ନୂଆଦିଲ୍ଲୀ: ସବୁବେଳେ ବସିଥାଏ ଝିଅଟି । ଦେଖୁଥାଏ ସାଙ୍ଗ ପିଲମାନେ ଖେଳୁଛନ୍ତି। ଦୌଡାଦୌଡି ହେଉଛନ୍ତି। ତା’ର ବି ଇଚ୍ଛାହୁଏ ଦୌଡି ଯିବା ପାଇଁ। ସାଙ୍ଗମାନଙ୍କ ସହ ମନ ଖୋଲି ଖେଳପଡ଼ିଆରେ ଗଡ଼ିଯିବା ପାଇଁ। ହେଲେ ପାରେନା। ବସିଥିବା ସ୍ଥାନରୁ ଉଠିପାରନ୍ତିନି। ଯୁଆଡେ ବି ଯାଏ ହ୍ୱିଲ ଚେୟାରର ଚକାକୁ...
ଭୋପାଳ: ମଧ୍ୟପ୍ରଦେଶର ପ୍ୟାରେ ମିଆଁ ନାମକ ଜଣେ କୋଟିପତିଙ୍କ କଳା କାରନାମାର କାହାଣୀ ସାମ୍ନାକୁ ଆସିଛି। ଦିନ ଥିଲା ଏହି ମିଆଁ ଜଣକ ଖବରକାଗଜରେ ପେଷ୍ଟର ପରି ଏକ ମାମୁଲି ଚାକିରି କରିଥିଲେ। ହେଲେ ଏବେ ଖବରକାଗଜର ମାଲିକ । କିଛି ବର୍ଷ ମଧ୍ୟରେ ସେ କଳା ଟଙ୍କା...
ଭୋପାଳ: ମଧ୍ୟ ପ୍ରଦେଶର ଗୁନା ଅଞ୍ଚଳରେ ପୋଲିସର ଏକ ବର୍ବର କାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା। ପୋଲିସର ଏଇ ବର୍ବରତାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଏହାକୁ ନେଇ ମଧ୍ୟପ୍ରଦେଶରେ ରାଜନୀତି ଆରମ୍ଭ ହୋଇଗଲାଣି। ଏହି ମାମଲାକୁ ନେଇ ବିରୋଧୀ ସରକାରକୁ ଘେରିବାକୁ...
ଆସାମ: ଆସାମ ବନ୍ୟ ପରିସ୍ଥିତି ସଙ୍ଗୀନ ହୋଇଛି। କାଜିରଙ୍ଗା ଜାତୀୟ ଉଦ୍ୟାନର ୮୦ ପ୍ରତିଶତ ବନ୍ୟାଜଳ ଘେରରେ ବୁଡ଼ି ରହିଛି। ନାଶନାଲ ପାର୍କର ଡାଇରେକ୍ଟର ପି.ଶିବକୁମାରଙ୍କ କହିବା ଅନୁଯାୟୀ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ପାର୍କର ୬୬ ଜୀବଙ୍କର ମୃତ୍ୟୁ ଘଟିଲାଣି। ୧୭୦ ଜନ୍ତୁଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଆସାମରେ...
ନୂଆଦିଲ୍ଲୀ: ବାହାରି ସାରିଛି CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଏଥରେ ଜଣେ ଅଟୋ ଡ୍ରାଇଭରଙ୍କ ପୁଅ ସଫଳତାକୁ ନେଇ ଚାରିଆଡେ ଚର୍ଚ୍ଚା। ଖାଲି ଅର୍ଥନୈତିକ ସମସ୍ୟା ନୁହେଁ, ସେ ଶାରୀରିକ ସମସ୍ୟା ସହ ପ୍ରତି ମୁହୂର୍ତ୍ତରେ ଲଢୁଥିଲେ। ତଥାପି ଲକ୍ଷ୍ୟଠୁ ଦୂରେଇ ଯାଇ ନଥିଲେ। ତାଙ୍କର ସେହି...
ଭୁବନେଶ୍ୱର: ରାଜ୍ୟରେ ପିସିସି ନେତୃତ୍ୱ ପରିବର୍ତ୍ତନକୁ ଚାଲିଛି ଚର୍ଚ୍ଚା। ହେଲେ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ରଂଜୀବ ବିଶ୍ୱାଳ । ସେ କହିଛନ୍ତି, ତାଙ୍କ ପାଖରେ ଥିବା ତଥ୍ୟ ଅନୁସାରେ ରାଜ୍ୟର କଂଗ୍ରେସ ମଙ୍ଗୁଆଳ ଏବେ ବଦଳିବାର ନାହିଁ କିମ୍ବା ପିସିସିରେ କୌଣସି ପରିବର୍ତ୍ତନ ହେବାର ନାହିଁ ।...
ଜୟପୁରୱ : ରାଜସ୍ଥାନର ବିଧାୟକ ସଚିନ ପାଇଲଟ ଓ ତାଙ୍କର ୧୮ ସମର୍ଥକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କଂଗ୍ରେସ। ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସମସ୍ତଙ୍କୁ...
ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସ ବିବାଦ ଘଟଣା ପୁଣି ଏବେ ରୋଚକ ମୋଡ ନେଇଛି। ଗତକାଲି ଦଳୀୟ ବୈଠକରେ ସଚିନ ପାଇଲଟ ଓ ଅନ୍ୟ କେତେକ ନେତାଙ୍କୁ ବିଦା କରିବା ପରେ କଡା ମନ୍ତବ୍ୟ ଦେଇଥିବା କଂଗ୍ରେସ ଆଜି ନରମ ଭାବ ପୋଷଣ କରିଛି। ସଚିନ୍ଙ୍କୁ ଦଳକୁ ଫେରାଇ ଆଣିବ...
ୱାଶିଂଟନ/ବେଜିଂ:ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସେନା ହିଂସାତ୍ମକ ଘଟଣାରେ ଦୁଇ ଦେଶର ଅନେକ ସେନା ମୃତ୍ୟୁ ମୁଖରେ ପଡ଼ିଥିଲେ। ଭାରତରେ ସହିଦ ହୋଇଥିବା ଯବାନଙ୍କ ପରିଚୟ ପ୍ରକାଶ କରାଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେମାନଙ୍କର ଶେଷକୃତ୍ୟ କରାଯାଇଥିଲା। ହେଲେ ଚୀନ ତାଣ ମୃତ ସୈନିକଙ୍କ ପରିଚୟ...
ତାଇପେଇ(Taiwan): ବେଳେବେଳେ ଏମିତି କିଛି ଘଟଣା ଜୀବନରେ ଘଟେ ଯାହାର ଉତ୍ତର ମିଳେନି। ଦେଖିଲେ ଏତିକି ଅନୁଭବ ହୁଏ-ପ୍ରକୃତରେ ଏ ଦୁନିଆ କେଡେ ବିଚିତ୍ର । ଏମିତି ଏକ ବିଚିତ୍ର ଘଟଣା ପ୍ରସଙ୍ଗରେ କହିବାକୁ ଯାଉଛୁ। ତାଇବାନରେ ଘଟିଛି ଏଇ ବିଚିତ୍ର ଘଟଣା। ଏକ ଶିଶୁ ସନ୍ତାନ ଏଠି...
ଜୟପୁର: ରାଜସ୍ଥାନ କଂଗ୍ରେସ କ୍ରାଇସିଜ୍ ଉପରେ ଏବେ ସମସ୍ତଙ୍କର ନଜର। ଗତକାଲି ଗେହଲଟ ସରକାର ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଛନ୍ତି। ଦଳରୁ ବାହାରିବା ପରେ ସଚିନ୍ଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେ ବିଜେପିରେ ମିଶିବେ ନାହିଁ ବୋଲି...
ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ରୋଚନ ମୋଡ ନେଉଛି। ଗତକାଲି ଗେହଲଟ ସରକାର ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପରେ ଏବେ ସମସ୍ତଙ୍କ ନଜର ରହିଛି ସଚିନଙ୍କ ଉପରେ। କ’ଣ ହେବ ସଚିନ୍ ପାଇଲଟଙ୍କ ପରବର୍ତ୍ତୀ ପଦକ୍ଷେପ ? ଦଳରେ ରହିବେ ନା ଆଉ କିଛି...
ନୂଆଦିଲ୍ଲୀ: ଚିନ୍ତା ବଢାଉଛି କରୋନା। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ନୂଆ ରେକର୍ଡ କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଦେଶରେ ଦିନକରେ ୨୯,୪୨୯ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...
ନୂଆଦିଲ୍ଲୀ: ଅନ୍ତରୀକ୍ଷ ରହସ୍ୟମୟ । ହେଲେ ଏଇ ରହସ୍ୟର ଆକର୍ଷଣକୁ କିଏ ବା ଏଡାଇପାରେ ? ଘନ ଅନ୍ଧାର ଆକାଶରେ ଚିକ୍ମିକ୍ କରୁଥିବା ତାରା, ଗ୍ରହ, ଚନ୍ଦ୍ରଙ୍କ ସହ ରହିଛି ଆଉ ଏକ ଅକର୍ଷଣୀୟ ଜିନିଷ । ଜାଣନ୍ତି ତାହା କ’ଣ ? ତାହା ହେଉଛି ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେଶନ। ...
କୋଲକାତା:କରୋନା ଭାଇରସ୍ ବିରୋଧରେ ଲଢୁଥିଲେ ସରକାରୀ ଅଫିସର ଦେବଦତ୍ତା ରାୟ। ଲକ୍ ଡାଉନ୍ବେଳେ ପ୍ରବାସୀ ଶ୍ରମିକ କିପରି ଆସିବେ, କେଉଁଠି ରହିବେ ଓ କିପରି ତାଙ୍କର ଥଇଥାନ କରାଯିବ ତାହା ସୁଚାରୂ ଭାବେ ତୁଲାଉଥିଲେ ଦେବଦତ୍ତା। ହେଲେ ନିଜେ ହାରିଗଲେ କରୋନା ପାଖରେ। ସୋମବାର ସକାଳେ ଆଖି ବୁଜି...
ଜୟପୁର: ରାଜସ୍ଥାନ ରାଜନୀତି ପୁଣି ଆଜି ରୋଚକ ମୋଡ ନେଇଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ପଦରୁ ହଟାଇ ଦେଇଛି। ଗେହଟଲ ସରକାର। ପାଇଲଟଙ୍କ ସହିତ ମନ୍ତ୍ରିମଣ୍ଡଳରେ ଥିବା ତାଙ୍କର ଦୁଇ ଅନୁଗତଙ୍କୁ ମଧ୍ୟ ଦଳ ବିଦା କରିଛି। ଆଜି ସକାଳ ୧୧ଟାରେ ବିଧାୟକ ଦଳର ଏକ ବୈଠକର ଆୟୋଜନ...
ଭୁବନେଶ୍ୱର: ଆଜି ରାଜ୍ୟରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇ ଯାଇଛି। ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ ହୋଇଛନ୍ତି। ପୁରୀ ଏସପି ଉମାଶଙ୍କର ଦାଶ ଭୁବନେଶ୍ୱର ଡିସିପି ଦାୟିତ୍ୱ ନେଇଥିବାବେଳେ କଟକ ଡିସିପି ହେଲେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରତୀକ ସିଂହ ...