• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

76346
ବିଧବା ବୋହୂର ଦ୍ୱିତୀୟ ବିବାହ କରାଇ ଉଦହାରଣ ରଚିଲେ କମଳଲୋଚନ

ନବରଙ୍ଗପୁର:ବଧୂ ହତ୍ୟା, ବଧୂ ନିର୍ଯାତନା ଖବର ଆମେ ପ୍ରତ୍ୟେକ ଦିନ ଖବରକାଗଜ, ଟିଭିରେ ପଢୁଛେ। ହେଲେ ‘ବୋହୂ ବି ଘରର ଝିଅଟିଏ’ ଏପରି ଭାବୁଥିବା ଲୋକ ବି  ଦୁନିଆରେ କମ୍‌ ନାହାନ୍ତି । ନିକଟରେ ଅନଗୁଳର ଏମିତି ଏକ ପରିବାରର କଥା କହିଥିଲୁ, ଯିଏ ପୁଅର ମୃତ୍ୟୁ ପରେ...

2347543
ବିମାନବନ୍ଦରରେ ଯଶୋଦାବେନ୍‌ଙ୍କୁ ଦେଖା କରିବାକୁ ଦୌଡ଼ିଲେ ମମତା

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନଙ୍କୁ ଭେଟିଛନ୍ତି। ଏହି ଅବସରରେ ପରସ୍ପର ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଭେଟଘାଟ ସମୟରେ ଯଶୋଦାବେନଙ୍କୁ ମମତା ବାନାର୍ଜୀ ଏକ ଶାଢ଼ୀ ଉପହାର ଦେଇଥିଲେ।...

12233
ପ୍ଲାଷ୍ଟିକ୍‌ ମୁକ୍ତ ପରିବେଶ ପାଇଁ ପାଗଳ ସାଜିଛନ୍ତି ଅଭିମନ୍ୟୁ

ସୋର(ଶଶିକାନ୍ତ ବେହେରା): ସମସ୍ତ ତାଙ୍କୁ କୁହନ୍ତି ପାଗଳ। କହିବେନି ବା କାହିଁକି ?  ମୁଣ୍ଡରେ ଗାମୁଛା, ବେକରେ ପ୍ଲାଷ୍ଟିକ ବୋତଲର ମାଳ ଆଉ ହାତରେ ଜରି ବ୍ୟାଗ।  ଯେଉଁଠି  ପ୍ଲାଷ୍ଚିକ ଆବର୍ଜନା ଦେଖିବେ ସେ ସବୁକୁ ଆଡ଼େଇ ଆଡେଇ ସଂଗ୍ରହ କରୁଥିବେ।  ଦେଖିଲେ ଲାଗିବ ଜଣେ ଜରି ଗୋଟାଳି।...

56788765
ସିନ୍ଧୁଙ୍କୁ ବାହାହେବା ପାଇଁ ଏମିତି ଧମକ ଦେଲେ ବୃଦ୍ଧ

ଚେନ୍ନାଇ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଏହା ଏକ ଜୋକ ନା ଆଉ କିଛି। ହେଲେ ପ୍ରକୃତରେ ଏମିତି ଘଟଣା ଘଟିଛି। ତାମିଲନାଡୁର ରାମନାଥପୁରମ ଜିଲ୍ଲାରେ ରହୁଥିବା ଜଣେ ୭୦ ବର୍ଷୀୟ ମାଲାୟିସାମୀ ବିଶ୍ୱ ବିଜେତା ପ୍ରସିଦ୍ଧ ଶଟଲର ପିଭି ସିନ୍ଧୁଙ୍କୁ ବିବାହ କରିବା ପାଇଁ...

Capture-1234
ଜନ୍ମଦିନରେ ମା’ଙ୍କ ସହ ଏକାଠି ଖାଇଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନକୁ ଆଜି ସାରା ଦେଶରେ ପାଳନ କରାଯାଉଛି। ଏହିକ୍ରମରେ ଆଜି ମୋଦି ତାଙ୍କ ମା’ ହୀରାବେନ୍‌ଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ଆଜି ଗୁଜରାଟ ଗସ୍ତରେ ଯାଇଥିବା ମୋଦି ତାଙ୍କ ମା’ ରହୁଥିବା ରଇସାନ ଗାଁରେ ପହଞ୍ଚିଥିଲେ। ଏହାପରେ ସେ ତାଙ୍କ ମା’ଙ୍କୁ...

7654567
ଭାଇରାଲ ହେଲା ରାନୁଙ୍କର ଆଉ ଏକ ଗୀତ

ମୁମ୍ବାଇ: ରାନୁ ମଣ୍ଡଳ। ଏ ନାଁ ଏବେ କିଏ ବା ନ ଜାଣେ! ରାନୁଙ୍କ ସଫଳତା ଧୀରେ ଧୀରେ ଆକାଶ ଛୁଇଁବାକୁ ଲାଗିଲାଣି। ତାଙ୍କ ପ୍ରଥମ ଗୀତ ‘ତେରୀ ମେରୀ କାହାନୀ’ ତାଙ୍କୁ କେବଳ ବଲିଉଡ୍‌ରେ ପରିଚୟ ଦେଇନି, ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ଥାନ ମଧ୍ୟ ଦେଇଛି। ଏହି...

875678
ଜନ୍ମଦିନରେ ମୋଦିଙ୍କୁ ଏମିତି ଉପହାର ଦେଲେ ବଲିଉଡ୍‌ ନିର୍ଦ୍ଦେଶକ ଭଂଶାଲୀ

ମୁମ୍ବାଇ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏଥିପାଇଁ ଦେଶ ବିଦେଶରୁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଟ୍ୱିଟ୍‌ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ଅବସରରେ  ବଲିଉଡ୍‌ର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ପ୍ରଧାନମନ୍ତ୍ରୀଙ୍କୁ  ଏକ...

7890987
ପ୍ରେମିକାଙ୍କୁ ଦେଖା କରିବାକୁ ଆସିଥିଲେ, ହାତଗୋଡ଼ ବାନ୍ଧି ଜୀଅନ୍ତା ଜାଳିଦେଲେ

ଲକ୍ଷ୍ନୌ: ନିଚ୍ଛକ ପ୍ରେମର ଅନେକ କରୁଣ ପରିଣତି ଆମେ ଶୁଣି ଆସିଛୁ। ଫିଲ୍ମରେ ବି ଦେଖି ଆସିଛୁ।  ହେଲେ ଏମିତି ଛାତିଥରା ପରିଣତି ବୋଧହୁଏ ଆପଣ ଦେଖି ନ ଥିବେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ଲୁଚି ଲୁଚି ପ୍ରେମିକାଙ୍କୁ ଦେଖା କରିବାକୁ...

modi
ମୋଦିଙ୍କ ଶୁଭ ମନାସି ହନୁମାନଙ୍କୁ ଦାନ କଲେ ସୁନା ମୁକୁଟ

ଭୁବନେଶ୍ୱର : ସାରା ଦେଶରେ ପାଳିତ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ। କେଉଁଠି ଦୀପ ଦାନ କରାଯାଉଛି ତ କେଉଁଠି ପୂଜା ପାଠ । କେଉଁଠି ମୋଦିଙ୍କ ସୁସ୍ଥ ନିରାମୟ ଜୀବନ କାମନା କରି ପୂଜା ହେଉଛି ୭୦ କିଲୋ ଓଜନର ଲଡ୍ଡୁ। ସାରା ଦେଶ ମୋଦିଙ୍କ ଶୁଭ...

098765
ମୋଦିଙ୍କ ଜନ୍ମଦିନରେ ଛୁଟିଲା ଶୁଭେଚ୍ଛାର ସୁଅ, ସାରା ଦେଶରେ ପୂଜାର୍ଚ୍ଚନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନ ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି।  ତେବେ ମୋଦି ନିଜ ରାଜ୍ୟ ଗୁଜରାଟରେ ତାଙ୍କ ଜନ୍ମଦିନ ପାଳିଛନ୍ତି । ଆଜି ସକାଳେ ହେଲିକପ୍ଟରରେ ନର୍ମଦା ଜିଲ୍ଲାର କେବଡ଼ଇାରେ ଓହ୍ଲାଇଥିଲେ।  ପରେ ସର୍ଦ୍ଦାର ସରୋବର ଡ୍ୟାମ ପରିଦର୍ଶନ କରିଥିଲେ।  ଡ୍ୟାମରେ ମାଆ...

123456
ବୁଡ଼ି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ପାଣିରେ ପଶିଲା ହାତୀଛୁଆ, ଭିଡିଓ ଭାଇରାଲ

ଭୁବନେଶ୍ୱର: କୁହାଯାଏ ପଶୁମାନଙ୍କ ଭିତରେ ହାତୀ ବହୁତ ଶାନ୍ତ, ଶୃଙ୍ଖଳିତ । ଅବଶ୍ୟ ହାତୀ ଥରେ ରାଗିଗଲେ ପ୍ରଳୟ  କରିଦିଏ । ହେଲେ ହାତୀ ପାଖରେ କେତେ ମହାନ ଭାବ ରହିଛି, ଜାଣନ୍ତି ? ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରୁ ହାତୀର ମହାନୁଭବତାକୁ ଅନୁମାନ...

122
ସ୍ୱପ୍ନରେ ଗିଳିଦେଲେ ନିର୍ବନ୍ଧ ମୁଦି, ଆଉ ତା ପରେ...

ନୂଆଦିଲ୍ଲୀ: ସ୍ୱପ୍ନ ସତ ହେଉ, ଏକଥା କିଏ ନ ଚାହେଁ ! ଅବଶ୍ୟ ଆମେରିକାର  ଏହି ଯୁବତୀଙ୍କର ଏପରି ଇଚ୍ଛା ଥିଲା କି ନାହିଁ ଆମେ ଜାଣିନୁ। କିନ୍ତୁ ତାଙ୍କ ସ୍ୱପ୍ନ ସତ ହୋଇଯାଇଛି।  ଯାହା ସେ ସ୍ୱପ୍ନରେ ଦେଖିଥିଲେ ତାହା ତାଙ୍କ ପାଇଁ ତତ୍‌କ୍ଷଣାତ୍‌ ବାସ୍ତବର ରୂପ...

33 (1)
ବମ୍ବେରେ ଓଡ଼ିଆ ଝିଅ ନଇଶା; ମଡେଲିଂ ପାଇଁ ଚର୍ଚ୍ଚାରେ

ଭୁବନେଶ୍ୱର: ଓଡିଶାରୁ ମାୟାନଗରୀ। ସ୍ୱପ୍ନ ଥିଲା ଜଣେ ସୁପର ମଡେଲ୍‌ ହେବେ ନହେଲେ କରନ୍‌ ଜୋହରଙ୍କ ଫିଲ୍ମର ହିରୋଇନ୍‌। ସେଇ ଆଶା ଆଉ ନିଶାକୁ ଜାବୁଡ଼ି ନଇଶା ଧାଇଁଥିଲେ ମୁମ୍ବାଇ। ଆଉ ସେ ତାଙ୍କ ସ୍ୱପ୍ନକୁ ମଧ୍ୟ ସାକାର କରିଛନ୍ତି। ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ନଇଶା ଭାର୍ଗବୀ।...

poiuytr
ସେଲିବ୍ରିଟିଙ୍କ ଷ୍ଟାଇଲ୍‌; ପାଖରେ ସବୁବେଳେ ରଖିଥାନ୍ତି ଟୁଥ୍‌ବ୍ରଶ୍‌

ଲସ୍‌ ଏଞ୍ଜେଲସ୍‌ : ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାରର ଅଭ୍ୟାସ ଥାଏ। ତେବେ କିଛି ଲୋକଙ୍କର ଭାରି ଅଜବ ଅଭ୍ୟାସ ଥାଏ। ଏମିତିକି କିଛି ସେଲେବ୍ରିଟିଙ୍କର ମଧ୍ୟ ଅଜବ ଅଭ୍ୟାସ ରହିଛି, ଯାହାକୁ ଶୁଣିଲେ ଆପଣ ନ ହସି ରହିପାରିବେ ନାହିଁ।  ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହଲିଉଡ୍...

smith-3
ଆଇସିସି ଟେଷ୍ଟ ରାଙ୍କିଂ: କୋହଲିଙ୍କ ଠାରୁ ଆଗରେ ସ୍ମିଥ୍

ଦୁବାଇ: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଓ ପେସ୍ ବୋଲର ପ୍ୟାଟ୍ କମିନ୍ସ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ରବିବାର ଆଶେସ୍ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚକୁ ୧୩୫ ରନରେ ଜିତି ଇଂଲଣ୍ଡ ସିରିଜକୁ ୨-୨ରେ ଡ୍ର’ କରିଥିଲା। ସୋମବାର ଆଇସିସି ପକ୍ଷରୁ...

s-5
ନକଲି ପୁଲିସ ପରିଚୟରେ ୭ ମହିଳାଙ୍କୁ ବିବାହ ଓ ୬ ଜଣଙ୍କ ସହ ଯୌନସମ୍ପର୍କ

ଚେନ୍ନାଇ: ସପ୍ତମ ଶ୍ରେଣୀ ଯାଏ ପାଠ ପଢ଼ିଥିଲା। ହେଲେ ନିଜକୁ ଜଣେ ଦକ୍ଷ ପୁଲିସ୍‌ ଅଫିସର ଓ ଏନକାଉଣ୍ଟର ସ୍ପେଶାଲିଷ୍ଟର ପରିଚୟ ଦେଇ ଜଣେ ବ୍ୟକ୍ତି ୭ ଜଣ ମହିଳାଙ୍କୁ ବିବାହ କରିଥିଲା। ଏପରି କି ୬ ଜଣ ମହିଳାଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କ ସହ ଶାରୀରିକ...

1238765
ଧର୍ମରୁ ଊର୍ଦ୍ଧ୍ୱରେ ଏଠି ସମ୍ପର୍କ; ବ୍ରାହ୍ମଣ ଦାଦାଙ୍କ ଶେଷକୃତ୍ୟ ସଂପନ୍ନ କଲେ ତିନି ମୁସଲିମ୍ ଭାଇ

ନୂଆଦିଲ୍ଲୀ: ମାନବିକତା ଏବଂ ବନ୍ଧୁତ୍ୱ ଆଗରେ ହାର ମାନିଛି ଜାତି, ଧର୍ମ। ଦିନେ ଏକାଠି ହୋଇ କାମ କରିବାକୁ ଯାଉଥିଲେ ଅହମଦାବାଦର ଭାନୁଶଙ୍କର ପାଣ୍ଡ୍ୟା ଏବଂ ଭିଖୁ କ୍ୟୁରେଶୀ। ଉଭୟଙ୍କ ଧର୍ମ ଅଲଗା ଅଲଗା ହୋଇଥିଲେ ମଧ୍ୟ ଏକା ସାଙ୍ଗରେ ଖାଇବା ପିଇବା ପାଖରୁ ଆରମ୍ଭ କରି ପର୍ବପର୍ବାଣୀରେ...

q-3
ଭାରତ ସୀମାରେ ଚାଇନାର ପରମାଣୁ ଖଚିତ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ପାକିସ୍ତାନ ପରି ଏବେ ଚାଇନା ମଧ୍ୟ ଭାରତ ବିରୋଧରେ ମୋର୍ଚ୍ଚା ଭିଡ଼ିବାକୁ ଉଦ୍ୟମ ଆରମ୍ଭ କରୁଥିବା ଆଶଙ୍କା କରାଯାଉଛି। ବିଶେଷ କରି ଜଳପଥରେ ଭାରତକୁ ଚକମା ଦେଇ ଚାଇନା ନିଜର ହାକିମାତି ଚଳାଇବାକୁ ପ୍ରୟାସ କରୁଥିବା ଭାରତୀୟ ନୌସେନା ଠାବ କରିଥିବା କିଛି ତଥ୍ୟରୁ ଆକଳନ କରାଯାଉଛି।...

RASID copy
ବାକିରେ କାର୍‌ କିଣିଲେ, ହେଲେ ଋଣ ସୁଝି ପାରିଲେନି ପାକ୍ ମନ୍ତ୍ରୀ

ନୂଆଦିଲ୍ଲୀ: ବାକିରେ ବିଳାସପୂର୍ଣ୍ଣ କାର୍‌ କିଣି ବୁଲୁଛନ୍ତି ପାକିସ୍ତାନର ମନ୍ତ୍ରୀ ଶେଖ୍ ରସିଦ୍। ହେଲେ ଏଯାଏ ଟଙ୍କା ଶୁଝି ପାରୁନାହାନ୍ତି। ଆଉ ଏଥିପାଇଁ ପାକିସ୍ତାନ ପାର୍ଲାମେଣ୍ଟରେ ଆଜି ହଟହଟା ହୋଇଛନ୍ତି। ଏହି କାର୍‌ ଜାପାନରୁ ରପ୍ତାନୀ କରିଥିଲେ ଶେଖ ରସିଦ୍‌।  ଜାପାନର ବ୍ୟବସାୟୀ ନୁର ଖାନ୍‌ଙ୍କଠାରୁ ୨୨ ଲକ୍ଷ...

1234567890-
ବୀମା ନ ଥିଲା ବୋଲି ବଳଦ ଗାଡ଼ି ନାଁରେ ଫାଇନ୍‌ କାଟିଲା ପୁଲିସ୍‌

ଡେରାଡୁନ୍‌: ଦେଶରେ ଲାଗୁ ହୋଇଥିବା ନୂଆ ଟ୍ରାଫିକ୍‌ ନିୟମ ଓ ଜୋରିମାନା ଆଦାୟକୁ ନେଇ ହାହାକାର ସୃଷ୍ଟି ହୋଇଛି। ତେବେ ଟ୍ରାଫିକ୍‌ ପୁଲିସ୍‌ ଗୋଟିଏ ବଳଦ ଗାଡ଼ି ନାଁରେ ନୂଆ ମଟୋର ଭେଇକିଲ ଆକ୍ଟ ଅନୁଯାୟୀ ୧୦୦୦ ଟଙ୍କାର ଚାଲାଣ କାଟିବା, ଏବେ ଚର୍ଚ୍ଚାର ବିଷୟ ହୋଇଛି। ଡେରାଡୁନ୍‌ରେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।