• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

crpf
ନିଖୋଜ ଯବାନଙ୍କ କୁନି ଝିଅର କରୁଣ ନିବେଦନ-‘ପ୍ଲିଜ..ମୋ ବାପାଙ୍କୁ ଛାଡ଼ିଦିଅ..’

ବିଜାପୁର:  ଛତିଶଗଡ଼ ବିଜାପୁର ମାଓ ଆକ୍ରମଣରେ ୨୨ ଯବାନ ସହିଦ ହୋଇଛନ୍ତି। ଜଣେ ଯବାନ ଏବେ ବି ନିଖୋଜ ଅଛନ୍ତି। ତାଙ୍କର କୌଣସି ପତ୍ତା ମିଳୁନାହିଁ । କୁହାଯାଉଛି,  ମାଓବାଦୀମାନେ ତାଙ୍କୁ ନିଜ କବ୍‌ଜାରେ ରଖିଛନ୍ତି। ଛତିଶଗଡ଼ର କିଛି ସାମ୍ବାଦିକଙ୍କୁ ମଧ୍ୟ ଲାଲବାହିନୀ ତରଫରୁ ଫୋନ୍ କରି କୁହାଯାଇଥିଲା...

curfew
ଦିଲ୍ଲୀରେ ଲାଗୁହେଲା ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: ପୁରା ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇ ଆସିଛି। ଦୈନିକ କରୋନା ରୋଗୀଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ହାରରେ ବଢି ଚାଲିଛି। ଗତକାଲି ଦେଶରେ ନୂଆ କରୋନା ପଜିଟିଭଙ୍କ ସଂଖ୍ୟା ଏକ ଲକ୍ଷରୁ ଟପିଥିଲା ଯାହା ଚିନ୍ତାର ବିଷୟ ଥିଲା। ପରିସ୍ଥିତିକୁ ଦେଖି...

imran khan
ବଳାତ୍କାର ରୋକିବାକୁ ପରାମର୍ଶ ଦେଇ ଫସିଗଲେ ଇମ୍ରାନ, ଭିଡିଓ ସେୟାର କରି ଟ୍ରୋଲ କଲେ ୟୁଜର୍ସ

ଇସ୍‌ଲାମବାଦ୍‌:ପାକିସ୍ତାନରେ ରେପ୍‌ ଘଟଣା ଲଗାତାର ବଢି ଚାଲିଛି। ଏହା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ। ହେଲେ ଜାଣି ନ ଥିଲେ, ନିଜେ ଦେଇଥିବା ପରାମର୍ଶକୁ ନେଇ ଏମିତି ଫସିଯିବେ ବୋଲି। ଏବେ ଇମ୍ରାନଙ୍କର ଏକ ଉପଦେଶକୁ କଡା ଜବାବ ଦେଇଛନ୍ତି...

nagin
ଥାନା ଭିତରେ ନାଗିନ୍‌ ଡ୍ୟାନ୍ସରେ ମସ୍‌ଗୁଲ୍‌ ପୋଲିସ ବାବୁ

ଯାଜପୁର: ଥାନା ଅଧିକାରୀଙ୍କ ନାଗିନ୍ ଡ୍ୟାନ୍ସ । ଥାନା ଭିତରେ ନାଚଗୀତରେ ମସଗୁଲ୍ ହୋଇଯାଇ ଥିଲେ ପୋଲିସ ବାବୁ‌।  ଥାନା ଅଧିକାରୀ, ଅଫିସର, କନେଷ୍ଟବଳ ଏବଂ ମହିଳା ହୋମଗାର୍ଡ ସମସ୍ତେ ମିଶି ନାଚୁଥିଲେ। ଛୋଟ..ବଡ..ସବୁ ଭୁଲି ଯାଇଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା...

rastare-dhalidele
ବିକିବାକୁ ମିଳିଲାନି ଜାଗା, ରାସ୍ତାରେ ପରିବା ଫୋପାଡି ଦେଲେ ବ୍ୟବସାୟୀ

ଝାରସୁଗୁଡ଼ା: କୋଭିଡ୍ କଟକଣା ଜୋରଦାର କରିଛି ପ୍ରଶାସନ । ସାପ୍ତାହିକ ହାଟ, ଦୋକାନ, ବଜାର ବନ୍ଦ କରିଛି। ଫଳରେ ବ୍ୟବସାୟୀମାନେ ଘାଟାରେ ପଡ଼ିଛନ୍ତି। ଜିନିଷପତ୍ର ବିକ୍ରି କରିପାରୁ ନାହାନ୍ତି। ଏହି କ୍ରମରେ ଆଜି ଝାରସୁଗୁଡ଼ା ସହରରେ ଏକମାତ୍ର ପରିବା ବଜାରକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଥିଲା ।...

coronavirus in odisha
ରାଜ୍ୟରେ ୨୪ ଘଣ୍ଟାରେ ୫୮୮ କରୋନା ରୋଗୀ ଚିହ୍ନଟ; ୧୦୦ ଟପିଲା ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣ ବାହାରକୁ ଯାଉଛି କରୋନା ସଂକ୍ରମଣ। ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି। ଗତକାଲି ୫୭୩ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ୫୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା...

wb election
୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆରମ୍ଭ ହେଲା ମତଦାନ

ନୂଆଦିଲ୍ଲୀ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଆଜି ହେଉଛି ଭୋଟଗ୍ରହଣ। କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଆଜି ଗୋଟିଏ ଦିନରେ ମତଦାନ ସରିବ।  ତେବେ ପଶ୍ଚିମବଙ୍ଗରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହେଉଛି । ସେହିପରି ଆସାମରେ ଆଜି ତୃତୀୟ ତଥା...

OTV-portal-NIGHT-CURFEW
ରାତି ୧୦ଟାରୁ ଶୂନଶାନ ହୋଇଗଲା ସହର...

ଭୁବନେଶ୍ୱର: ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ।  ପଶ୍ଚିମ ଓଡ଼ିଶାର ୭ ଏବଂ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ଗତକାଲି ରାତି ୧୦ଟାରୁ ଆଜି ଭୋର ୫ଟା ପର୍ଯ୍ୟନ୍ତ ଲାଗୁ ହୋଇଥିଲା ନାଇଟ୍ କର୍ଫ୍ୟୁ । ଜରୁରୀ କାମ ନ ଥାଇ ଘରୁ ବାହାରକୁ ବାହାରୁଥିବା...

child
୨୨ କୋଟି ଟଙ୍କା ହେଲେ ବଞ୍ଚିବ ୪ ମାସର ମାସୁମ୍‌, ହେଲେ କେଉଁଠୁ ଆସିବ ଏତେ ଟଙ୍କା ?

ଲକ୍ଷ୍ନୌ:ନବଜାତ ଶିଶୁକୁ ଦେଖି ବାପା-ମା’ଙ୍କ ଖୁସିରେ ଉଛୁଳି ପଡ଼ିଥିଲେ। ହେଲେ ଏବେ ସେଇ ଶିଶୁର ନୀରିହ ମୁହଁକୁ ଚାହିଁଦେଲେ ତାଙ୍କର ଛାତି ଫାଟି ଯାଉଛି। ନିଜର ପାରିବା ପଣିଆ ପ୍ରତି ଧିକ୍କାର ଆସୁଛି। ଆଖି ଆଗରେ ତାଙ୍କର ସନ୍ତାନ ଯନ୍ତ୍ରଣାରେ ଛଟପଟ ହେଉଛି। ହେଲେ ସେ କିଛି ବି...

kapil
ପୁଅର ନାମ ଘୋଷଣା କଲେ କପିଲ୍

ମୁମ୍ବାଇ: ଟିଭି ରିଅଲିଟି ସୋ’ର ସବୁଠାରୁ ଲୋକପ୍ରିୟ କମେଡିଆନ୍ କପିଲ ଶର୍ମା ଶେଷରେ ତାଙ୍କ ପୁଅର ନାମ ତାଙ୍କ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି। ସିଙ୍ଗର୍ ନୀତି ମୋହନଙ୍କ ଅନୁରୋଧରେ ସେ ତାଙ୍କ ପୁଅର ନାମ ପ୍ରକାଶ କରିଛନ୍ତି। ଚଳିତ ମାସ ଏପ୍ରିଲ୍ ୨ରେ ନିଜର ଜନ୍ମଦିନ ପାଳିଥିଲେ। ଏ ନେଇ...

Capture-1
ଏଜାଜ ଖାନଙ୍କ ସମେତ ଏହି ଦୁଇ ବଲିଉଡ କଳାକାର କରୋନା ସଂକ୍ରମିତ

ମୁମ୍ବାଇ: କରୋନାରେ ସଂକ୍ରମିତ ହୋଇଛନ୍ତି ଡ୍ରଗ୍ସ କେସରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଏଜାଜ୍ ଖାନ୍। ଗତ ବୁଧବାର ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଜଡିତ ଡ୍ରଗ୍ସ କେସରେ ଆଜାଜଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ...

covid
 ଟାଇପ୍-୨ ଡାଇବେଟିସ୍ ଓ ମେଦବହୁଳ ପାଇଁ କୋଭିଡ୍-୧୯ କ୍ଷତିକାରକ

କରୋନା ଭାଇରସ୍ ଯଦିଓ ଏକ ଶ୍ୱାସଜନିତ ରୋଗ ତଥାପି ଏହା କାହାରିକୁ ଛାଡୁନି। ଏହାର ରିସ୍କ୍ ଫ୍ୟାକ୍ଟର୍ ଭିନ୍ନ ଭିନ୍ନ ଲୋକଙ୍କୁ ନେଇ ଅଲଗା ରହିଛି। ନିକଟରେ ଏକ ଅଧ୍ୟୟନରୁ କରୋନା ଭାଇରସଜନିତ ଏକ ନୂଆ ରିସ୍କ ପଦାକୁ ଆସିଛି। ପ୍ଲସ୍ ୱାନ୍ ପତ୍ରିକା ଅନୁସାରେ, ଟାଇପ୍-୨ ଡାଇବେଟିସ୍...

marriage-
ବାହାଘର ପାଇଁ ପାତ୍ର ଖୋଜୁଛନ୍ତି କି ? ଏମିତି ବାଛନ୍ତୁ ଜୀବନସାଥୀ

ବିବାହ କଥା ଉଠିଲେ ସେ ପୁଅ ହେଉ ବା ଝିଅ ସମସ୍ତେ ଏକ ଭଲ ପାତ୍ର ଖୋଜନ୍ତି। ଯିଏ ମନ ବୁଝୁଥିବ, ସୁଖ-ଦୁଖରେ ସାଥୀ ହେଉଥିବ, ଭାବନା ସହିତ ଜଡ଼ିତ ରହୁଥିବ ଇତ୍ୟାଦି । କିନ୍ତୁ ଅଧିକାଂଶ ନିଜର ଜୀବନସାଥୀ ବାଛିବାରେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଯଦି ଆପଣମାନେ ବି...

3 arrested
ଗାଁ ଦାଣ୍ଡରେ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ, ବନ୍ଧା ହେଲେ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା କୋର ଗାଁରେ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ ମାରିବା ଘଟଣାରେ ନିକିରାଇ ପୋଲିସ ୩ ଜଣଙ୍କୁ ଗିରଫ୍ କରିଛି l ଗିରଫ୍ ବ୍ୟକ୍ତି ମାନେ ହେଲେ ଶରତ ଚନ୍ଦ୍ର ନାୟକ, ତାଙ୍କ ପୁଅ ମୁନା ନାୟକ ଓ ନିରଞ୍ଜନ ନାୟକ l ପୀଡିତା ମହିଳାଙ୍କ ମାମୁଁଙ୍କ...

cm Chhattisgarh at hospital
ହୃଦୟଥରା ଦୃଶ୍ୟ ବର୍ଣ୍ଣନା କଲେ ଆହତ ଯବାନ- ଚାରିପଟୁ ଘେରି ଆଖିବୁଜା ଗୁଳି ବର୍ଷା କରୁଥିଲେ ମାଓବାଦୀ

ରାୟପୁର:ବିଜାପୁରରେ ମାଓବାଦୀ ଆକ୍ରମଣରେ ୨୪ ଯବାନ ସହିଦ ହେବା ପରେ ସାରା ଦେଶରେ ଶାକର ଲହରୀ ଖେଳି ଯାଇଛି।ଛତିଶଗଡର ବିଜାପୁର ଏବଂ ସୁକୁମା ଜିଲ୍ଲା ସୀମାରେ ଘଟିଥିବା ଏହି ବର୍ବର କାଣ୍ଡ ରଚିଥିଲେ ୪୦୦ରୁ ଅଧିକ ମାଓବାଦୀ । ଅବଶ୍ୟ ଆମ ଯବାନମାନେ ମାଓବାଦୀଙ୍କୁ ଏହି ଇଲକାରୁ ହଟାଇବାରେ...

corona virus
ରାଜ୍ୟରେ ଦିନକରେ ୫୦୦ ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୫ ଶହରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଆଜି ରାଜ୍ୟରେ ୫୭୩ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ୩୩୭ କ୍ୱାରେଣ୍ଟିନରେ ଥିବାବେଳେ ୨୩୬...

BANI KAPOOR
ନିଆରା ପରିଚୟ ସୃଷ୍ଟି କରିବାକୁ ଚାହେଁ : ବାଣୀ କପୁର

ବଲିଉଡରେ ନବାଗତଙ୍କ ଭିତରେ ରହିଛନ୍ତି ବାଣୀ କପୁର। ସାତ ବର୍ଷ ପୂର୍ବରୁ ୨୦୧୩ରେ ସେ ବଲିଉଡ୍ ଦୁନିଆରେ ପ୍ରବେଶ କରିଥିଲେ ବି  ଏକ ନିଆରା ପରିଚୟ ତିଆରି କରିବା ନେଇ ଚେଷ୍ଟା ଜାରି ରଖିଛନ୍ତି। ତାଙ୍କର ପ୍ରଥମ ସିନେମା ଥିଲା ‘ଶୁଦ୍ଦ ଦେଶି ରୋମାନ୍ସ’ । ଏଥିରେ ବାଣୀ...

OTV-CMCV
CMC ଗାଇଡ ଲାଇନ: ବିବାହ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକ ରହିବେନି

କଟକ: ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ପୁଣି ଆରମ୍ଭ ହୋଇଯାଇଛି କଟକଣା। କେଉଁ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଛି ତ କେଉଁ ଅଞ୍ଚଳକୁ ଲକ୍‌ଡାଉନ ଘୋଷଣା କରାଯାଇଛି। କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ବିଏମ୍‌ସି ପକ୍ଷରୁ ଗାଇଡଲାଇନ ଗତକାଲି ଜାରି କରାଯାଇଥିବାବେଳେ ଏବେ CMC...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।