ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ପୁଣି ରେପୋ ରେଟ ହ୍ରାସ କରାଯାଇଛି। ତିନି ଦିନ ଧରି ଚାଲିଥିବା ଆର୍ଥିିକ ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍ ୨୫ ବେସିସ ପଏଣ୍ଟ ହ୍ରାସ ଘୋଷଣା କରାଯାଇଛି। ଏହାଫଳରେ ରେପୋ ରେଟ୍ ୫.୪୦ ପ୍ରତିଶତରୁ ୫.୧୫ ପ୍ରତିଶତକୁ ହ୍ରାସ ପାଇଛି।...
ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ଗତ ଫେବ୍ରୁଆରୀ ୧୪ରେ ସିଆପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହାର ଜବାବରେ ଭାରତୀୟ ବାୟୁସେନା ଏହାର ଅଳ୍ପଦିନ ପରେ ଅର୍ଥାତ୍ ଫେବ୍ରୁଆରୀ ୨୬ରେ ପାକିସ୍ତାନ ସ୍ଥିତ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ପ୍ରଶିକ୍ଷଣ ଉପରେ ଆକ୍ରମଣ କରି ଭାରତ କଡ଼ା ଜବାବ ଦେଇଥିଲା।...
ସୁରଟ:ଖୁବ ଉତ୍ସାହର ସହ ପାଳନ କରାଯାଉଛି ନବରାତ୍ରୀ। ଗୁଜରାଟ ସୁରଟରେ ରହୁଥିବା ଓଡ଼ିଆ ସମାଜ ପକ୍ଷରୁ ମଧ୍ୟ ନିଆରା ଢଙ୍ଗରେ ହେଉଛି ମା’ଙ୍କ ଆରାଧନା। ସୁରଟର ଅଶ୍ୱୀନି କୁମାର ଅଞ୍ଚଳରେ ସବୁ ବର୍ଷ ପରି ଏଥର ବି ପ୍ରବାସୀ ଓଡ଼ିଆ ଖୁବ ଧୁମଧାମର ସହ ମା’ ଜଗଦମ୍ବାଙ୍କ ପୂଜାର...
ହାଇଦ୍ରାବାଦ: ହାଇଦ୍ରାବାଦରେ ନିଜାମଙ୍କ ସମ୍ପତ୍ତିକୁ ନିଜ ନିଜ ମଧ୍ୟରେ ବାଣ୍ଟିନେବେ ତାଙ୍କର ୧୨୦ ଜଣ ଉତ୍ତରାଧିକାରୀ । ନିଜାମଙ୍କର ମୋଟ ୩୦୬ କୋଟି ଟଙ୍କା ସମ୍ପତ୍ତି ରହିଛି। ଏହି ସମ୍ପତ୍ତି ଉପରେ ନିଜାମଙ୍କ ବଂଶଧର ତଥା ହାଇଦ୍ରାବାଦର ଅଷ୍ଟମ ନିଜାମ ମୁକରମ୍ ଜାହା ଓ ତାଙ୍କ ସାନ ଭାଇ...
ନୂଆଦିଲ୍ଲୀ: ଏ ଦେଶ ଜଳୁଛି। ହୃଦୟ ଜଳୁଛି । ହେଲେ କ୍ଷମତା ଏଠି ଗରିବଙ୍କ ରକ୍ତ ଶୋଷିବାରେ ବ୍ୟସ୍ତ। ରାମ ମନ୍ଦର ବା ବାବ୍ରି ମସ୍ଜିଦ୍ ପକ୍ଷ ନେବାକୁ ମୁଁ ଏଠିକି ଆସିନି, ଏ ଦେଶ କ୍ଷତାକ୍ତ ହୋଇଛି…ଯନ୍ତ୍ରଣାରେ ଛଟପଟ ହେଉଛି , ସେଇ ଯନ୍ତ୍ରଣାର କଥା ମୁଁ...
ବାଲେଶ୍ୱର: ସ୍ୱାମୀ-ସ୍ତ୍ରୀ ସମ୍ପର୍କର ଅନାବିଳ ପ୍ରେମର ଦୁହେଁ ଥିଲେ ଉଦାହରଣ। ଜୀଇଁଥିବାବେଳେ ନୁହେଁ, ମୃତ୍ୟୁ ପରେ ପ୍ରମାଣ ଦେଇଗଲେ-କେତେ ନିବିଡ଼ ଥିଲା ସେମାନଙ୍କର ଭଲ ପାଇବା । ଜଣକ ବିନା ଅନ୍ୟ ଜଣେ ଯେ ବଞ୍ଚି ପାରିବେନି ଏହା ପ୍ରକୃତରେ ସତ୍ୟ ଥିଲା ଉଭୟଙ୍କ ପାଇଁ। ତେଣୁ ଦୁହେଁ...
କୋରାପୁଟ: ଲୋକକଳା, ଲୋକନୃତ୍ୟ ସହ ଲୋକ କଳାକାରଙ୍କୁ ପ୍ରୋତ୍ସାହିତ କରିବା ଲାଗି ସାରା ରାଜ୍ୟରେ ଘୋଷଣା ହୋଇଛି ଲୋକକଳା ଗ୍ରାମ। ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତି ଜିଲ୍ଲାର ଗୋଟିଏ ଗାଁକୁ ଲୋକକଳା ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ଖଜୁରିପୁଟକୁ ଲୋକକଳା ଗ୍ରାମ ଭାବେ...
କଟକ: ଶାରଦୀୟ ଦୁର୍ଗାପୂଜା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ବିଭିନ୍ନ ଶକ୍ତିପୀଠ। ଏହି ଶକ୍ତିପୀଠମାନଙ୍କରେ ମୂଳାଷ୍ଟମୀଠାରୁ ମା’ଙ୍କର ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବାବେଳେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠରେ ସ୍ୱତନ୍ତ୍ର ରୀତିନୀତି ଓ ପରମ୍ପରା ସହ ଚାଲିଛି ପୂଜା । ବାଦ୍ୟ ଓ...
ନୂଆଦିଲ୍ଲୀ: ଶିଖ୍ ଧର୍ମ ଗୁରୁ ନାନକଙ୍କ ଜନ୍ମ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପାକିସ୍ତାନରେ ଥିବା କର୍ତ୍ତାରପୁର କରିଡର ଯିବେ। ଏକ ସର୍ବଦଳୀୟ ଗୋଷ୍ଠୀର ଅଂଶ ଭାବେ ସେ ସେଠାକୁ ଯିବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଘୋଷଣା କରିଛନ୍ତି। ଅମରିନ୍ଦର ଏହି ଅବସରରେ କହିଛନ୍ତି,...
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ଉଠିଛି। ଏ ନେଇ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ଭାରତକୁ ଧମକ ଦେଇଛି। ବିଶେଷ କରି ଦେଶର ବିଭିନ୍ନ ଏୟାରପୋର୍ଟରେ ହମ୍ଲା କରିବାକୁ ଜୈଶ ଯୋଜନା କରୁଥିବା ଜଣାପଡ଼ିଛି। ଏହି ତଥ୍ୟ ମିଳିବା...
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ ରଣବୀର ସିଂହ ଓ ଦୀପିକା ପାଦୁକୋନ ଏକ ହିଟ୍ ଯୋଡ଼ି । ଦୁହିଁଙ୍କୁ ନେଇ ତିଆରି ହୋଇଥିବା ସବୁ ଫିଲ୍ମ ସୁପର୍ ହିଟ୍ ହୋଇଛି। ସଞ୍ଜଲ ଲୀଲା ଭଂଶାଲୀ ପୁଣି ଏହି ହିଟ୍ ଯୋଡ଼ିକୁ ନେଇ ଏକ ଫିଲ୍ମ କରୁଛନ୍ତି। ୨୦୧୮ରେ ଏ ଦୁହେଁ...
ମୁମ୍ବାଇ: ଖିଲାଡ଼ୀ ଷ୍ଟାର୍ ଅକ୍ଷୟ କୁମାର୍ଙ୍କ ଅପ୍କମିଂ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ଫାଷ୍ଟ୍ ଲୁକ୍ର ପୋଷ୍ଟର୍ ରିଲିଜ୍ ହୋଇଯାଇଛି । ଏହି ପୋଷ୍ଟର୍ରେ କିନ୍ନର ଗେଟ୍ଅପ୍ରେ ଅକ୍ଷୟଙ୍କୁ ଦେଖିବାକୁ ମିଳିଛି। ତାଙ୍କର ଏହି ଲୁକ୍ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ପୋଷ୍ଟରରେ ଅକ୍ଷୟ ଲାଲ୍ ଶାଢ଼ି ପିନ୍ଧିଛନ୍ତି।...
ପୁଣେ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ଅଣ୍ଡର ୱାଲର୍ଡ ଡନ୍ ଛୋଟା ରାଜନର ଭାଇ ଦୀପକ ନିକାଲଜେ । ଦୀପକଙ୍କୁ ବିଜେପି-ଶବସେନା ପକ୍ଷରୁ ଟିକେଟ୍ ମିଳିଛି। ଏଥର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ଶିବସେନା ସହ ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ ମେଣ୍ଟ କରିଛି। ଏହି...
ନୂଆଦିଲ୍ଲୀ: ଦଶହରାରେ ଭାରତ ଉପରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନେ ମସୁଧା କରିଛନ୍ତି। ଏଥିପାଇଁ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ୪ ଜଣ ସଦସ୍ୟ ଦିଲ୍ଲୀରେ ଅନୁପ୍ରବେଶ କରିଥିବା ଆଜି ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ଗୁଇନ୍ଦା ବିଭାଗର ଏହି ସତର୍କ ସୂଚନା ପରେ ସମଗ୍ର ଦିଲ୍ଲୀ ଓ ଏହାର...
ୱାଶିଂଟନ୍: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏସିଆ ମହାଦେଶର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛନ୍ତି। ଏପରି କି ପାକିସ୍ତାନ ମଧ୍ୟ ବାରମ୍ବାର ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଇ ଆସୁଛି। ଭାରତରେ ବଡ଼ ଧରଣର ହମଲା କରିବାକୁ ପାକିସ୍ତାନ ଆତଙ୍କବାଦୀଙ୍କୁ...
ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକାର୍ପିତ କରିଛନ୍ତି। ଏହି ସେମି ହାଇସ୍ପିଡ୍ ଟ୍ରେନ୍ଟି ଦିଲ୍ଲୀରୁ ଜମ୍ମୁ-କଶ୍ମୀର କଠରା ମଧ୍ୟରେ ଯାତାୟାତ କରିବ। ଆଜି ଅମିତ ଶାହଙ୍କ ସହ ପୀୟୂଷ ଗୋଏଲ ବିଧିବଦ୍ଧ ଭାବେ ପତାକା ଦେଖାଇ ଏହି ଟ୍ରେନ୍ର...
ଆମରିକା:ଆମେରିକାର ନ୍ୟୁୟର୍କର ବ୍ରାନ୍ସ ପ୍ରାଣୀ ଉଦ୍ୟାନରେ ଜଣେ ମହିଳାଙ୍କ କାରନାମା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରାଣୀ ଉଦ୍ୟାନକୁ ଦେଖିବା ପରେ ଏହି ମହିଳାଜଣକ ଏତେ ଖୁସି ହୋଇଗଲେ ଯେ, ସିଂହ ବାଡ଼ ଭିତରକୁ ଡେଇଁ ପଡ଼ିଲେ। ଏମିତିକି ସିଂହ ଯେତେବେଳେ ତାଙ୍କ ସାମ୍ନାକୁ ଆସିଲା ତାକୁ ଚିଡ଼ାଇବାକୁ ଲାଗିଲେ।...