• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

342324
ଚାକିରି ଛାଡ଼ି ବସ୍ତିରେ ପାଠ ପଢାଉଛନ୍ତି ଯୁବ ଇଞ୍ଜିନିୟର

ଭୁବନେଶ୍ୱର: ଭୁବନେଶ୍ୱର ବାପୁଜୀ ନଗରର ଅଶ୍ୱିନୀ ପାଢ଼ୀ। ପେଶାରେ ଇଞ୍ଜିନିୟର। ବାଙ୍ଗାଲୁରରେ ଉଚ୍ଚ ବେତନର ଚାକିରୀ। ହେଲେ ଏସବୁ ବାନ୍ଧି ରଖି ପାରି ନ ଥିଲା ଅଶ୍ୱିନୀଙ୍କୁ । ଅନ୍ୟପାଇଁ କିଛି କରିବାର ନିଶା ତାଙ୍କୁ ସବୁବେଳେ ଅନ୍ୟମନସ୍କ କରି ଦେଉଥିଲା।  ମନରେ ସବୁବେଳେ ପ୍ରଶ୍ନ ଉଠୁଥିଲା, ଜୀବନର...

2323244
ଭୁବନେଶ୍ୱରରେ ପହଞ୍ଚିଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ । ଏହାପରେ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଛନ୍ତି...

434343
ପାର୍ବଣରେ ଜମୁଛି ବିଜେପୁର ନିର୍ବାଚନ ପ୍ରଚାର

ବିଜେପୁର: ପାଖେଇ ଆସୁଛି ବିଜେପୁର ଉପନିର୍ବାଚନ। ପ୍ରଚାର ମଧ୍ୟ ଜୋର ଧରିଲାଣି। ଏଥିପାଇଁ ପାର୍ବଣ ବି ଏକପ୍ରକାର ମାହୋଲ ଯୋଗାଇ ଦେଇଛି। ତେଣୁ ପାର୍ବଣରେ ବିଜେପୁର ନିର୍ବାଚନ ପ୍ରଚାର ଏକଦମ୍‌ ଜମୁଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀ ପୂଜା ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ନେବା ସହ...

4334434
ବାପା ଆଗରେ ପୁଅକୁ ମାରିଦେଲେ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ଆଳସାହିରେ ଗତକାଲି ରାତିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଗାଁରେ ଗୋଷ୍ଠୀ  ବିବାଦକୁ ନେଇ ବାପ ଆଗରେ ପୁଅକୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ହେଲେ ଅଠତିରାଗାଁର ଦିଲୀପ  ସ୍ୱାଇଁ। ଏହାର ପ୍ରତିବାଦ କରିବାକୁ ଯାଇ ଦିଲୀପଙ୍କ ବାପାଙ୍କ ସମେତ...

2333333
ଆଜି ମହାଷ୍ଟମୀ, ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର: ଆଜି ମହାଷ୍ଟମୀ।  ଚାରିଆଡ଼େ ଶାରଦୀୟ ଦୁର୍ଗାପୂଜାର ଉଲ୍ଲାସ।  ଗତକାଲି ସପ୍ତମୀରେ ଚକ୍ଷୁଦାନ ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ମା’। ଧୂପ, ଦୀପ, ନୈବେଦ୍ୟ ସହ ପୂଜକଙ୍କ ଚଣ୍ଡୀପାଠ ଓ ମନ୍ତ୍ରୋଚ୍ଚାରଣ, ଆଉ ଶ୍ରଦ୍ଧାଳୁଙ୍କ ଭକ୍ତିଶ୍ରଦ୍ଧାରେ ଉଛୁଳି ଉଠୁଛି ପୂଜାମଣ୍ଡପ। ଗତକାଲିଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ପୂଜା...

3253426
ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର:ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଦୈନିକ ଓଡ଼ିଆ ଖବର କାଗଜ ସମାଜର ଶତବାର୍ଷିକୀ ସମାରୋହରେ ଯୋଗଦେବେ ଉପରାଷ୍ଟ୍ରପତି।  ଏଥିପାଇଁ କଟକ ସ୍ଥିତ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମକୁ ସୁସଜ୍ଜିତ କରାଯାଇଛି । ଆଜି ଅପରାହ୍ଣ ୩ଟା ୫୦ ମିନିଟରେ ଏହି କାର୍ଯ୍ୟକ୍ରମରେ...

Untitled-1
ଲଟେରୀ ଜିତି ୨୪ ବର୍ଷରେ ହେଲେ ୨୩ କୋଟିର ମାଲିକ

ମାଙ୍ଗାଲୋର: ଜଣେ ୨୪ ବର୍ଷ ବୟସ୍କ ଯୁବକ ୨୩ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ସେ ଆବୁଧାବି ବୃହତ ଲଟେରୀରେ ଏହି ସଫଳତା ପାଇଛନ୍ତି। ସେ ଜିତିଥିବା ଅର୍ଥର ପରିମାଣ ୧୨ ମିଲିଅନ୍‌ ୟୁଏଇ ଦିରହାମ୍‌ ବା ୨୩ କୋଟି ଟଙ୍କା। ମହମ୍ମଦ୍‌ ଫୟାଜ୍‌ ଜେଏ ନାମକ ଏହି...

6585759468
ଫେଷ୍ଟିଭ୍‌ ଅଫର ଦେଇ ମାଲାମାଲ୍‌ ହେଲେ ଆମାଜନ ଓ ଫ୍ଲିପ୍‌କାର୍ଟ

ବେଙ୍ଗାଲୁର:ଆମାଜନ ଏବଂ ଫ୍ଲିପ୍‌କାର୍ଟ ଫେଷ୍ଟିଭ୍‌ ଅଫର ଦେଇ ପୂଜା ମାର୍କେଟରେ ନିଜର ସ୍ଥିତିକୁ ବେଶ ମଜବୁତ୍‌ କରିପାରିଛି। ଆର୍ଥିକ ମାନ୍ଦାବସ୍ତା ସତ୍ତ୍ୱେ  ଛୋଟ ସହରରେ ଫ୍ଲିପ୍‌କାର୍ଟ ଓ ଆମାଜନ ଭଲ ବ୍ୟବସାୟ କରିଛନ୍ତି। ପିଟିଏମ ମଲ୍‌, ସ୍ନାପଡିଲ୍‌ ପରି ସଂସ୍ଥାମାନେ ବେଶି ଡିସ୍‌କାଉଣ୍ଟ ଅଫର ଦେଇ ପାରିନାହାନ୍ତି, ଯାହାର...

465856758
ଦୌଡ଼ ପ୍ରତିଯୋଗିତାର ଦୃଶ୍ୟ ରେକର୍ଡିଂ କରୁଥିବା ସାମ୍ବାଦିକ ହୋଇଗଲେ ବିଜେତା, ଭିଡିଓ ଶେୟାର କଲେ ବିଗ୍‌ ବି

ନୂଆଦିଲ୍ଲୀ; ବଲିଉଡ୍‌ ଶହନ୍‌ଶାହ ଅମିତାଭ ବଚ୍ଚନ ଟ୍ୱିଟରରେ ବେଶ ଆକ୍ଟିଭ୍‌। ତାଙ୍କର ଟ୍ୱିଟ୍‌କୁ ବି ଲୋକେ ବେଶ ପସନ୍ଦ କରନ୍ତି। ନିକଟରେ ସେ ଏପରି ଏ ଭିଡ଼ିଓ ଶେୟାର କରିଛନ୍ତି ଯାହା ଖୁବ୍ ଭାଇରାଲ ହୋଇଛି। ଅନେକ ପ୍ରତିକ୍ରିୟା ବି ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ଜଣେ ଆଥ୍‌ଲେଟ...

chandrayaan-2-7
ଜହ୍ନରାଇଜର ଏମିତି ଦୃଶ୍ୟ ଦେଖାଇଲା ଅର୍ବିଟର

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିଲା ନାହିଁ। ହେଲେ ମହାକାଶକୁ ଯାଇଥିବା ଅର୍ବିଟର ତାର ସମସ୍ତ କାମ ଠିକ୍ ଭାବରେ କରୁଛି। ଏବେ ଅର୍ବିଟର ଚନ୍ଦ୍ରପୃଷ୍ଠର କିଛି ଫଟୋ ପଠାଇଛି। ଏବେ ଚନ୍ଦ୍ରପୃଷ୍ଠର ସ୍ଥିତି କିଭଳି ରହିଛି ସେ ସମ୍ପର୍କିତ କିଛି ଫଟୋ...

7565775
ଦେଶର ସର୍ବଶ୍ରେଷ୍ଠ ହୀରାମୁଦିକୁ ଦେଖିଛନ୍ତି କି ?

ନୂଆଦିଲ୍ଲୀ: ସୁନ୍ଦର ହୀରା ଗହଣା ପ୍ରତି କାହାର ଲୋଭ ନାହିଁ ! ବିଶେଷ କରି ମହିଳାଙ୍କର।  ଆକର୍ଷଣୀୟ ଗହଣା ଦେଖିଲେ ଆଖି ଟାଣି ହୋଇଯାଏ। ତେବେ ଦେଖିଛନ୍ତି କି ଦେଶର ସର୍ବଶ୍ରେଷ୍ଠ ହୀରାମୁଦିକୁ ? ସୁରତର ଜଣେ ହୀରା କାରିଗର ଏହି ମୁଦି ତିଆରି କରିଛନ୍ତି। ଏହି ହୀରା...

5766546
କିଏ ଏହି ସୋଫିଆ ଯାହାର ପରବେଶକୁ ନେଇ ଏତେ ଚିନ୍ତା !

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ରୋବଟ୍ ନାଗରିକ ସୋଫିଆକୁ ଘାରିଛି ପରିବେଶ ଚିନ୍ତା।  ବିଗୁଡ଼ୁଥିବା ପରିବେଶକୁ ନେଇ ସେ ଚିନ୍ତା ପ୍ରକଟ କରିଛି ଆଉ  ସମସ୍ୟାର ସମାଧାନ ପାଇଁ ସଚେତନତାର ବାର୍ତ୍ତା ବାଣ୍ଟିଛି। ତେବେ କିଏ ଏହି  ସୋଫିଆ ? ସୋଫିଆ ହେଉଛି ବିଶ୍ୱର ପ୍ରଥମ କୃତ୍ରିମ ଇଣ୍ଟେଲିଜେଣ୍ଟ ରୋବଟ୍...

5454545
ରାଜନୀତି ମୋହ ଛାଡ଼ି ସମ୍ପାଦକ ହୋଇଥିଲେ ଭଲ ହୋଇଥାନ୍ତା-ସୌମ୍ୟ ପଟ୍ଟନାୟକଙ୍କୁ ଏମିତି କହି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:“ ସୌମ୍ୟବାବୁ ଜଣେ ବିଶାଳ ବ୍ୟକ୍ତିତ୍ୱ। ତାଙ୍କର ନିଜସ୍ୱ ବିଚାର ଓ ବିବେକ ଅଛି। ସଭ୍ୟ ସମାଜରେ ତାଙ୍କର ନିଷ୍ପତ୍ତିକୁ ସମ୍ମାନ ଦେବା ଛଡ଼ା ଅନ୍ୟ ବିକଳ୍ପ ବି ମୋର ନାହିଁ । କିନ୍ତୁ  ଅତ୍ୟନ୍ତ ବିନମ୍ରତାର ସହ କହିବାକୁ ଚାହେଁ ଯେ, କେବେକେବେ ମୋତେ ଲାଗେ ଯଦି...

98778
ତାତିଲେ ପାକିସ୍ତାନବାସୀ, କହିଲେ-ଆଉ ଇମ୍ରାନ ସରକାର ନୁହେଁ

ଇସଲାମାବାଦ: ପାକିସ୍ତାନର ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ଲୋକଙ୍କ ମଧ୍ୟରେ ଅସନ୍ତୋଷ ବି ବଢି ଚାଲିଛି। କଶ୍ମୀର ପ୍ରସଙ୍ଗକୁ ନେଇ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଇମ୍ରାନ ସରକାର ବେଶ ଚେଷ୍ଟା କରିଥିଲେ ଆଉ ସଫଳ ବି ହୋଇଥିଲେ।  ଏବେ କିନ୍ତୁ ପାକିସ୍ତାନର ଲୋକ ଚେତିଲେଣି। ଦେଶରେ ଦେଖାଦେଇଥିବା...

65547789877
ବିଳମ୍ବିତ ରାତିଯାଏ ନିଦ ଆସୁନି ? ଆପଣାନ୍ତୁ ଏହି ୫ଟି ଜିନିଷ

ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ଜୀବନ, ମାନସିକ ଚାପ ଏମିତି ବଢିଯାଇଛି ଯେ, ଆଖିର ନିଜ ହଜିଯାଉଛି। ଆଜିକାଲି ଅଧିକାଂଶ ଲୋକ ସେଥିପାଇଁ ଅନିଦ୍ରା ରୋଗରେ ପୀଡିତ। ଏପରିକି ଔଷଧ ବି କାମ ଦେଉନି। ଅନିଦ୍ରା ଅନେକ ରୋଗର କାରଣ ପାଲଟିଛି। ଆପଣଙ୍କର ଏପରି ସମସ୍ୟା ରହିଛି କି ?...

8765790
ବିଲରେ ଚାଷ କରୁଛନ୍ତି କରୀନା ! ଫାଉଡ଼ା ଧରି ମାଟି ହାଣିବାରେ ବ୍ୟସ୍ତ

ନୂଆଦିଲ୍ଲୀ: ବଲିଉଡ୍‌ ଆକ୍ଟ୍ରିସ୍‌ କରୀନା କପୁର ଖାନ୍‌। ଆଜିକାଲି ତ ତାଙ୍କୁ ଟିଭି ରିୟଲିଟି ସୋ’ ‘ଡାନ୍ସ ଇଣ୍ଡିଆ ଡାନ୍ସ’ରେ ଖୁବ୍‌ ଦେଖିବାକୁ ମିଳୁଛି। ହେଲେ ଫାଉଡ଼ା ଧରି ଏଠି କ’ଣ କରୁଛନ୍ତି କରୀନା ? ଏକ ଘାସ ଜମିରେ କୁରାଢୀ ଧରି ହାଣୁଛନ୍ତି ବୋଧେ ? ଚାଷ...

5454554
ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବ ୬ ଜଣିଆ କମିଟି

ଭୁବନେଶ୍ୱର: ହାତୀଙ୍କୁ ହରପିସ୍ ସଂକ୍ରମଣ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।  ଏହାର ଅନୁଧ୍ୟାନ ପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟି ପକ୍ଷରୁ ଏକ କମିଟି ଗଠନ ହୋଇଛି।  ଏହି କମିଟିରେ ୬ଜଣ ସଦସ୍ୟ ରହିଛନ୍ତି । ଖୁବଶୀଘ୍ର ଏହାର ବୈଠକ ହେବ ବୋଲି ଜଙ୍ଗଲ ମନ୍ତ୍ରୀ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।