• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

post man
ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ନୂଆଦିଲ୍ଲୀ: ସେ ଚାଲୁଥାନ୍ତି। ତାଙ୍କ ଚାଲିବାରେ ଶେଷ ନ ଥାଏ।  ସେ ପୁଣି ଘଞ୍ଚ ଜଙ୍ଗଲର ଅଙ୍କାବଙ୍କା ଦୁର୍ଗମ ରାସ୍ତାରେ। କାରଣ ତାଙ୍କୁ ଲୋକଙ୍କ ଘରେ ଚିଠି ପହଞ୍ଚାଇବାର ଅଛି। ଯେଉଁଠି ଫୋନ ନାହିଁ, ଇଣ୍ଟରନେଟ ସୁବିଧା ନାହିଁ ସେପରି ଅଞ୍ଚଳରେ ଚିଠି ପହଞ୍ଚାଇବାର ଦାୟିତ୍ୱ ତାଙ୍କର।  ସେଥିପାଇଁ...

Untitled-1
କେମିତି ବିକାଶକୁ ଗରିଫ କଲା ପୋଲିସ ? ପୁରା ଘଟଣା ଥିଲା ଏମିତି

କାନପୁର: ନାଟକୀୟ ଢଙ୍ଗରେ ବିକାଶ ଦୁବେକୁ ଆଜି ଗିରଫ କରିଛି ପୋଲିସ୍। ଆଜି ସକାଳ ୮ଟା ବେଳେ ମନ୍ଦିର ଗେଟ୍ ପାଖରେ ପହଞ୍ଚିଥିଲା ବିକାଶ।  ଫେକ୍ ପରିଚୟ ପତ୍ର ଧରି ମନ୍ଦିର ଭିତରକୁ ଯିବାକୁ ଚେଷ୍ଟା କରିଥିଲା। ହେଲେ ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲା ବିକାଶ।...

icmr
ଦେଶରେ କରୋନା ରେକର୍ଡ; ୨୪ ଘଣ୍ଟାରେ ୨୫ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି।  ଦେଶରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୨୪ ହଜାର ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏହି ସମୟ ମଧ୍ୟରେ ୪୮୭ ଜଣଙ୍କର ମୃତ୍ୟୁ ଘଟିଛି।  ଏଥିସହ କରୋନା ମୃତ୍ୟୁ ସଂଖ୍ୟା ୨୧ ହଜାର ପାର...

jawan
ଫେସବୁକ୍,‌ ଟିକ୍‌‌ଟକ୍‌ ପରି ଆପ୍‌ ବ୍ୟବହାର ନ କରିବାକୁ ସେନାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ସେନା କର୍ମଚାରୀଙ୍କୁ ଫେସବୁକ୍  ଟିକ୍‌ଟକ୍‌, ଟ୍ରୁ କଲର ଏବଂ ଇନଷ୍ଟାଗ୍ରାମ୍ ଭଳି ଆପ୍ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ସେହିଭଳି ଡେଟିଂ ଆପ୍ ଟିଣ୍ଡର, କାଉଚ୍ ସର୍ଫିଂ ଏବଂ ଡେଲି ହଣ୍ଟ ଭଳି ନ୍ୟୁଜ୍ ଆପ୍‌କୁ ମଧ୍ୟ ସ୍ମାର୍ଟ ଫୋନରୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି...

sbi
ସାମୟିକ ଋଣ ଉପରେ ସୁଧ ହାର ହ୍ରାସ କଲା ଏସ୍‌ବିଆଇ

ମୁମ୍ବାଇ: ଦେଶର ବୃହତ୍ତମ ଋଣ ପ୍ରଦାନକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସାମୟିକ ଋଣ ଉପରେ ସୁଧ ହାର ହ୍ରାସ କରିବ ବୋଲି କହିଛି।  ବୁଧବାର ବ୍ୟାଙ୍କ ପକ୍ଷରୁ କୁହାଯାଇଛି,  କ୍ଷୁଦ୍ର ଟେଣ୍ଡରମାନଙ୍କ  ମାର୍ଜିନାଲ କଷ୍ଟ ଅଫ ଫଣ୍ଡ୍‌ସ ବେସ୍‌ଡ ଲେଣ୍ଡିଙ୍ଗ ରେଟ୍‌ (MCLR) ୫ରୁ...

bikash dube-1
ମୃତ୍ୟୁ ଭୟରେ ନ୍ୟୁଜ ଚାନେଲ୍‌ରେ ଆତ୍ମସର୍ମପଣ କରିବାକୁ ଚାହୁଁଛି ବିକାଶ ଦୁବେ

କାନପୁର: ଉତ୍ତରପ୍ରଦେଶର କାନପୁରରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରି ଖସି ପଳାଇଥିଲେ। ବିକାଶକୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୋଲିସ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛି। ଇତି ମଧ୍ୟରେ ପୋଲିସ ତାର  ୨ ଜଣ ସହଯୋଗୀଙ୍କୁ ଏନ୍‌କାଉଣ୍ଟର କରି ମାରି ଦେଇଛି। ଏହା...

bikash dube
ଏନ୍‌କାଉଣ୍ଟରରେ ଅପରାଧୀ ବିକାଶ ଦୁବେର ୨ ସହଯୋଗୀ ନିହତ

ଲକ୍ଷ୍ନୌ: ପୋଲିସ ଏନକାଉଣ୍ଟରରେ ଉତ୍ତରପ୍ରଦେଶର ମୋଷ୍ଟ ୱାଣ୍ଟେଡ ବିକାଶ ଦୁବେର ଦୁଇ ସହଯୋଗୀ ପ୍ରଭାତ ମିଶ୍ରା ଓ ରଣବୀର ନିହତ ହୋଇଛନ୍ତି। ଗତକାଲି ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ଅଭିଯୁକ୍ତମାନେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଏନକାଉଣ୍ଟରରେ ଆହତ ହୋଇଥିଲେ । ଅଭିଯୁକ୍ତ...

trump
ଚେତାବନୀ ଦେଲେ ଟ୍ରମ୍ପ- ’ସ୍କୁଲ ଖୋଲ, ନ ହେଲେ ଫଣ୍ଡ ମିଳିବନି’

ୱାଶିଂଟନ୍‌: ମାରାତ୍ମକ କରୋନା ଜୀବାଣୁ ବିପର୍ଯ୍ୟୟ ସତ୍ତ୍ୱେ ଆମେରିକାରେ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏପରି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି ବିଦ୍ୟାଳୟଗୁଡ଼ିକ ଖୋଲା ନଯାଏ ତେବେ ସ୍କୁଲକୁ ଦିଆ ଯାଉଥିବା ପାଣ୍ଠି ବନ୍ଦ କରାଯିବ। ଟ୍ରମ୍ପ ଅଭିଯୋଗ କରିଛନ୍ତି,...

Otv-odisha
‘ସକାଳେ ଏତେ ଭଲ ପାଇଲେ, ସନ୍ଧ୍ୟାରେ ଘରୁ ଚାଲିଯିବାକୁ କହିଲେ’

ଭୁବନେଶ୍ୱର: ଆଉ ନାହାନ୍ତି ମୋଟିଭେସନାଲ ସ୍ପିକର ଆଦିତ୍ୟ ଦାଶ। ଜୀବନକୁ ନେଇ ଅନେକ ସ୍ୱପ୍ନ ଦେଖୁଥିବା, ଅନେକ ସମ୍ଭାବନା ଖୋଜୁଥିବା ମାନବ ପ୍ରେମୀ ଆଦିତ୍ୟଙ୍କୁ ଯେ ଦିନେ ଏମିତି ଅବସ୍ଥାରେ ଦେଖିବାକୁ ମିଳିବ ଏକଥା କେହି ବିଶ୍ୱାସ କରିପାରୁ ନାହାନ୍ତି। ଆଦିତ୍ୟଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନାହାନ୍ତି ତାଙ୍କର...

lac
LAC ନିକଟରେ ଭାରତର ନିର୍ମାଣ କାମ ଜୋରଦାର, ରାସ୍ତା ସହିତ ଚାଲିଛି ପୋଲ ତିଆରି

ନୂଆଦିଲ୍ଲୀ:  LACରେ ଦୁଇ ଦେଶ ଭାରତ-ଚୀନ ସେନା ମଧ୍ୟରେ ଗତ କିଛି ଦିନ ଧରି ଦେଖା ଦେଇଥିବା ଉତେଜନା ସାମାନ୍ୟ ହ୍ରାସ ପାଇଛି। ଗଲୱାନ ଘାଟିରୁ ଦୁଇ ସେନା ଦୁଇ କିମି ଲେଖାଏ ପଛକୁ ହଟିବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। କିନ୍ତୁ ବିପଦ ସଂପୂର୍ଣ୍ଣ ଟଳି ନାହିଁ...

coronavirus
କଟକରୁ ଆଜି ଚିହ୍ନଟ ହେଲେ  ୨୯ କରୋନା ଆକ୍ରାନ୍ତ

କଟକ: କଟକ ଜିଲ୍ଲାରୁ ଆଜି ଚିହ୍ନଟ ହୋଇଛନ୍ତି  ୨୯ କରୋନା ଆକ୍ରାନ୍ତ। ସମାନଙ୍କ ମଧ୍ୟରୁ CMC ଅଧୀନରେ ଅଛନ୍ତି ୫ଜଣ ।  ଏହା ବ୍ୟତୀତ ଟାଙ୍ଗୀରୁ ୧, ସଦରରୁ ୧, ବାଙ୍କୀରୁ ୧୨, ବଡ଼ମ୍ବାରୁ ୫ , ନରସିଂହପୁରରୁ ୨, ନିଆଳିରୁ ୨ ଏବଂ ସାଲେପୁରରୁ ଜଣେ ଆକ୍ରାନ୍ତ...

1223
ଝାରସୁଗୁଡ଼ା ଫର୍‌ନେସ ବ୍ଲାଷ୍ଟ ଘଟଣାରେ ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାବୁଡ଼ସ୍ଥିତ TPSL (ଠାକୁର ପ୍ରସାଦ ସାଓ ଲିଃ) ସ୍ପଞ୍ଜ କାରଖାନାରେ SMS ର ଫରନେସ ବ୍ଲାଷ୍ଟ ଘଟଣାରେ ଆଜି ଜଣକର ମୃତ୍ୟୁ ଘଟିଛି । ମୃତକ ହେଲେ ଆନନ୍ଦ ସାହୁ । ଗତ ୨ ତାରିଖ ଦିନ TPSL ସ୍ପଞ୍ଜ କାରଖାନାରେ ବିସ୍ଫୋରଣ ହୋଇଥିଲା...

111
ଗୋଟିଏ ଗାଁରେ ୪୦ରୁ ଅଧିକ କରୋନା ଆକ୍ରାନ୍ତ

ବଲାଙ୍ଗିର: ବଲାଙ୍ଗୀର ସହର ନିକଟବର୍ତ୍ତୀ ଅଞ୍ଚଳରେ କରୋନା କାୟା ବିସ୍ତାର କରିଛି। ସହର ନିକଟବର୍ତ୍ତୀ ହାତୀଶାଳ ପଡାରୁ ଚିହ୍ନଟ ହୋଇଛନ୍ତି  ୪୦ରୁ ଅଧିକ କରୋନା ଆକ୍ରାନ୍ତ।  ସମସ୍ତେ ସ୍ଥାନୀୟ ସଂକ୍ରମିତ ହୋଇଥିବାରୁ ବଲାଙ୍ଗିର ସହର ଭିତରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି । ସ୍ଥିତିକୁ ନିୟନ୍ତ୍ରଣରେ ରଖିବା...

EYCf8nfXgAQoADH
କରୋନାରେ ପୁଣି ଚାଲିଗଲା ୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ ପୁଣି ୪ ମୁଣ୍ଡ ନେଲା କରୋନା । ଏଥିମଧ୍ୟରୁ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ ପୁଣି ୩ କରୋନା ରୋଗୀ। ଗଞ୍ଜାମର ୩ ମୃତକ ପୁରୁଷ ଓ ସେମାନଙ୍କର  ବୟସ ୭୦, ୬୦ ଓ ୫୩ ବର୍ଷ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ୍...

coronavirus-cuutack
୫୭୧ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ ୨୭୩

ଭୁବନେଶ୍ୱର:  ରାଜ୍ୟରେ ଆଜି ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୭୧ ମଧ୍ୟରୁ ୪୦୩ କ୍ୱାରେଣ୍ଟିନ ସେଣ୍ଟରର ଓ ୧୬୮ ଲୋକାଲ୍ କେସ୍‌ ଥିବା ଜଣାଯାଇଛି। ଗଞ୍ଜାମରୁ ସର୍ବାଧିକ ୨୭୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

america
ଗଞ୍ଜାମ୍‌ରେ ବିଗୁଡୁଛି କରୋନା ସ୍ଥିତି; କାଲିଠୁ ଡୋର ଟୁ ଡୋର ସ୍କ୍ରିନିଂ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ହେବ ଡୋର ଟୁ ଡୋର ସ୍କ୍ରିନିଂ । ଆସନ୍ତାକାଲିଠୁ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ।  ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାର ସହରାଞ୍ଚଳରେ ଅକ୍ସିମିଟର ସ୍କ୍ରିନିଂ କରାଯିବ । ଏଥିପାଇଁ ୨୦୦ ଜଣିଆ ଟିମ୍ ଗଠନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ଆଣ୍ଟିଜେନ୍ କିଟ୍ ମଧ୍ୟ ବ୍ରହ୍ମପୁରରେ...

naxal
ଏନ୍‌ଉଣ୍ଟରରେ ମାଓବାଦୀ ନିହତ

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ପୁଣି ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତ ମାଓବାଦୀ ଜଣକ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ସଦସ୍ୟ ବୋଲି କୁହାଯାଉଛି । ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ଏହାସହ...

vigilance
ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ

ଦେବଗଡ଼:  ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଦେବଗଡ଼ ମ୍ୟୁନିସିପାଲିଟି କର୍ପୋରେସନର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିଥିଲା। ଅଭିଯୋଗ ପାଇବା ପରେ ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ଦାଶରଥୀ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍  ଚଢଉ କରିଛନ୍ତି। ନିର୍ବାହୀ ଅଧିକାରୀ କୁଞ୍ଜବନ...

encounter
ପୁଲୱାମାରେ ପୁଣି ଏନ୍‌କାଉଣ୍ଟର; ଆତଙ୍କୀ ନିପାତ

ଶ୍ରୀନଗର:ଜମ୍ମୁ-କାଶ୍ମୀରର ପୁଲୱାମା ନିକଟରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଆଜି ପୁଣି ଗୁଳି ବିନିମୟ ଘଟିଛି। ପୁଲୱାମାର ଗୁସୁ ଇଲାକାରେ ଏହି ଏନ୍‌କାଉଣ୍ଟର ଚାଲିଛି।  ଏଠାରେ ୩ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା। ସ୍ଥାନୀୟ ପୋଲିସ ଓ ସୁରକ୍ଷାକର୍ମୀମାନେ ମିଳିତ ଅପରେସନରେ ବାହାରିଥିଲେ।...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।