• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

odisha divas
ଆଜି ଉତ୍କଳ ଦିବସ; ସାରା ରାଜ୍ୟରେ ଉତ୍ସବର ମାହୋଲ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଆଜି ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏକ ଗର୍ବ କରିବାର ଦିନ। ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି...

imran khan
ନିଷ୍ପତ୍ତି ବଦଳାଇଲା ପାକିସ୍ତାନ; ଭାରତରୁ ଆମଦାନୀ କରିବ କପା, ଚିନି

ଇସ୍‌ଲାମବାଦ: ପୁଣି ଭାରତକୁ ମୁହଁ ଫେରାଇଲା ପାକିସ୍ତାନ। ଇମ୍ରାନ ସରକାର ଭାରତରୁ କପା ଏବଂ ଚିନି ଆମଦାନୀ କରିବାକୁ ସହମତି ପ୍ରକାଶ କରିଛି। ପାକିସ୍ତାନର କ୍ୟାବିନେଟ ଆର୍ଥିକ ସମନ୍ୱୟ ସମିତି ବୁଧବାର ଭାରତ ସହ ବ୍ୟବସାୟ ପୁଣି ଆରମ୍ଭ କରିବା ପାଇଁ ଅନୁମତି ଦେଇଛି। ପାକିସ୍ତାନ ୨୦୨୧ ଜୁନ...

devgouda
କରୋନା ଆକ୍ରାନ୍ତ ହେଲେ ପତ୍ନୀଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ(ସେକ୍ୟୁଲାର) ନେତା ଏଚ୍‌ ଡି ଦେବଗୌଡ଼ା ଏବଂ ତାଙ୍କ ପତ୍ନୀ ଚେନ୍ନମା କରୋନା ସଂକ୍ରମିତ ହୋଇଛନ୍ତି। ନମୂନା ପରୀକ୍ଷା ପରେ ପଜିଟିଭ ଆସିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା ବୁଧବାର ନିଜେ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଦେବଗୌଡ଼ା ଟୁଇଟ...

corona in jodhpur
୨୫ କରୋନା ପଜିଟିଭ୍ ଚିହ୍ନଟ ପରେ ଆଇଆଇଟି କ୍ୟାମ୍ପସ ହେଲା କଣ୍ଟେନେମଣ୍ଟ ଜୋନ‌

ଜୋଧପୁର:ରାଜସ୍ଥାନର ସବୁଠାରୁ ବଡ ସହର ଯୋଧପୁରରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଲୋକଙ୍କ ଚିନ୍ତା ବଢାଇ  ଦେଇଛି। ମଙ୍ଗଳବାର ପୁଣି ଏଇ ସହରରୁ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ଜୋଧପୁର ଆଇଆଇଟିରେ ଏକା ସାଙ୍ଗରେ ୨୫ ଜଣ ଛାତ୍ର ଏବଂ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ...

rudra-1
ପିପିଲି ଉପନିର୍ବାଚନ: ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲେ ନବୀନ

ପିପିଲି: ପିପିଲିରେ ନିର୍ବାଚନ ମାହୋଲ ସରଗରମ ହେଉଛି। ପ୍ରାର୍ଥିପତ୍ର ଦାଖଲ ପରେ ପ୍ରଚାର ମାହୋଲ ଜମୁଛି। ବିଶେଷକରି ବିଜେଡି-ବିଜେପି କମର କଷି ସାରିଲେଣି। ସବୁ ରାଜନୈତିକ ଦଳ ଷ୍ଟାର କ୍ୟାମ୍ପେନର ମନୋନୀତ କରି ସାରିଲେଣି। ଗତକାଲି ବିଜେପି ତାର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଥିଲା। ଆଜି ବିଜେଡି...

Corona-297
ଥମୁନି କରୋନା : ଆଜି ବି ଚିହ୍ନଟ ହେଲେ ୨୯୭ ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୩୦୦ ପାଖାପାଖି ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୭ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥି ମଧ୍ୟରୁ ୧୭୪ କ୍ୱାରେଣ୍ଟିନରେ ଥିବାବେଳେ ୧୨୩ ଲୋକାଲ କେସ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ...

Corona-Tika
କାଲିଠୁ ଟିକା ନେବେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକ; ବିପଦ ଥିବା ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କରାଯିବ । ତେବେ ଏହି ଗଣ ଟିକାକରଣରେ ଅଧିକ ବିପଦ ଥିବା ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖାଯାଇଛି । ଏମାନେ ହେଲେ ସାହି...

rahul gandhi
ରାହୁଲଙ୍କୁ ନେଇ ପୂର୍ବତନ ସାଂସଦଙ୍କ ବିବାଦୀୟ ବୟାନ: କହିଲେ, ଅବିବାହିତ ସଙ୍କଟରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କେରଳ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଏବେ ସରଗରମ । ସବୁଦଳ ପ୍ରଚାର ପାଇଁଳ କମର କଷିଛନ୍ତି। ନିଜର ବିଜୟ ପାଇଁ ପ୍ରାର୍ଥୀ, ଦଳ ପ୍ରଚାର ବେଳେ ଯେ କୌଣସି ପ୍ରକାର ମନ୍ତବ୍ୟ ଦେଇଥାନ୍ତି । ଏପରିକି ଅପମାନଜନକ ମନ୍ତବ୍ୟ ଦେବାକୁ ବି ପଛାଇ ନଥାନ୍ତି। ...

corona virus
ରାଜ୍ୟରେ ଚିହ୍ନଟ ହେଲେ ୨୧୮ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି ୨୧୮ କରୋନା ପଜିଟିଭ। ଗତକାଲି  ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଏହାର ସଂଖ୍ୟା ବୃଦ୍ଧି ପାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୯ କ୍ୱାରେଣ୍ଟିନରେ ଥିବାବେଳେ ୮୯ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ...

OTV-Portal-Rangare
ଫଟୋରେ ଫଟୋରେ ହୋଲି ମସ୍ତି...

ନୂଆଦିଲ୍ଲୀ: ସରିଯାଇଛି ହୋଲି।  ରଙ୍ଗରେ ଭିଜିଛି ସାରା ଦେଶ। କେଉଁଠି କରୋନା କଟକଣା ଭିତରେ ପାଳିତ ହୋଇଛି ହୋଲି ତ କେଉଁଠି ପୁଣି କରୋନା କଟକଣାକୁ ଫୁ କରି ରଙ୍ଗ ଖେଳର ମଜା ନେଇଛନ୍ତି ଲୋକେ। ଦେଖନ୍ତୁ, ସାରା ଦେଶରେ କିପରି ଲାଗିଥିଲା ହୋଲିର ରଙ୍ଗ।    ...

President
ରାଷ୍ଟ୍ରପତିଙ୍କର ହେବ ବାଇପାସ୍‌ ସର୍ଜରୀ; ଓଡ଼ିଆ ଡାକ୍ତର କରିବେ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଆଜି ବାଇପାସ୍ ସର୍ଜରୀ କରାଯିବ । ସକାଳେ ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅସ୍ତ୍ରୋପଚାର କରିବେ ବୋଲି ସୂଚନା ମିଳିଛି। ଦିଲ୍ଲୀ ସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ରେ ଏହି ଅସ୍ତ୍ରୋପଚାର...

petrol
୪ ଦିନ ପରେ ପୁଣି କମିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ସରକାରୀ ତେଲ କମ୍ପାନୀ ୪ ଦିନ ପରେ ପୁଣି ଆଜି ତେଲ ଦାମ ହ୍ରାସ କରିଛନ୍ତି। ଆଜି ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ୨୩ ପଇସା ପ୍ରତି ଲିଟର ପିଛା ଶସ୍ତା ହୋଇଛି। ଏହି ଦର ହ୍ରାସ ପରେ ମଙ୍ଗଳବାର ପେଟ୍ରୋଲ ଦାମ ୯୦.୫୬ ଟଙ୍କା...

electric bike
ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ ବାଇକ; ଥରେ ଚାର୍ଜ କଲେ ଗଡ଼ିବ ୬୦ କିମି

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ ଦାମ ହୁ ହୁ ହୋଇ ବଢି ଚାଲିଛି। ଗାଡିରେ ତେଲ ପକାଇଲା ବେଳେ ପକେଟକୁ ଭାରି ବାଧୁଛି। ବିଶେଷ କରି କରୋନା ମହାମାରୀ ସମସ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାଳେ ମହଙ୍ଗା ତେଲ କଷ୍ଟକୁ ଦ୍ୱିଗୁଣିତ କରିଛି। ଇତି ମଧ୍ୟରେ ଇଲେକ୍ଟ୍ରିକ ଗାଡ଼ିର ଚାହିଦା...

heat-wave
ତାତିରୁ ମିଳିବ ଆଶ୍ୱସ୍ତି ! ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ହେଲାଣି ତାତି । ଗତକାଲି ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଡହଡହ ଖରାରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ରାଜ୍ୟବାସୀ। ମାର୍ଚ୍ଚ ମାସରେ ଯଦି ଏମିତି ଖରା, ଏପ୍ରିଲ, ମେ’ କେମିତି କଟିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟବାସୀ।...

pipili bypoll
ପିପିଲି ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ରୁଦ୍ର, ଅଜିତ

ପିପିଲି: ପିପିଲି ଉପନିର୍ବାଚନ ପାଇଁ କମର କସୁଛନ୍ତି ରାଜନୈତିକ ଦଳ। ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନମଣ୍ଡିଳ ପରିବେଶ ସରଗରମ। ରାଜ୍ୟ ରାଜନୀତିରେ ବି ଦେଖା ଦେଇଛି ଚାପା ଗୁଞ୍ଜରଣ। ଏସବୁ ଭିତରେ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଶେଷ ଦିନରେ ନୋମିନେସନ ଦାଖଲ କରିବେ ଉଭୟ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।