ଭୁବନେଶ୍ୱର: ପଛୁଆ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ। ୨୦୧୮ରୁ ଏହି ଯୋଜନା ଆରମ୍ଭ ହୋଇଥିଲେ ହେଁ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଆକ୍ସନ ପ୍ଲାନ ଠିକ ଭାବେ...
ମୁମ୍ବଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଡ୍ରେସ୍ ଷ୍ଟାଇଲ ଆପଣଙ୍କୁ କେମିତି ଲାଗେ ? ଭଲ ନା ! ଯଦି ଦୀପିକାଙ୍କ ଡ୍ରେସ ପସନ୍ଦ କରନ୍ତି ଚାହିଁଲେ ଆପଣ ତାହାକୁ କିଣି ପାରିବେ । କାରଣ ଦୀପିକା ତାଙ୍କ ପୋଷାକ ବିକ୍ରି କରିବାକୁ ଯାଉଛନ୍ତି। ଦୀପିକା ତାଙ୍କର ଫେବରାଇଟ...
ଭୁବନେଶ୍ୱର: ମାନ୍ଦାବସ୍ଥାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳିଥିବାବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଅଟୋମୋବାଇଲ ଶିଳ୍ପ। ଗତ ୧୧ମାସ ହେଲା ଗାଡି ବିକ୍ରି ଲଗାତର କମିବାରେ ଲାଗିଛି । ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଏ ବର୍ଷ ସେପ୍ଟେମ୍ବର ମାସରେ ୨୨. ୪୧ ପ୍ରତିଶତ ଗାଡି କମ୍...
ଚେନ୍ନାଇ: ଆଜିଠାରୁଦୁଇ ଦିନିଆ ଭାରତ ଗସ୍ତରେ ଆସି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଚେନ୍ନାଇରେ ପହଞ୍ଚିଛନ୍ତି। ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନଔପଚାରିକ ଆଲୋଚନା କରିବେ। ସ୍ୱତନ୍ତ୍ର ବିମାନରେ ଜିନିପଙ୍ଗ ଆଜି ଚେନ୍ନାଇରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟସ୍ୱାଗତ କରାଯାଇଥିଲା। ସନ୍ଧ୍ୟା ବେଳେ ମୋଦି ଓ...
ଶ୍ରୀନଗର: ଶନିବାର ଠାରୁ ଜମ୍ମୁ-କଶ୍ମୀରରେ ରହୁଥିବା ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିପାରେ। କାରଣ ଶନିବାର ଠାରୁ କଶ୍ମୀର ଉପତ୍ୟକାରେ ପୋଷ୍ଟ ପେଡ୍ ମୋବାଇଲ ସେବା ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୋଷ୍ଟ ପେଡ୍ ମୋବାଇଲ ସେବା ଲୋକମାନେ ପାଇବାକୁ ଥିବା ବେଳେ ଇଣ୍ଟରନେଟ୍ ସେବା ପାଇଁ...
ଇରାନ: ସାଉଦି ଆରବ ଉପକୂଳ ଦେଇ ଇରାନର ସିନୋପା ନାମକ ତେଲ ଟ୍ୟାଙ୍କର ବା ଜାହାଜ ଯାଉଥିବା ବେଳେ ଆଜି ସମୁଦ୍ର ଭିତରେ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି। ଦୁଇଟି କ୍ଷେପଣାସ୍ତ୍ର ଆସି ଟ୍ୟାଙ୍କର ଉପରେ ମାଡ଼ ହେବା ପରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ସାଉଦି ଆରବ କିନ୍ତୁ...
ଢେଙ୍କାନାଳ: ଲିଫ୍ଟ ଦେବେ ବୋଲି କହି ଡାକିଲେ। କାର୍ରେ ବସାଇଲେ। ହେଲେ ନିଶାଦ୍ରବ୍ୟ ଦେଇ ତାଙ୍କଠାରୁ ଯାହାଥିଲା ସବୁ ଲୁଟି ନେଇ ଚାଲିଗଲେ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ। ଢେଙ୍କାନାଳ ସଦର ଥାନା ମହୁଲପଡ଼ା ଗାଁର ପ୍ରଫୁଲ ବେହେରା ତାଙ୍କ ପୁଅକୁ ଦେଖା କରିବା ପାଇଁ ଭୁବନେଶ୍ୱର...
ଭୁବନେଶ୍ୱର: ଓଲିଉଡ୍ର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ା ଦମ୍ଦାର ଅଭିନୟ ଓ ସଂଳାପ କହିବାର ଭୟାନକ ଷ୍ଟାଇଲ୍ ଦେଖି ଦର୍ଶକ ଛାତି ଥରିଯାଏ। ଅଭିନୟ କରିବାରେ ଓ ସଂଳାପ କହିବାରେ ତାଙ୍କର ନିଜସ୍ୱ ଷ୍ଟାଇଲ୍ ରହିଛି। ଯାହାକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ବିଶେଷ କରି ଖଳନାୟକର ମୃତ୍ୟୁ...
ବେଙ୍ଗାଲୁରୁ: ବଢ଼ିଲା କଂଗ୍ରେସ ନେତା କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ଓ ତାଙ୍କ ସହଯୋଗୀଙ୍କ ଘରେ ଗତକାଲି ଇନକମ୍ ଟ୍ୟାକ୍ସ(ଆଇଟି) ଡିପାର୍ଟମେଣ୍ଟ ରେଡ୍ କରି ପାଖାପାଖି ୫ କୋଟି ଟଙ୍କା ଜବତ କରିଛି। ଆଜି ସକାଳେ ଆଇଟି ଡିପାର୍ଟମେଣ୍ଟ ଏହି...
ବୁଲନ୍ଦସହର: ଗଙ୍ଗାରେ ବୁଡ଼ ପକାଇବା ପାଇଁ ଆସି ରାସ୍ତା କଡ଼ରେ ଶୋଇଥିବା ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ବସ୍। ଅକାଳରେ ଚାଲିଗଲା ୭ ଜୀବନ। ଆଜି ସକାଳେ ଉତ୍ତର ପ୍ରଦେଶର ବୁଲନ୍ଦସହରର ଗଙ୍ଗାଘାଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବାବେଳେ ୩ ଜଣ...
ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରରେ ନୋବେଲ୍ ପୁରସ୍କାର୍ ଘୋଷଣା ହୋଇଛି। ମେଡିସିନ୍ କ୍ଷେତ୍ରରେ ୩ ଜଣ ବୈଜ୍ଞାନିକ-ୱିଲିୟମ ଜି କାଇଲିନ ଜୁନିୟର, ସାର ପିଟର ଜେ ରାଟକ୍ଲିଫେ ଓ ଗର୍ଗ ଏଲ ସିମେନଜାଙ୍କୁ ଚଳିତ ବର୍ଷ ମେଡିସିନ୍ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ମିଳିବ। ସେହିଭଳି...
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ପିଠିରେ ସର୍ଜରୀ ହୋଇଛି। ଏହି ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଅପଡେଟ୍ ଆସୁଛି। ଏହା ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ ହାର୍ଦ୍ଦିକଙ୍କୁ ସାକ୍ଷାତ କରିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିଛନ୍ତି। ହାର୍ଦ୍ଦିକ...
ନୂଆଦିଲ୍ଲୀ: ଜିଓରୁ ଅନ୍ୟ ନେଟଓ୍ୱର୍କକୁ କଲ୍ କଲେ ମିନିଟ୍ ପିଛା ୬ ପଇସା ଗ୍ରାହକଙ୍କୁ ଦେବାକୁ ପଡ଼ିବ। ୯ ତାରିଖ ଦିନ ଜିଓ ଏହି ଘୋଷଣା କରିଥିଲା। ଏହାପରେ ଗ୍ରାହକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା କେବେଠୁ ଏହି ନିୟମ ଲାଗୁ ହେବ। ଗତକାଲି ରିଲାଏନ୍ସ ଜିଓ ଟୁଇଟ୍...