ଖୋର୍ଦ୍ଧା: ସୋଶାଲ ମିଡିଆରେ ଘୁରି ବୁଲୁଛି ଅଜବ ଦୃଶ୍ୟ। ମୁଣ୍ଡ ଓ ପିଠିରେ ଗୋଡ଼ ରଖି ଆଶୀର୍ବାଦ ଦେଉଛନ୍ତି ପୂଜକ । ଏହି ଭିଡିଓ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବୋଲି ଜଣାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡ଼ିଆରେ ଗତ ଦଶହରା ଦିନ ଗାଡ଼ି ପୂଜା ହେଉଥିଲା। ...
ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡା ପଦକ୍ଷେପ ନେଇଛନ୍ତି ସରକାର। ଦୁର୍ନୀତି ଅଭିଯୋଗ ଆସିଥିବା OFS ଅଧିକାରୀ ତଥାପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୨୦୧୬ରେ ଆଠଗଡ଼ ଡିଏଫ୍ଓ ଥିବା ସୁଧାଂଶୁ ମିଶ୍ର ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଆୟ ବହିର୍ଭୂତ ସଂପତ୍ତି...
ଚଣ୍ଡିଗଡ: ଚଳିତମାସରେ ତୃତୀୟ ଥର ପାଇଁ ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ୍ ଉଡ଼ିବାର ଦେଖିବାକୁ ମିଳିଛି। ଆଜି ସକାଳେ ଫିରୋଜପୁର ସୀମାରେ ପୁଣିଥରେ ଦୁଇଟି ପାକିସ୍ତାନୀ ଡ୍ରୋନ୍ ଏକା ସାଙ୍ଗରେ ଉଡ଼ୁଥିବାରୁ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକ କହିଛନ୍ତି ଯେ, ଡ୍ରୋନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ଖସିପଡ଼ିଛି। ହେଲେ...
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ସଲମାନ୍ ଖୁର୍ସିଦଙ୍କ ପରେ ଏବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ପରିଚାଳନାଗତ ତ୍ରୁଟିକୁ ନେଇ ମୁହଁ ଖୋଲିଛନ୍ତି । ବିପର୍ଯ୍ୟୟକୁ ଏଡ଼ାଇବାକୁ ହେଲେ କଂଗ୍ରେସକୁ ଏବେ ଜରୁରୀ ଆତ୍ମସମୀକ୍ଷା କରିବାକୁ ପଡିବ। ଦଳର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯିବା ସହ ଏଥିରେ ଉନ୍ନତି ଅଣାଯିବାର...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁ ଦିନ ଅପରାଧୀଙ୍କ ଦୌରାତ୍ମ୍ୟ ବଢୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ପୋଲିସ ଆରମ୍ଭ କରିଛି ନୂତନ ପ୍ରୟାସ। ଅପରାଧ ନିୟନ୍ତ୍ରଣ ଲାଗି ଏଣିକି ସହରରେ ସିସିଟିଭି ଲଗାଇବା ବ୍ୟବସ୍ଥା କରାଯାଉଛି। ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ କଡା ନଜର ରଖିବ ଏହି ସିସିଟିଭି...
ଜେନେଭା: ରସାୟନ ବିଜ୍ଞାନ କ୍ଷେତ୍ରରେ ଚଳିତବର୍ଷ ୩ ଜଣ ପ୍ରସିଦ୍ଧ ବୈଜ୍ଞାନିକ ନୋବେଲ ପୁରସ୍କାର ପାଇବେ। ଜନ୍ ବି ଗୁଡ୍ଏନଫ୍, ଏମ୍ ଷ୍ଟେନଲି ହ୍ୱିଟନ୍ଗାମ୍ ଏବଂ ଆକିରା ୟୋଶିନୋଙ୍କୁ ଲିଥିୟମ୍ ଆୟନ୍ ବ୍ୟାଟେରି ଟେକ୍ନୋଲୋଜିର ବିକାଶ ପାଇଁ ନୋବେଲ ପ୍ରଦାନ କରାଯିବ। ଲିଥିୟମ୍ ଆୟନ୍ ବ୍ୟାଟେରି ବିକାଶ କ୍ଷେତ୍ରରେ...
ଔରଙ୍ଗବାଦ: ପ୍ଲାଷ୍ଟିକ୍ ଜିନିଷର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର। ହେଲେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ମହାରାଷ୍ଟ୍ର ବିଡ୍ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ହେଉଥିବା ମିଳିଥିଲା। ନିଜ କାର୍ଯ୍ୟାଳୟ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ନିଜ ଉପରେ ୫ ହଜାର ଟଙ୍କା ଜୋରିମାନା...
ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ ୫ ପ୍ରତିଶତ ମହଙ୍ଗା ଭତ୍ତା ବଢାଇବା ପାଇଁ ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଉପକୃତ ହେବେ। ତା ସହିତ ୬୨ ଲକ୍ଷ ପେନସନଭୋଗୀ...
କେନ୍ଦୁଝର : ବଜ୍ରାଘାତରେ ଗୁରୁତର ଜଣେ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସ ଡାକିଥିଲେ। ହେଲେ ଆମ୍ବୁଲାନ୍ସ ନ ଆସିବାରୁ ତାଙ୍କୁ ଏକ ଗୋବର ଗଦାରେ ପୋତି ଦେଇଥିଲେ। ଶେଷରେ ବୃଦ୍ଧଙ୍କ ଜୀବନ ଚାଲିଗଲା । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଦୁଧନାଳି...
ଭୁବନେଶ୍ୱର: ଏଇ ପାର୍ବଣ ଋତୁରେ ଆପଣ ନୂଆ ଘର ତୋଳିବାର ସ୍ୱପ୍ନ ଦେଖୁଛନ୍ତି କି ? ଏଥିପାଇଁ ବ୍ୟାଙ୍କରୁ ଋଣ କରିବା ପାଇଁ ଯୋଜନା କରୁଛନ୍ତି ? ଯଦି ହଁ, ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ପୂର୍ବ ଅପେକ୍ଷା ଏବେ ଗୃହ ଋଣ ଶସ୍ତା ହେବାକୁ...
ସାଇବେରିଆ: ସାଇବେରିଆର ଏକ ଖାଦାନରୁ ଅଜୀବ ପ୍ରକାରରର ହୀରା ମିଳିଛି। ଏହି ହୀରା ଅନ୍ୟ ଏକ ହୀରା ଭିତରେ ରହିଛି। କୁହାଯାଉଛି, ଏହା ୮୦ କୋଟି ବର୍ଷର ପୁରୁଣା । ଏହା ଏକ ବହୁ ପୁରାତନ ହୀରା ବୋଲି କହିଛି ଋଷର ଏକ ଖାଦାନ କମ୍ପାନୀ । କୁହାଯାଉଛି,...
ଜୟପୁର: ମା’ ଦୁର୍ଗାଙ୍କୁ ମେଲାଣିବେଳେ ଗତକାଲି ପାର୍ବତୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସଂଖ୍ୟ ୧୦ରେ ପହଞ୍ଚିଛି। ପ୍ରଥମେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଆସିଥିଲା। ପରେ ଆଉ ୩ ଜଣ ନିଖୋଜ ଥିବା ନେଇ ସୂଚନା ମିଳିବା ପରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି...
ବାଲେଶ୍ୱର: ଘରଭଡ଼ାକୁ ନେଇ ତୁମୁଳ କାଣ୍ଡ। ରାସ୍ତା ଉପରେ ମହିଳାମାନଙ୍କ ମଧ୍ୟରେ ମାର୍ପିଟ୍, ବିଧା,ଗୋଇଠା ମରାମରି ଓ ଚୁଟି ଟଣାଟଣି। ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳରେ। କେହି ଏହାକୁ ମୋବାଇଲରେ ରେକର୍ଡିଂ କରି ସୋଶାଲ ମିଡିଆରେ ଛାଡ଼ିବା ପରେ ଏହା ଭାଇରାଲ ହୋଇଛି।...