• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

43434
ରାଫେଲ୍‌ ଗ୍ରହଣ କଲେ, ଓମ୍ ଲେଖି ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ। ପବିତ୍ର ଦଶହରାରେ ଏହି ଯୁଦ୍ଧ ବିମାନକୁ ଭାରତୀୟ ବାୟୁ ସେନା ପକ୍ଷରୁ ଗ୍ରହଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦକ୍ଷିଣପଶ୍ଚିମ ଫ୍ରାନ୍ସଠାରେ ଥିବା ଡାସଲ୍ଟ ଆଭିଏସନ୍‌ର ପକ୍ଷରୁ  ମେରିନାକ୍‌ର ଫାସିଲିଟିଠାରେ ଆୟୋଜିତ ସ୍ୱତନ୍ତ୍ର ହସ୍ତାନ୍ତର ଉତ୍ସବରେ...

pl
ଭୟଙ୍କର ଦୃଶ୍ୟ; ମଝିରୁ ଭାଙ୍ଗିଲା ପୋଲ, ଗଳିପଡ଼ିଲା ୪ କାର୍

ଜୁନାଗଡ଼: ଗୁଜରାଟର ଜୁନାଗଡ଼ରେ ରବିବାର ଏକ ପୋଲ ଭାଙ୍ଗିଯିବାର ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଏଥିପାଇଁ ଭୟଙ୍କର ଲାଗୁଛି ଯେ ପୋଲ ଉପରେ ୪ଟି କାର୍‌ ଯାଉଥିବା ବେଳେ ମଝିରେ ରାସ୍ତାରେ ହଠାତ୍ ପୋଲଟି ଭାଙ୍ଗିଯାଇ ନଦୀ ମଝିରେ ପଡ଼ିଥିଲା। ଫଳରେ କାର୍‌ରେ ଫସି ରହିଥିବା ଲୋକମାନଙ୍କର...

Capture
ଆସିଲା ଭିଡିଓ; ଭାରତ ଆଡ଼କୁ ମାଡ଼ିଆସୁଛନ୍ତି ହଜାର ହଜାର ପାକିସ୍ତାନୀ

ନୂଆଦିଲ୍ଲୀ: ପାକିସ୍ତାନର ପୁଣି ନୂଆ ନାଟକ। ଆଜି ପିଓକେରୁ ହଜାର ହଜାର ଲୋକ ଏଲ୍‌ଓସି ଆଡ଼କୁ ମାଡ଼ିଚାଲିଥିବା ଖବର ମିଳିଛି। ଏନେଇ ଅନେକ ଟ୍ୱିଟର୍‌ ୟୁଜର୍ ମଧ୍ୟ ଭିଡିଓ ପୋଷ୍ଟ କରିଛନ୍ତି। ଜମ୍ମୁ-କାଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ବିରୋଧରେ ସେମାନେ ବିକ୍ଷୋଭ କରିବେ। ଏହା...

dd
ବିଜେପୁର ବାଜି: ବିଭିନ୍ନ ପୂଜା ମଣ୍ଡପ ବୁଲି ଭୋଟର୍‌ଙ୍କୁ ଭେଟୁଛନ୍ତି ତିନି ଦଳର ପ୍ରାର୍ଥୀ

ବରଗଡ଼ : ଚାରିଆଡ଼େ ଦୁର୍ଗାପୂଜାର ଉଲ୍ଲାସ। ଲୋକେ ପରିବାର ଓ ସାଙ୍ଗସାଥୀ ଛାଡ଼ି ଯିବାକୁ ମନ କରୁନାହାନ୍ତି। ହେଲେ ଘରଦ୍ୱାର ଛାଡ଼ି ବହୁ ଉପକୂଳିଆ ନେତା ବିଜେପୁରରେ ଡେରା ପକାଇଛନ୍ତି। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ। ସେପଟେ ପୂଜା ମଣ୍ଡପରୁ ମଣ୍ଡପ ବୁଲି...

ind-vs-sa-1st-Test-rohit-sharma-ton-1-770x433
ଏକ ମ୍ୟାଚ୍‌ ଏକାଧିକ ରେକର୍ଡ

ବିଶାଖାପାଟଣା: ବିଶାଖାପାଟଣାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୨୦୩ ରନରେ ଜିତି ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି। ତେବେ ଏହି ମ୍ୟାଚରେ ଉଭୟ ଦଳ ତରଫରୁ ଅନେକ ରେକର୍ଡ କରାଯାଇଛି। ତେବେ ଏହି ମ୍ୟାଚ୍‌ରେ କ’ଣ ସବୁ ରେକର୍ଡ ହୋଇଛି ଆସନ୍ତୁ ଜାଣିବା। ୩୭: ଟେଷ୍ଟ...

india1-2
ନମ୍ବର୍‌ ୱାନ୍‌ ସ୍ଥାନ କାଏମ୍ ରଖିଲା ଭାରତ

ବିଶାଖାପାଟଣା: ବୃହତ ବିଜୟ ସହ ଟିମ୍‌ ଇଣ୍ଡିଆ ତା’ର ଘରୋଇ ଟେଷ୍ଟ ସିଜନ୍‌ ଆରମ୍ଭ କରିଛି। ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ଫଳରେ ଭାରତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୨୦୩ ରନର ବଡ଼ ବ୍ୟବଧାନରେ ହରାଇଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍‌...

rohit
ଟେଷ୍ଟରେ ଛକାର ବିଶ୍ୱ ରେକର୍ଡ

ବିଶାଖପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଛକାରେ ବିଶ୍ୱ ରେକର୍ଡ ହୋଇଛି। ଏହି ମ୍ୟାଚରେ ଉଭୟ ଦଳ ପକ୍ଷରୁ ମୋଟ ୩୭ଟି ଛକା ମରାଯାଇଛି, ଯାହାକି ଟେଷ୍ଟ କ୍ରିକେଟର କୌଣସି ମ୍ୟାଚରେ ସର୍ବାଧିକ ଛକାର ବିଶ୍ୱ ରେକର୍ଡ। ପୂର୍ବରୁ ୨୦୧୪ରେ ଶାରଜାରେ...

vv
ଟେଷ୍ଟ କ୍ରିକେଟରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ନୂଆ ରେକର୍ଡ

ବିଶାଖାପାଟଣା: ଭାରତର ଶୀର୍ଷ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ରବିବାର ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସେ ନିଜର ୬୬ତମ ଟେଷ୍ଟ ମ୍ୟାଚରେ ୩୫୦ ୱିକେଟ୍ ପୂରଣ କରି ଶ୍ରୀଲଙ୍କାର ମହାନ୍ ସ୍ପିନର୍ ମୁଥିଆ ମୁରଲୀଧରନଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ସେ ଦକ୍ଷିଣ ଆଫ୍ରିକାର ଥ୍ୟୁନିସ୍...

bb
ଚାଷୀଙ୍କ ନାଁରେ ୮ ଲକ୍ଷ ଅଣଚାଷୀ ଶସ୍ୟ ଋଣ ନେଇ ଯାଇନାହାନ୍ତି ତ?

ଭୁବନେଶ୍ୱର: ଆଧାର ସଂଯୋଗ ନ ହେଲେ ମିଳିବନି ଶସ୍ୟ ଋଣ। ଆଧାର ଲିଙ୍କ ନ ହେଲେ ଚାଷୀ ସରକାରଙ୍କୁ ବିକି ପାରିବନି ନିଜ ଉତ୍ପାଦିତ ଧାନ। ପ୍ରଥମ ଥର ପାଇଁ ଏହି ଦୁଇଟି ନିୟମକୁ କଡ଼ା କଡ଼ି କରିଥିଲେ ରାଜ୍ୟ ସରକାର। ତେବେ ଧାନ ବିକିବାକୁ ଚାଷୀ ପଞ୍ଜୀକରଣରେ...

media1-750x430
ଦିଲ୍ଲୀ ଫେରିଗଲେ ଉପରାଷ୍ଟ୍ରପତି, କିନ୍ତୁ ଯିବା ପୂର୍ବରୁ କହିଲେ  ‘ହେଡ୍ ଲାଇନ୍ ଡେଡ୍ ଲାଇନ୍ ନ ହେଉ’

କଟକ: ଦୈନିକ ଖବରକାଗଜ ସମାଜର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ। ସମାଜ ଶତବାର୍ଷିକୀରେ ଯୋଗ ଦେଇ ଆନନ୍ଦିତ ବୋଲି ଉପରାଷ୍ଟ୍ରପତି...

media
ମାତୃଭାଷା ଆଖି ହେଲେ ଅନ୍ୟ ଭାଷା ଚଷମା: ଉପରାଷ୍ଟ୍ରପତି

କଟକ : ମାତୃଭାଷା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାତୃଭାଷା ଆଖି ହେଲେ ଅନ୍ୟ ଭାଷା ଚଷମା ସଦୃଶ। ଆଖି ଠିକ୍‌ ରହିଲେ, ଚଷମା ତାକୁ ଅଧିକ ସ୍ପଷ୍ଟ କରିବ। ପ୍ରଥମେ ନିଜ ମାତୃଭାଷାକୁ ସମ୍ମାନ ଦିଅ, ତା’ପରେ ଅନ୍ୟ ଭାଷା ଶିଖ। ଦୈନିକ ଖବରକାଗଜ ‘ସମାଜ’ର ଶତବାର୍ଷିକୀ କାର୍ଯ୍ୟକ୍ରମରେ...

fdfd
ଗାଈ ଚରାଉଥିବା ବେଳେ ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ବିରୂପା ନଦୀ କୂଳରେ ଗାଈ ଚରାଉଥିବା ବେଳେ ଜଣେ ଯୁବକକୁ କୁମ୍ଭୀର ଟାଣିନେଇଥିଲା। ମାତ୍ର ସୌଭାଗ୍ୟ ବସତଃ ତାଙ୍କ ଜୀବନ ବଞ୍ଚି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।। କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଗାଁର ସର୍ବେଶ୍ୱର ଜେନା ଆଜି ବିରୂପା ନଦୀ...

golkehh
ଗୋଲେଖ ସାର୍: ନିଜେ ଅନ୍ଧାରରେ ରହି ପିଲାଙ୍କ ପାଇଁ ସାଜିଛନ୍ତି ଆଲୋକବର୍ତ୍ତିକା

କେନ୍ଦ୍ରାପଡ଼ା: ଜନ୍ମରୁ ଦିବ୍ୟାଙ୍ଗ, ସେ ଦେଖିପାରନ୍ତି ନାହିଁ। ହେଲେ ଏହି ଅକ୍ଷମତା ତାଙ୍କୁ ଜୀବନ ଯୁଦ୍ଧରେ କେବେ ହରାଇ ପାରିନି। ଜଣେ ସାଧାରଣ ମଣିଷ ପରି ନିଜ କାମ ନିଜେ କରିବା ସହ ସ୍ୱାବଲମ୍ବୀ ହୋଇ ସ୍ୱାଧୀନ ଭାବରେ ଆନନ୍ଦରେ ଦିନ କାଟୁଛନ୍ତି କେନ୍ଦ୍ରପଡ଼ା ଜିଲ୍ଲା ଆଳି ବ୍ଲକ...

fffff
ସାଓମୀ, ସାମ୍‌ସଙ୍ଗ୍, ଓପୋର ଏହି ୧୦ଟି ଫୋନ୍‌ ଆପଣଙ୍କ ପାଇଁ ବିପଦ ଆଣିପାରେ

ଗୁଗଲ୍ ଗବେଷକମାନେ ୧୦ଟି ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ରେ ଏକ ବଡ଼ ତ୍ରୁଟି ବାହାର କରିଛନ୍ତି। ସ୍ୟାମ୍‌ସଙ୍ଗ୍‌, ସାଓମୀ, ଓପ୍ପୋ ଓ ଗୁଗଲର ନିଜ ଫୋନ୍ ପିକ୍ସେଲ୍‌ ଭଳି ବ୍ରାଣ୍ଡରେ ଏହି ତ୍ରୁଟି ଦେଖାଯାଇଛି। ଏକ ରିପୋର୍ଟ ଅନୁସାରେ ଫୋନ୍‌ଗୁଡ଼ିକର ଆଣ୍ଡ୍ରେଏଡ୍‌ରେ ଥିବା kernel Codeରେ ଏହି ତ୍ରୁଟି ଦେଖାଯାଇଛି। ଯାହାଫଳରେ...

PHIO
ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍: ଅଭିନେତ୍ରୀ କହିଲେ ମୁଁ ଜାଣିନି

ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ କରିବାକୁ ଘଟଣାକୁ ଖଣ୍ଡନ କରିଛନ୍ତି ଅଭିନେତ୍ରୀ ଦିବ୍ୟା। ସେ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ନେଇ ସେ ବେଶ୍ ଅବଗତ। ଭିତରକୁ ସେ ମୋବାଇଲ୍ ନେଇ ନଥିଲେ। ଆନନ୍ଦବଜାରରେ ଖାଉଥିବା ବେଳେ କିଏ ଫଟୋ ଉଠାଉଥିଲେ ସେ ଜାଣିନାହାନ୍ତି। ତେବେ ସେ ଫଟୋ...

man
ଦୁଇ ଗୋଡ଼ ବାନ୍ଧି ଜୀଅନ୍ତା ଜାଳିଦେଲେ

ଜଗତସିଂହପୁର: ନୃଶଂସତାର ଚରମ ସୀମା ଅତିକ୍ରମ କରିଯାଉଛି ମଣିଷ। ଦୟା, ଧର୍ମ ଓ ମାନବିକତାର ଯେମିତି ମାନେ କିଛି ନାହିଁ। ଏଭଳି ଏକ ନୃଶଂସକାଣ୍ଡ ଦେଖିବାକୁ ମିଳିଛି ବାଲିକୁଦା ଥାନା ଅଞ୍ଚଳରେ। ଏଠି ଦାଆଗାଁ ସ୍କୁଲ ଭିତରେ ଜଣେ ଯୁବକଙ୍କୁ ଦୁଇ ଗୋଡ଼ ବନ୍ଧି ଜୀଅନ୍ତା ଜାଳିଦେଇଥିବା ଅଭିଯୋଗ...

5555
ଭାଇଚାରା ସୃଷ୍ଟି ପାଇଁ କବିତା ଏକ ଉତ୍ତମ ମାଧ୍ୟମ-ଉପରାଷ୍ଟ୍ରପତି

ଭୁବନେଶ୍ୱର: ସମାଜରେ ଭାଇଚାରା ସୃଷ୍ଟି ପାଇଁ କବିତା ଏକ ଉତ୍ତମ ମାଧ୍ୟମ।  ସମସ୍ତଙ୍କୁ ଏକତାରେ ବାନ୍ଧି ରଖିବାରେ କବିତାର ଭୂମିକା ଗୁରୁତ୍ୱପୂର୍ଣ୍ଣ । କେବଳ କବିତା ନୁହେଁ, ସାହିତ୍ୟ, କଳା, ସଙ୍ଗୀତ, ନୃତ୍ୟ ମଧ୍ୟ ଶାନ୍ତି ଓ ଖୁସି ଆଣିଥାଏ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଆଜି...

33333
ଗାଧୋଇବାବେଳେ ଭାସିଗଲେ ୬ ଯୁବତୀ, ୫ ଉଦ୍ଧାର

ସମ୍ବଲପୁର: ମହାନଦୀରେ ଗାଧୋଇବା ବେଳେ ଆଜି ୬ ଜଣ ଯୁବତୀ ଭାସି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏପର୍ଯ୍ୟନ୍ତ ଜଣେ ନିଖୋଜ ଅଛନ୍ତି। ଏମାନେ ମହାନଦୀର ସଡ଼କଘାଟରେ ଗାଧୋଉଥିଲେ। ଏମାନେ ସ୍ଥାନୀୟ ଧୋବାପଡ଼ା ଓ ସାହିବଙ୍ଗଳା ପଡ଼ାର ବୋଲି ଜଣାପଡିଛି।  ଉଦ୍ଧାର ପାଇଁ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।