• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

0000000000
ରୋଗୀଙ୍କ ଉପରେ ଫଳପ୍ରଦ ହେଉଛି Remdesivir !

ନୂଆଦିଲ୍ଲୀ:କରୋନା ଭାଇରସ ଯୁଦ୍ଧରେ ଆଣ୍ଟି ଭାଇରାଲ ଡ୍ରଗ୍‌ ରେମ୍‌ଡେସିଭର (Remdesivir) ବେଶ ଫଳପ୍ରଦ ହେଉଛି। ଆମେରିକାରେ ଜୋରସୋରରେ ଏହାର କ୍ଲିନିକାଲ ଟ୍ରାଏଲ ହେବା ପରେ ଏହାର ଫଳାଫଳ ସାମ୍ନାକୁ ଆସିଛି ଯାହା ଗବେଷକଙ୍କୁ ଆଶ୍ୱସ୍ତି ଦେଇଛି। ଯେଉଁ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍‌ ଥେରାପିର ଆବଶ୍ୟକତା ରହିଛି,  ସେମାନଙ୍କ...

china-1
ସୀମାନ୍ତରେ ସେନା ଠୁଳ କଲେ ଭାରତ-ଚୀନ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତ-ଚୀନ ସୀମାକୁ ନେଇ ବିବାଦ ବଢିବାରେ ଲାଗିଛି। ଲଦାଖ ନିକଟ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାକୁ ଚୀନ ସୈନ୍ୟ ଅଟକ ରଖିଥିଲେ । ଏମିତି କି ଆଇଟିବିପି ଯବାନଙ୍କ ହାତରୁ ବନ୍ଧୁକ ଛଡାଇ ନେଇଥିଲା ଚୀନ ସେନା। ଏହାର ଦୃଢ ଜବାବ...

eid
ଆଜି ପାଳନ ହେବନି ‘ଇଦ୍‌’

କଟକ:ରବିବାର ପାଳନ ହେବନି ଇଦ୍।  ଶନିବାର ଜହ୍ନ ଦୃଶ୍ୟ ହୋଇ ନ ଥିଲା। ରବିବାର ମଧ୍ୟ ଜହ୍ନ ଦେଖା ଯିବ ନାହିଁ। ତେଣୁ ରବିବାର ଇଦ୍ ପାଳନ ନ ହୋଇ ସୋମବାର ହେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ଜାମା ମସଜିଦ୍‌ ସାହି ଇମାମ୍ ସୟଦ୍ ଅହମ୍ମଦ୍ ବୁଖାରୀ।...

vlcsnap-error235
କରୋନା ମୃତକଙ୍କୁ ଏମିତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଲା ‘ଦି ନ୍ୟୁୟର୍କ ଟାଇମ୍ସ’

ୱାଶିଂଟନ: କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ସମ୍ମାନ ଜଣାଇଛି ଆମେରିକାର ଲୋକପ୍ରିୟ ଖବର କାଗଜ ‘ଦି ନ୍ୟୁୟର୍କ ଟାଇମ୍ସ’ । ଆଜି ପ୍ରକାଶ ପାଇଥିବା ସଂସ୍କରଣର ପ୍ରଥମ ପୃଷ୍ଠାରେ କୋରନା ମୃତ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରିଛି ଦ ନ୍ୟୁୟର୍କ ଟାଇମ୍ସ। ଆମେରିକାରେ କରୋନା...

coronavius
ଦେଶରେ କରୋନା ନେଲା ୩,୮୬୭ ଜୀବନ

ନୂଆଦିଲ୍ଲୀ:ଦେଶରେ ସଙ୍ଗୀନ ହେବାରେ ଲାଗିଛି କରୋନା ସଂକ୍ରମଣ ସ୍ଥିତି। ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟାମଧ୍ୟ ବଢିବାରେ ଲାଗିଛି। ବର୍ତ୍ତମାନ ଦେଶରେ ମୃତ୍ୟୁ ସଂଖ୍ୟା ୩ ହଜାର ୮୬୭ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ...

corona
ନୂଆପଡ଼ା ଛୁଇଁଲା କରୋନା; ରାଜ୍ୟରେ ପୁଣି ୬୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର:ରାଜ୍ୟରୁ ପୁଣି ୬୭ କରୋନା ପଜଟିଭ ଆଜି ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପୁରୀରୁ ସର୍ବାଧିକ ୧୬ ଜଣ ଅଛନ୍ତି। ଏଥିସହିତ ପ୍ରଥମ କରି ନୂଆପଡ଼ି ଜଲ୍ଲାରୁ ଚିହ୍ନଟ ହାଇଛନ୍ତି କରୋନା ରୋଗୀ। ନୂଆ ଚିହ୍ନଟ ୬୭ ଜଣଙ୍କ ମଧ୍ୟରୁ ୬୦ ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରର। ୪ ଜଣ...

salt
ଅଧିକ ଲୁଣ ଖାଉଛନ୍ତି କି ? ରହିଛି ଏସବୁ ବିପଦ

ଲୁଣ ବିନା ଖାଦ୍ୟର ସ୍ୱାଦ ନାହିଁ। ହେଲେ ଖାଦ୍ୟରେ ଅଧିକ ଲୁଣ ଖାଉଛନ୍ତି କି? ଯଦି ଖାଉଛନ୍ତି, ସାବଧାନ । କାରଣ ଲୁଣ ସିନା ଖାଦ୍ୟକୁ ସ୍ୱାଦିଷ୍ଟ କରେ ହେଲେ ଶରୀର ପାଇଁ ଡାକି ଆଣେ ଅନେକ ବିପଦ । ଲୁଣ ଏକ ପ୍ରକାର ସ୍ଲୋ ପଏଜନ। ତେବେ...

school-1
ପ୍ରବାସୀଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖିବାରୁ ପ୍ରଧାନଶିକ୍ଷକଙ୍କୁ ଗଛରେ ବାନ୍ଧିଦେଲେ ଗ୍ରାମବାସୀ

ବ୍ରହ୍ମପୁର: କରୋନା ମୁକାବିଲା ସାଙ୍ଗକୁ କ୍ୱାରେଣ୍ଟିନ ସେଣ୍ଟର ଓ ପ୍ରବାସୀଙ୍କ ସମସ୍ୟା ଏବେ ମୁଖ୍ୟ ଚିନ୍ତାର କାରଣ ପାଲିଟିଛି।  କେଉଁଠି କ୍ୱାରେଣ୍ଟିନ ସେଣ୍ଟରରେ ଖାଇବା, ଶୋଇବାରେ ଅବ୍ୟବସ୍ଥା ତ କେଉଁଠି ପ୍ରବାସୀମାନେ ଏଠାରେ ରହିବାକୁ ଚାହୁଁ ନାହାନ୍ତି। କେଉଁଠି କ୍ୱାରେଣ୍ଟିନ ସେଣ୍ଟରକୁ ଗ୍ରାମବାସୀ ବିରୋଧ କରୁଛନ୍ତି। । ତେବେ...

cliroquin
ସବୁ କରୋନା ଯୋଦ୍ଧା ଖାଇପାରିବେ ହୋଇଡ୍ରକ୍ସିକ୍ଲୋରୋକ୍ୱିନ୍

ନୂଆଦିଲ୍ଲୀ: ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ପକ୍ଷରୁ ହୋଇଡ୍ରକ୍ସି କ୍ଲୋରୋକ୍ୱିନ୍ ବ୍ୟବହାର ଉପରେ ପରିବର୍ତ୍ତିତ ଗାଇଡଲାଇନ ଜାରି କରାଯାଇଛି। ଅଣ କୋଭିଡ୍ ହସ୍ପିଟାଲରେ କାଯ୍ୟରତ ସ୍ୱାସ୍ଥ୍ୟକର୍ମୀ, କଣ୍ଟେନମେଣ୍ଟ ଜୋନରେ ସର୍ଭେଲାନ୍ସ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ କରୋନା ସଂକ୍ରମଣ କାର୍ଯ୍ୟ ତଦାରଖ କରୁଥିବା ପୋଲିସ ଓ ଅର୍ଦ୍ଧସାମରିକ...

quarentine
କ୍ୱାରେଣ୍ଟିନ ସେଣ୍ଟରରେ ବିଛଣା‌ ନାହିଁ କି ବିଦ୍ୟୁତ୍‌ ନାହିଁ

ଭ୍ରଦକ:  ସୋସିଆଲ ମିଡିଆରେ ପୁଣି ଭାଇରାଲ ହେଲା ଆଉ ଏକ କ୍ୱାରେଣ୍ଟିନ୍ କେନ୍ଦ୍ରର ଭିଡିଓ। ଏଥର ଖାଇବା ନୁହେଁ ଅନ୍ତେବାସୀଙ୍କ ଶୋଇବା ଅବ୍ୟବସ୍ଥାକୁ ନେଇ ଭାଇରାଲ ହୋଇଛି ଭିଡ଼ିଓ। ଭିଡିଓଟି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିନାୟକପୁର କ୍ୱାରେଣ୍ଟିନ୍ ସେଣ୍ଟରର। ଏହି ସେଣ୍ଟରରେ କୌଣସି ବେଡ ବ୍ୟବସ୍ଥା...

china
ଲଦାଖ ଉପରେ ଚୀନ ସେନାର ତୀକ୍ଷ୍‌ଣ ନଜର: ଲୁଚି ରହିଛି ଧନର ଭଣ୍ଡାର !  

ପେଇଚିଂ: ଭାରତ ଏବଂ ଚୀନ ସୀମାନ୍ତ ଲଦାଖରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ହଜାର ହଜାର ଚୀନ ସେନା ଗଲବାନ ରିଜନର ୩ଟି ସ୍ଥାନରେ ଭାରତ ସୀମା ଭିତରକୁ ପଶି ଆସିଛନ୍ତି। ପେଙ୍ଗୋଙ୍ଗ ସୋ ଲେକ ନିକଟ ଫିଙ୍ଗର ଏରିଆରେ ଚୀନ ସେନା ବଙ୍କର ତିଆରି...

sucide
ସନ୍ଦେହଜନକ ଅବସ୍ଥାରେ କୂଅରୁ ମିଳିଲା ୯ ମୃତଦେହ

ହାଇଦ୍ରାବାଦ: ତେଲେଙ୍ଗାନର ୱାରାଙ୍ଗାଲ ରୁରାଲ ଜିଲ୍ଲାର ଏକ  କୂଅ ମଧ୍ୟରୁ ୯ଜଣଙ୍କର ମୃତଦେହ ପୋଲିସ ଉଦ୍ଧାର କରିଛି । ଏମାନଙ୍କ ମଧ୍ୟରୁ ୬ ଜଣ ଗୋଟିଏ ପରିବାରର। ଅନ୍ୟ ୩ ଜଣଙ୍କ ମଧ୍ୟରୁ ୨ ଜଣ ବିହାରର ଏବଂ ଅନ୍ୟଜଣେ ତ୍ରିପୁରାର ବୋଲି ଜଣାପଡ଼ିଛି। ପୋଲିସ ଗୁରୁବାର ଦିନ...

plane crash
ପାକ୍‌ ବିମାନ ଦୁର୍ଘଟଣା: ମୃତ୍ୟୁକୁ ମାତ୍‌ ଦେଇ ବଞ୍ଚିଗଲେ ଏଇ ଦୁଇଜଣ

ନୂଆଦିଲ୍ଲୀ:ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ବା ମାରିପାରିବ ? ବୋଧହୁଏ ତାଙ୍କ ପ୍ରତି ଭଗବାନଙ୍କର ଆର୍ଶୀବାଦ ଥିଲା। ନଚେତ୍‌ ବିମାନର ସବୁ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ଏମାନେ କିପରି ବଞ୍ଚିଲେ ? ଆମେ ପାକିସ୍ତାନର ସେଇ ବିମାନ ଦୁର୍ଘଟଣା ସମ୍ପର୍କରେ କହୁଛୁ ଯେଉଁ ଭୟଙ୍କର ଦୁର୍ଘଟଣାରେ...

india corona
ମହାରାଷ୍ଟ୍ର: ୨୪ ଘଣ୍ଟାରେ ୨୯୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ସତ୍ତ୍ୱେ ହୁ ହୁ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା।  ୨୪ ଘଣ୍ଟାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି । ଗୋଟିଏ ଦିନରେ ୬୬୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ...

EXjQ3H-WAAAniMw
୨୬ ଜିଲ୍ଲାରେ କାୟା ବିସ୍ତାର କଲା କରୋନା, ନୂଆ ୮୦ ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନୂଆ ୮୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି। ତେବେ ନୂଆ କରି ଚିହ୍ନଟ ହୋଇଥିବା...

pilot
ମେଡ଼େ...ମେଡ଼େ...ଏମିତି ଥିଲା ପାଇଲଟ୍‌ଙ୍କ ଶେଷ ଆର୍ତ୍ତ ଚିତ୍କାର

କରାଚୀ: ପାକିସ୍ତାନ ଇଣ୍ଟରନ୍ୟାସ୍‌ନାଲ୍ ଏୟାର୍‌ଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବିମାନଟି ଲ୍ୟାଣ୍ଡିଂ କରିବାର ମାତ୍ର କେଇ ମିନିଟ୍‌ ପୂର୍ବରୁ ଏହା ଜନବସତି ଅଞ୍ଚଳରେ ଖସି ପଡ଼ିଥିଲା। ତେବେ କେମିତି ଖସିଲା ବିମାନ ? କାହିଁକି ଖସିଲା ? ଏନେଇ ଅନେକ...

corona photo
କରୋନା ଏମିତି ବଦଳାଇ ଦେଲା ଚେହେରା; ଦର୍ପଣ ଦେଖିବା ପରେ ଆଖିରୁ ବାହାରି ଆସିଲା ଲୁହ

କାଲିଫର୍ଣ୍ଣିଆ:କରୋନା ପ୍ରଭାବ କେତେ ଭୟଙ୍କର ସତେ ? ଚେହେରାକୁ କେତେ ବିବର୍ଣ୍ଣ କରିଦେଇ ପାରେ ? ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କାଲିଫର୍ଣ୍ଣିଆରେ । କାଲିଫର୍ଣ୍ଣିଆରେ ରହୁଥିବା ମାଇକ ସ୍ଲୁଜ୍ (Mike Schultz) ନାମକ ଜଣେ ବ୍ୟକ୍ତିଙ୍କର ଫଟୋ ଆଜିକାଲି ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି...

doggy
କରୋନା ରୋଗୀକୁ ଚିହ୍ନଟ କରିବ କୁକୁର !

ଲଣ୍ଡନ: ୟୁରୋପୀୟ ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ, ଆକ୍ରାନ୍ତଙ୍କ ସ୍ୱାବ ଟେଷ୍ଟ କରିବା ପାଇଁ କିଟ୍ ଯୋଗାଇବା କଷ୍ଟକର ବ୍ୟାପାର ହୋଇ ପଡ଼ୁଛି । ଏପରି ପରିସ୍ଥିତିରେ ବ୍ରିଟିଶ ସରକାର କୁକୁରମାନଙ୍କର ସାହାଯ୍ୟ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।