ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଟୀକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ, ଭାରତ ବି ପଛରେ ନାହିଁ।ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି ପାଇଥିବା ଭାରତର ୨ଟି ଟୀକାକୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ‘ଅନ୍ତର ଅୟମାରମ୍ଭ’ ବୋଲି କହିଛି। ତେବେ ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ...
କଟକ: ଆଜିଠାରୁ କଟକ ଓ ଗଞ୍ଜାମରେ ହେବ ଆଣ୍ଟିଜେନ ଟେଷ୍ଟ। କଟକ SCB ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ। ପରୀକ୍ଷା ପରେ ହିଁ ନୂଆ ରୋଗୀଙ୍କୁ SCB ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଡମିଶନ କରାଯିବ। କଟକ ଓ...
ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ମରଶରୀର ଜନ୍ମମାଟି ଜଗତସିଂହପୁର ଅଭିମୁଖେ ଯାଉଛି। ବିଷ୍ଣୁଙ୍କ ମରଶରୀର ପ୍ରଥମେ ରାଜ୍ୟ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା । ପରେ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ବହୁ ନେତା ଓ ମନ୍ତ୍ରୀମାନେ ଆସି ବିଷ୍ଣୁଙ୍କ ଶେଷ ଦର୍ଶନ...
ନୂଆଦିଲ୍ଲୀ:ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଫ୍ୟାନ୍ସମାନେ ସୁଶାନ୍ତଙ୍କ ଶେଷ ଫିଲ୍ମ ଦିଲ୍ ବେଚାରା (Dil Bechara) ଦେଖିବାକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି। ଏହି ଉତ୍ସୁକତାକୁ ବଢାଇ ଦେଇଛି ଦିଲ୍ ବେଚାରାର ଟ୍ରେଲର । ଇତି ମଧ୍ୟରେ ଦିଲ୍ ବେଚାରାର ଟ୍ରେଲର ରିଲିଜ ହୋଇଛି। ଏହି...
ନୂଆଦିଲ୍ଲୀ: ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ପ୍ଲାଜ୍ମା ଦାନ କରିଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ପ୍ଲାଜମା ଦାନ କରିଛନ୍ତି ସମ୍ବିତ । ବିଜେପିର ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିବା ସମ୍ବିତ ପାତ୍ର ଆଜି...
ନୂଆଦିଲ୍ଲୀ: ଆପଣ କେବେ ଦେଖିଛନ୍ତି କି ପକ୍ଷୀ ସାର୍କ ମାଛକୁ ଧରି ଆକାଶରେ ଉଡ଼ୁଥିବା ? ନୁହେଁ ନା ! ଆପଣ ଭାବୁଛନ୍ତି ଏହା ଅସମ୍ଭବ କଥା । ପୃଥିବୀ ପ୍ରାକୃତିକ ସମ୍ଭାରରେ ପରିପୂର୍ଣ୍ଣ । ଏଠି ପ୍ରତି ସେକେଣ୍ଡରେ କିଛି ନା କିଛି ଆଶ୍ଚର୍ଯ୍ୟ ଘଟଣା ଘଟେ...
ନୀଳ ରଙ୍ଗର ‘F’ କୁ ଦେଖିଲେ ଆପେ ଆପେ ବୁଝି ହୋଇଯାଏ ଏହା ଫେସ୍ ବୁକ୍ ବୋଲି। ହେଲେ ଏହି F ର ରଙ୍ଗ ସବୁବେଳେ ନୀଳ କାହିଁକି ? ଜାଣନ୍ତି ଏହା ପଛରେ ଥିବା ରହସ୍ୟ ? ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ୨୩ ବର୍ଷ ବୟସରେ...
ବେଜିଂ: କରୋନା ଭାଇରସ ବିରୋଧରେ ସାରା ବିଶ୍ୱ ଲଢୁଛି। ଏପରି ସମୟରେ ଚୀନରୁ ମିଳିଛି ପୁଣି ଏକ ଖରାପ ଖବର। ଆଉ ଏକ ମାରାତ୍ମ ରୋଗ ଦେଖା ଦେଇଛି ଚୀନରେ। ସେଠିକାର ସରକାରୀ ଗଣମାଧ୍ୟମରେ ମିଳିଥିବା ଖବର ଅନୁସାରେ ଉତ୍ତର ଚୀନ୍ର ଏକ ସହରରେ ବ୍ୟୁବୋନିକ ପ୍ଲେଗ୍ (Bubonic...
ନୂଆଦିଲ୍ଲୀ: ଲଦାଖ ସୀମାନ୍ତରେ ଦାଦାଗିରି ଦେଖାଇ ଭାରତଠୁ କଡ଼ା ଜବାବ ପାଇବା ପରେ ପଛକୁ ହଟିଛି ଚୀନ। ଏବେ ଲଦାଖ ଗଲୱାନ ଘାଟିରୁ ଚୀନ୍ ସେନା ୨ କିମି ପଛକୁ ହଟିଥିବା ସୂଚନା ମିଳିଛି। ଏଥିସହିତ ଭାରତ ମଧ୍ୟ ତାର ସେନାକୁ ପଛକୁ ହଟାଇଥିବା ସୂଚନା ମିଳିଛି। ଗଲୱାନ...
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଆଖି ବୁଜିଲେ ୪ କରୋନା ଯଦ୍ଧା । ମୃତକଙ୍କ ମଧ୍ୟରେ ୨ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ଅଛନ୍ତି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ସୂଚନାଥାଉ କି, ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି।...
ଭୁବନେଶ୍ୱର; ରାଜ୍ୟରେ ଆଜି ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୫୬ କରୋନା ପଜିଟିଭ। ଏହାକୁ ମିଶାଇ ରାଜ୍ୟରେ ମାଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଜିଲ୍ଲାରେ ଚିହ୍ନଟ ୪୫୬ କରୋନା ରୋଗୀଙ୍କ ମଧ୍ୟରୁ...
ନୂଆଦିଲ୍ଲୀ: ଲଦାଖରେ ଚୀନର ଦାଦାଗିରିର କଡା ଜବାବ୍ ଦେଇଛି ଭାରତ। ସାମରିକ, ରାଜନୈତିକ, ଅର୍ଥନୈତିକ ଏଂବ କୂଟନୈତିକ ଜବାବ ପାଇବା ପରେ ଏବେ ଚୀନ ଭାରତର ଘନିଷ୍ଠ ବନ୍ଧୁମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି। ଭୁଟାନର ଭାରତ ସୀମାକୁ ଲାଗି ରହିଥିବା ଜମିକୁ ତା’ର ଦାବି କରିଛି ଡ୍ରାଗନ୍। ସାରା ବିଶ୍ୱ...
ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ପପ୍ ସିଙ୍ଗର କେନି ୱେଷ୍ଟ। ଏନେଇ ଟ୍ୱିଟ୍ କରି ଖୋଦ୍ କେନି ସୂଚନା ଦେଇଛନ୍ତି। କେନି ନିଜ ଟ୍ୱିଟ୍ରେ ଲେଖିଛନ୍ତି, ‘ଏବେ ଭଗବାନଙ୍କ ଉପରେ ଭରସା କରି ଆମର ଦୃଷ୍ଟିକୁ ଏକତ୍ରିତ କରିବା ଏବଂ ଆମେରିକା ପ୍ରତି ଦେଇଥିବା ପ୍ରତିଶ୍ରୁତିକୁ ମନେ...
ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ନୂଆ ରେକର୍ଡ ରଚୁଛି ମହାମାରୀ କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ରୁଷିଆକୁ ପଛରେ ପକାଇ ଭାରତ ୩ ନମ୍ବର ସ୍ଥାନରେ ପହଞ୍ଚିଛି। ଆମେରିକା ପ୍ରଥମରେ ଥିବାବେଳେ ଦ୍ୱିତୀୟରେ ରହିଛି ବ୍ରାଜିଲ । ଏହାପରେ ତୃତୀୟ ସ୍ଥାନରେ ଭାରତ । ଓ୍ୱଲଡୋମିଟର ତଥ୍ୟ ଅନୁଯାୟୀ ଦେଶରେ...
ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍) ପକ୍ଷରୁ ଆଜି ଏକ ବଡ ଘୋଷଣା କରାଯାଇଛି । ଇଣ୍ଟେଲ୍ କର୍ପୋରେସନର ନିବେଶ ସଂସ୍ଥା ଇଣ୍ଟେଲ୍ କ୍ୟାପିଟାଲ୍ ପକ୍ଷରୁ ଜିଓ ପ୍ଲାଟଫର୍ମସ୍ରେ ୧୮୯୪.୫୦ କୋଟି...
ରାଉରକେଲା: ଜୁଲାଇ ଆରମ୍ଭରୁ ଭୟଙ୍କର ରୂପ ନେଲାଣି କରୋନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲାରେ ଜାରି କରାଯାଇଛି କଟକଣା । ୧୪ଟି ଜିଲ୍ଲାର ଲୋକଙ୍କ ପାଇ କଟକଣା ଜାରି କରାଯାଇଛି। ଏମାନେ ରାଉରକେଲା ଆସିଲେ ସରକାରୀ କ୍ୱାରେଣ୍ଟିନରେ ରହିବେ। ରାଉରକେଲା ପୌରା ପରିଷଦ ପକ୍ଷରୁ ଏପରି କଟକଣା...
ଭୁବନେଶ୍ୱର : ପ୍ରତିବର୍ଷ ରଜ ଓଡ଼ିଶାରେ ବହୁତ ଧୁମ୍ଧାମରେ ପାଳିତ ହୁଏ । କିନ୍ତୁ ଏହି ବର୍ଷ କରୋନା ମହାମାରୀ କାରଣରୁ ସମସ୍ତେ ଘରେ ରହି ରଜ ପାଳନ କରିଛନ୍ତି । କିଛି ଟିଭି ଚ୍ୟାନେଲ ରଜରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରିଥାନ୍ତି । କଟକଣା କାରଣରୁ...
ପାରାଦୀପ: ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦରର ନୂଆ ରେକର୍ଡ । ପ୍ରଥମ ଥର ଲାଗି ଦେଶର ସମସ୍ତ ବୃହତ ବନ୍ଦର ମଧ୍ୟରେ ସର୍ବାଧିକ ପଣ୍ୟ କାରବାର କରି ପ୍ରଥମ ସ୍ଥାନ ଅଧିକାର କରିଛି ପାରାଦୀପ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ କାରବାରରେ ୨୫.୭୩ ନିୟୁତ ମେଟ୍ରିକ...
ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ନଭେମ୍ବର ୩୦ ପର୍ଯ୍ୟନ୍ତ ରିଟର୍ଣ୍ଣ ଅବଧି ବୃଦ୍ଧି କରାଯାଇଛି ।୨୦୧୯-୨୦ ଆର୍ଥିକ ବର୍ଷରେ ଏହି ଡେଡ୍ଲାଇନ ବଢାଇଛନ୍ତି ସରକାର । ବର୍ତ୍ତମାନ ସମୟ ଓ ପରିସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । ସମୟସୀମା ବୃଦ୍ଧି...
ନୂଆଦିଲ୍ଲୀ: ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ କାଲି। ଅନେକ ଦେଶରେ ଜୁଲାଇ ୪ ତାରିଖ ରାତିରେ ଚନ୍ଦ୍ର ଗ୍ରହଣ ଲାଗିବ ଏବଂ ଜୁଲାଇ ୫ ତାରିଖ ଶେଷ ହେବ। କିନ୍ତୁ ଭାରତୀୟ ସମୟ ଅନୁସାରେ ଗ୍ରହଣ ଜୁଲାଇ ୫ ତାରିଖ ସକାଳ ୮ଟା ୩୭ ମିନିଟ୍ରୁ ଆରମ୍ଭ ହେବ ଏବଂ...