• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

mahatma-gandhi-statue-ap_650x400_61475816825
ଏହି ଦେଶରେ ଗାନ୍ଧିଙ୍କ ପାଦ ପଡ଼ିନି ହେଲେ ଅଛି ସର୍ବାଧିକ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ଏଥିପାଇଁ ସାରା ପୃଥିବୀରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହି ପ୍ରସ୍ତୁତି ହିଁ କହୁଛି ବିଶ୍ୱ ଦରବାରରେ ମହାତ୍ମା ଗାନ୍ଧିଙ୍କ ଲୋକପ୍ରିୟତା କେତେ । ତେବେ ପୃଥିବୀରେ ଏମିତି ଏକ ଦେଶ ଅଛି, ଯେଉଁଠିକୁ ମହାତ୍ମା ଗାନ୍ଧି...

6574648
ଗୌରହରି ଦାସ, ବିପିନ ନାୟକ ପାଇବେ କୋରାପୁଟ ସାହିତ୍ୟ ସମ୍ମାନ

ଭୁବନେଶ୍ୱର: କଥାକାର ଡ.ଗୌରହରି ଦାସ ଓ କବି ଶ୍ରୀ ବିପିନ ନାୟକ ପାଇବେ ଚଳିତ ବର୍ଷର ସମ୍ମାନଜନକ କୋରାପୁଟ ସାହିତ୍ୟ ସମ୍ମାନ। ଆସନ୍ତା ଅକ୍ଟୋବର ୨୦-୨୧ରେ ଦୁଇଦିନ ଧରି ହେବାକୁ ଥିବା ୨ୟ କୋରାପୁଟ ସାହିତ୍ୟ ଉତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ । ଏକ ପ୍ରେସ୍‌...

retyrt
ଘରର ମୁଖ୍ୟ ଦ୍ୱାର ଏମିତି ରଖିଲେ ବାସ୍ତୁ ଦୋଷ କଟିବ

ଭୁବନେଶ୍ୱର: ଘରର ମୁଖ୍ୟ ଦ୍ୱାର ଆପଣଙ୍କ ଜୀବନ ଉପରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ। ତେବେ ଏହା ସକାରାତ୍ମକ ନା ନକାରାତ୍ମକ ପ୍ରଭାବ ପକାଇବ, ତାହା ତାର ବାସ୍ତୁ ଉପରେ ନିର୍ଭର କରେ। ବାସ୍ତୁ ଅନୁଯାୟୀ ଏହା ଠିକ୍ ଦିଗରେ ଓ ଠିକ୍ ଭାବରେ ନିର୍ମିତ...

ins
ନୌସେନାରେ ସାମିଲ୍‌ ହେବ ସାଇଲେଣ୍ଟ କିଲର 'ଆଇଏନଏସ ଖଣ୍ଡେରୀ'

ମୁମ୍ବଇ: ଦିନକୁ ଦିନ ଅଶାନ୍ତ ହୋଇ ପଡ଼ୁଛି ଭାରତର ସୀମାନ୍ତ। ଦୁଇ ପଡୋଶୀ ଦେଶ ପାକିସ୍ତାନ ଓ ଚୀନ ଆଡୁ ବଢୁଛି ବିପଦ। ଏହାକୁ ଦୃଷ୍ଟିରେ ରଖି ଭାରତ ତାର ପ୍ରତିରକ୍ଷା ବିଭାଗକୁ ଅଧିକ ଶକ୍ତିଶାଳୀ କରିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ  ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଁ...

pilot
ଖସିପଡ଼ିଲା ସ୍ଥଳସେନାର ‘ଚିତା’, ୨ ପାଇଲଟ୍‌ ମୃତ

ଭୁଟାନ୍‌: ଆକାଶରେ ଉଡ଼ୁଥିବା ବେଳେ ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ହେଲିକପ୍ଟରଟି ସଂପୂର୍ଣ୍ଣ ଛିନଛତ୍ର ହୋଇଯାଇଥିବା ବେଳେ ଏହା ମଧ୍ୟରେ ଥିବା ଦୁଇ ଜଣ ଯାକ ପାଇଲଟ୍‌ ପ୍ରାଣ ହରାଇଛନ୍ତି। ଜଣେ ପାଇଲଟ୍‌ ଭାରତର ହୋଇଥିବା ବେଳେ ଆଉ ଜଣେ ଭୁଟାନର...

65688678
ଦୁଷ୍କର୍ମ ପୀଡ଼ିତା ବୋଲି ହାତ ଛାଡ଼ିଦେଲେ ବାପା-ମା’

ଫୁଲବାଣୀ: ଦୁର୍ଗମ ରାସ୍ତାରେ ହାତ ଧରି ଚାଲି ଶିଖାଇଥାନ୍ତି ବାପା। ଆଉ ସେଇ ରାସ୍ତାରେ ଯଦି ଝଡ଼ ଆସେ ପଣତ ତଳେ ନିର୍ଭୟ ଆଶ୍ରୟ ଦିଏ ମା’। ହେଲେ ଏହି ନାବାଳିକାଙ୍କୁ କିଛି ବି ମିଳିଲାନି। ବିପଦ ବେଳେ ନା ମିଳିଲା ବାପାଙ୍କ ହାତର ସହାରା ନା ମା’ର...

plastic-used-in-pakistan
ବର୍ଜ୍ୟ ପ୍ଲାଷ୍ଟିକ୍‌ରୁ ତିଆରି ହେଲା ୧ କିମିର ରାସ୍ତା

ବେଙ୍ଗାଲୁରୁ: ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏବେ ଜୋରଦାର ପ୍ରୟାସ ଚାଲିଛି। କାରଣ ଏହା ମାଟିରେ ମିଶୁ ନାହିଁ। ଫଳରେ ପରିବେଶ ପ୍ରଦୂଷଣ ହେଉଛି। କିନ୍ତୁ ଏହି ପ୍ଲାଷ୍ଟିକରୁ ମୁକୁଳିବା ପାଇଁ ଏବେ ନୂଆ ରାସ୍ତା ବାହାରିଛି। ବେଙ୍ଗାଲୁରୁର ଦ୍ୱିତୀୟ ବିମାନ ବନ୍ଦର ନିକଟରେ ହେଉଥିବା ରାସ୍ତା...

343456
ପାକିସ୍ତାନ ସରକାରଙ୍କ ଗୁମର ଖୋଲିଲା ‘ଭଏସ ଅଫ୍ କରାଚି’

ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ ବୈଠକରେ ଆଜି ଭାରତ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ପାକିସ୍ତାନର ଭଏସ ଅଫ୍ କରାଚି ନାମକ ଏକ ସଂଗଠନ ପାକିସ୍ତାନ ସରକାରର ଗୁମର ଖୋଲିଛି। ଜାତିସଂଘ ଚାରିପଟେ ଟ୍ରକ, ଟ୍ୟାକ୍ସିରେ ଡିଜିଟାଲ ମିଡିଆର ସାହାଯ୍ୟ ନେଇ ନିଜର...

234
ଜୁନାଗଡ-ଭୁବନେଶ୍ୱର ଟ୍ରେନ ଗତିପଥ ପରିବର୍ତ୍ତନକୁ ବିରୋଧ

ଭୁବନେଶ୍ୱର: ଜୁନାଗଡ଼-ଭୁବନେଶ୍ୱର ଟ୍ରେନ୍ ଗତିପଥ ପରିବର୍ତ୍ତନକୁ ନେଇ  ଦେଖା ଦେଇଇଛି ଅସନ୍ତୋଷ । ଭୁବନେଶ୍ୱର-ଜୁନାଗଡ଼ ଏକ୍ସପ୍ରେସ୍‌କୁ  ରାୟଗଡ଼ା ବଦଳରେ ସମ୍ବଲପୁର ଦେଇ ଚଳାଇବାକୁ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସିଟିଜେନ୍ ଫୋରମ୍ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଅନୁରୋଧ କରାଯାଇଥିଲା।  ଏହାପରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳମନ୍ତ୍ରୀ...

4535
କାଙ୍ଗାଳ ପାକିସ୍ତାନକୁ ଆର୍ଥିକ ସହାୟତା ଦେଲେ ବିଲ୍ ଗେଟ୍‌ସ

ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଅନେକ ପ୍ରସଙ୍ଗରେ ପାକିସ୍ତାନ ନିଜର ପରାଜୟ ସ୍ୱୀକାର କରିସାରିଛି, ଯାହାକି ପାକ ସରକାରଙ୍କୁ ନିରାଶ କରିଛି। ହେଲେ ଏହି ନିରାଶ ଭିତରେ ସହଯୋଗର ହାତ ବଢ଼ାଇଛି ବିଲ୍ ଗେଟସ ଫାଉଣ୍ଡେସନ। ଯାହାକି ପାକିସ୍ତାନ ପାଇଁ ଖୁସି ଖବର। ଗତକାଲି ପାକିସ୍ତାନ...

2
ସ୍କୁଲରେ ପାଠ ପଢାଉଛନ୍ତି ୫୦ ପ୍ରତିଶତ ମାନସିକ ଭିନ୍ନକ୍ଷମ ଶିକ୍ଷକ !

ଭୁବନେଶ୍ୱର: ସ୍କୁଲ୍‌ରେ ଅସୁସ୍ଥ ହୋଇପଡ଼ୁଛନ୍ତି ଶିକ୍ଷକ। ଅନ୍ୟ କୌଣସି ରୋଗରେ ନୁହେଁ, ମାନସିକ ରୋଗରେ। ଏକଥା ଖୋଦ ରୋଗୀ ଶିକ୍ଷକମାନେ ହିଁ ସ୍ୱୀକାର କରିଛନ୍ତି।  ଏହି ମାନସିକ ରୋଗୀ ଶିକ୍ଷକମାନେ ଏବେ ବଦଳି ପାଇଁ ଆବେଦନ କରି ସରକାରଙ୍କୁ ଚିଠି ଲେଖିଛନ୍ତି।  ଅବଶ୍ୟ ସରକାର ସେମାନଙ୍କ ସ୍ୱାସ୍ଥ୍ୟଗତ ଯାଞ୍ଚ...

12245
କିର୍ଗିଜସ୍ତାନରେ ଓଡ଼ିଶାର ନାଁ ଉଜ୍ଜ୍ୱଳ କଲେ ଓଡ଼ିଆ ଛାତ୍ରୀ ଗୌତମୀ

ଭୁବନେଶ୍ୱର: କିର୍ଗିଜସ୍ତାନରେ ଓଡ଼ିଶାର ନାଁକୁ ଉଜ୍ଜ୍ୱଳ କରିଛନ୍ତି ଓଡ଼ିଆ ଛାତ୍ରୀ ଗୌତମୀ ପାଣିଗ୍ରାହୀ। କିର୍ଗିଜସ୍ତାନ ମାଟିରେ ପରିଚୟ କରାଇଛନ୍ତି ଭାରତ ତଥା ଓଡ଼ିଶାର ସଂସ୍କୃତି, ଐତିହ୍ୟକୁ । ବିଶେଷକରି ଜଗନ୍ନାଥ ସଂସ୍କୃତି, ଓଡ଼ିଶାର ଟେକ୍ସଟାଇଲ ତଥା ଅନ୍ୟାନ୍ୟ କଳାନୈପୁଣ୍ୟ ଉପରେ କହିଛନ୍ତି କିର୍ଗିଜସ୍ତାନର ଯୁବପୀଢିଙ୍କୁ। ଭାରତ ଓ କିର୍ଗିଜସ୍ଥାନ...

574647
କେଉଁ ଦିଗରେ ମନି ପ୍ଲାଣ୍ଟ୍ ରଖିଲେ ଭଲ ?

‍‍ଭୁବନେଶ୍ୱର: କୁହାଯାଏ, ଘରେ ବାସ୍ତୁଦୋଷ ରହିଲେ ଯେତେ ରୋଜଗାର କଲେ ବି ଅଣ୍ଟେ ନାହିଁ। ତେଣୁ ବାସ୍ତୁଦୋଷ ଦୂର କରିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି। ସେହିପରି ବାସ୍ତୁଦୋଷ ଥାଉ କି ନଥାଉ, ଏମିତି କିଛି ଜିନିଷ ରହିଛି ଯେଉଁଗୁଡ଼ିକୁ ଘରେ ରଖିଲେ ଧନ ବଢ଼ିବା...

p92rlgf8_pune-floods-ani_625x300_26_September_19
ଅବିଶ୍ରାନ୍ତ ବର୍ଷା: ଚାଲିଗଲା ୧୭ ଜୀବନ

ପୁଣେ: ମହାରାଷ୍ଟ୍ରର ପୁଣେରେ ଅବିଶ୍ରାନ୍ତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। କିଛି ସ୍ଥାନରେ ଜଳ ପ୍ରଳୟ ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିଛି। ଇତି ମଧ୍ୟରେ ବନ୍ୟା ଓ କାନ୍ଥ ଭୁଶୁଡ଼ି ବିଭିନ୍ନ ସ୍ଥାନରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେହିପରି ଜଳବନ୍ଦୀ...

SORRY-AMMA
୧୨ ବର୍ଷର ଝିଅକୁ ଯୌନ ରାକ୍ଷସଙ୍କ ମୁହଁକୁ ଠେଲି ଦେଲେ ବାପା-ମା‘

ଥୁରୁଅନନ୍ତପୁରମ: କୁହାଯାଏ ଅଭାବରେ ପଡ଼ିଲେ ମଣିଷର ସ୍ୱଭାବ ବଦଳିଯାଏ। ଏହି ଅଭାବୀ ମଣିଷର ‌ଏମିତି ଅସ୍ୱାଭାବିକ କାଣ୍ଡ ଆମେ ଅନେକ ଦେଖି ଆସିଛେ। ହେଲେ ଥିରୁଅନନ୍ତପୁରର ଏହି ଅଭାବି ପରିବାରର ଜୀବନ ଯନ୍ତ୍ରଣା ଆପଣଙ୍କ ଛାତି ଥରାଇଦେବ। ଅଭାବ ପଡ଼ି ଯେ ବାପାମା’ ଏମିତି କିଛି କରିପାରନ୍ତି !...

qw-4
ଅଯୋଧ୍ୟା ମାମଲା ଶୁଣାଣିବେଳେ ସୁପ୍ରିମକୋର୍ଟରେ କ୍ଷମା ମାଗିଲେ ମୁସଲିମ ପକ୍ଷ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଚାଲିଥିବା ଅଯୋଧ୍ୟା ଜମି ବିବାଦର ଶୁଣାଣି ବେଳେ ଆଜି ମୁସଲିମ ପକ୍ଷ କ୍ଷମା ମାଗିଛନ୍ତି। ବୁଧବାର ଶୁଣାଣି ବେଳେ ୨୦୦୩ରେ ଏଏସ୍‌ଆଇ ଦେଇଥିବା ରିପୋର୍ଟ ଉପରେ ମୁସଲିମ ପକ୍ଷ ପ୍ରଶ୍ନ ଉଠାଇଥିଲେ। ଏହାପରେ କୋର୍ଟ ରିପୋର୍ଟ ଉପରେ କାହିଁକି ପ୍ରଶ୍ନ ଉଠାଉଛନ୍ତି ବୋଲି କହିବା ସହ...

rbi-1..
ଟଙ୍କା ଉଠାଣ ପରିମାଣ ୧ହଜାରରୁ ୧୦ ହଜାରକୁ ବୃଦ୍ଧି କଲା ଆରବିଆଇ

ନୂଆଦିଲ୍ଲୀ: ଦୁଇ ଦିନର କଟକଣା ପରେ ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ (ପିଏମସି) ବ୍ୟାଙ୍କରୁ ଟଙ୍କା ଉଠାଇବା ନିୟମରେ କୋହଳ କରିଛି। ପୂର୍ବରୁ ୧୦୦୦ ଟଙ୍କା ସର୍ବାଧିକ ଉଠାଇବା ପାଇଁ ଆରବିଆଇ ଅନୁମତି ଦେଇଥିବା ବେଳେ ଆଜି ଏହାକୁ ବୃଦ୍ଧି...

45943
ହରପିସ୍‌ ଆତଙ୍କ ! ଅସୁସ୍ଥ ମାଈ ହାତୀ ଠାବ

ବାଙ୍କୀ: ନନ୍ଦନକାନନ ପରେ ଏବେ  କଟକ ଜିଲ୍ଲା ବାଆଁରା କୁଅମଡ଼ା ଗାଁ ଜଙ୍ଗଲରେ ପହଞ୍ଚିଲା ହରପିସ୍‌ ଭୂତାଣୁ ଆତଙ୍କ। ଏଠାରେ  ଅସୁସ୍ଥ ଥିବା ମାଈ ହାତୀ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସନ୍ଦେହ କରୁଛନ୍ତି । ଆଜି ସକାଳେ ହାତୀଟି ଅସୁସ୍ଥ ଅବସ୍ଥାରେ  ପଡ଼ିଥିବା  ସ୍ଥାନୀୟ ଲୋକେ...

19_11_2017-19frd-2-c-2 (1)
ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର: ଚଳିତବର୍ଷ ସଂଗ୍ରହ ହେବ ୬୦ଲକ୍ଷ ଟନ୍ ଧାନ। ଏହାସହ ୪୧ଲକ୍ଷ ଟନ୍ ଚାଉଳ ସଂଗ୍ରହ ହେବ । ଆଜି ବସିଥିବା ରାଜ୍ୟ କ୍ୟାବିନେଟରେ  ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ପୂର୍ବରୁ ଧାନ ବିକ୍ରିର ୪୮ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା...

23456
ଡାକ୍ତରଖାନାରୁ ଶେଷ ହେବ ଦଲାଲରାଜ୍‌ !

ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ଡାକ୍ତରଖାନାମାନଙ୍କରେ ଦଲାଲମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏବେ ଚାଲିଛି ଧରପଗଡ଼। ୨ ଦିନରେ ରାଜ୍ୟର ୩ ମେଡିକାଲରୁ ୧୪ ଦଲାଲ ଗିରଫ କରାଗଲାଣି।  ଗତକାଲି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ୪ ଦଲାଲଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ବୁର୍ଲା ମେଡିକାଲ କଲେଜ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।