ୱାଶିଂଟନ୍: ଭାରତ-ଚୀନ୍ ସୀମାନ୍ତରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ଦେଶ ଏକ ପ୍ରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏପରି ସମୟରେ ହ୍ୱାଇଟ୍ ହାଉସ ପକ୍ଷରୁ ଚୀନ ବିଦେଶ ମନ୍ତ୍ରାଳୟକୁ କଡା ଜବାବ ଦେଇଛି ଦିଆଯାଇଛି। ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି, ଭାରତ ସୀମାରେ ଚୀନ ଉତ୍ତେଜନା ସୃଷ୍ଟି...
ନୂଆଦିଲ୍ଲୀ: କରୋନା ଭାଇରସ୍ ଦୁଇ ପଡୋଶୀ ଦେଶ ପାକିସ୍ତାନ ଏବଂ ଭାରତରେ କି଼ିଲର ଆତଙ୍କ ସାଜିଛି। ଭାରତରେ ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଲାଗୁ କରାଯାଇଥିଲେ ହେଁ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ। ଅନ୍ୟପକ୍ଷେ, ପାକିସ୍ତାନରେ ମଧ୍ୟ କରୋନା ଦ୍ରୁତ ଗତିରେ ତା’ର କାୟା ମେଲାଇ ଚାଲିଛି। ନିକଟରେ ଏକ...
ଭୁବନେଶ୍ୱର: କରୋନା କବଳରୁ ନିଜକୁ ବଞ୍ଚ।ଇବ। ନିଜ ମାଟିକୁ ଫେରି ଆସିଲେ ସିନା ଦୁର୍ଦ୍ଦଶା ସେମାନଙ୍କର ପିଛା ଛାଡ଼ୁନି। କ।ରଣ ଜୀବନକୁ ବିପଦ ମୁହଁକୁ ଠେଲି ମହାରାଷ୍ଟ୍ରରୁ ଓଡ଼ିଶା ଆସିଲେ, ହେଲେ ଘରେ ପହଞ୍ଚି ପାରୁନାହାନ୍ତି ଦୁଇ ପ୍ରବାସୀ ଶ୍ରମିକ। ଜଣେ ବୟସ୍କ ବ୍ୟକ୍ତି ଓ ଜଣେ ଯୁବତୀ...
ଢାକା: ଶକ୍ତିଶାଳୀ ଅମ୍ପନ ମଙ୍ଗଳବାର ଓଡ଼ିଶାରେ ତା’ର କରାଳ ରୂପ ଦେଖାଇବା ପରେ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିଲା। ଅମ୍ପନ ଏଠାରେ ୮୪ ଜୀବନ ନେବା ସହ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି ଦୁଇ ରାଜ୍ୟରେ ବିପର୍ଯ୍ୟୟ ସୃଷ୍ଟି କରିବା ପରେ ଅମ୍ପନ ବୁଧବାର ଅପରାହ୍ନରେ ବାଂଲାଦେଶରେ ପହଞ୍ଚି ସେଠାରେ...
ବେଜିଂ: ଦିନକୁ ଦିନ କରୋନା ତା’ର କାୟା ବିସ୍ତାର କରୁଛି , ତା ସହିତ ରୂପ ବି ବଦଳାଉଛି। ଯାହା ଫଳରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ଏବେ ମୁସ୍କିଲ ହୋଇ ଯାଇଛି। ଉହାନରୁ ସୃଷ୍ଟ ଏହି ଭୂତାଣୁର ପରିବର୍ତ୍ତିତ ରୂପ ଡାକ୍ତରଙ୍କ ପାଇଁ ଚିନ୍ତାର ବିଷୟ ହେଲାଣି।...
ବେଜିଂ:ତାଇବାନ ରାଷ୍ଟ୍ରପତି ସାଇ ଇଂଗ ୱେନ ପୁଣି ଥରେ କ୍ଷମତାକୁ ଫେରିବା ପରେ ଆମେରିକା ଟ୍ରମ୍ପ ପ୍ରଶାସନ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବା ପରେ ଫିଡିକି ଉଠିଛି ଚୀନ । ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଆମେରିକାର ବିଦେଶ ମନ୍ତ୍ରୀ ତାଇବାନ ରାଷ୍ଟ୍ରପତି ସାଇ ଇଂଗ ୱେନଙ୍କୁ...
ଭୁବନେଶ୍ୱର: ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଘରୋଇ ବିମାନ ସେବା ପାଇଁ ଭରତୀୟ ବିମାନ ସେବା ପ୍ରାଧିକରଣ ପକ୍ଷରୁ ଜାରି ହୋଇଛି SOP । ଯାତ୍ରା ସମୟର ୨ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିବେ। ସମସ୍ତ ଯାତ୍ରୀ ମାସ୍କ ଓ ଗ୍ଲୋବସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି...
ଆସିକା: ଛୋଟ ସିନା ଦାନ ତା ମହାନ୍। ଯାହା ବଡମାନେ କରିପାରୁ ନାହାନ୍ତି ତାହା ୧୦ ବର୍ଷ କୁନି ଝିଅଟିଏ କରିପାରୁଛି। କରୋନା ମୁକାବିଲା ପାଇଁ ସଞ୍ଚି ସଞ୍ଚି ରଖିଥିବା ଅର୍ଥ କରୋନା ମୁକାବିଲା ପାଇଁ ଦାନ କରି ଦେଇଛି। ଏଇ କୁନି ଝିଅଟି ହେଉଛି ଗଞ୍ଜାମ ଧରାକୋଟ...
ନୂଆଦିଲ୍ଲି: ବନ୍ଦ ରହିଥିବା ସିବିଏସଇ (Central Board of Secondary Education) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପିଲାମାନେ ନିଜ ସ୍କୁଲରେ ଦେବେ। ଏସବୁ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ବାହାର କେନ୍ଦ୍ରକୁ ଯିବାକୁ ପଡ଼ିବନି। ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ...
ୱାଶିଂଟନ୍: ସବୁଠାରୁ ବଡ ତଥା ଭୟଙ୍କର Asteroid 1997 BQ ଆଜି ପୃଥିବୀର ଅତି ନିକଟତର ହେବ। ଏହି ଆଷ୍ଟ୍ରଏଡ୍ ଏତେ ବଡ଼ ଯେ, ଏହାକୁ ଅନ୍ତରୀକ୍ଷର ସବୁଠାରୁ ବଡ଼ ତଥା ଭୟଙ୍କର Asteroid ଆପୋଲୋ କାଟେଗୋରୀରେ ସାମିଲ କରାଯାଇଛି। ଏହି Asteroid ଉପରେ ପୃଥିବୀର ସବୁ ବୈଜ୍ଞାନିକଙ୍କ...
ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ରୋଗ ଲକ୍ଷାଧିକ ଜୀବନ ନେଇ ସାରିଲାଣି। ତଥାପି ତାହାର ତାଣ୍ଡବ ସରୁନି। ଏବେ ଏକ ଗବେଷଣାରୁ ଜଣାଯାଇଛି, କରୋନ ଯୋଗୁ ବିଶ୍ୱରେ ଦାରିଦ୍ର୍ୟ ବୃଦ୍ଧି ପାଇବ। ବିଶ୍ୱର ପ୍ରାୟ ୬ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ହୋଇଯିବେ।...
ଭୁବନେଶ୍ୱର:ମାତ୍ର କେଇ ଘଣ୍ଟା ପରେ ପୁଣି ଭୁବନେଶ୍ୱରକୁ ଫେରିଲା କରୋନା। ଆଜି ଚିହ୍ନଟ ୧୦୨ ପଜିଟିଭ ମଧ୍ୟରୁ ଭୁବନେଶ୍ୱରର ଦୁଇ ଜଣ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ଜଣଯାକ ଲୋକାଲ କେସ୍ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା...
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଟାର୍ଗେଟ କରିଛନ୍ତି ।କରୋନା ସଂକ୍ରମଣର ମୁକାବିଲା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଯଦି ଆଗାମୀ ୩୦ ଦିନ ଭିତରେ ଆଖିଦୃଶିଆ ପଦକ୍ଷେପ ନିଆ ନଯାଏ ତେବେ ପାଣ୍ଠିକୁ ପୁରାପୁରି ବନ୍ଦ କରି ଦିଆଯିବ ବୋଲି...
ଭୁବନେଶ୍ୱର: ଦୁର୍ବଳ ହେଉଛି ବାତ୍ୟା ଅମ୍ପନ। ମହାବାତ୍ୟାରୁ ଖସି ‘ଅମ୍ପନ’ ଏବେ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି। ସମୁଦ୍ରରେ ଏହାର ବେଗ ଏବେ ବଢ଼ିଛି। ଘଣ୍ଟାକୁ ୧୫ କିମି ବେଗରେ ଆଗକୁ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶାକୁ ଛୁଇଁ ସାରିଛି ବାତ୍ୟା ଅମ୍ପନର...
ପୁରୀ: ଅମ୍ପନ ପ୍ରଭାବରେ ପୁରୀରେ ଆକାଶ ମେଘୁଆ ରହିଛି । ସମ୍ଭାବ୍ୟ ବାତ୍ୟା ସତର୍କତା ସୂଚନା ପାଇବା ପରେ ରଥଖଳାରେ ରଥ ନିର୍ମାଣ କାମକୁ ୨ ଦିନ ପାଇଁ ବନ୍ଦ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏବେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ମେଘୁଆ ପାଗ...
ଭୁବନେଶ୍ୱର: ମହାବାତ୍ୟାରୁ ଖସି ‘ଅମ୍ପନ’ ଏବେ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି। ସମୁଦ୍ରରେ ଏହାର ବେଗ ଏବେ ବଢ଼ିଛି। ଘଣ୍ଟାକୁ ୧୫ କିମି ବେଗରେ ଆଗକୁ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଆସନ୍ତା କାଲି ସକାଳଠାରୁ ସଂଧ୍ୟା ଯାଏ ୬ ଜିଲ୍ଲାରେ...
ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ବିଶ୍ୱବ୍ୟାପୀ ଉଦ୍ୟମ ଚାଲିଥିବାବେଳେ ଭ୍ୟାକସିନ୍ ଟ୍ରାଏଲ ନେଇ ଆସିଛି ଖୁସି ଖବର । କରୋନା ଭ୍ୟାକସିନ ବା ଟୀକା ପାଇଁ ଆମେରିକାସ୍ଥିତ ବାୟୋଟେକ କମ୍ପାନୀ ମଡେର୍ଣ୍ଣାର ପ୍ରାଥମିକ ଟ୍ରାଏଲ ସଫଳ ହୋଇଥିବା ସୂଚନା ମିଳିଛି । ଯେଉଁମାନଙ୍କ ଉପରେ ଏହି ଭ୍ୟାକ୍ସିନର ପ୍ରୟୋଗ...
ଭଦ୍ରକ: କ୍ୱାରେଣ୍ଟିନ ସେଣ୍ଟରରେ ଜଣ ପ୍ରବାସୀ ଓଡ଼ିଆଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଛି। ମୃତକ ଜଣକ କୋଲକତା ଫେରନ୍ତା ବୋଲି ଜଣାପଡ଼ିଛି। କୋଲକାତାରୁ ଫେରି ସେ ଭଦ୍ରକ ଭଣ୍ଡାରିପୋଖରୀର ବୟାବନାପୁର ନୋଡାଲ ସ୍କୁଲରେ ହୋଇଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ଥିଲେ। ମୃତକଙ୍କ ନାଁ ଦେବେନ୍ଦ୍ର ରାଉତ ଓ ତାଙ୍କର...