• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

cbse
ଆସନ୍ତାକାଲି ବାହାରିବ CBSE  ୧୦ମ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିଲ୍ଲୀ:କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)  ୧୦ମ ଶ୍ରେଣୀ ପରୀକ୍ଷାଫଳ ଜୁଲାଇ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ। ତେବେ ନିର୍ଦ୍ଦିଷ୍ଟ କେଉଁ ସମୟରେ ଫଳ ପ୍ରକାଶ ପାଇବ ସିବିଏସ୍‌ଇ ପକ୍ଷରୁ କୁହାଯାଇ ନାହିଁ। ପରୀକ୍ଷା ଫଳ cbse.nic.in ଏବଂ cbseresults.nic.inରେ ଦେଖି ପାରିବେ। ଜୁଲାଇ ୧୫ ପୂର୍ବରୁ...

2344
ବାଃ ବିଧାୟକ ! ନିଜ ଜୀବନକୁ ପାଣି ଛଡେଇ ଲୋକଙ୍କୁ ଉଦ୍ଧାର କଲେ-ଭିଡିଓ ଭାଇରାଲ

ରାଜନେତାଙ୍କ ନାଁ ଶୁଣିଲେ ମନକୁ ଆସିଯାଏ ଏକ ନକାରାତ୍ମକ ଚିନ୍ତାଧାରା। ଯେମିତି ନେତାମାନେ କ୍ଷମତା ଲୋଭି, କ୍ଷମତା ପାଇଁ ଯେ କୌଣସି କାମ କରିପାରନ୍ତି…ଇତ୍ୟାଦି ଇତ୍ୟାଦି। ହେଲେ ଏପରି ଭାବନା, ଚିନ୍ତାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଜଣେ ବିଧାୟକ। ପ୍ରଳୟଙ୍କରୀ ବନ୍ୟାରେ ନିଜ ଜୀବନକୁ ମରଣ ମୁହଁକୁ...

divyansi
ଦ୍ୱାଦଶ ପରୀକ୍ଷାରେ ୧୦୦ ପ୍ରତିଶତ ନମ୍ବର ରଖି ଚର୍ଚ୍ଚାରେ ଦିବ୍ୟାଂଶୀ

ଲକ୍ଷ୍ନୌ: ଗତକାଲି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ ପାଇଛି । ଏଥିରେ ଉତ୍ତରପ୍ରଦେଶ ଲକ୍ଷ୍ନୌର ଦିବ୍ୟାଂଶୀ ଜୈନ୍ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି । ତାଙ୍କର ଏଇ ସଫଳତା ପାଇଁ ଚାରିଆଡୁ ଛୁଟିଛି ପ୍ରଶଂସାର ସୁଅ। ଦିବ୍ୟାଂଶୀ ନବୟୁଗ ରେଡିଏନ୍ସ ସ୍କୁଲର ଛାତ୍ରୀ। ଦିବ୍ୟାଂଶୀ ପିଲାବେଳୁ ସେ...

Corona Vaccine Update
ଋଷର ଘୋଷଣା-ସେପ୍ଟେମ୍ବର ସୁଦ୍ଧା ପର୍ଯ୍ୟାପ୍ତ ଭାବେ ଉପଲବ୍ଧ ହେବ କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ସାରା ବିଶ୍ୱ ଅଣ୍ଟା ଭିଡିଛି। ଔଷଧ ଓ ଭାକ୍ସିନ ତିଆରି ପାଇଁ ସମସ୍ତେ ଲାଗିଛନ୍ତି। ତେବେ ସମସ୍ତଙ୍କୁ ପଛରେ ପକାଇ ଋଷ ପ୍ରଥମ ଟିକା ବାହାର କରିଛି ବୋଲି ଦାବି କରିଛି। ଏହି ଟିକା ଅଗଷ୍ଟ ସୁଦ୍ଧା ଉପଲବ୍ଧ ହେବ।...

cinbd
ପୁଣି ୪ କରୋନା ରୋଗୀ ଆଖି ବୁଜିଲେ

ଭୁବନେଶ୍ୱର: ଓଡ଼ିଶାରେ ଆଜି ପୁଣି ୪ ଜଣ ଜୀବନ ନେଇଛି କରୋନା । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪ ଛୁଇଁଛି। ୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର...

sushant
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ ଦେଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣା ପ୍ରାୟ ଏକ ମାସ ହୋଇଗଲା । ତଥାପି ଏ ପର୍ଯ୍ୟନ୍ତ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କି ସୁଚିନ୍ତିତ ଭାବେ କେହି ତାଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ନାହିଁ। ସୁଶାନ୍ତ ଜଣେ ହସଖୁସିର ମଣିଷ ଯିଏ କି  କମ୍‌...

2
ଚାଷ ନୁହେଁ ଶିଳ୍ପ ପାଇଁ ମହାନଦୀ ପାଣି ବ୍ୟବହାର କରୁଛି ଛତିଶଗଡ଼

ଓଡ଼ିଶା: ପୁଣି ଉଠିଲା ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ପ୍ରସଙ୍ଗ। ଛତିଶଗଡ଼ କୃଷି ଜଳସେଚନ ପାଇଁ ନୁହେଁ ବରଂ ଶିଳ୍ପ ପାଇଁ ମହାନଦୀ ଜଳକୁ ଅଧିକ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଅଣମୌସୁମୀ ଋତୁରେ ଅନ୍ୟ ବର୍ଷ ତୁଳନାରେ ଏବର୍ଷ...

331324
ହୋମ କ୍ୱାରେଣ୍ଟିନ୍‌ରେ ଥିଲେ କେମିତି ନେବେ ଦେହର ଯତ୍ନ

ମୁମ୍ବାଇ: କାହାକୁ ଛାଡ଼ୁନି କରୋନା । ବଲିଉଡ୍‌ରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି। ସମସ୍ତ ସଚେତନତା ସତ୍ତ୍ୱେ ବଚ୍ଚନଙ୍କ ବଙ୍ଗଳାରେ ପଶିଛି କରୋନା । ଅମିତାଭ, ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ ଆସିଛି। କେବଳ ଜୟା ବଚ୍ଚନଙ୍କୁ ଛାଡ଼ି ଦେଲେ ବଚ୍ଚନ ପରିବାରର...

323232
ଡୋନାଲ୍ଡ ଟ୍ରମ୍ପଙ୍କ ପରେ ମାସ୍କ ପିନ୍ଧିଲେ ମେଲାନିଆ

ୱାଶିଂଟନ: କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଗତ ସପ୍ତାହରେ ମେରି ଏଲିଜାବେଥ୍ ହାଉସ ପରିଦର୍ଶନବେଳେ ମାସ୍କ ପିନ୍ଧିଥିବା ନେଇ ଏକ ଫଟୋ ନିଜେ ମେଲାନିଆ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ମେଲାନିଆ ଏବେ ସ୍ୱାମୀ...

ruppe
ସମାନ ନମ୍ବରରେ ଦୁଇଟି ଟଙ୍କା: ନକଲି ନୁହେଁ ଅସଲି

ଟିଟିଲାଗଡ: ଭାରତୀୟ ଟଙ୍କା ଉପରେ ଥିବା କ୍ରମିକ ସଂଖ୍ୟା ଅନେକ ଗୁରୁତ୍ୱ ବହନ କରେ। ରିଜର୍ଭ ବ୍ୟାଙ୍କ ଦ୍ୱାରା ଛପା ହେଉଥିବା ଏହି ନୋଟରେ  ପ୍ରାୟତଃ ଭୁଲ୍ ନଥାଏ । ବିଶେଷକରି ପ୍ରତ୍ୟେକ ଟଙ୍କାରେ ଥିବା ନମ୍ବର ସବୁବେଳେ ଅନ୍ୟଠାରୁ ଅଲଗା। ହେଲେ ଟିଟିଲାଗଡରେ ଦେଖା ଦେଇଛି ଏହାର...

21212
ଏପଟେ କ୍ଷମତା ସଙ୍କଟ, ସେପଟେ ଆଇଟି ରେଡ୍‌

ଜୟପୁର: ରାଜସ୍ଥାନରେ ଚାଲିଛି କ୍ଷମତା ଯୁଦ୍ଧ । ସଙ୍କଟରେ କଂଗ୍ରେସ ସରକାର। ଏପରି ରାଜନୈତିକ ଅସ୍ଥିରତା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ପୁଣି ଏକ ଶକ୍ତ ଧକ୍କା ଲାଗିଛି। ଗେହଲଟଙ୍କ ପାଖ ଲୋକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସକାଳୁ ରାଜସ୍ଥାନ କଂଗ୍ରେସର ଉପ ସଭାପତି...

covid-19
ଦେଶରେ ୨୪ ଘଣ୍ଟାରେ ୨୮ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ୫୦୦ ମୃତ

ନୂଆଦିଲ୍ଲୀ: ଆଜି ଦେଶରେ ପୁଣି ରେକର୍ଡ କରିଛି କରୋନା। ଗତ ୨୪ ଘଣ୍ଟାରେ ୨୮ ହଜାର କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷେ ୨୪ ଘଣ୍ଟାରେ ୫୦୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତକ ସଂଖ୍ୟା ୨୩ ହଜାର ୧୭୪ରେ ପହଞ୍ଚିଛି। ଦେଶରେ କରୋନା...

sachin-gehalat
ବିଜେପିରେ ସାମିଲ ହେବେନି ସଚିନ ପାଇଲଟ୍ !

ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟ ଘଡିକୁ ଘଡ଼ି ନୂଆ ମୋଡ ନେଉଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ୩୦ ବିଧାୟକଙ୍କ ସହ କଂଗ୍ରେସର ଗେହଲଟ ସରକାର ହାତ ଛାଡ଼ି ବିଜେପିରେ ମିଶିବେ ବୋଲି ଅନେକ କଳ୍ପନାଜଳ୍ପାନ ପ୍ରକାଶ ପାଉଥିବାବେଳେ ଆଜି ମୁହଁ ଖୋଲିଛନ୍ତି ସଚିନ୍‌। ବିଜେପିରେ ମିଶିବେ ନାହିଁ ବୋଲି...

sachin
ରାଜସ୍ଥାନ ରାଜନୀତିରେ ସଙ୍କଟ: ବୈଠକ ପୂର୍ବରୁ ହ୍ୱିପ ଜାରି କଲେ ମୁଖ୍ୟମନ୍ତ୍ରୀ

ଜୟପୁର: ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ଭିତରେ ରାତି ଅଧିଆ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ଅଶୋକ ଗେହଲଟ ସରକାର ସଂପୂର୍ଣ୍ଣ ସୁରକ୍ଷିତ ଥିବା ଦଳ କହିଛି । ସରକାର ସପକ୍ଷରେ ୧୦୯ ବିଧାୟକଙ୍କ ସମର୍ଥନ ଥିବା ସାମ୍ବାଦିକ...

111112231
ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବା ଦାବି ପୁଣି ତେଜିଲା

ନୂଆଦିଲ୍ଲୀ:  କଗ୍ରେସର ମଙ୍ଗ ପୁଣି ସମ୍ଭାଳିବେ ରାହୁଲ ଗାନ୍ଧି ! ଏପରି ଦାବି କରିଛନ୍ତି ଦଳର ବରିଷ୍ଠ ନେତାଗଣ ।  କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶନିବାର ଦଳର ଲୋକସଭା ସଦସ୍ୟଙ୍କ ସହ ଏକ ଡିଜିଟାଲ୍ ବୈଠକ କରି ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ କରୋନାଭାଇରସ୍ ମହାମାରୀର...

121111
ଅନୁପ୍ରବେଶ ପାଇଁ LOC ନିକଟରେ ଠୁଳ ହୋଇଛନ୍ତି ୩୦୦ ଅତଙ୍କୀ

ଜମ୍ମୁ: ଶନିବାର ଜାମ୍ମୁ କାଶ୍ମୀରର ନୌଗାମ ସେକ୍ଟରରେ ସେନା  ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।  ତେବେ ଏଲଓସିରେ  ଏବେ ୨୫୦ରୁ ୩୦୦  ଆତଙ୍କବାଦୀ ଠୁଳ ହୋଇଛନ୍ତି। ଏମାନେ ପାକିସ୍ତାନରୁ LoC ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆତଙ୍କବାଦୀଙ୍କ ଏହି ପ୍ରୟାସକୁ  ସଫଳ ହେବାକୁ ଦିଆଯିବ...

mask
ବର-କନ୍ୟାଙ୍କ ପାଇଁ ହୀରାରେ ପ୍ରସ୍ତୁତ ହେଲା ମାସ୍କ, ଦାମ କେତେ ଜାଣନ୍ତି ?

ସୁରଟ: କରୋନାର ଭୟବହତା ମଧ୍ୟରେ ବି ଅନେକ ଲୋକ ବିବାହ କରୁଛନ୍ତି। ଗୁଜୁରାଟ ସୁରଟର ଏକ ଅଳଙ୍କାର ଦୋକାନ  କରୋନା ସମୟରେ ବିବାହ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ବିଶେଷ ବ୍ୟବସ୍ଥା କରିଛି। ଏହି ଅଳଙ୍କାର ଦୋକାନରେ ଏକ ବିଶେଷ ପ୍ରକାରର ମାସ୍କ ପ୍ରସ୍ତୁତ କରାଯାଇଛି ଯାହାର ମୂଲ୍ୟ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।