ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟର ଅନେକ ନେତା ଗୃହବନ୍ଦୀ ରହିଛନ୍ତି। ତେବେ କେଉଁ ଆଧାରରେ ୮୧ ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଅଟକ ରହିଛନ୍ତି ସେ ବାବଦରେ ସୁପ୍ରିମକୋର୍ଟରେ ଏମଡିଏମକେର ନେତା ଭାଇକୋ ମାମଲା ଦାୟର କରିଥିଲେ। ଯାହାର ଜବାବ ଆଜି...
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କର୍ଣ୍ଣାଟକ ଗସ୍ତରେ ଯାଇ ଆଜି ତୁମାକୁରୁ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିଛନ୍ତି। ସେଠାରେ ଅୟୋଜିତ ଏକ ସଭାରେ ଶ୍ରୀ ପଣ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ତା ପୂର୍ବରୁ ସେ ତୁମାକୁର ସିଦ୍ଧଗଙ୍ଗା ମଠକୁ ଯାଇଛନ୍ତି। ସେଠାରେ...
ଭୁବନେଶ୍ୱର: ପେଟର କ୍ୟାନସର୍ ସାଧାରଣତଃ ପେଟ ଭିତରେ ମ୍ୟୁକସ୍ ଉତ୍ପାଦନ କରୁଥିବା କୋଷିକାରୁ ସୃଷ୍ଟି ହୋଇଥାଏ। ପେଟର କ୍ୟାନସର୍ ଅନ୍ୟ କ୍ୟାନସର୍ ତୁଳନାରେ ସାଧାରଣ, କିନ୍ତୁ ଏଥିରେ ସବୁଠୁ ଖରାପ ଜିନିଷ ହେଉଛି ଏହାର ଲକ୍ଷଣ ବହୁତ କଷ୍ଟରେ ବୁଝାପଡ଼େ। ଆଉ ସେତେବେଳକୁ ବହୁତ ଡେରି ହୋଇଯାଇଥାଏ। ସାଧାରଣତଃ...
ମୁମ୍ୱାଇ : ଜଣାଶୁଣା ଫିଲ୍ମ ଏଡିଟର୍ ସଞ୍ଜୀବ କୁମାର ଦତ୍ତାଙ୍କର ରବିବାର ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ଦିନ ହେବ ହୃଦ୍ରୋଗରେ ପୀଡ଼ିତ ଥିଲେ। ଏବେ କାନାଡ଼ା...
ହାଇଦ୍ରାବାଦ୍: ସାଧାରଣତଃ ସ୍କୁଲ, କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ପିନ୍ଧିବା ବାଧ୍ୟ। ୟୁନିଫର୍ମ ନ ପିନ୍ଧିଲେ, ସ୍କୁଲ ଭିତରକୁ ଯିବା ଲାଗି ସେମାନଙ୍କୁ ଅନେକ ସମୟରେ ଅନୁମତି ମିଳି ନ ଥାଏ। ହେଲେ କଲେଜ ଭିତରକୁ ଯିବା ପାଇଁ ନିର୍ଦ୍ଦିଷ୍ଟ ମାପର ୟୁନିଫର୍ମ ପିନ୍ଧିବା ବାଧ୍ୟ ଏକଥା ଜାଣିଥିଲେ...
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କୋଲକାତା ପୁଲିସ୍ କମିଶନର ରାଜୀବ କୁମାରଙ୍କ ଅଡ଼ୁଆ ବଢ଼ିଛି। ଶାରଦା ଚିଟ୍ଫଣ୍ଡ ମାମଲାରେ ତାଙ୍କୁ ସିବିଆଇ ଗିରଫ କରିବା ପାଇଁ ଆଜି ବାଟ ଫିଟିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ ରାଜୀବ କୁମାର କ୍ୟାଲକାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ...
ଭୁବନେଶ୍ୱର:ସାଧାରଣ ଜ୍ଞାନର ଗୋଟିଏ ପ୍ରଶ୍ନ ଚନ୍ଦ୍ରାଣୀ ମୁର୍ମୁ। ୨୦୧୯ ଲୋକସଭାର ସର୍ବ କନିଷ୍ଠ ସାଂସଦ କିଏ ? ଏହି ପ୍ରଶ୍ନର ଉତ୍ତର କେନ୍ଦୁଝର ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଖାଲି ସାଧାରଣ ଜ୍ଞାନର ଉତ୍ତରଟିଏ ହୋଇ ରହି ନାହାନ୍ତି ଚନ୍ଦ୍ରାଣୀ, ତାଙ୍କର ନାଁ କହି କେବିସି ( କୌନ...
ଇସ୍ଲାମାବାଦ: କଶ୍ମୀରକୁ ନେଇ ପାକିସ୍ତାନ ୱାଜିର-ଏ-ଆଜମ ଏବେ କେତେ ବିଚଳିତ ହୋଇ ପଡ଼ିଛନ୍ତି, ତାହା ପୁଣିଥରେ ସାମ୍ନାକୁ ଆସିଛି। ମୋଦି-୨ ସରକାର ଅପ୍ରତ୍ୟାଶିତ ଢଙ୍ଗରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଆଚମ୍ବିତ ହୋଇ ପଡ଼ିଥିବା ପାକିସ୍ତାନ ଏବେ କେବଳ ସ୍ୱପ୍ନରେ ସବୁ କିଛି କଳ୍ପନା କରିବାରେ...
ନୂଆଦିଲ୍ଲୀ: ବିଭନ୍ନ ସୋଶାଲ ମିଡିଆ ବିଶେଷ କରି ଫେସବୁକ୍ରେ ଆଧାର କାର୍ଡ ଲିଙ୍କ କରିବାକୁ ସରକାର ଯୋଜନା କରୁଛନ୍ତି କି? ଏ ସମ୍ପର୍କରେ ଜାଣିବା ପାଇଁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ଆସନ୍ତା ୨୪ ତାରିଖ ସୁଦ୍ଧା କେନ୍ଦ୍ର ସରକାର ଏ ସମ୍ପର୍କରେ ନିଜର...
ଇସ୍ଲାମାବାଦ: ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ବ୍ୟାକଫୁଟରେ ଥିବା ପାକିସ୍ତାନ ଏବେ ନୂଆ ଭେଳିକି ଆରମ୍ଭ କରିଛି। କଶ୍ମୀର ପ୍ରସଙ୍ଗରେ ବିଶ୍ୱ ଦରବାରରେ ଲୋକହସା ହୋଇଥିବା ପାକିସ୍ତାନ ଏବେ ଭାରତକୁ ଆକସ୍ମିକ ଯୁଦ୍ଧ ଧମକ ଦେଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ କହିଛନ୍ତି, “ବର୍ତ୍ତମାନ ଜମ୍ମୁ-କଶ୍ମୀର ପରିସ୍ଥିତି...
ନୂଆଦିଲ୍ଲୀ: ଗତ କିଛିଦିନ ତଳେ ଏକ ଖବର ସାମ୍ନାକୁ ଆସିଥିଲା। ତାମିଲ୍ନାଡୁର ଜଣେ ୮୦ ବର୍ଷୀୟ ବୃଦ୍ଧା ଇଡ୍ଲି ସମ୍ବର ପ୍ଲେଟ୍କୁ ୧ଟଙ୍କାରେ ବିକୁଥିଲେ। ଆଜିକାଲିର ବ୍ୟୟସାପେକ୍ଷ ସମାଜରେ ଏତେ କମ୍ ଦାମ୍ରେ ସେ ଇଡ୍ଲି ସମ୍ବର ବିକ୍ରି କରୁଥିବାରୁ ଲୋକମାନେ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ। କେବଳ...
ନୂଆଦିଲ୍ଲୀ:ବଲିଉଡ୍ କିଙ୍ଗ ଶାହରୁଖ ଖାନ୍ଙ୍କ ପତ୍ନୀ ଗୌରୀ ଖାନ୍ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି। ସେ ନିଜ ଟ୍ୱିଟରରେ ଏପରି ଏକ ମଜାଦାର ତଥ୍ୟର ଖୁଲାସା କରିଛନ୍ତି ଯାହା ଖାଲି ଶାହରୁଖ -କାଜୋଲଙ୍କ ଫ୍ୟାନ୍ସଙ୍କୁ ଆଶ୍ଚଯ୍ୟ କରିନି ବରଂ ସେମାନଙ୍କୁ ୯୦ ଦଶକକୁ ଫେରାଇ ନେଇଛି । ସେ...
ଭୋପାଲ: ଡଙ୍ଗାରେ ମଝି ନଈକୁ ଯାଇଥିଲେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ। ହେଲେ ବିଧିର ବିଧାନ ଅଲଗା। ମୂର୍ତ୍ତି ତ ବିସର୍ଜନ କଲେ, ହେଲେ ଉଛୁଳା ନଈରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଡଙ୍ଗା ଆଉ ତା’ ତଳେ ଚାପି ହୋଇଗଲେ ବହୁ ଶ୍ରଦ୍ଧାଳୁ । ଉଦ୍ଧାରକାରୀ ଦଳ...
ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମ ଭାଙ୍ଗିବାରୁ ଟ୍ରକ୍ ଡ୍ରାଇଭରଙ୍କ ଉପରେ ଲାଗିଛି ମୋଟା ଅଙ୍କର ଫାଇନ୍। ହଜାରେ, ୫ ହଜାର ନୁହେଁ ଏକାଥରକେ କଟିଛି ୨ ଲକ୍ଷ ଟଙ୍କାର ଚାଲାଣ। ରାଜଧାନୀ ଦିଲ୍ଲୀର ମୁକର୍ବା ଚୌକରେ ଜଣେ ଟ୍ରକ୍ ଡ୍ରାଇଭରଙ୍କଠାରୁ ୨ ଲକ୍ଷ ୫ ଶହ ଟଙ୍କାର ଚାଲାଣ କଟାଯାଇଛି।...
ଭୋପାଲ: ଠିକ୍ ସମୟରେ ବର୍ଷା ନ ହେଲେ ଭାରତୀୟମାନଙ୍କର ଚିନ୍ତା ବଢିଯାଏ। କାରଣ ଚାଷୀଟିଏ ଚାଷ କରିବ ବୋଲି ବର୍ଷାକୁ ଚାହିଁ ବସିଥାଏ। ତେଣୁ ମୌସୁମୀ ଆସିବାରେ ବିଳମ୍ବ ହେଲେ ବିଭିନ୍ନ ପୂଜାପୂଜି କରିବାର ପରମ୍ପରା ଏଠାରେ ରହିଛି। ବିଶେଷକରି ବର୍ଷା ପାଇଁ ବେଙ୍ଗବେଙ୍ଗୁଲି ବାହାଘର ଭାରତର ଅଧିକାଂଶ...
ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଭାବେ ବକ୍ସର ମ୍ୟାରୀ କମ୍ଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହାବାଦ୍ ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ବିଶ୍ୱ ବିଜେତା ପିଭି ସିନ୍ଧୁଙ୍କୁ ଚଳିତ ବର୍ଷ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ରେସଲର...
ଇସ୍ଲାମାବାଦ୍: କଶ୍ମୀର ପ୍ରସଙ୍ଗରେ ପରାଜୟ ସ୍ୱୀକାର କରିଥିବା ପାକିସ୍ତାନ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବାକୁ ଆରମ୍ଭ କରିଛି। କଶ୍ମୀର ପ୍ରସଙ୍ଗରେ ଜାତିସଂଘ ଇମ୍ରାନ୍ ସରକାରଙ୍କୁ ଶକ୍ତ ଚାପୁଡ଼ା ମାରିବା ପରେ ଏବେ ଏହାର ରାଗ ପାକିସ୍ତାନ ପଡ଼ୋଶୀ ଭାରତ ଉପରେ ଶୁଝାଇବାକୁ ଚେଷ୍ଟା ଆରମ୍ଭ କରିଛି। ଅନ୍ତର୍ଜାତୀୟ...
ନୂଆଦିଲ୍ଲୀ: ହିଂସାକାଣ୍ଡ ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ବେଳେ ୩ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୁଲିସ୍ ଗିରଫ କରିଛି। ଏମାନଙ୍କ ପାଖରୁ ୬ଟି ଏକେ-୪୭ ରାଇଫଲ ଜବତ ହୋଇଛି। ଏହି ଆତଙ୍କବାଦୀଙ୍କୁ ପଞ୍ଜାବ ଓ ଜମ୍ମୁ-କଶ୍ମୀରର ସୀମାନ୍ତ ଲଖନପୁର ନିକଟରେ ସୁରକ୍ଷାକର୍ମୀ ଗିରଫ କରିବାରେ ସକ୍ଷମ ହୋଇଛନ୍ତି।...
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ସମ୍ଭବ ହୋଇ ପାରୁନି। ଏହା ମଧ୍ୟରେ ଥିବା ରୋଭର ପ୍ରଜ୍ଞାନର ଆୟୁଷ ସରି ସରି ଆସୁଥିବାବେଳେ ବିକ୍ରମ ସହ ଯୋଗାଯୋଗ କରିବାକୁ ଇସ୍ରୋ ଉଦ୍ୟମ ଜାରି ରଖିଛି। ଇସ୍ରୋ ପରେ ଏବେ ନାସା ବିକ୍ରମ ସହ...
ଇସ୍ଲାମାବାଦ: ଶେଷରେ ସତ ମାନିଛି ପାକିସ୍ତାନ। କଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ଇମ୍ରାନ୍ ଖାନ୍ ସରକାର ନିଜର ପରାଜୟ ସ୍ୱୀକାର କରିଛନ୍ତି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କୌଣସି ବି ଅନ୍ତର୍ଜାତୀୟ ସମୂହ ସମର୍ଥନ କରି ନଥିବା ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀ ବ୍ରିଗେଡିୟର ଇଜାଜ ଅହମ୍ମଦ ଶାହ...