲା ସଂକ୍ରମଣ, ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଡାକ୍ତରମାନେ କରୋନାର ଦ୍ୱିତୀୟ ଲହରକୁ ନେଇ ଯେଉଁ ପୂର୍ବନୁମାନ କରିଥିଲେ ତା‘ଠାରୁ କାହିଁ କେତେ ଅଧିକ ଭୟଙ୍କର ରୂପ ନେଇ ଆସିଛି ମହାମାରୀ। ଦେଶର ସବୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ...

COVID19
ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ଼; ଦିନକରେ ବାହାରିଲେ ୬୩୧ କରୋନା ସଂକ୍ରମିତ

ଭୁବନେଶ୍ୱର: ସବୁ ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ। କରୋନା ସଂକ୍ରମଣ ଯେଉଁ ହାରରେ ଏଠାରେ ବଢୁଛି ତାହା ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି। ଲଗାତାର ଦୈନିକ କରୋନା ସଂକ୍ରମଣ ତାଲିକାର ଉପରେ ଥିବା ସୁନ୍ଦରଗଡରୁ ଆଜି ରେକର୍ଡ ସଂଖ୍ୟକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଜି ଏଠାରୁ ୬୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।...

nasal
କରୋନାକୁ ଭାଇରସକୁ ମାରିବ ଏହି ସ୍ପ୍ରେ; ସଂକ୍ରମଣ ରୋକିବାରେ ୯୯% ସଫଳ

ଓଟାବା: କରୋନା ଭାଇରସ ବିରୋଧରେ ଲଢିବା ପାଇଁ ସାରା ବିଶ୍ୱ ଅଣ୍ଟା ଭିଡିଛି। ତଥାପି ଭାଇରସର ସମ୍ପୂର୍ଣ୍ଣ ମୁକାବିଲା କରିବାରେ ଅସମର୍ଥ । କୋଭିଡ ମୁକାବିଲା ପାଇଁ ଏକମାତ୍ର ବିକଳ୍ପ ଭ୍ୟାକ୍ସିନ। ତେବେ ଟିକାକରଣ ପରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏସବୁ ଦ୍ୱନ୍ଦ୍ୱ ଏବଂ ଭୟ ଭିତରେ...

PRAKASH-MISHRA
କିଡ୍‌ନୀ ସମସ୍ୟା ଥାଇ ହାଇଦର୍ ବିରିୟାନୀ ଖାଉଥିଲା କେମିତି-ପ୍ରକାଶ ମିଶ୍ର

କଟକ: କଟକ ବଡ ମେଡିକାଲରୁ ହାଇଦର ଖସି ପଳାଇବା ଘଟଣାକୁ ନେଇ ମୁହଁ ଖୋଲିଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର। ହାଇଦର ଖସିବା ପଛରେ ବଡ଼ ହାତ ରହିଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପୂର୍ବତନ ଡିଜିପି। ହାଇଦର ଫେରାର ଘଟଣାକୁ  ନେଇ...

vimsar
୧୦ ଦିନ ଭିତରେ ଭୀମସାରରେ ଖୋଲିବ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ-ମୁଖ୍ୟ ଶାସନ ସଚିବ

ସୁନ୍ଦରଗଡ଼: ସୁନ୍ଦରଗଡରେ ବେକାବୁ ହେଉଛି କରୋନା। ରାଜ୍ୟ କରୋନା ସଂକ୍ରମଣ ତାଲିକାର ଉପରେ ରହୁଛି ଏହି ଜିଲ୍ଲା। କଟକଣା ସତ୍ତ୍ୱେ ନିୟନ୍ତ୍ରଣ କରି ହେଉନି। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ରେ ପୁଣି ଆରମ୍ଭ ହୋଇଛି ଟିଏମ୍‌ସି ବ୍ୟବସ୍ଥା। ବାଲିଶଙ୍କରା ବ୍ଲକ ରାଉଲଡେଗାରେ ଖୋଲିଛି ଏହି ଟିଏମ୍‌ସି ସେଣ୍ଟର।  ବାହାର ରାଜ୍ୟରୁ...

tulip
ଦିବ୍ୟାଙ୍ଗ ପାଇଲେ ଜୀବନର ନୂଆ ସ୍ୱାଦ; ପ୍ରକୃତିର ଶୋଭାରେ ଭୁଲିଗଲେ ଅବସାଦ

ଶ୍ରୀନଗର: ଜାମ୍ମୁ କଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପର ମୂଳୋତ୍ପାଟନ ପାଇଁ ଏବେ ଚାଲିଛି ‘ଅପରେସନ ଅଲ ଆଉଟ୍’ । ଆତଙ୍କୀଙ୍କ ସହ ଆର ପାର ଲଢେଇରେ ବ୍ୟସ୍ତ ସୁରକ୍ଷାକର୍ମୀ । ତଥାପି ଗୋଳାବାରୁଦ, ଲହୁ, ଲୁହ  ଭିତରେ ବି ସୁରକ୍ଷାକର୍ମୀ ସେମାନଙ୍କ ସାମାଜିକ କର୍ତ୍ତବ୍ୟବୋଧ ଭୁଲିନାହାନ୍ତି । ଇତି ମଧ୍ୟରେ...

pana sankranti-111
ମହାବିଷୁବ ସଂକ୍ରାନ୍ତିରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବବର୍ଷ। ଏଥିସହିତ ହନୁମାନ ଜୟନ୍ତୀ। ଏହି ପବିତ୍ର ପଣାସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଏ କଠିନ ସମୟ ଶ୍ରୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ...

Pak-Ko
ପାକିସ୍ତାନର ପ୍ରସିଦ୍ଧ ଶକ୍ତିପୀଠ; ଚାଲି ଚାଲି ଗଲେ ପୂରଣ ହୁଏ ମନସ୍କାମନା

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଚୈତ୍ର ନବରାତ୍ର ପୂଜା। ଆଜିଠାରୁ ୯ ଦିନ ଧରି ଦେବୀଙ୍କୁ ୯ଟି ବେଶରେ ପୂଜା କରାଯାଏ। ଆରାଧନା କରାଯାଇଥାଏ। ଏହି ସମୟରେ ସାଧାରଣତଃ ଦେବୀ ପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ। ଏଥର କରୋନା କଟକଣା ଯୋଗୁ ଯଦିଓ ଭକ୍ତଙ୍କ ସମାଗମ ନାହିଁ ତଥାପି...

ଡାକ୍ତରଖାନାରେ ଅକ୍ସିଜେନ ଅଭାବରୁ ଆଖି ବୁଜିଲେ ୭ କରୋନା ରୋଗୀ

ମୁମ୍ବାଇ: ମହାରାଷ୍ଟ୍ରରେ ଭୟାବହ ହେଉଛି କରୋନା। ରୋଗୀଙ୍କ ସଂଖ୍ୟା ଏତେମାତ୍ରାରେ ବଢୁଛି ଯେ, ଡାକ୍ତରଖାନାରେ ଚିକିତ୍ସା ସେବା ଯୋଗାଇବା ମୁସ୍କିଲ ହୋଇ ଯାଉଛି। ରାଜ୍ୟରେ ଗତକାଲି ପ୍ରାୟ ୬୩ ହଜାର ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବା ବେଳେ ୩୪୯ ଜଣଙ୍କ ମୃତ୍ୟୁ ହୋଇଛି । କେବଳ ମୁମ୍ବାଇରେ...

shree mandir
ଶ୍ରୀମନ୍ଦିର ସହ ସଂପୃକ୍ତ ୨୩ ବାହାରିଲେ କରୋନା ପଜିଟିଭ

ପୁରୀ: ପୁରୀରେ ବ୍ୟାପକ ହୋଇଛି କରୋନା ସଂକ୍ରମଣ। ପର୍ଯ୍ୟଟକଙ୍କଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ସବୁଠି ବ୍ୟାପିଲାଣି କରୋନା ସଂକ୍ରମଣ। ଦୀର୍ଘମାସ ବନ୍ଦ ରହିବା ପରେ ପୁରୀ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିଥିଲା। କଟକଣା ଭିତରେ ଜଗା ଦର୍ଶନ ପାଉଥିଲେ ଭକ୍ତ। ହେଲେ ଏବେ ପରିସ୍ଥିତି ସାଂଘାତିକ ହେଲାଣି।...

corona-in-nation
ପ୍ରଥମ ଲହରଠୁ ଭୟଙ୍କର ହେଉଛି କରୋନା: ଦିନକରେ ୮୮୦ ଆଖି ବୁଜିଲେ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ପ୍ରଥମ ଲହରଠୁ ଆହୁରି ଭୟାନକ ରୂପ ଧାରଣ କରି ବ୍ୟାପିବାରେ ଲାଗିଛି ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ଏକ ଲକ୍ଷ ୬୦ ହଜାର ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି  ୮୮୦ ଜଣଙ୍କର ମୃତ୍ୟୁ ଘଟିଛି।...

corona
ରାଜ୍ୟରେ ଦିନକରେ ବାହାରିଲେ ୧୭୮୪ କରୋନା ସଂକ୍ରମିତ, ନୂଆପଡ଼ା ଆଗରେ

ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଉଛି କରୋନା। ଦିନକୁ ଦିନ ସଂକ୍ରମଣ ବଢି ବଢି ଚାଲିଛି। ଆଜି  ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୮୪ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ ୧୦୩୪ କ୍ୱାରେଣ୍ଟିନରୁ ବାହାରି ଥିବାବେଳେ ୭୪୯ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।